Daily Archives

December 17, 2018

ଏବେ ଶ୍ରୀଦେବୀଙ୍କ ଅଧାରେ ରହି ଯାଇଥିବା ଇଚ୍ଛାକୁ ପୂରଣ କରିବାକୁ ଯାଉଛନ୍ତି ସ୍ୱାମୀ ବୋନି କପୁର

ମୁମ୍ବାଇ : ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ନିଜ ପରିବାରକୁ ହଠାତ୍‌ ଛାଡ଼ି ଚାଲିଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କର ବିୟୋଗ ପରେ ସମସ୍ତଙ୍କ ଆଖିରେ ଲୁହ ଆସିଥିବା ବେଳେ ପରିବାରର ସଦସ୍ୟ ଭାଙ୍ଗି ପଡ଼ିଥିଲେ । ଧିରେ ଧିରେ ସ୍ୱାମୀ ବୋନି…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ନିଜେ ପିନ୍ଧୁଥିବା ମୋଜାକୁ ଶୁଙ୍ଘୁଥିଲେ ଯୁବକ, ହୋଇଗଲା ଗମ୍ଭୀର ଶାରୀରିକ ସମସ୍ୟା

ନୂଆଦିଲ୍ଲୀ : ଚୀନ୍‌ରେ ଯୁବକଙ୍କ ଏକ ଅଜବ ଅଭ୍ୟାସ ଥିବା କଥା ସାମ୍ନାକୁ ଆସିଛି । ପ୍ରତିଦିନ ସେ ପିନ୍ଧୁଥିବା ମୋଜାକୁ ଶୁଙ୍ଘୁଥିବା ବେଳେ ଏବେ ତାଙ୍କୁ ଗମ୍ଭୀର ଶରୀରିକ ସମସ୍ୟା ହୋଇଥିବା ଜଣାପଡ଼ିଛି । ମୋଜାର ଗନ୍ଧ ପାଇଁ ଯୁବକ ଏବେ ଫୁସ୍‌ଫୁସ୍‌ ସଂକ୍ରମଣର ଶିକାର ହୋଇଛନ୍ତି । ସୂଚନା…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ ଇଭେଣ୍ଟକୁ ଆସିଥିବା ବେଳେ ବାପା-ମା’ଙ୍କଠାରୁ ଅଲଗା ହୋଇଯାଇଥିଲା ଶିଶୁ ! ଅଭିନେତା କାର୍ତ୍ତିକ ଆର୍ୟନ ତା’ପରେ…

ମୁମ୍ବାଇ : ଅଭିନେତା କାର୍ତ୍ତିକ ଆର୍ୟନ ଏବେ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ଆରମ୍ଭ କରିଛନ୍ତି । ଫିଲ୍ମ ‘ସୋନୁ କି ଟିଟୁ କି ସ୍ୱିଟ୍ଟୀ’ର ସଫଳତା ପରେ ଏବେ ସେ ସାରା ଅଲ୍ଲୀ ଖାନ୍‌ଙ୍କ ସହ ଫିଲ୍ମ କରି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ଏବେ ସେ କୌଣସି…
ଅଧିକ ଖବର ଦେଖନ୍ତୁ...

ଡ଼ାକ୍ତରଖାନା ବାହାରେ ଅପେକ୍ଷା କରି ରହିଥିଲେ ୪ଟି ବୁଲା କୁକୁର, ସାମ୍ନାକୁ ଆସିଲା ଆଖିକୁ ଲୁହ ଆସିିବା ଭଳି କାରଣ

ନୂଆଦିଲ୍ଲୀ : କୁହାଯାଏ କୁକୁର ହେଉଛି ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ । ଏହି କଥାଟି ଭାଇରାଲ ହୋଇଥିବା ଏକ ଫଟୋ ପ୍ରମାଣ ଦେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ୪ଟି ବୁଲା କୁକୁର ଡ଼ାକ୍ତରଖାନାର ଗେଟ୍‌ ବାହାରେ ଠିଆ ହୋଇ କାହାକୁ ଅପେକ୍ଷା କରିଥିବାର ଦେଖା ଯାଇଛି । ବ୍ରାଜିଲରେ ଏହି…
ଅଧିକ ଖବର ଦେଖନ୍ତୁ...

