Daily Archives

December 14, 2018

ଅଭିନେତା ଅନୁପମ ଖେର୍‌ଙ୍କ ଇସ୍ତଫା ପରେ ଧାରାବାହିକ ସିଆଇଡିର ନିର୍ଦ୍ଦେଶକଙ୍କୁ କରାଗଲା ଏଫ୍‌ଟିଆଇଆଇର ଅଧ୍ୟକ୍ଷ

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍‌ଙ୍କ ଇସ୍ତଫା ପରେ ଏବେ ଲୋକପ୍ରିୟ ଟିଭି ଧାରାବାହିକ ସିଆଇଡିର ନିର୍ଦ୍ଦେଶକ ତଥା ପ୍ରଯୋଜକ ବିପି ସିଂହଙ୍କୁ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ନୂଆ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

ଶନିବାର ଦିନ ପଦଛାଡିବେ ଶ୍ରୀଲଙ୍କାର ବିବାଦୀୟ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ

କଲମ୍ବୋ : ଶ୍ରୀଲଙ୍କାରେ ଗତ ଦୁଇ ମାସ ଧରି ଚାଲିଥିବା ରାଜନୈତିକ ସଂକଟର ଅବସାନ ହେବାକୁ ଯାଉଛି । ବିବାଦୀୟ ଉପାୟରେ ପ୍ରଧାନମନ୍ତ୍ରୀ ହୋଇଥିବା ମହିନ୍ଦ୍ରା ରାଜପକ୍ଷେ ପଦ ଛାଡିବାକୁ ସଂକେତ ଦେଇଛନ୍ତି । ଏ ସଂପର୍କରେ ତାଙ୍କ ପୁଅ ନମଲ କହିଛନ୍ତି ସେ ଶନିବାର ଦିନ ଇସ୍ତଫା ଦେବେ । ଗତକାଲି…
ଅଧିକ ଖବର ଦେଖନ୍ତୁ...

ସାବଧାନ ! ମ୍ୟାଜିକ୍‌ ପେନ୍‌ ବ୍ୟବହାର କରି ଆକାଉଣ୍ଟ ଖାଲି କରି ଦେଉଛନ୍ତି ଏହି ଗ୍ୟାଙ୍ଗ, ଜାଣନ୍ତୁ ଏହି ପେନ୍‌ର…

ଭୁବନେଶ୍ୱର: ମ୍ୟାଜିକ ପେନ୍‌ ସହାୟତାରେ ଅଭିନବ ଉପାୟରେ ଠକେଇ କରୁଥିବା ଏକ ଗ୍ୟାଙ୍ଗ ଏବେ ରାଜଧାନୀରେ ସକ୍ରିୟ ହୋଇଛି । ଏଭଳି ଅଭିଯୋଗ ମିଳିବା ପରେ ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦୀର୍ଘଦିନ ଧରି ସୁମ୍ବାଇ ଲୋକଙ୍କୁ ଚୁନା ଲଗାଇବା ପରେ, ସେହିଭଳି ରାଜଧାନୀରେ ଏକ ଗ୍ୟାଙ୍ଗ ଅପରେଟ୍‌…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମଗିରି-କୃଷ୍ଣପ୍ରସାଦ ଅଂଚଳରେ ବାର୍ଡଫ୍ଲୁ ଆତଙ୍କ: ପ୍ରଥମ ଦିନରେ ମରାଗଲେ ୩୯୯ କୁକୁଡ଼ା

ବ୍ରହ୍ମଗିରି: ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଂଚଳରେ ବାର୍ଡଫ୍ଲୁ ଆତଙ୍କ ଦେଖାଯିବା ପରେ ଗୁରୁବାର ଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇ ଯାଇଛି। ମାଲୁଦ, ସାନସାହି, କୁଜିବର ଓ ପଥରଗଂଜ ଗାଁରେ କୁକୁଡ଼ା ମରା ଯାଇଛି। ଆଗାମୀ ଦିନରେ ମଧ୍ୟ ଏହି କାମ ଜାରି ରହିବ। ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

କ୍ଷମା ମାଗିଲେ ଆମେରିକୀୟ ସୁନ୍ଦରୀ; ‘ମିସ୍‌ ୟୁନିଭର୍ସ’ ମଞ୍ଚରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଦୁର୍ବଳ ଇଂରାଜି ପାଇଁ କରିଥିଲେ…

ଓ୍ଵାଶିଂଟନ: ଆମେରିକୀୟ ସୁନ୍ଦରୀ ‘ମିସ୍‌ ୟୁଏସ୍‌ଏ ୨୦୧୮’ ସାରା ରୋଜ୍‌ ସମର୍‌ ‘ମିସ୍‌ ୟୁନିଭର୍ସ’ ମଞ୍ଚ ଉପରେ ତାଙ୍କର ପ୍ରତିଦ୍ୱନ୍ଦୀ ପ୍ରତିଯୋଗୀ ‘ମିସ୍‌ ଭିଏତ୍‌ନାମ’ ଓ ‘ମିସ୍‌ କମ୍ବୋଡିଆ’ଙ୍କ ସେମାନଙ୍କ ଦୁର୍ବଳ ଇଂରାଜି ଜ୍ଞାନ ହେତୁ ଉପହାସ କରିଥିବା ନେଇ ପରେ କ୍ଷମା ମାଗିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ : ମନ୍ଦିର ଭୋଗ ଖାଇ ୧୧ ମୃତ, ୭୨ ଅସୁସ୍ଥ

