ଅବହେଳିତ ପିପଳପଦର ପଞ୍ଚାୟତର ଲୋକଙ୍କ ଚେତାବନୀ, ରାସ୍ତା ନିର୍ମାଣ କର ନଚେତ ୨୦୧୯ ହେବ ଭୋଟ ବର୍ଜନ
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପିପଳପଦର ଗ୍ରାମପଞ୍ଚାୟତର ୪ଖଣ୍ଡ ଗ୍ରାମକୁ ସ୍ୱାଧୀନତାର ସତୁରି ବର୍ଷ ପରେ ମଧ୍ୟ ପ୍ରଶାସନ ତରଫରୁ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ। ଫଳରେ ନିର୍ବାଚନ ଆଉ ମାତ୍ର ୪ ମାସ ଥିବା ବେଳେ, ରାଜ୍ୟସରକାର ତୁରନ୍ତ ରାସ୍ତା ତିଆରି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...