Daily Archives

December 16, 2018

ପତ୍ନୀଙ୍କୁ ଚପଲ ପିନ୍ଧାଉଥିବାର ଧୋନିଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମେହେନ୍ଦ୍ର ସିଂହ ଧୋନିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଧୋନିଙ୍କୁ ଏହି ଫଟୋରେ ପତ୍ନୀ ସାକ୍ଷୀଙ୍କୁ ସ୍ୟାଣ୍ଡେଲ୍‌ ପିନ୍ଧାଇବାରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଏଭଳି କାମକୁ ନେଇ ଲୋକମାନେ କ’ଣ ଭାବିବେ ସେନେଇ…
ଅଧିକ ଖବର ଦେଖନ୍ତୁ...

ପୁରୀ: ହାତୀ ପଲ ଦେଖିବାକୁ ଯାଇଥିଲେ, ଯୁବକଙ୍କୁ କଚାଡ଼ି ଦେଲା ଦନ୍ତା

କଣାସ/ପୁରୀ: ଗାଁର ଅନ୍ୟ କିଛି ଯୁବକଙ୍କ ସହିତ ହାତୀ ପଲ ଦେଖିବାକୁ ଯାଇ ଦନ୍ତାର ଶିକାର ହୋଇଛନ୍ତି କଣାସ ଅଂଚଳର ଜଣେ ଯୁବକ। ପୁରୀ ଜିଲ୍ଲାର କଣାସ ଅଂଚଳରେ ଏହି ଅଭାବନୀୟ ଘଟଣା ରବିବାର ଅପରାହ୍ନରେ ଘଟିଛି। ରିପୋର୍ଟ ଅନୁସାରେ କେଶରପୁର ଅଂଳଚକୁ ଶନିବାର ରାତି ଚନ୍ଦକା ଅଭୟାରଣ୍ୟରୁ ୨୩ଟି ହାତୀ…
ଅଧିକ ଖବର ଦେଖନ୍ତୁ...

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଙ୍କ ସାମଗ୍ରୀ ବିକିବ ଆମାଜନ୍‌ ଇଣ୍ଡିଆ 

ନୂଆଦିଲ୍ଲୀ :  ଅନଲାଇନ୍‌ କମର୍ସ ସଂସ୍ଥା ଆମାଜନ୍‌୍‌ ଇଣ୍ଡିଆ ପକ୍ଷରୁ ଭାରତୀୟ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ଫେଡେରେସନ୍‌(ଏଫ୍‌ଆଇଏସ୍‌ଏମ୍‌ଇ) ସହିତ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହାଦ୍ୱାରା ଇ-କମର୍ସ କ୍ଷେତ୍ରର ବିକାଶ ସମ୍ଭବ ହୋଇପାରିବ। ଏହି ଚୁକ୍ତି ଦ୍ୱାରା ଏମଏସଏମଇ କ୍ଷେତ୍ର ବେଶ୍‌…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ: ବେଲଜିୟମ୍‌ ବିଶ୍ୱ ବିଜେତା

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ବେଲଜିୟମ୍‌ ଚାମ୍ପିଅନ୍‌ ହୋଇଛି। ବିଶ୍ୱ ବିଜେତା ଭାବରେ ନିଜର ନୂତନ ପରିଚୟ ସୃଷ୍ଟି କରି ଇତିହାସ ରଚିଛି। ପ୍ରଥମ ଥର ଫାଇନାଲରେ ପ୍ରବେଶ କରି ନେଦରଲାଣ୍ଡସ୍‌କୁ ପେନାଲଟି ସୁଟ୍‌ଆଉଟ୍‌ରେ ୩-୨ ଗୋଲରେ ପରାସ୍ତ କରିଛି। ଚଳିତ ବିଶ୍ୱକପ୍‌ର ଫାଇନାଲ୍‌…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ ଅପଗ୍ରେଡ୍‌ କଲା ନିଜ ପ୍ଲାନ୍‌: ମିଳିବ ୫୬୧.୧ ଜିବି ଡାଟା ଓ ଅସୀମିତ କଲ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍‌ କମ୍ପାନି ବିଏସ୍‌ଏନ୍‌ଏଲ୍‌ ଡାଟା ପ୍ଲାନ୍‌ ଜରିଆରେ ଗ୍ରାହକଙ୍କୁ ଆକର୍ଷିତ କରିବା ଦୌଡ଼ରେ ସାମିଲ ହୋଇଛି। ଲଗାତାର ନିଜର ପ୍ଲାନ୍‌କୁ ଅପଗ୍ରେଡ କରିବାରେ ଲାଗିଛି। ସେପ୍ଟେମ୍ବରରେ କମ୍ପାନି ‘ବମ୍ପର ଅଫର’ ଲଞ୍ଚ କରିଥିଲା। ଯେଉଁଥିରେ ୨.୨ ଜିବି ଡାଟା ପ୍ରତିଦିନ…
ଅଧିକ ଖବର ଦେଖନ୍ତୁ...

