Daily Archives

January 2, 2019

୫ ସେନା ଅଧିକାରୀଙ୍କ ବିରୋଧରେ ସିବିଆଇର ଏତଲା; ଅଟକ ରଖି ପଚରାଉଚରା ଜାରି

ନୂଆଦିଲ୍ଲୀ: ଗତ ବର୍ଷ ଜଣେ ଯବାନଙ୍କ ଏକ ଭିଡ଼ିଓ ଭାଇରାଲ୍‌ ହୋଇଥିଲା, ଯେଉଁଥିରେ ସେ ଦର୍ଶାଇଥିଲେ କି ସେମାନଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଛି। ଏହି ଅଭିଯୋଗ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା। ଏହାପରେ ସେନା ପକ୍ଷରୁ କର୍ତ୍ତବ୍ୟରତ ଯବାନଙ୍କୁ ଖାଦ୍ୟ ଯୋଗାଣ ବ୍ୟବସ୍ଥା ଉପରେ…
ଅଧିକ ଖବର ଦେଖନ୍ତୁ...

ନିଜ ପୁଅର ପ୍ରତିଶୋଧ ନେବାକୁ ଜେଲ୍‌ ଫେରନ୍ତା ପ୍ରେମିକର ହତ୍ୟା କଲେ ମହିଳା

ଚେନ୍ନାଇ: ଚେନ୍ନାଇରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଜଣେ ମହିଳା ନିଜ ପୁଅ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଜେଲ୍‌ରୁ ବାହାରିଥିବା ଜଣେ ହତ୍ୟା ଅଭିଯୁକ୍ତଙ୍କ ହତ୍ୟା କରିଛନ୍ତି। ଗତ ଫେବ୍ରୁଆରିରୁ ଜେଲ୍‌ ଯିବା ପରେ ଅଭିଯୁକ୍ତ ଜଣକ ବେଲ୍‌ରେ ବାହାରକୁ ଆସିଥିଲେ। ଗତ ୨୯…
ଅଧିକ ଖବର ଦେଖନ୍ତୁ...

୧୯ ଟନ୍‌ ଆଳୁ ବିକି ଚାଷୀ ପାଇଲେ ମାତ୍ର ୪୯୦ ଟଙ୍କା ! ମନିଅର୍ଡର କରି ଟଙ୍କା ପଠାଇଦେଲେ ମୋଦିଙ୍କୁ….

ଆଗ୍ରା: ଦେଶରେ କୃଷକଙ୍କ ଅବସ୍ଥା ଶୁଣିଲେ ବେଳେ ବେଳେ ଆଖିରେ ଲୁହ ଚାଲି ଆସେ। ଯଦି ଋତୁ ସାରା ପରିଶ୍ରମ କରି ଫଳାଇଥିବା ଫସଲର ପ୍ରକୃତ ମୂଲ୍ୟ ବଜାରରୁ ନ ମିଳେ, ତେବେ ଚାଷୀ ମୁଣ୍ଡରେ ହାତ ଦେଇ ବସେ। ଆମେ ନାସିକରେ ପିଆଜ କିଲୋ ୧ ଟଙ୍କା ହୋଇଥିବା ଖବର ପଢ଼ିଛେ। ନିକଟରେ ସେଭଳି ଏକ ଘଟଣା ଘଟିଛି…
ଅଧିକ ଖବର ଦେଖନ୍ତୁ...

ଆଧାର ପାଇଁ ଲୋକସଭାରେ ଆଗତ ହେଲା ସ୍ୱତନ୍ତ୍ର ବିଲ୍‌

ନୂଆଦିଲ୍ଲୀ : ସରକାର ଆଧାରକୁ ଆଇନଗତ ବୈଧତା ପ୍ରଦାନ ପାଇଁ ଏକ ବିଲ ସଂସଦରେ ଆଗତ କରିଛନ୍ତି । ଏହା ଦ୍ୱାରା ବ୍ୟାଙ୍କ ଖାତା ଖୋଲିବା, ମୋବାଇଲ ଫୋନ ସଂଯୋଗ ପାଇଁ ଗ୍ରାହକମାନେ ସ୍ୱେଚ୍ଛାରେ ନିଜର ଆଧାର ନମ୍ବର ଦେଇପାରିବେ । ଏହି ବିଲର ନାମ ହେଉଛି ଆଧାର ଓ ଅନ୍ୟ ଆଇନ ସଂଶୋଧନ ବିଲ ୨୦୧୮ । ଏହି…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା : ହୁକିଟୋଲାରୁ ପିକନିକ୍‌ ସାରି ଫେରୁଥିବା ବେଳେ ମହାନଦୀରେ ବୁଡ଼ିଲା ଡଙ୍ଗା, ୧ ମୃତ, ୭ ନିଖୋଜ

