Monthly Archives

January 2019

କୋରାପୁଟ: ସାଙ୍ଗାନ୍ନା ହାଇସ୍କୁଲର ପୁରତନ ଛାତ୍ରମିଳନ

ଲକ୍ଷ୍ମୀପୁର: କୋରାପୁଟ ଲକ୍ଷ୍ମୀପୁର ସାଙ୍ଗାନ୍ନା ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ପୁରାତନ ଛାତ୍ରମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ପ୍ରଧାନଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଶ୍ରୀ ଜଗନ୍ନାଥ ଜୁନିୟର ମହାବିଦ୍ୟାଳୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ବିନିକା: ଆଜି ବିନିକା ବ୍ଳକ ବାଉଁଶୁଣୀ ଶ୍ରୀ ଜଗନ୍ନାଥ ଜୁନିୟର ମହାବିଦ୍ୟଳୟ ଆତ୍ମସୁରକ୍ଷା ତାଲିମ ସିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ବାଉଁଶୁଣୀ ସରପଞ୍ଚ ରୀନା ମହଲା ମୂଖ୍ୟଅତିଥି ଯୋଗଦେଇ ଆତ୍ମସୁରକ୍ଷା ତାଲିମ ଶିବିରକୁ ଉଦଘାଟନ କରିଥିଲେ । ଏହି ଉପଲ‌କ୍ଷେ‌ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ଆମେରିକା: ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା, ଭଗବାନଙ୍କ ମୂର୍ତ୍ତିକୁ ବିବର୍ଣ୍ଣ କଲେ ଦୁର୍ବୃତ୍ତ

ଓ୍ଵାସିଂଟନ: ଆମେରିକାରେ ଏକ ହିନ୍ଦୁ ମନ୍ଦିରକୁ ପ୍ରବେଶ କରି ଦୁର୍ବୃତ୍ତମାନେ ଭଗବାନଙ୍କ ମୂର୍ତ୍ତିଗୁଡ଼ିକୁ ବିବର୍ଣ୍ଣ କରିଥିବା ଜାତୀୟ ଗଣାମଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ପୁଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ ଦୁର୍ବୃତ୍ତମାନେ ମୂର୍ତ୍ତି ଗୁଡ଼ିକ ଉପରେ କଳା ରଂଗ ଲଗାଇ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କେଉଁ ‘ଅମୃତ’ ପାଇଁ ରଣବୀର କପୁରଙ୍କୁ ଧନ୍ୟବାଦ୍‌ ଜଣାଉଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ?

ମୁମ୍ବାଇ : ବଲିଉଡ୍‌ର ବିଗ୍‌ ବି ନିଜ କଥା କହିବାର ଶୈଳୀ ଏବଂ ଲେଖିବାର ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସବୁବେଳେ ସେ କରିଥିବା ଟୁଇଟ୍‌କୁ ନେଇ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ସୋସିଆଲ ମିଡିଆରେ ତାହା ଭାଇରାଲ ହୋଇଥାଏ । ଏବେ ସେଭଳି କିଛି ଘଟିଛି ।…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ସବୁଠାରୁ ଦୁର୍ଗନ୍ଧଯୁକ୍ତ ଫଳ ଡୁରିଆନ୍‌ର ଦାମ୍‌କୁ ନେଇ ଚର୍ଚ୍ଚା, ଇଣ୍ଡୋନେସିଆରେ ଏହାର ଦାମ୍‌ ରହିଛି ୭୨,୦୦୦…

ନୂଆଦିଲ୍ଲୀ : ଯଦି ଆପଣମାନଙ୍କ ମଧ୍ୟରୁ ଫଳ ମଧ୍ୟରେ ରାଜା ବୋଲି କୁହାଯାଉଥିବା ଡୁରିଆନ୍‌ ଫଳ ବିଷୟରେ କେହି ଜାଣିଥିବେ ତେବେ ସେଥିରୁ ଆସୁଥିବା ଦୁର୍ଗନ୍ଧ ବିଷୟରେ ମଧ୍ୟ ଅବଗତ ଥିବେ । ଭାରତରେ ଏହି ଫଳର ବିକ୍ରି କମ ଥିବା ବେଳେ କେହି କେହି ଏହି ଫଳର ନାଁ ମଧ୍ୟ ଜାଣି ନ ଥିବେ । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ବିବାହ ସମୟରେ ପ୍ରିୟଙ୍କା-ନିକ୍‌ଙ୍କ ଉପରେ ରାଗିଥିଲେ ମା’ ମଧୁ ଚୋପ୍ରା,୨ମାସ ପରେ କାରଣ ଖୁଲାସା କଲେ ପ୍ରିୟଙ୍କା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ତାଙ୍କ ପ୍ରେମିକ ନିକ୍‌ଙ୍କ ସହ ୨ମାସ ତଳେ ହୋଇଥିଲା । ୨୦୧୮ର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରୁ ଗୋଟେ ଥିଲା ପ୍ରିୟଙ୍କା-ନିକ୍‌ଙ୍କ ବିବାହ । ଦୁହେଁ ଯୋଧପୁରରେ ବିବାହ କରିଥିବା ବେଳେ ଦୁହିଁଙ୍କ ବିବାହର ଫଟୋ ଖୁବ୍‌ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଅସରପାକୁ ଭଲ ପାଇ ବସିଲେ ଜାପାନୀ ଯୁବକ, ପ୍ରଥମ ପ୍ରେମ ହୋଇଥିବାରୁ ଅସରପାଟି ମୃତ୍ୟୁବରଣ କରିବା ପରେ ପାଖରେ ରଖିବା ପାଇଁ…

