Daily Archives

December 11, 2018

ସମାନ୍ୟ ଝଗଡ଼ାର କରୁଣ ରୂପ! ଫେସ୍‌ବୁକ୍‌ରେ ନିଜ ପତ୍ନୀଙ୍କ ଅଶାଳୀନ ଫଟୋ ସହ ଫୋନ୍‌ ନମ୍ବର ଅପ୍‌ଲୋଡ କରିବା ସହ ଦେହଜୀବୀର…

ରାଞ୍ଚି : ରାଞ୍ଚିରେ ନିଜ ସ୍ତ୍ରୀ ସହ ସ୍ୱାମୀ କରିଥିବା କଦର୍ଯ୍ୟ କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାମାନ୍ୟ ଝଗଡ଼ାକୁ କେନ୍ଦ୍ର କରି ସ୍ୱାମୀ ନିଜ ସ୍ତ୍ରୀର ଅଶ୍ଲୀଳ ଫଟୋ ଏବଂ ମୋବାଇଲ ନମ୍ବର ଫେସ୍‌ବୁକ୍‌ରେ ସେୟାର କରିଥିବା ଜାଣିବାକୁ ମିଳିଛି। ଫଳରେ ପୀଡ଼ିତାଙ୍କ ପାଖକୁ ବାରମ୍ବାର…
ଅଧିକ ଖବର ଦେଖନ୍ତୁ...

ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଥିବା ସ୍ୱୀକାର କରି ରଣବୀର-ଆଲିଆଙ୍କ ବିବାହକୁ ନେଇ ଏହି ସୂଚନା ଦେଲେ ମହେଶ ଭଟ୍ଟ

ମୁମ୍ବାଇ : ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଏବେ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି । ସୁଟିଂ ସେଟ୍‌ର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହି ଫିଲ୍ମର ସୁଟିଂ ସମୟରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ହେବାରେ ଲାଗିଛି ‘ଜୋମାଟୋ’ର ଫୁଡ୍‌ ଡେଲିଭରି ବଏଙ୍କ କାର୍‌ନାମା ଭିଡିଓ; ଡେଲିଭର ଦେବାକୁ ଥିବା ଖାଦ୍ୟ ସହ କ’ଣ…

ନୂଆଦିଲ୍ଲୀ : ପୂର୍ବରୁ ଅନେକ ଫୁଡ୍‌ ଡେଲିଭରି ସାଇଟ୍‌ର ଦାୟିିତ୍ୱହୀନତା ଉପରେ ପ୍ରଶ୍ନ ଉଠି ସାରିଛି। ଏବେ ମଧ୍ୟ ପ୍ରତିଦିନ ଭିନ୍ନ ଭିନ୍ନ ମାମଲା ସାମ୍ନାକୁ ଆସୁଛି । ଖାଦ୍ୟରୁ ପୋକ ବାହାରିବାଠୁ ଆରମ୍ଭ କରି ଖାଦ୍ୟର ମାନ ଠିକ୍‌ ନ ରହିବା ପର୍ଯ୍ୟନ୍ତ ସମସ୍ୟାର ସାମ୍ନା ଗ୍ରାହକମାନେ କରି…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ବିଜୟ ପରେ ଖୁସି ମନାଇଲେ ବିଧାୟକ

ଲକ୍ଷ୍ମୀପୁର: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟରୁ ୩ଟି ରାଜ୍ୟରେ କଂଗ୍ରେସର ବିଜୟ ଓ ସରକାର ଗଠନକୁ ସ୍ୱାଗତ କରି ଲକ୍ଷ୍ମୀପୁର ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ମଙ୍ଗଳବାର ଉତ୍ସବ ମୁଖର ଦେଖିବାକୁ ମିଳିଥିଲାା ଦିନ ତମାମ୍‌ କାର୍ଯ୍ୟାଳୟ ଭିତରେ ଟିଭିଆଗରେ କଂଗ୍ରେସ କର୍ମୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶ : ଏବେ ବି ସ୍ଥିତି ଅସ୍ପଷ୍ଟ, ସରକାର ଗଠନ ପାଇଁ ଉଭୟ ବିଜେପି ଓ କଂଗ୍ରେସର ଉଦ୍ୟମ

