Daily Archives

December 19, 2018

ଭୁବନେଶ୍ୱରରେ ୨୨ରୁ ଇଣ୍ଡିଆନ୍‌ ଓପନ୍‌ ଗେଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଭାରତୀୟ ଗେଟ୍‌ବଲ୍‌ ୟୁନିୟନ୍‌ ଆୟୋଜନରେ ଚଳିତ ମାସ ୨୨ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ‘ଇଣ୍ଡିଆନ୍‌ ଓପନ୍‌ ଗେଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ’ ଅନୁଷ୍ଠିତ ହେବ। ଏହି ଦୁଇ ଦିନିଆ ଟୁର୍ଣ୍ଣାମେଣ୍ଟରେ ୧୬ ଟିମ୍‌ ଅଂଶଗ୍ରହଣ କରୁଥିବା ବେଳେ ୩ ଟିମ୍‌ ହେଉଛନ୍ତି ବିଦେଶୀ ବୋଲି ଆୟୋଜକ…
ଅଧିକ ଖବର ଦେଖନ୍ତୁ...

ଲୋକସଭାରେ ପାରିତ ହେଲା ସରୋଗେସି ରେଗୁଲେସନ ବିଲ୍ : ବ୍ୟାବସାୟିକ ଓ ବେଆଇନ ସରୋଗେସି ଉପରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ:  ଆଜି ଲୋକସଭାରେ ପାରିତ ହୋଇଛି ସରୋଗେସି ରେଗୁଲେସନ ବିଲ୍ ବା ସରୋଗେସି ନିୟନ୍ତ୍ରଣ ବିଧେୟକ । ଏହା ଫଳରେ ବ୍ୟାବସାୟିକ ଓ ବେଆଇନ ଭାବେ କରାଯାଉଥିବା ସରୋଗେସି ଶିଶୁ ଜନ୍ମ ଉପରେ ଲାଗିବ ନିୟନ୍ତ୍ରଣ ।  ବିରୋଧୀଙ୍କ କେତେକ ସଂଶୋଧନ ପ୍ରସ୍ତାବ ପରେ  ଲୋକସଭାରେ ବହୁ ମତରେ ପାରିତ…
ଅଧିକ ଖବର ଦେଖନ୍ତୁ...

ଭାରୀ ପଡ଼ିଲା ଫେସ୍‌ବୁକ୍‌ ପ୍ରେମ : ହୋଟେଲକୁ ଡ଼ାକି ନାବାଳିକା ସହ ଗଣଦୁଷ୍କର୍ମ କଲା ଫେସ୍‌ବୁକ୍‌ ପ୍ରେମିକ

ନୂଆଦିଲ୍ଲୀ : ଦୁଷ୍କର୍ମ ଭଳି ଅପରାଧ ଥମିବାର ନାଁ ନେଉ ନଥିବା ବେଳେ ସୋସିଆଲ ମିଡିଆ ଏବେ ଏହାର ଏକ ମାଧ୍ୟମ ପାଲଟିଛି । କିଛି ଯୁବକ ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେଇ ଦୁଷ୍କର୍ମ ଭଳି ଅପରାଧକୁ ସଫଳ କରି ପାରୁଛନ୍ତି । ଆଗରୁ ଏଭଳି ଅନେକ ଘଟଣା ଘଟି ସାରିଥିବା…
ଅଧିକ ଖବର ଦେଖନ୍ତୁ...

ଅମିତାଭଙ୍କ ସହ ସୁଟିଂ କରିବା ସମୟରେ ଏହି କଥାକୁ ଡରୁଥିଲେ ଗୋବିନ୍ଦା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଗୋବିନ୍ଦା ନିଜ ଜୀବନ ସହ ଜଡ଼ିତ ଥିବା ଅନେକ ରାଜ୍‌ର ଖୁଲାସା କରିଥିଲେ । ସେ ଅମିତାଭ ବଚ୍ଚନଙ୍କ ସହ ଜଡ଼ିତ ଏକ ରହସ୍ୟର ଉନ୍ମୋଚନ କରିଛନ୍ତି । ଅଭିନେତା ଗୋବିନ୍ଦା ଏବଂ ବିଗ୍‌ ବି ଅମିତାଭ ବଚ୍ଚନ ‘ବଡ଼େ ମିଆଁ ଛୋଟେ ମିଆଁ’ ଫିଲ୍ମରେ କାମ କରିଥିଲେ । ଫିଲ୍ମରେ ଥିବା…
ଅଧିକ ଖବର ଦେଖନ୍ତୁ...

