Daily Archives

December 11, 2018

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଚତୁର୍ଦ୍ଦଶ ଦିନରେ ୧୦ ଗୋଲ, ଆସନ୍ତାକାଲି ଆର୍ଜେଣ୍ଟିନାକୁ ଭେଟିବ ଇଂଲଣ୍ଡ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଜାରି ଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଚତୁର୍ଦ୍ଦଶ ଦିନରେ ଦର୍ଶକମାନେ ୧୦ଟି ଗୋଲ ଦେଖିବାକୁ ପାଇଛନ୍ତି। ଆଜି ପ୍ରଥମ ମ୍ୟାଚରେ ବେଲଜିୟମ୍‌ ୫-୦ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ବେଲଜିୟମ୍‌ ଡିସେମ୍ବର ୧୩ରେ ଜର୍ମାନୀକୁ ଭେଟିବ। ଚତୁର୍ଦ୍ଦଶ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ନକ୍ସଲଙ୍କ ପାଇଁ ଠିକାଦାରମାନଙ୍କ ଠାରୁ ଚାନ୍ଦା ଆଦାୟ ମାମଲାରେ ଠିକାଦାର ଗିରଫ

ଲକ୍ଷ୍ମୀପୁର: ଜେଲରୁ ଫେରି ପୁଣି ନକ୍ସଲଙ୍କ ପାଇଁ ଠିକାଦାରମାନଙ୍କୁ ଭୟଭୀତ କରିବା ସହ କ୍ୟାମ୍ପ ପୋଡିବା, ଗାଡି ଭଙ୍ଗାରୁଜା କରିବା, ଚାନ୍ଦା ମାଗିବା ଭଳି ଅଭିଯୋଗରେ ନାରାୟଣପାଟଣା ପୁଲିସ ପୁଣି ଥରେ ଠିକାଦାର ମୁରଲି କ୍ରିଷ୍ନାଙ୍କୁ ଗିରଫ କରିଛିା ଲକ୍ଷ୍ମୀପୁର ଏସଡିପିଓ ତପନ ନାରାୟଣ ରଥଙ୍କ…
ଅଧିକ ଖବର ଦେଖନ୍ତୁ...

ଈଶାଙ୍କ ପ୍ରି-ଓଏଡିଂ ଉତ୍ସବରେ ସ୍ୱାମୀ ଅଭିଷେକଙ୍କ ସହ ନିର୍ବନ୍ଧ ହୋଇ ଭାଙ୍ଗି ଯାଇଥିବା ଅଭିନେତ୍ରୀଙ୍କ ସହ ନାଚିଲେ…

ମୁମ୍ବାଇ : ଦେଶର ସବୁଠାରୁ ଧନୀ ବ୍ୟବସାୟୀ ତଥା ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ତନୟା ଈଶା ଅମ୍ବାନୀଙ୍କ ବିବାହ ବ୍ୟବସାୟୀ ଆନନ୍ଦ ପିରାମଲଙ୍କ ସହ ହେବାକୁ ଯାଉଛି । ବିବାହ ପୂର୍ବରୁ ଉଦୟପୁରଠାରେ ସଙ୍ଗୀତ ଏବଂ ମେହେନ୍ଦୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଯେଉଁଥିରେ…
ଅଧିକ ଖବର ଦେଖନ୍ତୁ...

ସପିଂ କରିବାକୁ ଯାଇଥିଲେ ପରିବାରର ସମସ୍ତ ସଦସ୍ୟ; ଭୁଲ୍‌ରେ ୫ବର୍ଷିଅ ଶିଶୁକୁ ମଲ୍‌ରେ ଛାଡ଼ି ଚାଲି ଆସିଲେ,ତା’…

ତିରୁବନନ୍ତପୁରମ୍‌ : ବେଳେ ବେଳେ ଏମିତି ବି ଘଟେ! ଘରେ ବିବାହର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପରିବାର ସମସ୍ତ ସଦସ୍ୟ ଜିନିଷ କିଣିବା ପାଇଁ ବାହାରକୁ ଯାଇଥିଲେ। ପରିବାରର ୮ଜଣ ସଦସ୍ୟ ସପିଂ ପାଇଁ କେରଳର କାଲିକଟରେ ଥିବା ସପିଂ ମଲରେ ପହଞ୍ଚିଥିଲେ । ୮ଜଣଙ୍କ ସଦସ୍ୟଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

‘ସିମ୍ବା’ରେ ଅଜୟ ଦେବଗନ୍‌ଙ୍କ ଏଣ୍ଟ୍ରୀକୁ ନେଇ ଖୁସି ନାହାନ୍ତି ଅଭିନେତା ରଣବୀର ସିଂହ,ଏହା ହେଉଛି କାରଣ

ମୁମ୍ବାଇ : ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବିବାହ କରିବା ପରେ ଏବେ ନିଜ କାମକୁ ଫେରିଛନ୍ତି ରଣବୀର ସିଂହ । ବିବାହ ପରେ ହନିମୁନ୍‌ରେ ଯିବା ପରିବର୍ତ୍ତେ, ସେ ଫିଲ୍ମ ‘ସିମ୍ବା’ର ପ୍ରମୋସନ ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ସାରା…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ହାତୀପଲର ଚଳପ୍ରଚଳ ଯୋଗୁଁ ଜଳେଶ୍ୱରରେ ଅଟକିଲା ହାଓ୍ଵଡା-ମହୀଶୂର ଏକ୍ସପ୍ରେସ୍‌

