Daily Archives

January 2, 2019

ମଣିଷ ଭିତରେ ଦିଶୁନଥିବା ଏହି ସବୁ ଗୁଣର ଅଧିକାରୀ କୁକୁର ହୋଇଥାନ୍ତି, କୁକୁରଠାରୁ ଶିଖନ୍ତୁ ଏହି ୫ ବିଶେଷ ଗୁଣ

ପୁରାଣ ଚରିତ୍ର ଉଦ୍ଧବ ପ୍ରମାଣ କରି ଯାଇଛନ୍ତି ଯେ ଶିକ୍ଷା ପାଇବା ପାଇଁ ସାମ୍ନାରେ ବ୍ୟକ୍ତି, ବ୍ୟକ୍ତିର ସ୍ତର, ବସ୍ତୁ  କିମ୍ବା ଆଉ କିଛି ଦେଖାଯାଏ ନାହିଁ। ବେଳେ ବେଳେ ନିର୍ଜୀବ ବସ୍ତୁ ବି ଆମକୁ ଶିକ୍ଷା ଦେଇଥାନ୍ତି। ଦୁନିଆର ପ୍ରତ୍ୟେକ ପଶୁ, ପକ୍ଷୀଙ୍କ ଭିତରେ କିଛି ନା କିଛି ଭଲ ଗୁଣ…
ଅଧିକ ଖବର ଦେଖନ୍ତୁ...

ୟୁଟ୍ୟୁବ୍‌ରୁ ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ଟ୍ରେଲର ଉଭାନ, ଅଭିଯୋଗ ଆଣିଲେ ଅନୁପମ ଖେର

ମୁମ୍ବାଇ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ଟ୍ରେଲର ଲଞ୍ଚ ହୋଇ ବିବାଦ ଉପୁଜିବା ପରେ ଏହାକୁ ଏବେ ୟୁଟ୍ୟୁବ୍‌ରୁ ହଟାଇ ଦିଆଯାଇଛି। ଏହାକୁ ନେଇ ଅଭିଯୋଗ ଆଣିଛନ୍ତି ମନମୋହନ ସିଂଙ୍କ ଭୂୂମିକାରେ…
ଅଧିକ ଖବର ଦେଖନ୍ତୁ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଧ୍ୟାନ ଅପେକ୍ଷା ବ୍ୟାୟାମ ଅଧିକ ଫଳପ୍ରଦ: ଗବେଷଣା

ରକ୍ତଚାପ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ବିଶେଷ କରି ମସଲାଯୁକ୍ତ ଖାଦ୍ୟ, କାମ ଚାପ ଓ ମୋଟାପଣ ଏହାର ପ୍ରମୁଖ କାରଣ ହୋଇଥାଏ। ଉଚ୍ଚ ରକ୍ତଚାପର ଲୋକଙ୍କୁ ଧ୍ୟାନ କରିବା ଉଚିତ ବୋଲି ଆମେ ସମସ୍ତେ ଜାଣନ୍ତି। ଧ୍ୟାନ କରିବା ଦ୍ୱାରା ରକ୍ତଚାପକୁ ଆୟତ୍ତରେ ରଖାଯାଇ ପାରେ ବୋଲି…
ଅଧିକ ଖବର ଦେଖନ୍ତୁ...

ଟାଇଗର୍‌ ଶ୍ରଫ୍‌ଙ୍କୁ ନେଇ ସୋନମ କପୁରଙ୍କ ସଚ୍ଚୋଟ ସ୍ୱୀକାରୋକ୍ତି!

ମୁୁମ୍ବାଇ: ନିକଟ ଅତୀତରେ ସୋନମ କପୁର ଏକ ଟକ୍‌ ସୋ’ରେ କହିଛନ୍ତି କି ସେ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କୁ ଇନ୍‌ଷ୍ଟାଗ୍ରାମରେ ଲୁଚି ଲୁଚ ଦେଖନ୍ତି ବୋଲି। ତାଙ୍କୁ ଟାଇଗର୍‌ଙ୍କ ଷ୍ଟାଇଲ୍‌ ଓ ଅନ୍ଦାଜ ଭଲ ଲାଗେ ବୋଲି ଦେଇଥିବା ପରି ସଚ୍ଚୋଟ ସ୍ୱୀକାରୋକ୍ତି ଏବେ ଚର୍ଚ୍ଚା ବିଷୟ ପାଲଟିଛି।…
ଅଧିକ ଖବର ଦେଖନ୍ତୁ...

ଡଙ୍ଗାବୁଡ଼ି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର/କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ନିପାଣିଆ ଠାରେ ବୁଧବାର ସନ୍ଧ୍ୟାରେ ଡଙ୍ଗାବୁଡ଼ି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଡଙ୍ଗାବୁଡ଼ି ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧୦ରେ ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କୁ ମିଳିପାରେ ଉପହାର! କମ୍‌ ଦରରେ ମିଳିବ ଘର

ନୂଆଦିଲ୍ଲୀ: ଯଦି ଆପଣ ନୂଆ ବର୍ଷରେ ଘର କିଣିବାର ଯୋଜନା କରିଛନ୍ତି ତେବେ ଜାନୁଆରି ୧୦ ତାରିଖ ଆପଣଙ୍କ ପାଇଁ ଖୁବ୍‌ ଫାଇଦାର ଦିନ ହେବ। ଏହି ଦିନ ପ୍ରଧାନମନ୍ତ୍ରୀ ମୋଦି ଏପରି ନିଷ୍ପତ୍ତି ନେଇପାରନ୍ତି ଯାହା ଦ୍ୱାରା ଘର କିଣିଲେ ଆପଣଙ୍କର କମ୍‌ ଟଙ୍କା ଖର୍ଚ ହେବ। ନିଉଜ ଏଜେନ୍ସି ପିିଟିଆଇ…
ଅଧିକ ଖବର ଦେଖନ୍ତୁ...

