Daily Archives

December 12, 2018

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୧୫ତମ ଦିନରେ ୮ ଗୋଲ, ଆସନ୍ତାକାଲି ଭାରତ-ନେଦରଲାଣ୍ଡସ୍‌ ମଧ୍ୟରେ ମୁକାବିଲା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଜାରି ଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ପଂଚଦଶ ଦିନରେ ବୁଧବାର ଦର୍ଶକମାନେ ୮ଟି ଗୋଲ ଦେଖିବାକୁ ପାଇଛନ୍ତି। ଆଜି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୩-୨ ଗୋଲ୍‌ରେ ଇଂଲଣ୍ଡକୁ ପରାସ୍ତ କରି ଥିବା ବେଳେ ଅଷ୍ଟ୍ରେଲିଆ ୩-୦ରେ ଫ୍ରାନ୍ସକୁ ପରାସ୍ତ କରି…
ଅଧିକ ଖବର ଦେଖନ୍ତୁ...

କର୍ମଜୀବୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଂଚୟ ଖାତା ଆରମ୍ଭ କଲା ଆଇସିଆଇସିଆଇ ବ୍ୟାଙ୍କ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ତରଫରୁ କର୍ମଜୀବୀ ମହିଳାଙ୍କ ପାଇଁ ‘ଆଡଭାଣ୍ଟେଜ୍‌ ଓମେନ୍‌ ଔରା ସେଭିଂ ଆକାଉଣ୍ଟ’ ଉନ୍ମୋଚନ କରାଯାଇଛି। ଏଥିରେ ବ୍ୟାଙ୍କିଙ୍ଗ, ଲାଇଫ୍‌ଷ୍ଟାଇଲ୍‌, ସହଜତା, ନିବେଶ ଓ ଟିକସ ପ୍ଲାନିଂ, ଶିଶୁ ଶିକ୍ଷା ଓ ନିରାପତା ଭଳି ଅନେକ…
ଅଧିକ ଖବର ଦେଖନ୍ତୁ...

ଶୀତ ଦିନେ ଶରୀରକୁ ଗରମ ରଖିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ, ରୋଗ ବି ଦୂର ହେବ

ଶୀତ ଦିନେ ହେଉଥିବା ହାଡ଼ ଭଙ୍ଗା ଶୀତରୁ ବଞ୍ଚିବା ପାଇଁ ଲୋକମାନେ ଗରମ କପଡ଼ା ପିନ୍ଧିଥାନ୍ତି । କିନ୍ତୁ ଶୀତଦିନେ ଶରୀରକୁ ବାହାରୁ ଗରମ ରଖିବା ସହ ଭିତରୁ ମଧ୍ୟ ଗରମ ରଖିବା ନିହାତି ଆବଶ୍ୟକ । କାରଣ ଯଦି ଆପଣ ଭିତରୁ ଦୁର୍ବଳ ରହିବେ, ତେବେ ବାହାରେ ଯେତେ ପୋଷାକ ପିନ୍ଧିଲେ ମଧ୍ୟ ଶରୀର ଗରମ ହେବ…
ଅଧିକ ଖବର ଦେଖନ୍ତୁ...

୯ବର୍ଷ ପୂର୍ବେ ହଜି ଯାଇଥିବା ହୀରା ମୁଦିକୁ ଫେରି ପାଇଲେ ମହିଳା, ଜାଣନ୍ତୁ କେମିତି?

ନୂଆଦିଲ୍ଲୀ: ଚମତ୍କାର ବୋଲି କିଛି ଜିନିଷ ରହିଛି, ଯାହାକୁ ପ୍ରମାଣ କରିଛି ନିଉ ଜର୍ସିରେ ଘଟିଥିବା ଏକ ଘଟଣା । ନିଜ ଜର୍ସିରେ ରହୁଥିବା ଜଣେ ମହିଳାଙ୍କୁ ନିର୍ବନ୍ଧରେ ମିଳିଥିବା ମୁଦିକୁ ସେ ୯ବର୍ଷ ପୂର୍ବେ ହଜାଇ ଦେଇଥିଲେ । ଏବେ ସେ ୯ବର୍ଷ ପୂର୍ବେ ହଜାଇଥିବା ମୁଦିକୁ ଫେରି ପାଇଥିବା ଜଣା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ଫିଟ୍‌ ରହିବାର ୪ଟି ମନ୍ତ୍ର

ଚେନ୍ନାଇ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ୬୮ବର୍ଷରେ ପାଦ ଦେଇ ସାରିଥିଲେ ମଧ୍ୟ ଏବେ ବି ତାଙ୍କ ଷ୍ଟାଇଲ ଏବଂ ଅନ୍ଦାଜ ପାଇଁ ଲୋକ ତାଙ୍କର ଫ୍ୟାନ ବନି ରହିଛନ୍ତି । ଏ ବୟସରେ ମଧ୍ୟ ସେ ‘୨.୦’ଭଳି ଫିଲ୍ମରେ ଅଭିନୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି । ତେବେ ୬୮ବର୍ଷ ବୟସରେ ଶରୀରରେ…
ଅଧିକ ଖବର ଦେଖନ୍ତୁ...