କୋଟି କୋଟି ଟଙ୍କାର ମାଲିକ ଥିବା ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପ୍ରଥମ ରୋଜଗାର ଥିଲା ୫୦ଟଙ୍କା, ଜାଣନ୍ତୁ ସେହି…

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ଏବେ ନିଜ ଫିଲ୍ମ ‘ଜିରୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମଟି ଡ଼ିସେମ୍ବର ୨୧ରେ ରିଲିଜ୍‌ ହେବାକୁ ଥିବା ବେଳେ ଏହାର ପ୍ରମୋସନରେ ଲାଗି ପଡ଼ିଛନ୍ତି ଫିଲ୍ମର କଳାକାର । ତେବେ ଫିଲ୍ମର ପ୍ରମୋସନ କରିବା ସମୟରେ ଶାହାରୁଖ୍‌ ନିଜ ଅଭିନୟ ଜୀବନର…
ଅଧିକ ଖବର ଦେଖନ୍ତୁ...

ନିଜକୁ ବ୍ରିଟିଶ ଯୁବକ କହି ଯୁବତୀଙ୍କ ସହ ପ୍ରେମ ରଚାଇ ବିବାହ ପ୍ରସ୍ତାବ ଦେଉଥିଲେ, ଠକୁଥିଲେ ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଫେସ୍‌ବୁକ୍‌ରେ ମହିଳାମାନଙ୍କ ବିବାହର ପ୍ରସ୍ତାବ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ । ଏ ନେଇ ଦିଲ୍ଲୀ ସାଇବର ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଗ୍ୟାଙ୍ଗର ସବୁଠାରୁ ଚତୁର ଅଭିଯୁକ୍ତଙ୍କ ନାଁ ମୌଲିକ୍କ ଡିୟାରା…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ନମ୍ବର, ବ୍ୟାଙ୍କ ଖାତା ସହ ଆଧାର ଲିଙ୍କକୁ ଆଇନ ସମ୍ମତ କରିବେ ସରକାର

ନୂଆଦିଲ୍ଲୀ : ମୋବାଇଲ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହ ଆଧାର ଲିଙ୍କକୁ ଆଇନ ସମ୍ମତ କରିବାକୁ ସରକାର କେତେକ ଆଇନରେ ସଂଶୋଧନ ଆଣିବାକୁ ବିଚାର କରୁଛନ୍ତି । ଟେଲିଗ୍ରାଫ ଆଇନ ଓ ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆଇନରେ ସଂଶୋଧନ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି ।…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇର ସରକାରୀ ହସ୍ପିଟାଲ୍‌ରେ ନିଆଁ; ୬ ମୃତ, ୧୪୬ ଆହତ

ମୁମ୍ବାଇ: ମୁମ୍ବାଇର ଅନ୍ଧେରୀଠାରେ ଥିବା ସରକାରୀ ହସ୍ପିଟାଲ୍‌ ଇଏସ୍‌ଆଇସି କାମଗରରେ ସୋମବାର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୬ ଜଣ ଆହତ ହୋଇଛନ୍ତି ।  ୪୭ ଜଣ ଲୋକଙ୍କୁ ହସ୍ପିଟାଲ୍‌ ବିଲ୍ଡିଂ ଭିତରୁ ଉଦ୍ଧାର କରାଯାଇଛି। ଅପରହ୍ନ ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା…
ଅଧିକ ଖବର ଦେଖନ୍ତୁ...

କରଣ ଜୋହରଙ୍କ ଅସଲ ନାଁକୁ ନେଇ ହେଲା ଖୁଲାସା, ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନାୟକକୁ ଦେଇ ସାରିଛନ୍ତି ନିଜ ନାଁ

ମୁମ୍ବାଇ : ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ନିଜ ଚାଟ୍‌ ସୋ’ କଫି ଉଇଥ୍‌ କରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋ’ର ଷଷ୍ଠ ସିଜିନ୍‌ ଚାଲିଥିବା ବେଳେ ଅତିଥି ହିସାବରେ ପହଞ୍ଚିଥିଲେ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ବିକି କୌଶଲ । ଦୁଇ ଜଣ ନିଜ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରାଜ୍‌…
ଅଧିକ ଖବର ଦେଖନ୍ତୁ...

ସୁରଟରେ ଓଡ଼ିଶା କଲଚରାଲ ସେଣ୍ଟର ପ୍ରତିଷ୍ଠା ଲାଗି ୧୦ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗୁଜୁରାଟର ସୁରଟରେ ଅନୁଷ୍ଠିତ ଓଡ଼ିଶାମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କେତେକ ଲୋଭନୀୟ ଘୋଷଣା କରିଛନ୍ତି । ସେଠାରେ ଓଡ଼ିଶା କଲଚରାଲ ସେଣ୍ଟର ପ୍ରତିଷ୍ଠା ଲାଗି ଘୋଷଣା କରାଯାଇଛି । ଏଥିଲାଗି ୧୦ କୋଟି ଟଙ୍କା ମଂଜୁର କରାଯାଇଛି । ସେହିପରି ସୁରଟରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...