Daily Archives

December 14, 2018

ଓଡ଼ିଶାର ଜନଜାତି ଖେଳାଳିଙ୍କ ଉପରେ ଆଧାରିତ ପୁସ୍ତକ ‘ହକି ହି ଜିନ୍ଦେଗୀ’ ଲୋକାର୍ପିତ

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ ଜାରି ଥିବା ବେଳେ ଓଡ଼ିଶାର ଜନଜାତି ଖେଳାଳି ମାନଙ୍କ ଉପରେ ଆଧାରିତ ପୁସ୍ତକ ‘ହକି ହି ଜିନ୍ଦେଗୀ’ ଶୁକ୍ରବାର ଲୋକାର୍ପଣ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ…
ଅଧିକ ଖବର ଦେଖନ୍ତୁ...

ଦେଶରେ ଆଡଲ୍ଟ ସାଇଟ୍‌ଗୁଡ଼ିକୁ ବ୍ୟାନ୍‌ କରାଯିବା ପରେ ମଧ୍ୟ ପର୍ଣ୍ଣ ଦେଖିବାରେ ଟପ୍‌-୩ରେ ରହିଛି ଭାରତ, ରିପୋର୍ଟ ଦେଲା…

ନୂଆଦିଲ୍ଲୀ : ଦେଶରେ ଚଳିତବର୍ଷ ପାଖାପାଖି ୮୨୭ଟି ପର୍ଣ୍ଣ େଓ୍ଵବ୍‌ସାଇଟ୍‌କୁ ବ୍ୟାନ୍‌ କରାଯାଇଥିଲା । ତଥାପି ମଧ୍ୟ ପର୍ଣ୍ଣ ଫିଲ୍ମ ଦେଖିବାରେ ଭାରତ ତୃତୀୟ ସ୍ଥାନରେ ରହିଥିବା ଜଣାପଡ଼ିଛି । ଆଡ଼ଲ୍ଟ େଓ୍ଵବ୍‌ସାଇଟ୍‌ ପର୍ଣ୍ଣହବ୍‌ ତରଫରୁ ବାହାରିଥିବା ୨୦୧୮ର ରିଭ୍ୟୁ ରିପୋର୍ଟରୁ ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

କେଦାରନାଥରେ ଥିବା ଏହି ଦୃଶ୍ୟକୁ ଦେଖି କାନ୍ଦି ପକାଇଲେ ସାରାଙ୍କ ମା’ ଅମୃତା ସିଂହ

ମୁମ୍ବାଇ : ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଫିଲ୍ମ ‘କେଦାରନାଥ’ ରିଲିଜ୍‌ ପରେ ଏବେ ବକ୍ସ ଅଫିସରେ ଏହା ଖୁବ୍‌ ଭଲ ଚାଲିଛି।  ଫିଲ୍ମ ରିଲିଜ୍‌ ପୂର୍ବରୁ ଅନେକ ସମସ୍ୟା ଦେଖାଯାଇଥିବା ବେଳେ ଏବେ ଫିଲ୍ମଟି ଦର୍ଶକଙ୍କ ମନ ଜିତିବା ଆରମ୍ଭ କରିଛି ।…
ଅଧିକ ଖବର ଦେଖନ୍ତୁ...

ଲାଇଭ୍‌ ନିଉଜ୍‌ ପଢୁଥିଲେ ୨ ଆଙ୍କର; ଜଣଙ୍କ ନାକରୁ ବାହାରିବାକୁ ଲାଗିଲା ରକ୍ତ, ତା’ ପରେ କ’ଣ ଘଟିଲା ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : କୋରିଆର ଏକ ନିଉଜ୍‌ ଚ୍ୟାନେଲରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଘଟଣାଟି ହେଉଛି, ଦୁଇଜଣ ଆଙ୍କର ଲାଇଭ୍‌ ନିଉଜ୍‌ ପଢୁଥିବା ବେଳେ ଜଣଙ୍କ ନାକରୁ ହଠାତ୍‌ ରକ୍ତ ବାହାରିବାକୁ ଲାଗିଥିଲା । କିନ୍ତୁ ଆଙ୍କର ଜଣଙ୍କ ସେଥି ପ୍ରତି ଧ୍ୟାନ ନ ଦେଇ ନିଉଜ୍‌ ପଢ଼ି…
ଅଧିକ ଖବର ଦେଖନ୍ତୁ...

ଜଣେ ମହିଳାଙ୍କୁ ଟୁଇଟର୍‌ରେ ଅପମାନିତ କରାଯାଇଥିବା ଦେଖି ନିଜ ଅକାଉଣ୍ଟ ହଟାଇ ଦେଲେ ଅଭିନେତା ଆୟୁଷ ଶର୍ମା

ମୁମ୍ବାଇ : ଚଳଚ୍ଚିତ୍ର ‘ଲଭ୍‌ୟାତ୍ରୀ’ ରିଲିଜ୍‌ ହେବା ପରେ ଅଭିନେତା ତଥା ସଲମାନ ଖାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମା ଚର୍ଚ୍ଚାର ପରିସରକୁ ଆସିଥିଲେ । ଫିଲ୍ମଟି ବକ୍ସ ଅଫିସରେ ସଫଳ ହୋଇ ନଥିଲେ ମଧ୍ୟ ଆୟୁଷଙ୍କ ନୃତ୍ୟ ଶୈଳୀ ଏବଂ ଅଭିନୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । କିଛି ଦିନ ତଳେ ସଲମାନ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ହଠାତ୍‌ କୋର୍ଟ ରୁମ୍‌ରୁ ବାହାରକୁ ଦୌଡ଼ିବାକୁ ଲାଗିଲେ ବିଚାରପତି ଏବଂ ଓକିଲ

