Daily Archives

December 12, 2018

‘କେଦାରନାଥ’ ରିଲିଜ୍‌ ପରେ ପୁଣି ଚଳଚ୍ଚିତ୍ର ‘ଡ୍ରାଇଭ୍‌’କୁ ରିଲିଜ୍‌ କରାଇବେ କି ନାହିଁ ଚିନ୍ତାରେ କରଣ, ଉଦାସ କରାଉଛି…

ମୁମ୍ବାଇ : ବକ୍ସ ଅଫିସକୁ ଭିନ୍ନ ଧରଣର ଫିଲ୍ମ ଆଣିବା ଏବଂ ନବାଗତାମାନଙ୍କୁ ଫିଲ୍ମରେ ସୁଯୋଗ ଦେଉଥିବା ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଏବେ ନିଜର ଏକ ଫିଲ୍ମକୁ ବର୍ଷେ ହେଲାଣି ରିଲିଜ୍‌ କରି ପାରୁ ନଥିବା ଜଣାପଡ଼ିଛି । ଫିଲ୍ମର ନାମ ‘ଡ୍ରାଇଭ୍‌’ ଥିବା ବେଳେ ମୁଖ୍ୟ ଭୂମିକାରେ ଅଭିନେତା…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ନିସ୍ତୁକ ମାଡ଼ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଥାନାରେ ଅଭିଯୋଗ

ପାଟଣାଗଡ଼/ବଲାଙ୍ଗୀର: ନିସ୍ତୁକ ମାଡ଼ରେ ବୁଧବାର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଥାନା ଅନ୍ତର୍ଗତ ଡୁମ୍ବେରପଦର ଗାଁର ଜଣେ ଦାଦନ ଶ୍ରମିକଙ୍କୁ ମାଡ଼ ହୋଇଛି। ମାଡ଼ ପରେ ଦାଦନ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର…
ଅଧିକ ଖବର ଦେଖନ୍ତୁ...

୫ମାସ ପୂର୍ବରୁ ହୋଇଥିଲା ବିବାହ, ଯୌତୁକରେ ମଗାଯାଇଥିବା ଗୋଟେ ଦାବି ପୂରଣ ନ ହେବାରୁ ସ୍ୱାମୀ କଲା ଏଭଳି କାମ…

ସହରାସା: ବିହାରର ସହରସାରେ ଘଟିଥିବା ଏକ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଯୌତୁକ ନେବାକୁ ଅପରାଧ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ଏବେ ବି ଲୋକମାନେ ଯୌତୁକ ନେବା ଏବଂ ଦେବା ବନ୍ଦ କରୁ ନାହାନ୍ତି । ବିହାରର ସହରାସାରେ ମଧ୍ୟ ଯୌତୁକ ପାଇଁ ଗୋଟେ ନିରୀହ ଜୀବନ ଚାଲି…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ଜିରୋ’ରେ ନଜର ଆସିବେ କି ଶ୍ରୀଦେବୀ? ଏହି ପ୍ରଶ୍ନର ଏଭଳି ଉତ୍ତର ଦେଲେ ଶାହାରୁଖ୍‌ ଖାନ୍‌

ମୁମ୍ବାଇ : ଡିସେମ୍ବର ୨୧ରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ‘ଜିରୋ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ଶାହାରୁଖ୍‌ ଖାନ୍‌, ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍‌ଙ୍କୁ ଦେଖିବାକୁ ମିଳିବ। ଇତି ମଧ୍ୟରେ ଫିଲ୍ମର ଟ୍ରେଲର ଏବଂ ଦୁଇଟି ଗୀତ ରିଲିଜ୍‌ ହୋଇ ସାରିଛି ।…
ଅଧିକ ଖବର ଦେଖନ୍ତୁ...

୪ବର୍ଷୀୟା ନାବାଳିକାକୁ ଡିିଜିଟାଲ ଦୁଷ୍କର୍ମ କରିଥିବାରୁ ବସ୍‌ କଣ୍ଡକ୍ଟରକୁ ୨୦ବର୍ଷ ଜେଲଦଣ୍ଡ ଶୁଣାଇଲେ ଅଦାଲତ,…

ଗୁରୁଗ୍ରାମ: ଦେଶରେ ଦୁଷ୍କର୍ମ ଭଳି ଅପରାଧକୁ ରୋକିବା ପାଇଁ ଅନେକ ନିୟମ ତିଆରି କରାଯାଇଥିଲେ ମଧ୍ୟ ଦିନକୁ ଦିନ ଏହି ଅପରାଧ ବଢ଼ିବାରେ ଲାଗିଛି । ମହିଳାଙ୍କଠାରୁ ଆରମ୍ଭ କରି ଛେଳି, କୁକୁର, ଗାଈ ପର୍ଯ୍ୟନ୍ତ ସମସ୍ତେ, ସମାଜରେ ଦୁର୍ବଳ ମାନସିକତା ରଖୁଥିବା ଲୋକଙ୍କ ଶିକାର ପାଲଟୁଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଆଣ୍ଟାର୍କଟିକାର ବରଫାବୃତ ପର୍ବତକୁ ଚଢିବେ ଏହି ଦିବ୍ୟାଙ୍ଗ ଭାରତୀୟ ମହିଳା

