Daily Archives

December 13, 2018

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଆଜି ୬ ଗୋଲ, ୧୫ରେ ଅଷ୍ଟ୍ରେଲିଆକୁ ଭେଟିବ ନେଦରଲାଣ୍ଡସ୍‌

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ ହକି ଗ୍ରାଉଣ୍ଡରେ ଗୁରୁବାର ୨ଟି ମ୍ୟାଚରେ ଦର୍ଶକମାନେ ୬ଟି ଗୋଲ ଦେଖିଛନ୍ତି। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର କ୍ୱାର୍ଟରଫାଇନାଲ ମ୍ୟାଚରେ ନେଦରଲାଣ୍ଡସ୍‌ ଗୁରୁବାର ଭାରତକୁ ୨-୧ ଗୋଲରେ ପରାସ୍ତ କରି ଥିବା ବେଳେ ବେଲଜିୟମ୍‌ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ପ୍ରଥମ ଶାଖା ଖୋଲିଲା ଆରବିଏଲ୍‌ ବ୍ୟାଙ୍କ

ଭୁବନେଶ୍ୱର: ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଘରୋଇ ବ୍ୟାଙ୍କ, ଆରବିଏଲ୍‌ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ଏହାର ପ୍ରଥମ ଶାଖା ଖୋଲାଯାଇଛି । ଏଥି ସହିତ ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ବ୍ୟାଙ୍କର ମୋଟ ଶାଖା ସଂଖ୍ୟା ୨୬୯ରେ ପହଞ୍ଚିଛି । ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଠାରେ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ପୁଣି ଫୁଟିଲା ଗୁଳି : ଗୁଳିମାଡ଼ରେ ବ୍ୟବସାୟୀ ଆହତ

ଭୁବନେଶ୍ବର: କିଛି ଦିନର ନିରବତା ପରେ ଆଜି ସଂନ୍ଧ୍ୟାରେ ରାଜଧାନୀରେ ଫୁଟିଛି ଗୁଳି। ଏଥିରେ ଜଣେ ବ୍ୟବସାୟୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ ଆଜି ସଂନ୍ଧ୍ୟାରେ ଭୁବନେଶ୍ବର ଉପକଣ୍ଠସ୍ଥ ତମା‌ଣ୍ଡୋ ଛକରେ ଜଣେ…
ଅଧିକ ଖବର ଦେଖନ୍ତୁ...

ପିଅନ୍ତୁ ଗ୍ରୀନ୍‌ କଫି: ଓଜନ କମ୍‌ ହେବା ସହ ଶରୀରକୁ ମିଳିବ ଶକ୍ତି, ଏହାର ଅନ୍ୟ ଫାଇଦା ବିଷୟରେ ଜାଣନ୍ତୁ

ଶୀତ ଦିନେ ଲୋକମାନେ ଗରମ ଅନୁଭବ ଦେବା ପାଇଁ ଚା’ ବା କଫି ପିଇଥାନ୍ତି । କିଛି ଲୋକ ନିଜ ସକାଳର ଆରମ୍ଭ ଚା’ ପିଇ ଆରମ୍ଭ କରିଥାନ୍ତି ତ କିଛି ଲୋକ କଫି ପିଇ ନିଜ ଦିନ ଆରମ୍ଭ କରିଥାନ୍ତି । କିନ୍ତୁ କଫି ପିଇବା ଦ୍ୱାରା ଓଜନ କମ ହେବା କଥା ଆପଣ କେବେ ଶୁଣିଥିଲେ କି? ଆଜ୍ଞା ହଁ!ଗ୍ରୀନ୍‌ କଫି…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧ ସମୟରେ ଗୁପ୍ତାଙ୍ଗରେ ଆଘାତ ଲାଗିବା ପରେ ଚିକିତ୍ସା ପାଇଁ ଭାରତ ଆସିଲେ ୟେମେନ ଯୁବକ, ବେଙ୍ଗାଲୁରୁରେ ହେଲା ସଫଳ…

ନୂଆଦିଲ୍ଲୀ : ଭାରତରେ ପୁଣି ଏକ ଚମତ୍କାର ଦେଖିବାକୁ ମିଳିଛି । ଗୁପ୍ତାଙ୍ଗରେ ଆଘାତ ଲାଗିବା ପରେ ଚିନ୍ତାଗ୍ରସ୍ତ ଥିବା ଯୁବକଙ୍କୁ ନୂଆ ଜୀବନ ଦେଇଛନ୍ତି ଭାରତୀୟ ଡ଼ାକ୍ତର । ଲିଙ୍ଗ ପୁନଃନିର୍ମାଣ ଅସ୍ତ୍ରୋପଚାର କରି ବେଙ୍ଗାଲୁରୁରେ ଥିବା ଆପୋଲୋ ହସ୍ପିଟାଲର ଡ଼ାକ୍ତରୀ ଟିମ୍‌ ୟେମେନର  ଯୁବକଙ୍କ…
ଅଧିକ ଖବର ଦେଖନ୍ତୁ...