ସୁରେନ୍ଦ୍ରନଗର(ଗୁଜୁରାଟ) : ଗୁଜୁରାଟର ସୁରେନ୍ଦ୍ରନଗରରେ ଥିବା ଏକ କୋର୍ଟରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କୋର୍ଟରେ ବିଚାରପତି, ଓକିଲ ଏବଂ ଅନ୍ୟ କର୍ମଚାରୀ ଥିବା ସମୟରେ ହଠାତ୍‌ ଭିତରକୁ ଏକ ଚିତାବାଘ ପଶି ଆସିଥିଲା । ଏଭଳି ଅବିଶ୍ୱସନୀୟ ଦୃଶ୍ୟ ଦେଖି ବିଚାରପତିଙ୍କ…
ଅଧିକ ଖବର ଦେଖନ୍ତୁ...

ସୈଫ୍‌ଙ୍କ ସହ ସେଲ୍‌ଫି ସେୟାର କରି ୨୩ବର୍ଷ ତଳର ପୁରୁଣା ରାଜ୍‌ ଖୋଲିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ଡିସେମ୍ବର ୧୨ରେ ବ୍ୟବସାୟୀ ଆନନ୍ଦ ପିରାମଲଙ୍କ ସହ ଆନୁଷ୍ଠାନିକ ଭାବେ ବିବାହ କରିଛନ୍ତି । ଏହି ବିବାହରେ ଅନେକ ବଲିଉଡ୍‌ ଷ୍ଟାର, କ୍ରିକେଟ ଷ୍ଟାର ଏବଂ ରାଜନେତାମାନେ ଯୋଗ ଦେଇଥିବାର ଦେଖା ଯାଇଥିଲା ।…
ଅଧିକ ଖବର ଦେଖନ୍ତୁ...

ଭାରତରେ ଲଞ୍ଚ ହେଲା ଗୁଗଲ ସପିଂ, ଏଣିକି ଓଏବ୍‌ସାଇଟ୍‌ ଜରିଆରେ ମାଗଣାରେ ବିକ୍ରି କରି ହେବ ସାମଗ୍ରୀ

ନୂଆଦିଲ୍ଲୀ : ଏବେ ଖୁବ୍‌ ଶୀଘ୍ର ଆପଣ ନିଜର ଜିନିଷ କିଣାବିକା କରି ପାରିବେ । ଭାରତୀୟ ଗ୍ରାହକମାନଙ୍କ ପାଇଁ ଗୁଗଲ ଡିସେମ୍ବର ୧୩ରେ ଗୁଗଲ ସପିଂ ସୁବିଧା ଲଞ୍ଚ କରିଥିବା ଜଣାପଡ଼ିଛି । ଏହା ମାଧ୍ୟମରେ ଗ୍ରାହକମାନେ ସହଜରେ ବିଭିନ୍ନ ଅଫର ବିଷୟରେ ଜାଣି ପାରିବେ, ବିଭିନ୍ନ ବିକ୍ରେତାମାନେ ରଖିଥିବା…
ଅଧିକ ଖବର ଦେଖନ୍ତୁ...

ବାପା ହେବାକୁ ଯାଉଛନ୍ତି କି କ୍ରିକେଟ୍‌ ତାରକା ଯୁବରାଜ ସିଂହ? ଜାଣନ୍ତୁ ସତ ନା ଗୁଜବ

ମୁମ୍ବାଇ : ଏବେ ବଲିଉଡ୍‌ରେ ବିବାହ ଋତୁ ଚାଲିଥିବା ବେଳେ ଭାରତୀୟ କ୍ରିକେଟ ତାରକା ଯୁବରାଜ ସିଂହ ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ହେଜଲ କିଚ୍‌ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏ ଦୁହଁଙ୍କ ବିବାହ ହୋଇ ସାରିଛି ଯେତେବେଳେ ତାଙ୍କୁ ନେଇ ଆଉ କେଉଁ ଚର୍ଚ୍ଚା ହୋଇପାରେ ବୋଲି ଆପଣଙ୍କ ମନରେ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନା ଯିବା ଅବସ୍ଥାରେ ନ ଥିଲେ ପ୍ରସୂତି, ମୋବାଇଲର ଟର୍ଚ ଲଗାଇ ଆମ୍ବୁଲାନ୍ସ କର୍ମଚାରୀ କରାଇଲେ ପ୍ରସବ

ସୁରଟ୍‌ : ପୂର୍ବରୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାୟିତ୍ୱହୀନତାକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି । ଠିକ୍‌ ସମୟରେ ରୋଗୀଙ୍କୁ ନେବା ପାଇଁ ନ ପହଞ୍ଚିବା, ଟଙ୍କା ପାଇଁ ରୋଗୀଙ୍କୁ ବାଟରେ ଓହ୍ଲାଇଦେବା ଭଳି ଘଟଣା ଆଗରୁ ଅନେକ ଆସି ସାରିଛି । କିନ୍ତୁ ଏବେ ସୁରଟ୍‌ରେ ଜଣେ ଆମ୍ବୁଲାନ୍ସ…
ଅଧିକ ଖବର ଦେଖନ୍ତୁ...