ନୂଆଦିଲ୍ଲୀ : ବିଶ୍ୱର ସବୁ ପ୍ରମୁଖ ପର୍ବତାରୋହଣ କରିବା ପରେ ଭାରତର ଦିବ୍ୟାଙ୍ଗ ମହିଳା ଅରୁଣିମା ସିହ୍ନା ଏବେ ଆଣ୍ଟାର୍କଟିକାର ବରଫାବୃତ ମାଉଣ୍ଟ ଭିନସନ ଆରୋହଣ ପାଇଁ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ତାଙ୍କର ଗୋଟିଏ ଗୋଡ ନଥିବାବେଳେ ସେ ପ୍ଲାଷ୍ଟିକ ଗୋଡ ବ୍ୟବହାର କରନ୍ତି । ସେ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଫୋନ୍‌ ଟ୍ରାକ୍‌ ହେଉଛି କି? ଟ୍ରାଇକୁ କରିପାରିବେ ପ୍ରଶ୍ନ

ନୂଆଦିଲ୍ଲୀ: ଅନେକ ସମୟରେ ଏପରି ରିପୋର୍ଟ ଦେଖିବାକୁ ମିଳେ ଯେ କାହା କହାର ଫୋନ୍‌ ଟ୍ରାକ୍‌ ହେଉଛି। ବିନା କାରଣରେ କାହାର ଗୋପନୀୟତା ଉପରେ ପ୍ରଶ୍ନ ଉଠିବା ପ୍ରସଂଗ ନିହାତି ସମ୍ବେଦନଶୀଳ। ଆପଣଙ୍କ ଫୋନ୍‌ ଟ୍ରାକ୍‌ ହେଉଛି କି ନାହିଁ ଜାଣିବା ପାଇଁ ସାଧାରଣତଃ ସେପରି କୌଣସି ସୂତ୍ର ନାହିଁ।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଫ୍ରାନ୍ସକୁ ୩-୦ରେ ପରାସ୍ତ କରି ସେମିରେ ଅଷ୍ଟ୍ରେଲିଆ

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ଅନ୍ୟତମ କ୍ୱାର୍ଟରଫାଇନାଲ ମ୍ୟାଚରେ ବୁଧବାର ଅଷ୍ଟ୍ରେଲିଆ ୩-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୩୦ତମ ମ୍ୟାଚରେ ଅଷ୍ଟ୍ରେଲିଆର ଖେଳାଳିମାନେ ଫ୍ରାନ୍ସ  ଖେଳାଳିଙ୍କ ଉପରେ ଆରମ୍ଭରୁ ନିଜର ଆଧିପତ୍ୟ ଜାରି ରଖିଥିଲେ। ଆୟୋଜକ ଭାରତ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ବିବାହିତ ନାବାଳକ-ନାବାଳିକା ଉଦ୍ଧାର

ଫୁଲବାଣୀ: ବାଲ୍ୟବିବାହ ସମ୍ପର୍କରେ ସୁଚନା ପାଇ ଚାଇଲ୍‌ଡଲାଇନର ଦୁଇଜଣିଆ ଟିମ୍‌ ବିଜୟାନନ୍ଦ ସାହୁ ଓ ସୁପ୍ରଭା ନାୟକ, ସମ୍ମନ୍ଵିତ ଶିଶୁବିକାଶ ସିଡିପିଓ ଫିରିଙ୍ଗିଆ ମଞ୍ଜୁଳା ପ୍ରଧାନ ଏବଂ ସହକର୍ମି ଫିରିଙ୍ଗିଆ ପୁଲିସ କର୍ମଚାରୀଙ୍କ ସହାୟତାରେ ୧୬ ବର୍ଷିଅ ନାବାଳକ ଓ ନାବାଳିକାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜନ୍ମ ସାର୍ଟିଫିକେଟ୍‌ ଦେବା ନାଁରେ ୧୦୦୦ ଟଙ୍କା ଲାଂଚ ନେଇ ଗିରଫ ହେଲେ ବିଏମ୍‌ସି ସ୍ୱାସ୍ଥ୍ୟ କର୍ମଚାରୀ

ଭୁବନେଶ୍ୱର: ଜନ୍ମ ସାର୍ଟିଫିକେଟ ଦେବା ପାଇଁ ୧୦୦୦ ଟଙ୍କା ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ବୁଧବାର ବିଏମସି (ଭୁବନେଶ୍ୱର ମହାନଗର ନିଗମ) ସ୍ୱାସ୍ଥ୍ୟ କାର୍ଯ୍ୟାଳୟର ମନୋରଂଜନ ଦାସ (୪୩)ଙ୍କୁ ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟନଗର ପ୍ଲଟ ନମ୍ବର ୧୫ରୁ ଗିରଫ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...