ବାଲେଶ୍ୱର: ଜିଲ୍ଲାର ରାଇବଣିଆ ଅଂଚଳକୁ ମଙ୍ଗଳବାର ପ୍ରାୟ ୧୦୦ ହାତୀ ମୁହାଁଇଥିବା ଜଣାପଡ଼ିଛି। ଫଳରେ ଜଳେଶ୍ୱର ଷ୍ଟେସନ୍‌ରେ ହାଓ୍ଵଡା-ମହୀଶୂର ଏକ୍ସପ୍ରେସ୍‌ ଓ ରାଜଘାଟ ଷ୍ଟେସନ୍‌ ଠାରେ ହାଓ୍ଵଡା-ସିମିଳିପାଳ ଏକ୍ସପ୍ରେସ୍‌ ଅଟକିଛି।
ଅଧିକ ଖବର ଦେଖନ୍ତୁ...

ନାବାଳିକା ସହ ଦୁଷ୍କର୍ମ ପରେ ସାନ ଭାଇ ସହ ପୀଡ଼ିତାଙ୍କ ବିବାହ ଚକ୍ରାନ୍ତ କରିବା ମହଙ୍ଗା ପଡ଼ିଲା, ବିବାହର କିଛି ସମୟ…

ନୂଆଦିଲ୍ଲୀ : ଦିଲ୍ଲୀର ପାଲମରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମେ ଜଣେ ୩୫ବର୍ଷିଅ ଯୁବକ ୧୩ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ସହ ପରେ ମାମଲାର ରଫାଦଫା କରିବାକୁ ଯାଇ ନିଜ ୨୫ବର୍ଷିଅ ସାନ ଭାଇକୁ ପୀଡ଼ିତାଙ୍କ ସହ ବିବାହ କରାଇବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

‘ଆପଣଙ୍କ ପାଇଁ ଏକ୍‌ ଚୁଟ୍‌କି ସିନ୍ଦୂର୍‌ର ମୂଲ୍ୟ କ’ଣ?’ ରଣବୀର ସିଂହଙ୍କୁ ସୁନୀଲ ପଚାରିଥିବା ଏହି ପ୍ରଶ୍ନର ମିଳିଲା…

ମୁମ୍ବାଇ : ନଭେମ୍ବର ୧୪-୧୫ରେ ଆନୁଷ୍ଠାନିକ ଭାବରେ ବିବାହ କରିଥିଲେ ବଲିଉଡ୍‌ର ବାଜିରାଓ-ମସ୍ତାନୀ । ଇଟାଲୀର ଲେକ୍‌ କୋମୋରେ ଦୁଇ ଜଣ ବିବାହ କରିଥିବା ବେଳେ ବେଙ୍ଗାଲୁରୁ ଏବଂ ମୁମ୍ବାଇରେ ବିବାହର ଭୋଜି ରଖିଥିଲେ । ଏବେ ବିବାହ ପରେ ଉଭୟ ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ନିଜ ନିଜ କାମରେ…
ଅଧିକ ଖବର ଦେଖନ୍ତୁ...

ଫୋନ୍‌ରେ ଡାଉନ୍‌ଲୋଡ୍‌ କରି ନିଅନ୍ତୁ ଏହି ଆପ୍‌,ବିଜୁଳି ମାରିବାର ୪୦ମିନିଟ୍‌ ପୂର୍ବରୁ ଦେବ ସୂଚନା

ନୂଆଦିଲ୍ଲୀ : ବଜ୍ରାଘାତରେ ପ୍ରତିବର୍ଷ ୨୦୦୦ରୁ ୨୫୦୦ ଲୋକ ପ୍ରାଣ ହରାଉଛନ୍ତି । ଏଭଳି ପରିସ୍ଥିତିରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପୃଥ୍ଵୀ ବିଜ୍ଞାନ ମନ୍ତ୍ରାଳୟ ଏକ ଏମିତି ଆପ୍‌ ତିଆରି କରିଛନ୍ତି, ଯାହା ବିଜୁଳି ମାରିବାର ୩୦-୪୦ ମିନିଟ୍‌ ପୂର୍ବରୁ ସୂଚନା ଦେବ ।…
ଅଧିକ ଖବର ଦେଖନ୍ତୁ...

ହଲିଉଡ୍‌ ଅଭିନେତ୍ରୀ ଜେନିଫର୍‌ଙ୍କର ଏହି ଅଜବ ଅଭ୍ୟାସ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ହୋଷ୍ଟ୍‍, ଭାଇରାଲ୍‌ ହେଲା…

ନୂଆଦିଲ୍ଲୀ : ଏକ ସାକ୍ଷାତ୍‌କାରେ ହଲିଉଡ୍‌ ଅଭିନେତ୍ରୀ ଜେନିଫର ଏନିଷ୍ଟର ନିଜ ସହ ଜଡ଼ିତ ଏକ ରାଜ୍‌ର ଖୁଲାସା କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ହଲିଉଡ୍‌ର ଜଣେ ଚର୍ଚ୍ଚିତ ଚେହେରା ଜେନିଫର୍‌ଙ୍କର ଏଭଳି ଏକ ଅଜବ ଅଭ୍ୟାସ ଥିବା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...