କମଲନାଥ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୋପାଳ: କମଲନାଥ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ। କଂଗ୍ରେସ ବିଧାୟକ ଦଳର ବୈଠକରେ ହୋଇଥିବା ନିଷ୍ପତ୍ତିକ୍ରମେ କମଲନାଥଙ୍କୁ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଛି। Madhya Pradesh Congress Committee (MPCC) chief Kamal Nath…
ଅଧିକ ଖବର ଦେଖନ୍ତୁ...

୫ ବର୍ଷ ତଳର ରାଜ୍‌ ଖୋଲିଲେ ରଣବୀର: ଦୀପିକାଙ୍କୁ ଏହି ଗୀତରେ ନାଚୁଥିବାର ଦେଖି ସବୁକିଛି ବଦଳି ଯାଇଥିଲା

ମୁମ୍ବାଇ : ଚଳିତ ବର୍ଷ ଦୀପ୍‌-ବୀରଙ୍କ ବିବାହ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିବାହ ପରେ ଦୁହେଁ କାମକୁ ଫେରିଛନ୍ତି । ରଣବୀର ଏବେ ନିଜର ଆଗାମୀ ଫିଲ୍ମ ‘ସିମ୍ବା’ର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ କିଛି ଦିନ ତଳେ ସେ ରିୟାଲିଟି ସୋ’ ସା ରେ ଗା ମା ପା ସୋ’ରେ ସହ-କଳାକାର ସାରା ଅଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଜଳ ସଂରକ୍ଷଣ ପାଇଁ ପୁଣେ ନେଲା ଏଭଳି ପଦକ୍ଷେପ,ଏବେ ହୋଟେଲ ଏବଂ ରେସ୍ତୋରାଁରେ ଲୋକମାନଙ୍କୁ ଦିଆଯିବ ଅଧା ଗ୍ଲାସ ପାଣି

ପୁଣେ : ଜଳ ସଂରକ୍ଷଣ ପାଇଁ ଏବେ ପୁଣେ ଏକ ଅଭିନବ ଉପାୟ ଆପଣାଇଥିବା ଜଣାପଡ଼ିଛି । ହୋଟେଲ ଏବଂ ରେସ୍ତୋରାଁରେ ଲୋକମାନଙ୍କୁ ଗ୍ଲାସରେ ପାଣି ଭରି ଦିଆଯାଉଥିବା ବେଳେ ଏବେ ପୁଣେରେ ଅଧାଗ୍ଲାସ ପାଣି ଦିଆଯିବ ବୋଲି ଜଣାପଡ଼ିଛି । ଗ୍ଲାସରେ ପାଣି ଦିଆଯାଉଥିବା ବେଳେ ଲୋକମାନେ ଅଧା ପାଣି ପିଇ ଅଧା ପାଣି…
ଅଧିକ ଖବର ଦେଖନ୍ତୁ...

ଭିଡ ଭିତରେ ଅସଦାଚରଣର ଶିକାର ହେଲେ ହାସ୍ୟ ଅଭିନେତା ଅଲ୍ଲୀ ଅସଗର, ମହିଳା ଭାବି କିଛି ଯୁବକ କରିଥିଲେ ଏଭଳି କାମ

ମୁମ୍ବାଇ : କମେଡି ନାଇଟ୍‌ ଉଇଥ୍‌ କପିଲରେ ଦାଦି ଭୂମିକାରେ ନଜର ଆସି ସାରିଥିବା ଅଭିନେତା ଅଲ୍ଲୀ ଅସଗର ଏବେ ଷ୍ଟାରପ୍ଲସରେ ପ୍ରସାରିତ ହେବାକୁ ଥିବା ସୋ’ କାନ୍‌ପୁର ଓ୍ଵାଲେ ଖୁରାନାଜ୍‌କୁ ନେଇ ବେଶ ଉତ୍ସାହିତ ଅଛନ୍ତି । ସୋ’ଟି ଆରମ୍ଭ ହେବା ପୂର୍ବରୁ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ ପ୍ରେମ ପରେ କାହାକୁ ନ ଜଣାଇ ହୋଟେଲରେ କରିଥିଲେ ବିବାହ, କିଛି ମାସ ପରେ ଆପଣାଇବାକୁ ସ୍ୱାମୀ ମାଗିଲା…

ମୁଙ୍ଗେର(ବିହାର) : ବିହାରର ଗଦଗ ଜିଲ୍ଲାରେ ରହୁଥିବା କବିତାଙ୍କୁ ପ୍ରେମ ବିବାହ କରିବା ମହଙ୍ଗା ପଡ଼ିଛି । ଫେସ୍‌ବୁକ୍‌ରେ ଯୁବକଙ୍କ ସହ କଥା ହୋଇ ପ୍ରେମରେ ପଡ଼ିବା ସହ ଦେଖା ହେବା ପାଇଁ ମୁଙ୍ଗେର ପହଞ୍ଚିଥିଲେ କବିତା । ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତିି ନେଇଥିଲେ । ଘରେ କାହାକୁ ନ…
ଅଧିକ ଖବର ଦେଖନ୍ତୁ...