ବିସିସିଆଇ ବିରୋଧରେ ‘ପିସିବି’ର ମୋକଦ୍ଦମା ଖାରଜ, ୬୦% କ୍ଷତିପୂରଣ ଦେବାକୁ ଆଇସିସି ଦେଲା ନିର୍ଦ୍ଦେଶ

ଦୁବାଇ: ଆଇସିସିର ବିବାଦ ନିବାରଣ ପ୍ୟାନେଲ ବୁଧବାର ପାକିସ୍ତାନକୁ କ୍ଷତିପୂରଣ ମାମଲାରେ ବିସିସିଆଇ ଦ୍ୱାରା ମଗାଯାଇଥିବା କ୍ଷତିପୂରଣର ୬୦ ପ୍ରତିଶତ ଦେବାକୁ ଆଦେଶ ଦେଇଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦ୍ୱିପାକ୍ଷୀକ କ୍ରିକେଟକୁ ନେଇ ହୋଇଥିବା ହସ୍ତାକ୍ଷର ସମ୍ମାନ ନ କରିବା ନେଇ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ମେସେଜ୍‌ର ଉତ୍ତର ନ ଦେବାରୁ ଏଭଳି କାମ କଲା ପ୍ରେମିକା, ଟୁଇଟ୍‌ରରେ ଭିଡିଓ ସେୟାର କରି ଏଭଳି କରିବାକୁ ଦେଲା…

ନୂଆଦିଲ୍ଲୀ : ପ୍ରେମ ହେବା ଯେତେ ସହଜ ତାକୁ ଦୃଢ଼ କରି ରଖିବା ସେତେ କଷ୍ଟ । କିଛି ଯୁବକ-ଯୁବତୀ ଖୁବ୍‌ ସହଜରେ ପ୍ରେମରେ ତ ପଡ଼ି ଯାଆନ୍ତି, କିନ୍ତୁ ସେହି ପ୍ରେମକୁ ସେମାନେ ବେଶି ଦିନ ପର୍ଯ୍ୟନ୍ତ ବଜାୟ ରଖି ପାରନ୍ତି ନାହିଁ । ଛୋଟ ଛୋଟ କଥାକୁ ନେଇ ହେଉଥିବା ଝଗଡ଼ା ପାଇଁ ସଂପର୍କ ଖୁବ୍‌ ସହଜରେ…
ଅଧିକ ଖବର ଦେଖନ୍ତୁ...

୨୦୧୯ରେ ମୁମ୍ବାଇର ବ୍ୟବସାୟୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ

ମୁମ୍ବାଇ : ଧାରାବାହିକ ପବିତ୍ର ରିସ୍ତାରୁ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ଏହି ଧାରାବାହିକରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ । ଏହି ଧାରାବାହିକରେ କାମ କରିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

୨୮୫କୋଟି ଟଙ୍କାର ସମ୍ପତ୍ତିି ପାଇଁ ମୃତ ମା’କୁ ୭ ବର୍ଷ ପର୍ଯ୍ୟନ୍ତ ଜୀବନ୍ତ ବୋଲି କହି ଆସୁଥିଲା ପୁଅ, ଏଭଳି ସାମ୍ନାକୁ…

ନୂଆଦିଲ୍ଲୀ : ମା’ର ନିଧନ ହେବା ପରେ ମଧ୍ୟ ପୁଅ ଯେଉଁ କାମ କରିଛି, ତାହା ଜଣେ ମା’-ପୁଅର ନିସ୍ୱାର୍ଥ ସଂପର୍କକୁ ଲଜ୍ଜିତ କରିଛି । ମୁମ୍ବାଇରେ ରହୁଥିବା ଜଣେ ବ୍ୟକ୍ତି ସମ୍ପତ୍ତିି ପାଇଁ ନିଜ ମା’ଙ୍କୁ ଜୀବିତ ବୋଲି ଦେଖାଇ ୭ ବର୍ଷ ପର୍ଯ୍ୟନ୍ତ ମିଛ କହି ଆସୁଥିଲେ । କିନ୍ତୁ ଶେଷରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ଲକ୍ଷ୍ମୀପୁର ଓ କୁଟିଙ୍ଗା ଠାରେ ପିଠା କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦରମହକୁମା ପଞ୍ଚାୟତ ସମେତ କୁଟିଙ୍ଗା ଗ୍ରାମପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ରାଜ୍ୟସରକାରଙ୍କ ଏହି ନୂତନ ଜନସଚେତନତା ମୂଳକ କାର୍ଯ୍ୟକ୍ରମ ପିଠା ସ୍ଥାନୀୟ ବ୍ଲକ ପଡିଆରେ ସରପଞ୍ଚ ଉତ୍ତମେ ହୁଇକାଙ୍କ ସଭାପତିତ୍ୱରେ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବା ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌

ମୁମ୍ବାଇ : ବଲିଉଡ୍‌ରେ ବିବାହର ଋତୁ ଚାଲିଥିବା ବେଳେ କିଛି କଳାକାରଙ୍କର ଡ଼େଟିଂର ଖବର ମଧ୍ୟ ସାମ୍ନାକୁ ଆସୁଛି । କିଛି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିବା ବେଳେ କିଛି ବିବାହ କରିବାକୁ ଯାଉଛନ୍ତି । ତେବେ ଏ ସବୁ ମଧ୍ୟରେ ଫିଲ୍ମ ‘ସୋନୁ କି ଟିଟୁ କି ସ୍ୱିଟ୍ଟି’ର ଅଭିନେତା କାର୍ତ୍ତିକ…
ଅଧିକ ଖବର ଦେଖନ୍ତୁ...