Daily Archives

December 16, 2018

ସମ୍ବାଦ କୁଇଜରେ ପ୍ରତିଯୋଗୀଙ୍କ ବଢୁଛି ଉତ୍ସାହ

ଭଦ୍ରକ: ଭଦ୍ରକ ସାଳନ୍ଦୀ ବହି ମେଳା ପରିସରରେ ଆମ ଓଡ଼ିଶା - ସମ୍ବାଦ ପକ୍ଷରୁ ଆୟୋଜିତ କୁଇଜ୍‌ ପ୍ରତିଯୋଗିତାରେ ପ୍ରତିଯୋଗୀଙ୍କ ମଧ୍ୟରେ ଉତ୍ସାହ ବଢୁଛି। ଆଜି ଅପରାହ୍ନ ୪ଟାରେ ଆରମ୍ଭ କରାଯାଇଥିବା ଏଇ କୁଇଜ୍‌ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇଥିଲେ। ୨୦ ଜଣ ସଠିକ୍‌…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ରକ୍ତଦାନ ଶିବିରରେ ୮୧ ଯୁନିଟ୍‌ ରକ୍ତ ସଂଗ୍ରହ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଉଚ୍ଚବିଦ୍ୟାଳୟର ସ୍ୱର୍ଣ ଜୟନ୍ତିୀ ପାଳନ ଅବସରରେ ସମ୍ବାଦ ଓ ଆମଓଡିଶା ତରଫରୁ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛିା ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଥାନା ଓଆଇସି…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗରେ ହେବ ଅଲିମ୍ପିକ୍‌ କ୍ୱାଲିଫାୟର: ଅନ୍ତର୍ଜାତୀୟ ହକି ଫେଡେରେସନ୍‌ ମୁଖ୍ୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ସୁବିଧା ଅଛି। ହକି ପାଇଁ ଏଠାରେ ଆନୁସଙ୍ଗିକ ସୁବିଧା ଥିବାରୁ ଅନ୍ତର୍ଜାତୀୟ ହକି ଫେଡେରେସନ୍‌ ଖୁସି ଅନୁଭବ କରିଛି। ଆଗାମୀ ଦିନରେ ଅଲିମ୍ପିକ୍‌ କାଲିଫାୟର ଏଠରେ ଅନୁଷ୍ଠିତ ହେବ ବୋଲି ରବିବାର ଅନ୍ତର୍ଜାତୀୟ ହକି ଫେଡେରେସନର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

କୃଷି ଓ ସହରୀ ବର୍ଜ୍ୟ ବ୍ୟବହାରରେ ଅର୍ଥନୀତି ମଜଭୂତ କରିବା ସହ ରୋଜଗାର ସୁଯୋଗ ବୃଦ୍ଧି କରିବ : ଧର୍ମେନ୍ଦ୍ର ପ୍ରଧାନ

ଭୁୁବନେଶ୍ୱର : ସଷ୍ଟେନେବୁଲ ଅଲଟରନେଟିଭ ଟୁଆର୍ଡ୍ସ ଆଫର୍ଡୋବେଲ ଟ୍ରାନ୍ସପୋର୍ଟେସନ (ଏସଏଟିଏଟି) ପାଇଁ ଅଂଶଧାରକ ମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ତିନି ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀ ମାନଙ୍କ ପକ୍ଷରୁ ଆଜି  ଭୁବନେଶ୍ୱରରେ ଏକ ରୋଡ ସୋ ଆୟୋଜିତ ହୋଇଯାଇଛି ।  କେନ୍ଦ୍ର ପେଟ୍ରୋଲିୟମ…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ମହିଳାମାନେ ନିଶ୍ଚୟ ଖାଆନ୍ତୁ ଏହି ସବୁ ଖାଦ୍ୟ

ମହିଳାମାନେ ଗର୍ଭବତୀ ସମୟରେ ଅଧିକରୁ ଅଧିକ ସତର୍କ ରହିବା ଉଚିତ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବିଶେଷ କରି ଏହି ସମୟରେ ମହିଳାମାନେ ନିଜର ଖାଦ୍ୟ ଉପରେ ଅଧିକ ଗୁରୁତ୍ୱାରୋପ କରିବା ଜରୁରୀ ହୋଇଥାଏ। ଭର୍ଗବତୀ ଥିବା ସମୟରେ ଅରୁଚି ହେଉଥିବା ହେତୁ ମହିଳାମାନେ ଖାଇବାକୁ ନେଇ ଅନେକ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ପିତା ହେବାର ଇଚ୍ଛା ରଖିଛନ୍ତି ପ୍ରିୟଙ୍କାଙ୍କ ସ୍ୱାମୀ