କେନ୍ଦ୍ରାପଡ଼ା:  କେନ୍ଦ୍ରାପଡ଼ାର ଜମ୍ବୁଥାନା ଅନ୍ତର୍ଗତ ନିପାଣିଆ ନିକଟରେ ଘଟିଛି ବଡ଼ ଅଘଟଣ। ମହାନଦୀରେ  ଡଙ୍ଗା ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ନାମ ପ୍ରଭାତୀ ସ୍ୱାଇଁ ବୋଲି ଜଣାପଡ଼ିଛି। କୁଜଙ୍ଗ ଅଂଚଳର ହସିଣା ନିବାସୀ ହେଉଛନ୍ତି ପ୍ରଭାତୀ। ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୧୦୯୫ ଟଙ୍କାରେ ଗ୍ରାହକଙ୍କୁ ମିଳିବ ଜିଓ ଫୋନ୍‌ ଓ ମାଗଣା ୬ମାସ ପର୍ଯ୍ୟନ୍ତ କଲିଂ ସୁବିଧା, ଏମିତି ଉଠାନ୍ତୁ…

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ଏକ ଜବରଦସ୍ତ ଅଫର ଦେବାକୁ ଯାଉଛି। ଏହି ଅଫର ଜରିଆରେ ଗୋଟିଏ ଜିଓ ଫୋନ୍‌ ଓ ୬ମାସ ପର୍ଯ୍ୟନ୍ତ ମାଗଣା କଲିଂ ସୁବିଧା ମାତ୍ର ୧୦୯୫ ଟଙ୍କାରେ ପାଇ ପାରିବେ ଗ୍ରାହକ। ରିଲାଏନ୍ସ ଜିଓ ଏହି ସୁବିଧା ଜିଓ ଫୋନ୍‌ ନ୍ୟୁ ଇୟର ଅଫର ଜରିଆରେ ଦେଉଛି। ଏହି ଅଫର…
ଅଧିକ ଖବର ଦେଖନ୍ତୁ...

ବିହାରୀ ଲୋକଙ୍କୁ ଡର ଲାଗୁଛି: ଲାଲୁଙ୍କ ପୁଅ ତେଜ୍‌ ପ୍ରତାପ

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତା ତେଜ୍‌ ପ୍ରତାପ ରାଜନୀତିରେ ଅଧିକ ସକ୍ରିୟ ହୋଇଛନ୍ତି। ସେ କ୍ରମାଗତ ଭାବରେ ଜନତା ଦରବାରରେ ସାମିଲ ହେଉଛନ୍ତି। ବିହାରରେ ବଢୁଥିବା ଅପରାଧକୁ ଦୃଷ୍ଟିରେ ରଖି ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଥି ସହିତ ତେଜ୍‌ ପ୍ରତାପ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ଏଣିକି ବିବାହରେ ବାଣ ଫୁଟାଇଲେ ବର ଓ ତା’ର ବାପାକୁ ଯିବାକୁ ପଡ଼ିପାରେ ଜେଲ୍‌

ନୋଏଡା: ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦୀପାବଳୀ ପୂର୍ବରୁ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇ ଥିଲେ। ଏବେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ବରଯାତ୍ରୀ ବିଭିନ୍ନ ପ୍ରକାର ବାଣଫୁଟାଇ ରୋସଣୀ କରି କନ୍ୟା ଘରେ ପହଞ୍ଚି ଥାଆନ୍ତି। ତେବେ ନୂଆ ନିୟମ ଅନୁଯାୟୀ, ଏଣିକି…
ଅଧିକ ଖବର ଦେଖନ୍ତୁ...

ସଫଳ ଭାରତୀୟଙ୍କ ବିଫଳ କାହାଣୀ: ହାରିଥିଲେ ହେଲେ ଡରି ନଥିଲେ!  

କଥାରେ ଅଛି ‘ସଫଳତାର ଅନେକ ବାପ, ବିଫଳତା ଏକ ଛେଉଣ୍ଡ ଛୁଆ’। ଆମ ଦୃଷ୍ଟିରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଆମେ ଯାହାଙ୍କର କେବଳ ସଫଳତା ବିଷୟରେ ଜାଣନ୍ତି। ସେମାନଙ୍କ ବିଫଳ କାହାଣୀ ହୁଏତ ଆମେ ଜାଣନ୍ତି ନାହିଁ। ପ୍ରତ୍ୟେକ ସଫଳ ବ୍ୟକ୍ତି କେବେ ବି ଜନ୍ମରୁ ସଫଳ ନୁହଁନ୍ତି। ସେମାନଙ୍କ ନିଷ୍ଠା…
ଅଧିକ ଖବର ଦେଖନ୍ତୁ...

୨୦୨୦ ଅକ୍ଟୋବରରେ ଭାରତ ହାତକୁ ଆସିବ ପ୍ରଥମ ଏସ-୪୦୦ ମିସାଇଲ ସିଷ୍ଟମ୍‌

ନୂଆଦିଲ୍ଲୀ : ଭାରତ ଋଷିଆଠାରୁ କିଣିବାକୁ ଥିବା ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ୍ସର ପ୍ରଥମ ଡେଲିଭରୀ ଆସନ୍ତା ଅକ୍ଟୋବର ୨୦୨୦ ସୁଦ୍ଧା ହେବ ଓ ୨୦୨୩ ସୁଦ୍ଧା ସମସ୍ତ ୫ ସ୍ୱାର୍ଡନ ଏସ-୪୦୦ ଭାରତରେ ପହଞ୍ଚିବ ବୋଲି ଆଜି ଲୋକସଭାରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍ରେ…
ଅଧିକ ଖବର ଦେଖନ୍ତୁ...