Daily Archives

December 18, 2018

ଦିଲ୍ଲୀରେ ସୁରକ୍ଷିତ ନୁହନ୍ତି ବୃଦ୍ଧା,୭୫ବର୍ଷୀୟା ବୃଦ୍ଧା ହେଲେ ଦୁଷ୍କର୍ମ ଉଦ୍ୟମର ଶିକାର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବୃଦ୍ଧାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଥମିବାର ନାଁ ନେଉ ନାହିଁ । ଦୁଷ୍କର୍ମ ଭଳି ଅପରାଧକୁ ରୋକିବା ପାଇଁ ଚେଷ୍ଟା ଜାରି ରହିଥିବା ବେଳେ ଏହା ଦିନକୁ ଦିନ ସବୁ ବୟସର ମହିଳାମାନଙ୍କ ସହ ଘଟୁଥିବା ଦେଖା ଯାଉଛି । ଏବେ ଦିଲ୍ଲୀରେ ଜଣେ ୭୫ବର୍ଷୀୟା…
ଅଧିକ ଖବର ଦେଖନ୍ତୁ...

ଅନୁ ମଲ୍ଲିକ୍‌ଙ୍କ ଉପରେ ଲାଗିଥିବା ଯୌନ ଶୋଷଣର ଆରୋପକୁ ନେଇ ମୁହିଁ ଖୋଲିଲେ ସୋନୁ ନିଗମ ! ସେ ଏପରି କରିଥିବାର କିଛି…

ମୁମ୍ବାଇ : ଚଳିତ ବର୍ଷ ଷ୍ଟାର ବିବାହ ସହ #ମି ଠୁ ଅଭିଯାନ ମଧ୍ୟ ଚର୍ଚ୍ଚାରେ ରହିଥିଲା । ସବୁ କ୍ଷେତ୍ରର ମହିଳାମାନେ ନିଜ ସହ ହୋଇଥିବା ଯୌନ ଅସଦାଚରଣ ବିଷୟ ଖୋଲାଖୋଲି ଭାବରେ କହିଥିଲେ । ଏଥିରେ ଅନେକ ବଡ଼ ବଡ଼ ବଲିଉଡ୍‌ କଳାକାରମାନଙ୍କର ନାଁ ମଧ୍ୟ ସାମିଲ ଥିଲା । କିଛି ଅବିଶ୍ୱାସ କଲା ଭଳି ନାଁ…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ସ୍ୱାମୀଙ୍କର ନୁହେଁ ସ୍ପର୍ମ ଡୋନରଙ୍କ ପିଲାର ମା’ ହେବାକୁ ଚାହୁଁଥିଲେ ପତ୍ନୀ,ଫେସ୍‌ବୁକ୍‌ରେ ପତ୍ନୀଙ୍କ…

ନୂଆଦିଲ୍ଲୀ : ଆମେରିକାରେ ଜଣେ ମହିଳା ବିବାହର ୩ ବର୍ଷ ପରେ ମା’ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ପତ୍ନୀଙ୍କ ଏଭଳି ଇଚ୍ଛା ଜାଣି ସ୍ୱାମୀ ଖୁସି ହେବା ସହ ଶାରୀରିକ ସଂପର୍କ ସ୍ଥାପନ କରିବାକୁ ଯିବା ପରେ ମନା କରି ଦେଇଥିଲେ ପତ୍ନୀ । ମୋତେ ମନା କଲେ ତୁମର ମା’ ହେବାର ଇଚ୍ଛା କିପରି ପୂରଣ ହେବ…
ଅଧିକ ଖବର ଦେଖନ୍ତୁ...

ରାଜନେୈତିକ ମହଲରେ ଚର୍ଚ୍ଚା : ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶାରେ ଗସ୍ତ ସମୟରେ ବିଜେପିରେ ଯୋଗ ଦେଇପାରନ୍ତି ବୈଜୟନ୍ତ…

ଭୁବନେଶ୍ବର : ବିଜେପିରେ ମିଶିପାରନ୍ତି ବୈଜୟନ୍ତ ପଣ୍ଡା । ଆସନ୍ତା ୨୪ ତାରିଖରେ ମୋଦିଙ୍କ ଓଡ଼ିଶା ଗସ୍ତ ସମୟରେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେଇପାରନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ଖୋର୍ଦ୍ଧାଠାରେ ହେବାକୁ ଥିବା ମୋଦିଙ୍କ ସଭାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ବାରା ଜୀବନରେ ପରିବର୍ତ୍ତନ ଆସିବ। ଆଜି ଆପଣଙ୍କର ଅଧିକତର କାମ ପୂରା ହୋଇଯିବ। ବେପାରରେ ଅଟକି ଥିବା ପଇସା ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ। ବୃଷ: ଆପଣଙ୍କର କୌତୁକିଆ…
ଅଧିକ ଖବର ଦେଖନ୍ତୁ...