ବାଙ୍ଗାଲୁରୁ  : କର୍ଣ୍ଣାଟକର ଚମାରାଜନଗର ଜିଲ୍ଲାର କାମଗେରେ ଗ୍ରାମରେ ମନ୍ଦିର ପ୍ରସାଦ ଖାଇ ୧୧ ଜଣ ମୃତ୍ୟୁବରଣ କରିବା ସହ ପ୍ରାୟ ୭୨ ଜଣ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି । ସେମାନଙ୍କୁ ନିକଟସ୍ଥ ହସପିଟାଲ ମାନଙ୍କରେ ଭର୍ତ୍ତି କରାଯାଇଛି । ଅସୁସ୍ଥମାନଙ୍କ ମଧ୍ୟରୁ ପ୍ରାୟ ୧୨ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ଦେଶର ଦୁଇ ଶୀର୍ଷ ଗୋଇନ୍ଦା ଏଜେନ୍ସିର ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ଗୋଇନ୍ଦା ଏଜେନ୍ସିର ମୁଖ୍ୟଙ୍କ କାର୍ଯ୍ୟକାଳ ୬ମାସ ଲେଖାଏଁ ବୃଦ୍ଧି କରିଛନ୍ତି ସରକାର। ସୂଚନା ଅନୁସାରେ, ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ରାଜୀବ ଜୈନ୍‌ ଓ ରିସର୍ଚ୍ଚ ଆଣ୍ଡ ଆନାଲିଟିକାଲ ଓ୍ଵିଙ୍ଗ (ର)ର ମୁଖ୍ୟ ଅନିଲ କୁମାର ଧସମାନାଙ୍କ କାର୍ଯ୍ୟକାଳ…
ଅଧିକ ଖବର ଦେଖନ୍ତୁ...

ଏହି ପାସ୍‌ଓ୍ଵାର୍ଡଟି ହେଉଛି ୨୦୧୮ର ସବୁଠାରୁ ଖରାପ ପାସ୍‌ଓ୍ଵାର୍ଡ!

ଓ୍ଵାଶିଂଟନ: ଆମେରିକୀୟ କମ୍ପାନି ‘ସ୍ପ୍ଲାସ୍‌ଡାଟା’ କରିଥିବା ସର୍ଭେ ମୁତାବିକ ୨୦୧୮ର ୧୦୦ଟି ନିକୃଷ୍ଟ ପାସ୍‌ଓ୍ଵାର୍ଡର ତାଲିକା ପ୍ରକାଶ ହୋଇସାରିଛି। ପ୍ରକାଶ ପାଇଥିବା ଶହେଟି ଖରାପ ପାସ୍‌ଓ୍ଵାର୍ଡ ମଧ୍ୟରେ ଶୀର୍ଷରେ ରହିଛି ନ୍ୟୁମେରିକ୍‌ ପାସ୍‌ଓ୍ଵାର୍ଡ ‘୧୨୩୪୫୬’। ଆମେରିକାର ଏହି କମ୍ପାନି…
ଅଧିକ ଖବର ଦେଖନ୍ତୁ...

ନୂଆଦିଲ୍ଲୀ: ଜଗା ସୁସ୍ଥ, ନଳୀ ଦ୍ୱାରା ଖାଦ୍ୟ ଖାଉଛି ବଳିଆ

ନୂଆଦିଲ୍ଲୀ/ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅପରେସନ ପରେ ଅଲଗା-ଅଲଗା ରଖାଯାଇଥିଲେ ମଧ୍ୟ ସେମାନେ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବା ଜଣାପଡ଼ିଛି। ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଉଭୟ ଶିଶୁଙ୍କ ଚିକିତ୍ସା ଜାରି…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟଙ୍କ କ୍ଲିନ୍‌ଚିଟ୍‌ ପରେ ରାଫେଲ୍‌ ଡିଲ୍‌କୁ ନେଇ ଜୋର୍‌ ଧରିଲା ରାଜନୈତିକ ବୟାନ ବାଜି

ନୂଆଦିଲ୍ଲୀ: ରାଫେଲ୍‌ ବିମାନ କ୍ରୟ ଚୁକ୍ତିକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି। ଆଜି ସୁପ୍ରିମକୋର୍ଟ ରାଫେଲ୍‌ ବିମାନ କ୍ରୟ ନେଇ ଭାରତ ଓ ଫ୍ରାନ୍ସର ଡସଲ୍ଟ କମ୍ପାନି ମଧ୍ୟରେ ହୋଇଥିବା ଚୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ ବୋଲି ରାୟ ଦେବା ସହ ସ୍ୱତନ୍ତ୍ର ଦଳ ଗଠନ କରି ଏହାର…
ଅଧିକ ଖବର ଦେଖନ୍ତୁ...