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ସ୍ଥିତି ଏବେବି ଅସ୍ପଷ୍ଟ ରହିଛି । ରାଜ୍ୟରେ ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଉଭୟ କଂଗ୍ରେସ ଓ ବିଜେପି ପ୍ରାୟ ସମାନ ସ୍ଥିତିରେ ଅଛନ୍ତି । ମୋଟ ୨୩୦ ଆସନରୁ ରାଜ୍ୟରେ ଏବେ ସୁଦ୍ଧା ମିଳିଥିବା ଫଳାଫଳ ଅନୁସାରେ ବିଜେପି ୭୩ଟି ଜିତିଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ପରେ ପୁଲିସ ଦେଖାଇଲା ତତ୍ପରତା: ବେଗ ନିୟନ୍ତ୍ରଣ ପାଇଁ ଲାଗିଲା ସ୍ପିଡବ୍ରେକର

ଲକ୍ଷ୍ମୀପୁର: ଗତ ଶନିବାର କୁଡିପଦର ନିକଟରେ କୋଡିଙ୍ଗାମାଳିରୁ ବକ୍ସାଇଟ୍‌ ବୋଝେଇ କରି କାକିରିଗୁମ୍ମା ଡିଂୟାର୍ଡକୁ ଯାଉଥିବା ଏକ ହାଇୱା ଟିପର ଜଣେ ବୃଦ୍ଧଙ୍କୁ ଧକ୍କା ଦେବାପରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲାା ଉତ୍ତ୍ୟକ୍ତ ଲୋକେ ବିଭିନ୍ନ ଦାବି ନେଇ ୧୨ ଘଣ୍ଟା ରାସ୍ତାରୋକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାଗ୍ୟ ଆପଣଙ୍କୁ ସାଥ ଦେବ। ନୂଆ ପ୍ରସ୍ତାବ ଓ ପ୍ରକଳ୍ପ ମିଳିପାରେ। ଧର୍ମସ˚ସ୍ଥାକୁ ଦାନ ଦେଇପାରନ୍ତି। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ପରିବାର ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ:…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: କାନାଡାକୁ ୫-୦ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡସ୍‌

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଜାରି ଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୨୮ତମ ମ୍ୟାଚରେ ମଙ୍ଗଳବାର ନେଦରଲାଣ୍ଡସ୍‌ ୫-୦ ଗୋଲରେ କାନାଡାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ନେଦରଲାଣ୍ଡସ୍‌ ଡିସେମ୍ବର ୧୩ରେ ଭାରତକୁ ମୁକାବିଲା କରିବ। ? | LIVE |…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ସରକାର ଗଢ଼ିବ କଂଗ୍ରେସ; ଇସ୍ତଫା ଦେଲେ ରମଣ ସିଂ

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଲାଗିଛି ଶକ୍ତ ଝଟ୍‌କା। ବିଗତ ୧୫ ବର୍ଷ ଧରି ଛତିଶଗଡ଼ରେ ଶାସନ କ୍ଷମତାରେ ରହି ଆସିଥିବା ବିଜେପିକୁ ଚଳିତ ନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଚୂଡ଼ାନ୍ତ ଫଳାଫଳ ଅଦ୍ୟାବଧି ପ୍ରକାଶ ପାଇ ନଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବିବାହ ବାର୍ଷିକୀରେ ବିରୁଷ୍କାଙ୍କ ମହାନତା, ଟିମ୍‌ ଇଣ୍ଡିଆର ବୋଲରଙ୍କୁ ଦେଲେ ନିଜର ଆରାମଦାୟକ ବିଜିନେସ୍‌ କ୍ଲାସ ବିମାନ…

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା ନିଜର ପ୍ରଥମ ବାର୍ଷିକୀ ବିବାହ ଉତ୍ସବ ପାଳନ କରୁଛନ୍ତି। ନିଜର ବିବାହ ବାର୍ଷିକୀ ମନାଇବା ପାଇଁ ଅଭିନେତ୍ରୀ ଅନୁଷ୍କା ଅଷ୍ଟ୍ରେଲିଆରେ ଥିବା ପତି ବିରାଟଙ୍କୁ ଭେଟିବା ପାଇଁ ସେଠାରେ ପହଞ୍ଚିଥିଲେ। ଅଷ୍ଟ୍ରେଲିଆରେ…
ଅଧିକ ଖବର ଦେଖନ୍ତୁ...