Daily Archives

December 15, 2018

ଓଡ଼ିଶା ପୁରୁଷ ହକି ବିଶ୍ୱକପ: ଆସନ୍ତାକାଲି ରାତି ୭ଟାରେ ବେଲଜିୟମ୍‌-ନେଦରଲାଣ୍ଡସ୍‌ ଫାଇନାଲ ମ୍ୟାଚ୍‌

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ରବିବାର ରାତି ୭ଟାରେ ଖେଳାଯିବ। ବେଲଜିୟମ ଏବଂ ନେଦରଲାଣ୍ଡସ୍‌ ମଧ୍ୟରେ ଏହି ମୁକାବିଲା ହେବ। ସେହିପରି ଅପରାହ୍ନ ୪ଟା ୩୦ରେ କାଂସ୍ୟପଦକ ପାଇଁ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ଭେଟିବ। ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡସ୍‌ ମଧ୍ୟରେ ଶନିବାର…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଚାକିରି ଦେବା ନାଁରେ ଠକେଇ, ଅଭିଯୋଗ ପରେ ଅଭିଯୁକ୍ତକୁ ଖୋଜୁଛି ପୁଲିସ

ପୁରୀ: ଆମେ ଶୁଣିଛେ ଯେ, ରେଳବାଇ ଅଥବା ଅନ୍ୟ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟରେ ଚାକିରି ପାଇବା ଆଶାରେ ଟଙ୍କା ଲାଞ୍ଚ ଦେଇ ଯୁବକ/ଯୁବତୀମାନେ ଠକେଇର ଶିକାର ହୋଇଥାନ୍ତି। ମାତ୍ର ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଚାକିରି ପାଇବା ଆଶାରେ ଟଙ୍କା ଲାଞ୍ଚ ଦେଇ ଠକେଇର ଶିକାର ହେବା ନିଶ୍ଚିତ…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗ କରି ସୋନମ କପୁର୍‌ଙ୍କ ବିରୋଧରେ ଟୁଇଟ୍‌ କଲା ମୁମ୍ବାଇ ପୁଲିସ୍‌, ଜବାବରେ ସୋନମ…

ମୁମ୍ବାଇ : ଅଭିନେତ୍ରୀ ସୋନମ କପୁର ଏବେ ନିଜ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ସୁଟିଂକୁ ନେଇ ବ୍ୟସ୍ତ ରହୁଛନ୍ତି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଦଲକିର୍‌ ସଲମାନ । ତେବେ, ଦୁହେଁ ଫିଲ୍ମର ସୁଟିଂ କରୁଥିବା ବେଳେ ଏକା ସାଙ୍ଗରେ କାର୍‌ରେ ଯାଉଥିବା ଦେଖାଯାଇଥିଲାା ସଲମାନ…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ବୁଲୁଥିବା କୁକୁର ଛଆକୁ ନିଜ ଦୋକାନକୁ ନେଇ ଆସିଲେ ବେପାରୀ! ୪ ଦିନ ପରେ ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ : ଚୀନ୍‌ର ସ୍ୟାଞ୍ଜି ରାଜ୍ୟରେ ଜଣେ କୁକୁର ବିକ୍ରି କରୁଥିବା ବେପାରୀଙ୍କ ସହ ଯାହା ଘଟିଛି, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁବେଳେ ଦୋକାନକୁ ଆସିବା ବାଟରେ ବେପାରୀ ଜଣକ ଏକ ଧଳା ରଙ୍ଗର କୁକୁରଟିକୁ ବାହାରେ ବୁଲୁଥିବାର ଦେଖନ୍ତି। କିଛି ଦିନ ଏଭଳି କୁକୁରକୁ…
ଅଧିକ ଖବର ଦେଖନ୍ତୁ...

‘ମୁଁ ବଲିଉଡ୍‌ ଅଭିନେତ୍ରୀ ହେବା ପାଇଁ ଚାହୁଁଛି’ ବୋଲି କହିଲେ ସଞ୍ଜୟ ତନୟା, ଖୁସି ହେବା ପରିବର୍ତ୍ତେ ଏଭଳି…

ମୁମ୍ବାଇ : ବଲିଉଡ୍‌ରେ ଏବେ ଷ୍ଟାର କିଡ୍‌ଙ୍କ ଜମାନା ଆରମ୍ଭ ହୋଇଥିବା ବେଳେ ଅଭିନେତା-ଅଭିନେତ୍ରୀମାନେ ନିଜ ନିଜ ପିଲମାନଙ୍କୁ ଏହି ଲାଇନ୍‌ରେ ଛାଡ଼ିବା ପାଇଁ ଅନେକ ପୂର୍ବ ପ୍ରସ୍ତୁତି କରୁଛନ୍ତି । ଆଲିଆ ଭଟ୍ଟ, ରଣବୀର କପୁର, ସୋନମ କପୁର, ଟାଇଗର ଶ୍ରଫ୍‌, ଜାହ୍ନବୀ କୁପର, ଶ୍ରଦ୍ଧା କପୁର,…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍‌ କ୍ଲୋନିଙ୍ଗ ଜରିଆରେ ୯ଟି ବ୍ୟାଙ୍କ ଆକାଉଣ୍ଟରୁ ହଡ଼ପ ହେଲା ଟଙ୍କା, ବଢ଼ିଲା ପୁଲିସ୍‌ର ଚିନ୍ତା

