Daily Archives

January 1, 2019

ଗାନ୍ଧିଙ୍କ ପ୍ରତିମା ତଳେ ୫୦୦ଟଙ୍କାର ନୋଟ ରଖି ନିଆଁ ଲଗାଇ ଦେଇ ଥାଆନ୍ତି ଏହି ମହିଳା

ମେନପୁରୀ: ଉତ୍ତରପ୍ରଦେଶର ମେନପୁରୀରେ ଜଣେ ମହିଳା ଏବେ ଚର୍ଚ୍ଚାର ପରିସରରେ ରହିଛନ୍ତି। ଏହି ମହିଳା ଏଭଳି ଏକ କାରନାମା କରିଛନ୍ତି ଯାହାକୁ ନେଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ମହିଳା ପ୍ରାୟତଃ ଗାନ୍ଧିଙ୍କ ପ୍ରତିମା ତଳେ ୫୦୦ଟଙ୍କିଆ ନୋଟ…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷରେ ନନ୍ଦନକାନନରେ ବୁଲିଲେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ, ସଂଗ୍ରହ ହେଲା ଏତିକି ଟଙ୍କା

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ମଙ୍ଗଳବାର ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ ବୁଲିଛନ୍ତି। ନବବର୍ଷ ଅବସରରେ ଆଜି ନନ୍ଦନକାନନରେ ବୁଲିଥିବା ପର୍ଯ୍ୟଟକ ସଂଖ୍ୟା ବିଗତ ବର୍ଷର ରେକର୍ଡକୁ ଭଙ୍ଗ କରିଛି। ସୂଚନା ଅନୁସାରେ ୨୦୧୯ ପ୍ରଥମ ଦିନରେ…
ଅଧିକ ଖବର ଦେଖନ୍ତୁ...

ଚିଡିଆଖାନାରେ ମହିଳାଙ୍କ ଉପରେ ସିଂହର ଆକ୍ରମଣ, ତା’ପରେ..

ନୂଆଦିଲ୍ଲୀ: ଯମ ମୁହଁରୁ ଆଜିଯାଏଁ କେହି ବର୍ତ୍ତି ପାରି ନାହାନ୍ତି। ତେବେ ଯେତେବେଳେ କୌଣସି ମଣିଷର ଅକାଳ ବିୟୋଗ ହୋଇଯାଏ ସେତେବେଳେ ଦୁଃଖ ଲାଗିଥାଏ। ଆଲେକ୍‌ଜେଣ୍ଡ୍ରୋ ନାମକ ଜଣେ ମହିଳାଙ୍କର ପିଲା .ବେଳରୁ ପଶୁପକ୍ଷୀଙ୍କ ପ୍ରତି ବହୁତ ଦୁର୍ବଳତା ଥିଲା। ତାଙ୍କୁ ୨୨ ବର୍ଷ .ହୋଇଥିବା ବେଳେ ଏକ…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷର ପ୍ରଥମ ଦିନରେ ଭାରତରେ ଜନ୍ମ ନେବେ ଦୁନିଆର ସବୁଠାରୁ ଅଧିକ ଶିଶୁ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଏକ ବିଂଶ ଶତାବଦ୍ଦୀରେ ଭାରତ ଦୁନିଆର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶ ହୋଇଯିବ। ଏହି ଭବିଷ୍ୟବାଣୀ ଖୁବ୍‌  ଶୀଘ୍ର ସତ ହୋବକୁ ଯାଉଛି। ଏପରି କହିବାର ଯଥାର୍ଥ ହେଉଛି, ଭାରତରେ ନୂଆ ବର୍ଷର ପ୍ରଥମ ଦିନରେ ୬୯ହଜାର ୯୪୪ ଶିଶୁ ଜନ୍ମ ନେବାକୁ ଯାଉଛନ୍ତି। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ପାରା ୪ ଡିଗ୍ରି: ଥରୁଛି ଦାରିଙ୍ଗବାଡ଼ି, ଫୁଲବାଣୀ ତାପମାତ୍ରା ୪.୫ ଡିଗ୍ରି

ତୁମୁଡ଼ିବନ୍ଧ/ଫୁଲବାଣୀ: ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ମଙ୍ଗଳବାର ପାରା ହ୍ରାସ ପାଇ ୪ ଡିଗ୍ରି ଛୁଇଁଛି। ସେହିପରି ଜିଲ୍ଲା ସଦର ମହକୁମା ଫୁଲବାଣୀରେ ମଧ୍ୟ ତାପମାତ୍ରା ଆଜି କମିଛି। ଏଠାରେ ମଙ୍ଗଳବାର ତାପମାତ୍ରା ୪.୫ ଡିଗ୍ରିରେ ପହଂଚିଛି। ଦାରିଙ୍ଗବାଡ଼ିରେ…
ଅଧିକ ଖବର ଦେଖନ୍ତୁ...