୨୪ରେ ଓଡ଼ିଶା ଆସୁଛନ୍ତି ମୋଦି, ‘ଆଇଆଇଟି’ର ନୂଆ ପରିସର କରିବେ ଲୋକାର୍ପଣ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୪ ତାରିଖରେ ଓଡ଼ିଶା ଆସୁଛନ୍ତି। ମୋଦିଙ୍କ ଗସ୍ତ ନେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ମୋଦି ଦିନିକିଆ ଗସ୍ତ କାଳରେ ଜଟଣୀର ଅରଗୁଳସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇରେ ସୋନିଆଙ୍କ ନେତୃତ୍ୱରେ ବିରୋଧୀଙ୍କ ଶକ୍ତିପ୍ରଦର୍ଶନ

ଚେନ୍ନାଇ : ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏକାଠି ହେଉଛନ୍ତି ବିରୋଧୀ ଦଳ । ମହାଗଠବନ୍ଧନ ନାଁରେ କଂଗ୍ରେସ ଓ ତାହାର ସହଯୋଗୀ ଦଳମାନେ ଏକାଠି ହେଉଛନ୍ତି । ବିଭିନ୍ନ ସମାରୋହ ବାହାନାରେ ବିରୋଧୀ ଦଳମାନେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରୁଛନ୍ତି । ଆଜି ଚେନ୍ନାଇରେ ପୂର୍ବତନ ଡିଏମକେ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ବୟସ ନିଜଠାରୁ ୨୫ ବର୍ଷ ସାନ ହୋଇଥିବା ନେଇ ଏପରି ମତ ରଖିଲେ ମିଲିନ୍ଦ୍‌ ସୋନମ

ନୂଆଦିଲ୍ଲୀ: ମିଲିନ୍ଦ୍‌ ସୋନମ! ମହିଳାମାନଙ୍କୁ ତାଙ୍କ ଆଡ଼େ ଆକର୍ଷିତ କରିବା ପାଇଁ ତାଙ୍କ ନାମ ହିଁ ଯଥେଷ୍ଟ। ତାଙ୍କର ସୌନ୍ଦର୍ଯ୍ୟ ପାଇଁ ସେ ପୂରା ବିଶ୍ୱରେ ପରିଚିତ। ଜଣେ ଉତ୍ତମ ମଡେଲ୍‌ ସାଙ୍ଗକୁ ବୟସ୍କ ହୋଇଥିଲେ ବି ତାଙ୍କ ମୁହଁରେ ଦିଶୁଥିବା ଯୁବକର ଛାପ ତାଙ୍କର ଭିନ୍ନ ପରିଚୟ। ସବୁ ପରେ…
ଅଧିକ ଖବର ଦେଖନ୍ତୁ...

ଏଣିକି ଦୁଇଦିନରେ ହୋଇଯିବ ଆପଣଙ୍କ ମୋବାଇଲ ନମ୍ବର ପୋର୍ଟ

ନୂଆଦିଲ୍ଲୀ: ମୋବାଇଲ ନମ୍ବର ପୋର୍ଟେବିଲିଟି ଆସିବା ପରେ ମୋବାଇଲ୍‌ ବ୍ୟବହାରକାରୀଙ୍କୁ ନିଜର ନମ୍ବରକୁ ଅତୁଟ ରଖିବା ପାଇଁ ଏକ ସର୍ଭିସ୍‌ ପ୍ରୋଭଇଡରରୁ ଅନ୍ୟ ସର୍ଭିସ୍‌ ପ୍ରୋଭାଇଡରକୁ ଯିବା ପାଇଁ ସୁବିଧା ହୋଇ ଯାଇଛି। କିନ୍ତୁ ଏହା ଏତେ ସହଜ ନଥିଲା। ତେବେ ବିଭିନ୍ନ ପ୍ରକାର ପ୍ରୟାସ ପରେ ଏବେ…
ଅଧିକ ଖବର ଦେଖନ୍ତୁ...