ମୁମ୍ବାଇ:ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ତାଙ୍କର ପ୍ରେମିକ ନିକ୍‌ ଜୋନସଙ୍କ ସହ ଧୁମ୍‌ଧାମ୍‌ରେ ଯୋଧପୁରରେ ବିବାହ କରିଥିଲେ। ଏହି ବାହାଘର ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ ରୀତିରେ ଆୟୋଜିତ ହୋଇଥିଲା। ପ୍ରିୟଙ୍କା ଓ ନିକ ଦିଲ୍ଲୀରେ ଏକ ରିସେପସନ୍‌ ପାର୍ଟି ଦେଇଥିଲେ, ଯେଉଁଥିରେ…
ଅଧିକ ଖବର ଦେଖନ୍ତୁ...

‘ସିଟିଜେନ୍‌ସ ଫୋରମ୍‌’ର ବାର୍ଷିକ ସମ୍ମିଳନୀରେ ବକ୍ତାଙ୍କ ମତ : ପ୍ରଚଳିତ ନିର୍ବାଚନୀ ବ୍ୟବସ୍ଥାରେ ସଂସ୍କାର ଅଣାଯାଉ

ଭୁବନେଶ୍ୱର: ଦେଶର ପ୍ରଚଳିତ ନିର୍ବାଚନୀ ବ୍ୟବସ୍ଥାରେ ସଂସ୍କାର ଆଣି ସମାନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ପ୍ରଚଳନ କରିବା ଉଚିତ ବୋଲି ବିଶିଷ୍ଟ ବକ୍ତାମାନେ ମତ ଦେଇଛନ୍ତି। ସ୍ଥାନୀୟ ଲୋହିୟା ଏକାଡେମୀ ପରିସରରେ ରବିବାର ଆୟୋଜିତ ‘ସିଟିଜେନ୍‌ସ ଫୋରମ, ଓଡ଼ିଶା’ର ପ୍ରଥମ ବାର୍ଷିକ ସମ୍ମିଳନୀରେ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦ ପ୍ରସଙ୍ଗରେ ଭାରତ ସହିତ ରହିଛୁ, ଫ୍ରାନ୍ସ ବିଦେଶମନ୍ତ୍ରୀ

ନୂଆଦିଲ୍ଲୀ : ଭାରତ ସହ ଫ୍ରାନ୍ସର ସାମରିକ  ସହଯୋଗୀତା ବେଶ ସୁଦ୍‌ଢ ବୋଲି କହିଛନ୍ତି ଫ୍ରାନ୍ସର ୟୁରୋପ ଓ ବିଦେଶ ବ୍ୟାପାର ମନ୍ତ୍ରୀ ମିଷ୍ଟର ଜାଁ ଭେସ ଲି ଦ୍ରିଆନ  । ମୋଦିଙ୍କ ସାକ୍ଷାତ କରିବା ପରେ ସେ କହିଛନ୍ତି ଯେ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଦୁଇଦେଶ ଏକତ୍ର କାମ କରୁଛନ୍ତି ।   ଏହି…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ବାଇକ୍‌ ଚଳାଉଥିବା ସମୟରେ ଉପରକୁ ଡେଇଁଲା ସାପ, ସୁରକ୍ଷିତ ଭାବେ ପାର୍‌ ହେଲେ ବାଇକ ଚାଳକ

ଆପଣ ଯେଉଁ ବି ଧରଣର ଗାଡ଼ି ଚଲାନ୍ତୁ ପଛେ, ଗ୍ରାମାଞ୍ଚଳରେ ଗାଡ଼ି ଚଳାଇବା ବେଳେ ନୂଆ ନୂଆ ଦୁର୍ଘଟଣା ସାମ୍ନା କରିବାକୁ ପଡ଼ିଥାଏ। ଗୋରୁ, କୁକୁରରୁ ନେଇ ସାପ ଆସି ଜୀବଜନ୍ତୁମାନେ ଅନେକ ସମୟରେ ଗାଡ଼ି ସାମ୍ନାକୁ ଅଚାନକ ଚାଲି ଆସି ଚାଳକଙ୍କୁ ଆନମନା କରି ଦେଇଥାନ୍ତି। ବିଶେଷ କରି ମୋଟରସାଇକେଲ…
ଅଧିକ ଖବର ଦେଖନ୍ତୁ...