କଟକ: ଫାଷ୍ଟଫୁଡ ଖାଇ ୬ କଲେଜ ଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବାଙ୍କୀ/କଟକ: କଲେଜ କ୍ୟାମ୍ପସ ଭିତରେ ବାହାରୁ ଆସିଥିବା ଫାଷ୍ଟଫୁଡ ଖାଦ୍ୟ ଖାଇ ବୁଧବାର ବାଙ୍କୀ କଲେଜର ୬ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କଲେଜର ମା’ ଚର୍ଚ୍ଚିକା ଛାତ୍ରୀନିବାସର ୬ ଜଣ ଛାତ୍ରୀ କ୍ୟାମ୍ପସକୁ ବାହାରୁ…
ଅଧିକ ଖବର ଦେଖନ୍ତୁ...

କଥା ଦେଇ କଥା ନ ରଖିବାରୁ ବାପା ବିରୋଧରେ ଅଭିଯୋଗ କରିବାକୁ ଥାନାରେ ପହଞ୍ଚିଲା ୭ବର୍ଷୀୟା ଝିଅ, ଜାଣନ୍ତୁ କ’ଣ ଥିଲା…

ରାମେଶ୍ୱରମ୍‌: ତାମିଲନାଡ଼ୁର ରାମେଶ୍ୱରମରେ ଏକ ଅଜବ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଦେଇଥିବା କଥାକୁ ବାପା ନ ରଖିବାରୁ ଝିଅ ଅଭିଯୋଗ କରିବା ପାଇଁ ପୁଲିସ ଷ୍ଟେସନରେ ପହଞ୍ଚିଥିଲା । ସ୍କୁଲ ପୋଷାକରେ ୭ବର୍ଷୀୟ ନାବାଳିକାକୁ ଦେଖି ମହିଳା ପୁଲିସକର୍ମୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପରେ କାରଣ…
ଅଧିକ ଖବର ଦେଖନ୍ତୁ...

ଜାହ୍ନବୀ କପୁରଙ୍କୁ ମିଳିଲା ‘ସୁଟିଂ ଷ୍ଟାର ଅଫ୍‌ ଦ ଇୟର’ ସମ୍ମାନ, କାନ୍ଦି ପକାଇଲେ ବୋନି କପୁର

ମୁମ୍ବାଇ : ଯେତେବେଳେ ପିଲାମାନଙ୍କୁ ସେମାନଙ୍କ ମାତା-ପିତାଙ୍କ ଆଗରେ କୌଣସ ସମ୍ମାନରେ ସମ୍ମାନିତ କରାଯାଏ, ସେହି ସମୟଟି ମାତା-ପିତାଙ୍କ ପାଇଁ ଭାବବିହ୍ଵଳପୂର୍ଣ୍ଣ ସମୟ ହୋଇଥାଏ । ସେ ସମୟରେ ଦୁନିଆର ସବୁ ଖୁସି ସେମାନଙ୍କୁ ମିଳିଯିବା ଭଳି ଅନୁଭବ ହୋଇଥାଏ । ଠିକ୍‌ ସେମିତି ଅଭିନେତ୍ରୀ…
ଅଧିକ ଖବର ଦେଖନ୍ତୁ...

ବିହାରର ହାଇଟେକ୍‌ ଚୋର: ସିସିଟିଭିର ତାର କାଟି ଏଟିଏମ୍‌ରୁ ଲୁଟି ନେଲେ ୨୧ଲକ୍ଷ

ଭାଗଲପୁର: ବିହାରରେ ଭାଗଲପୁରରେ ପୁଣି ଥରେ ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି ଏଟିଲମ୍‌ ଲୁଟେରା । ପୁଲିସ ଆଖିରେ ଧୁଳି ଦେଇ ଏଟିଏମ୍‌ରେ ଲାଗିଥିବା ସିସିଟିଭିର ତାର କାଟିବା ସହ ଏଟିଏମ୍‌ରୁ ୨୧ଲକ୍ଷ ଟଙ୍କା ଲୁଟିନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋମବାର ରାତିରେ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ସାଙ୍ଗାନ୍ନା ହାଇସ୍କୁଲ ବାର୍ଷିକ କ୍ରୀଡାରେ ଅଂଶ ଗ୍ରହଣ କଲେ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦରମହକୁମାର ସାଙ୍ଗାନ୍ନା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ବୁଧବାର ମହାସମାରୋହରେ ପାଳିତ ହୋଇଯାଇଛିା ପ୍ରଧାନଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କାଙ୍କ ପ୍ରତ୍ୟକ ତତ୍ୱାବଧାନାରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡାରେ ମୁଖ୍ୟଅତିଥି ବିଧାୟକ…
ଅଧିକ ଖବର ଦେଖନ୍ତୁ...