ନିଜ ବିବାହ ଭୋଜିର ବଳକା ଖାଦ୍ୟକୁ ଭୋକିଲାଙ୍କ ମୁହଁରେ ପକାଇ ଉଦାହରଣ ସାଜିଲେ କମେଡି କିଙ୍ଗ୍‌

ମୁମ୍ବାଇ: ଦୀର୍ଘ ବର୍ଷର ପ୍ରେମିକା ଗିନ୍ନି ଚତୁର୍ଥଙ୍କ ସହ ଜଲନ୍ଧରଠାରେ ଡିସେମ୍ବର ୧୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କମେଡି କିଙ୍ଗ୍‌ କପିଲ୍‌ ଶର୍ମା। ଡିସେମ୍ବର ୧୪ ତାରିଖରେ କପିଲ୍‌ ଅମ୍ରିତ୍‌ସରରେ ତାଙ୍କର ବିବାହ ଭୋଜି ଆୟୋଜନ କରିଥିଲେ। ମାତ୍ର ଗତ କିଛି ସପ୍ତାହ ତଳେ…
ଅଧିକ ଖବର ଦେଖନ୍ତୁ...

ଭାରତ ଆସନ୍ତାକାଲି ମହାକାଶକୁ ଛାଡିବ ଏହି ଅତ୍ୟାଧୁନିକ ସାମରିକ ଉପଗ୍ରହ, ଡ୍ରୋନ ଆକ୍ରମଣ ପାଇଁ ଏହାକୁ ବ୍ୟବହାର କରାଯିବ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆସନ୍ତାକାଲି ଭାରତର ଅତ୍ୟାଧୁନିକ ସାମରିକ ଉପଗ୍ରହ ଜିସ୍ୟାଟ୍‌-୭ଏକୁ ମହାକାଶକୁ ଛଡାଯିବ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଜିଏସଏଲଭି-ଏଫ୧୧ ରକେଟ ମାଧ୍ୟମରେ ଏହାକୁ ଉତକ୍ଷେପଣ କରାଯିବ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ବିମାନବନ୍ଦରରୁ ଜାନୁଆରି ପ୍ରଥମ ସପ୍ତାହରୁ ଉଡ଼ିବ ନିୟମିତ ବିମାନ!

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ୨୦୧୯ ଜାନୁଆରି ପ୍ରଥମ ସପ୍ତାହ ଠାରୁ ନିୟମିତ ଭାବରେ ବିମାନ ଉଡ଼ିବାର ଆଶା କରାଯାଉଛି। ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଏସ୍‌.କେ. ଚୌହାନଙ୍କ ସୂଚନା ଅନୁସାରେ ବିମାନ ଉଡାଣ ନେଇ ଆଗାମୀ ଡିସେମ୍ବର ୩୧ରେ ଟେଣ୍ଡର ଖୋଲାଯିବା ପରେ ତାରିଖ…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ଅଧିବେଶନ ସମୟରେ ମୋବାଇଲ୍‌ରେ ଯୁବତୀଙ୍କ ଫଟୋ ଦେଖୁଥିଲେ କର୍ଣ୍ଣାଟକ ବିଧାୟକ

ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭାର ବହୁଜନ ସମାଜ ପାର୍ଟି(ବିଏସ୍‌ପି) ବିଧାୟକ ଏନ୍‌ ମହେଶ ସୋମବାର ବିଧାନସଭା ମଧ୍ୟରେ ଜଣେ ଯୁବତୀଙ୍କ ଫଟୋ ଦେଖୁଥିବା ଅଭିଯୋଗ ହୋଇଛି। ମହେଶ କେବଳ ବିଧାନସଭା ଭିତରକୁ ମୋବାଇଲ୍‌ ନେଇ ନଥିଲେ ବରଂ ବିଧାନସଭାରେ ଅଧିବେଶନ ଚାଲୁଥିବା ସମୟରେ ସେ ମୋବାଇଲ୍‌…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୨୯ପରେ ଟେଲିଭିଜନ୍‌ ଦେଖିବା ମହଙ୍ଗା ହେବ

ନୂଆଦିଲ୍ଲୀ: ନୂଆବର୍ଷରେ ଆପଣଙ୍କୁ ଟିଭି ଦେଖିବା ମହଙ୍ଗା ପଡ଼ିପାରେ। ଆପଣଙ୍କ ବିଲ୍‌ ଓ ଡିଟିଏଚ୍‌ର ମାସିକ ଖର୍ଚ୍ଚ ବି ବୃଦ୍ଧି ପାଇପାରେ। ଟ୍ରାଇର ନୂଆ ନିୟମ କାରଣରୁ ଟିଭି ଦେଖିବା ମହଙ୍ଗା ପଡ଼ିପାରେ। କେବଳ ଏତିକି ନୁହେଁ, ନୂଆ ବର୍ଷରୁ ଆପଣ ସେହି ଚାନେଲ୍‌ ପାଇଁ ଟଙ୍କା ଦେବେ ଯାହାକୁ ଆପଣ…
ଅଧିକ ଖବର ଦେଖନ୍ତୁ...