କପୁର ପରିବାରରେ ମଲାଇକାଙ୍କ ପ୍ରବେଶ, ଅର୍ଜୁନଙ୍କୁ ମିଳିଲା କି ସବୁଜ ସଙ୍କେତ!

ମୁମ୍ବାଇ: କିଛି ଦିନ ବେଶ୍‌ ହେବ ଚର୍ଚ୍ଚାରେ ରହିଛି ବୋନି କପୁରଙ୍କ ପୁଅ ତଥା ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପ୍ରେମ ସଂପର୍କ। ପତି ଅର୍ବାଜ ଖାନଙ୍କୁ ପରିତ୍ୟାଗ କରି ମଲାଇକା ଏବେ ଅର୍ଜୁନଙ୍କ ସହ ଘନିଷ୍ଠତା ବଢ଼ାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦିଓ ଦୁହେଁ…
ଅଧିକ ଖବର ଦେଖନ୍ତୁ...

ଦୋଷାର ନାମ ଦୀପିକା ପାଦୁକୋନ! ଏମିତି ପ୍ରତିକ୍ରିୟା ରଖିଲେ ସ୍ୱାମୀ ରଣବୀର ସିଂହ

ମୁମ୍ବାଇ: ଦୋଷା ହେଉଛି ଦକ୍ଷିଣ ଭାରତୀୟଙ୍କର ଏକ ପ୍ରମୁଖ ଖାଦ୍ୟ। ଏହି ଖାଦ୍ୟଟି ଏବେ ବିଭିନ୍ନ ଭାରତୀୟ ରେଷ୍ଟୁରାଣ୍ଟ୍‌ ସହ ବିଦେଶୀ ରେଷ୍ଟୁରାଣ୍ଟ ଓ ହୋଟେଲ୍‌ଗୁଡ଼ିକରେ ବି ଦେଖିବାକୁ ମିଳୁଛି। ଧୀରେ ଧୀରେ ବିଶ୍ୱରେ ଭାରତୀୟ ରେଷ୍ଟୁରାଣ୍ଟ୍‌ ଓ ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି। ତେବେ, ଆଜି…
ଅଧିକ ଖବର ଦେଖନ୍ତୁ...

ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର ଯେଉଁଠି ସପରିବାର ପୂଜା ପାଆନ୍ତି ଗଣେଶ ଭଗବାନ

ଆପଣ ଗଣେଶ ଭଗବାନଙ୍କ ପୂରା ପରିବାରକୁ ଜାଣନ୍ତି କି? ଗଣେଶ ମନ୍ଦିରେ ଆଉ କାହାକୁ କେବେ ପୂଜା ହେବାର ଦେଖିଛନ୍ତି? ଆଦ୍ୟ ପୂଜ୍ୟ ଗଣେଶ ଭଗବାନଙ୍କ ମନ୍ଦିର ଦେଶର ଅନେକ ସ୍ଥାନରେ ରହିଛି। ଦୁଇ ପତ୍ନୀ ରିଦ୍ଧି ଓ ସିଦ୍ଧିଙ୍କ ସହ ବି ଅନେକ ସ୍ଥାନରେ ତାଙ୍କର ପ୍ରତିମା ଦେଖିବାକୁ ମିଳିଛି। ମାତ୍ର…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧରେ ଡାକ୍ତରଙ୍କୁ ଠକି ଅନୁଗୁଳରେ ଗିରଫ ହେଲେ ବିଦେଶୀ ନାଗରିକ, ୧୮ ଲକ୍ଷ ଟଙ୍କା ଜବତ

ଅନୁଗୁଳ: ଡାକ୍ତରଙ୍କ ଠାରୁ ଟଙ୍କା ଠକେଇ ଅଭିଯୋଗରେ ଜଣେ ବିଦେଶୀ ନାଗରିକକୁ ପୁଲିସ ବୁଧବାର ଗିରଫ କରିଛି। ବିଦେଶୀ ନାଗରିକ ନିକୋଲାସ୍‌ କଜଭି (୪୪) ବୋଲି ସୂଚନା ମିଳିଛି। ପୁଲିସ ଗିରଫ ନାଗରିକଙ୍କ ଠାରୁ ୧୮ ଲକ୍ଷ ୫୦ ହଜାର ଟଙ୍କା, ମୋବାଇଲ ଓ ପାସପୋର୍ଟ ଜବତ କରିଛି। ବିଦେଶୀ ନାଗରିକ…
ଅଧିକ ଖବର ଦେଖନ୍ତୁ...