ଡେରାଡୁନ୍‌ : ଗତବର୍ଷ ଡେରାଡୁନ୍‌ରେ ସବୁଠାରୁ ବଡ଼ ଏଟିଏମ୍‌ କ୍ଲୋନିଙ୍ଗ ହେବା ପରେ ଚଳିତବର୍ଷ ପୁଣି ସେହି ଭଳି ଘଟଣା ଘଟିଥିବାର ଦେଖିବାକୁ ମିଳିଛି। ଶନିବାର ନେହେରୁ କଲୋନିରେ ଥିବା ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ଏକା ସାଙ୍ଗରେ ୯ଟି ବ୍ୟାଙ୍କ ଆକାଉଣ୍ଟରୁ ଅପରାଧିମାନେ ଟଙ୍କା କାଢ଼ି…
ଅଧିକ ଖବର ଦେଖନ୍ତୁ...

ମାଡ଼ି ଆସୁଛି ବାତ୍ୟା ‘ପେଥାଇ’ : ୧୬,୧୭ ଓ ୧୮ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତ ରହିବ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ପେଥାଇ’। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହେଇଛି। ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡ଼ ରୂପ ନେବ । ଡିସେମ୍ବର ୧୭ ତାରିଖ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା । ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ମନ୍ଦିର ନ ଯାଇ ଶାହାରୁଖଙ୍କ ଘର ‘ମନ୍ନତ୍‌’ ସାମ୍ନାରେ ଫଟୋ ଉଠାଇଲେ ନବଦମ୍ପତି, ଟୁଇଟରରେ ଫଟୋ ଦେଖି…

ମୁମ୍ବାଇ : ବିବାହ ପରେ ନବଦମ୍ପତ ଆଶୀର୍ବାଦ୍‌ ନେବା ପାଇଁ ମନ୍ଦିର ଯାଇଥାନ୍ତି । ମାତ୍ର ମୁମ୍ବାଇର ଏକ ଦମ୍ପତି ବିବାହ ପରେ ମନ୍ଦିର ନ ଯାଇ ବଲିଉଡର ବାଦ୍‌ଶାହା ଶାହାରୁଖ୍‌ଙ୍କ ଘର ଆଗକୁ ଯାଇ ଫଟୋ ଉଠାଇଥିବା କଥା ସଭିଙ୍କୁ ଚକିତ କରିଛି। ଦୁହିଁଙ୍କ ପାଇଁ ଶାହାରୁଖ୍‌ଙ୍କ ଘର ମନ୍ଦିର ସମାନ…
ଅଧିକ ଖବର ଦେଖନ୍ତୁ...

ସାଇନା ନେହେଓ୍ଵାଲଙ୍କୁ ବିବାହ ଶୁଭେଚ୍ଛା ଦେଇ ଫସିଗଲେ ସଚିନ, ତାଙ୍କ ସ୍ୱାମୀଙ୍କ ଫଟୋ ଜାଗାରେ ଦେଇ ଦେଲେ ଅନ୍ୟ ଜଣଙ୍କ…

ନୂଆଦିଲ୍ଲୀ : ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହେଓ୍ଵାଲ ୧୦ ବର୍ଷ ପ୍ରେମ ସଂପର୍କରେ ରହିବା ପରେ ପୁରୁଷ ବ୍ୟାଡ୍‌ମିଣ୍ଟନର ଷ୍ଟାର୍‌ ପାରୁପଲ୍ଲୀ କଶ୍ୟପଙ୍କୁ ଡିସେମ୍ବର ୧୪ରେ ବିବାହ କରିଛନ୍ତି। ବିବାହର ତାରିଖ ଡିସେମ୍ବର ୧୬ରେ ଧାର୍ଯ୍ୟ କରାଯାଇଥିବା ବେଳେ ଦୁଇ ଦିନ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ସ୍କୁଲ ବସକୁ ଧକ୍କା ଦେଇ ଓଲଟି ପଡିଲା କାଠ ବୋଝେଇ ଟ୍ରକ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଠାରୁ ୩ କିଲୋମିଟର ଦୂର ମାରବାଇଗୁଡା ଛକ ନିକଟରେ ଶନିବାର ମଧ୍ୟାହ୍ନରେ ଏକ କାଠ ବୋଝେଇ ଟ୍ରକ ସ୍କୁଲ ବସର ପଛପଟେ ଧକ୍କା ଦେଇ ଜାତୀୟ ରାଜପଥ କଡରେ ଓଲଟି ପଡିଥିଲାା ଟ୍ରକ (ଓଆର୍‌ ୧୦ଏ ୨୧୧୨) ବୋରିଗୁମ୍ମା ରୁ ରାୟଗଡା ଜିଲ୍ଲା ଜେକେ କାଗଜକଳକୁ…
ଅଧିକ ଖବର ଦେଖନ୍ତୁ...