ବିଚାର ପ୍ରକ୍ରିୟା ଶେଷ ହେବା ପରେ ହିଁ ରାମ ମନ୍ଦିର ଲାଗି ଅଧ୍ୟାଦେଶ କଥା ଚିନ୍ତା କରାଯିବ : ମୋଦି

ନୂଆଦିଲ୍ଲୀ : ରାମମନ୍ଦିର ପ୍ରସଙ୍ଗରେ ବିଚାରବିଭାଗୀୟ ପ୍ରକ୍ରିୟା ଶେଷ ହେବା ପରେ ହିଁ ଅଧ୍ୟାଦେଶ କଥା ବିଚାରକୁ ଅଣାଯିବ । ନ୍ୟୁଜ ଏଜେନ୍ସି ଏଏନଆଇକୁ ବର୍ଷର ପ୍ରଥମ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି । ତେବେ ସେ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ଜାଣିଶୁଣି ବିଚାରପ୍ରକ୍ରିୟାକୁ ଧୀମା…
ଅଧିକ ଖବର ଦେଖନ୍ତୁ...

ସତ୍ୟ ଯୁଗରେ ସାର ହେଉଛି ‘ସତ’, ତ୍ରେତେୟା ଯୁଗରେ ‘ବଚନରକ୍ଷା’, ଦ୍ୱାପରରେ ‘ପରୋପକାର’; ଜାଣନ୍ତୁ କଳିଯୁଗରେ କାହାକୁ…

ଆମେ ଜାଣନ୍ତି ସତ୍ୟ, ତ୍ରେତେୟା, ଦ୍ୱାପର, କଳି ସମୁଦାୟ ୪ଟା ଯୁଗ ରହିଛି। ସବୁ ଯୁଗରେ ଲୋକେ ଭିନ୍ନ ଈଶ୍ୱରଙ୍କୁ ଆରାଧନା କରିଥାନ୍ତି। ସତ୍ୟ ଯୁଗକୁ ପର୍ଶୁରାମଙ୍କ ଯୁଗ ବୋଲି କୁହାଯାଉଥିବା ବେଳେ ତ୍ରେତେୟା ଯୁଗକୁ ରାମଙ୍କ ଯୁଗ ବୋଲି କୁହାଯାଉଥିଲା। ସେହିପରି ଦ୍ୱାପର ଯୁଗ ଥିଲା ଭଗବାନ…
ଅଧିକ ଖବର ଦେଖନ୍ତୁ...

ଆହ୍ଲାବାଦ ନାଁ ପ୍ରୟାଗରାଜକୁ ପରିବର୍ତ୍ତନ ପ୍ରସ୍ତାବକୁ କେନ୍ଦ୍ରର ମଂଜୁରୀ

ନୂଆଦିଲ୍ଲୀ : ଆହ୍ଲାବାଦର ନାଁ ପ୍ରୟାଗରାଜକୁ ବଦଳାଇବା ଲାଗି ଉତ୍ତରପ୍ରଦେଶ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ଗୃହମନ୍ତ୍ରାଳୟ ମଂଜୁରୀ ପ୍ରଦାନ କରିଛନ୍ତି । ଆଉ କିଛି ଦିନ ପୂର୍ବେ ଏହି ସହରରେ ପ୍ରସିଦ୍ଧ କୁମ୍ଭ ମେଳା ଆରମ୍ଭ ହେଉଥିବାରୁ, ତା ପୂର୍ବରୁ ଏହି ମଂଜୁରୀ ମିଳିଛି । ଏହା ଫଳରେ…
ଅଧିକ ଖବର ଦେଖନ୍ତୁ...

କାଦରଙ୍କ ପରଲୋକ ଦୁଃଖରେ ଟୁଇଟର୍‌ରେ ଛାଇଲା ବଲିଉଡ୍‌ କଳାକାରଙ୍କ ଶୋକ ବାର୍ତ୍ତା

ମୁମ୍ବାଇ: କାନ୍ନାଡାରେ ୮୧ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି ବଲିଉଡ୍‌ର ଖ୍ୟାତନାମା କଳାକାର କାଦର ଖାନ। କାଦରଙ୍କ ମୃତ୍ୟୁରେ ପୂରା ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। କାଦରଙ୍କୁ ବହୁ ରାଜନେତାଠାରୁ ନେଇ ବଲିଉଡ୍‌ କଳାକାରମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଅମିତାଭ ବଚ୍ଚନ,…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷର ପ୍ରଥମ ଦିନରେ ଶ୍ରୀଲଙ୍କା-ବାଂଲାଦେଶକୁ ଝଟକା, ଜାଣନ୍ତୁ କ’ଣ ହେଲା

ଦୁବାଇ: ବିଗତ ଦିନର ଚାମ୍ପିଅନ୍‌ ଶ୍ରୀଲଙ୍କା ଓ ବାଂଲାଦେଶ ନିଜର କମ୍‌ ର‍୍ୟାଙ୍କିଙ୍ଗ୍‌ କାରଣରୁ ଟି-୨୦ ବିଶ୍ୱକପ୍‌ ସୁପର-୧୨କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାକୁ ବିଫଳ ହୋଇଛି। ଏବେ ଏହି ୨ଟିମ୍‌କୁ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇବାକୁ ହେଲେ ଗ୍ରୁପ ପର୍ଯ୍ୟାୟର ପ୍ରତିଯୋଗିତାରେ ଅଂଶଗ୍ରହଣ…
ଅଧିକ ଖବର ଦେଖନ୍ତୁ...