ନୂଆଦିଲ୍ଲୀ : ଜାପାନର ୟୁମା ନାମକ ଜଣେ ଯୁବକ ଏକ ଅସରପାକୁ ଭଲ ପାଇ ବସିଥିବା କଥା କହିଛନ୍ତି । ଅସରପାର ନାଁ ଲିସା ହୋଇଥିବା ବେଳେ ୟୁମାଙ୍କର ସେ ପ୍ରଥମ ପ୍ରେମ ଥିଲେ । ୟୁମାଙ୍କ କହିବା ଅନୁଯାୟୀ, କୌଣସି ଯୁବତୀଙ୍କଠାରୁ ଲିସା କମ୍‌ ନ ଥିଲେ । ସେ ମୋତେ ବାକି ଯୁବତୀମାନଙ୍କଠାରୁ ଅଧିକ ସୁନ୍ଦର…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ମିଳିଲା ବଡ଼ ଦାୟିତ୍ୱ, ମିଳିଲା ମାମିର ଅଧ୍ୟକ୍ଷ ପଦ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଗତ ବର୍ଷ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ । ପ୍ରେମିକ ତଥା ଅଭିନେତା ରଣବୀର ସିଂହଙ୍କୁ ସେ ଇଟାଲୀର ଲେକ୍‌ କୋମୋରେ ବିବାହ କରିଥିବା ବେଳେ ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ବିବାହ ଭୋଜି ରଖିଥିଲେ । ବିବାହ ପରେ ପରେ ଦୁହେଁ ନିଜ ନିଜ କାମକୁ ଫେରିଥିବା…
ଅଧିକ ଖବର ଦେଖନ୍ତୁ...

କାନାଡା ଯାଉଥିବା ବିମାନ ମଧ୍ୟରେ ଦୁଇ ଯବାନଙ୍କ କଥା ଶୁଣି ତୁରନ୍ତ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କ ପାଖରେ ପହଞ୍ଚିିଲେ…

ନୂଆଦିଲ୍ଲୀ : ଜଣେ ମହିଳା ବିମାନଯୋଗେ ଆମେରିକାରୁ-କାନାଡା ଯାଉଥିବା ବେଳେ ଯେଉଁ କାମ କରିଥିଲେ,ତାହା ବିମାନରେ ଉପସ୍ଥିତ ସବୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିମାନଟି ଦୀର୍ଘ ଯାତ୍ରାରେ ବାହାରିଥିବା ବେଳେ ଧୀରେ ଧୀରେ ସମସ୍ତେ ମହିଳାଙ୍କ କାମ ବିଷୟରେ ଜାଣି ତାଙ୍କୁ ପ୍ରଶଂସା କରିବା ସହ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ଟୁଡେ ପଲିଟିକାଲ ଏକ୍ସଚେଞ୍ଜ ସର୍ଭେ: ଓଡ଼ିଶାରେ ଏବେ ବି ନବୀନ ସର୍ବାଧିକ ଲୋକପ୍ରିୟ

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ ପଲିଟିକାଲ ଏକ୍ସଚେଞ୍ଜ ପକ୍ଷରୁ କରାଯାଇଥିବା ଏକ ଜନମତ ସର୍ଭେ ଅନୁସାରେ ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀତ୍ୱରେ ଥିବା ନବୀନ ପଟ୍ଟନାୟକ ବର୍ତ୍ତମାନ ମଧ୍ୟ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। ଯଦିଓ ଗତ ଚାରି ମାସ ମଧ୍ୟରେ ତାଙ୍କର ଲୋକପ୍ରିୟତାରେ ସାମାନ୍ୟ ହ୍ରାସ ଘଟିଛି…
ଅଧିକ ଖବର ଦେଖନ୍ତୁ...