ଝାରସୁଗୁଡ଼ା: ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜିଲ୍ଲା ମେଡ଼ିକାଲ ଅଫିସର
ଝାରସୁଗୁଡା: ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଅଧିକ୍ଷକ ତଥା ଡିଏମ୍ଓ ଡା. ଉଷାରାଣୀ ଦାଶ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଏହି ମେଡ଼ିକାଲରେ କଣ୍ଟ୍ରାକ୍ଚୁଆଲ ଇଲେକ୍ଟ୍ରିସିଆନ୍ ଦେବାନନ୍ଦ ବାରିକ ଶବ ବ୍ୟବଚ୍ଛେଦ ଗୃହରେ ୧୩ ହଜାର ୫ ଶହ ଟଙ୍କାର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...