Daily Archives

January 3, 2019

ବ୍ରହ୍ମଗିରିରେ ପକ୍ଷୀ ଗଣନା: ସଂଖ୍ୟା ବଢିଲା, ପ୍ରଜାତି କମିଲା, ଆସିଲା ନୂଆ ଅତିଥି ‘ଗ୍ରୀନ୍‌ ସ୍ୟାଙ୍କ’

ବ୍ରହ୍ମଗିରି: ପୁରୀ ଜିଲ୍ଲା ଚିଲିକା ଉପକୂଳ ବର୍ତ୍ତି ବ୍ରହ୍ମଗିରିରେ ଗୁରୁବାର ପକ୍ଷୀ ଗଣନା ଶେଷ ହୋଇଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିଥିବା ବେଳେ ପ୍ରଜାତି ସଂଖ୍ୟା କମିଥିବା ଗଣନା ରିପୋର୍ଟରୁ ଜଣାପଡିଛି । ପକ୍ଷୀଗଣନାକାରୀ ଟିମ ୩ ଭାଗରେ ବିଭକ୍ତ ହୋଇ…
ଅଧିକ ଖବର ଦେଖନ୍ତୁ...

ଦିନକ ପରେ ବାରିପଦା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ୧୮ରେ କଟକ ଆସିବେ ଅମିତ ଶାହ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରି ୫ରେ ବାରିପଦା ଗସ୍ତରେ ଆସିବେ। ଏହି ଗସ୍ତରେ ମୋଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ବାରିପଦା ଠାରେ ମୋଦି ୪୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ୪ ଲେନ୍‌ ବିଶିଷ୍ଟ ରାଜମାର୍ଗ,…
ଅଧିକ ଖବର ଦେଖନ୍ତୁ...

ରଣବୀରଙ୍କୁ ବିବାହ କରିବା ଇଚ୍ଛା ପୂରଣ ହେବା ପରେ ବି ଅପୂରଣୀୟ ରହିଛି ଦୀପିକାଙ୍କର ଏହି ୩ଟି ଇଚ୍ଛା, ଜାଣନ୍ତୁ କ’ଣ?

ମୁମ୍ବାଇ: ନଭେମ୍ବର ୧୪-୧୫, ୨୦୧୮ରେ ବିବାହ କରିଥିଲେ ବଲିଉଡ୍‌ର ବାଜିରାଓ-ମସ୍ତାନୀ । ଯାହା ୨୦୧୮ର ସବୁଠାରୁ ଚର୍ଚ୍ଚିତ ବିବାହମାନଙ୍କ ମଧ୍ୟରୁ ଗୋଟେ ଥିଲା । ଇଟାଲୀରେ ବିବାହ ପରେ ବେଙ୍ଗାଲୁରୁ ଏବଂ ମୁମ୍ବାଇରେ ଦୁହେଁ ନିଜ ବନ୍ଧୁ ପରିଜନଙ୍କୁ ବିବାହ ଭୋଜି ଦେଇଥିଲେ । ତେବେ ରଣବୀରଙ୍କୁ…
ଅଧିକ ଖବର ଦେଖନ୍ତୁ...

ପୁଅ ଆଗରେ ମିଛ ଅଭିଯୋଗ କରୁଥିବାରୁ ଶାଶୁକୁ ହତ୍ୟା କଲେ ବୋହୂ-ନାତୁଣୀ

ଅଲବର: ରାଜସ୍ଥାନର ଅଲବରରେ ଘରୋଇ କଳହକୁ ନେଇ ବୋହୂ ଶାଶୁକୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସାମାନ୍ୟ କାରଣ ପାଇଁ ହତ୍ୟାକାରୀ ପାଲଟିଛି ନାତୁଣୀ । ବୋହୂ ସହ ନାତୁଣୀ ମିଶି ଜେଜେ ମା’କୁ ହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ସୂଚନା…
ଅଧିକ ଖବର ଦେଖନ୍ତୁ...

୫ବର୍ଷ ହେଲା ଘରୋଇ ହିଂସାର ଶିକାର ହୋଇ ଆସୁଥିଲେ ଉତ୍ତରନ୍‌ ଅଭିନେତ୍ରୀ ଟିନା ଦତ୍ତା, ସମସ୍ତଙ୍କ ଆଗରେ ମାଡ଼ ମାରୁଥିଲେ…

ମୁମ୍ବାଇ: ଲୋକପ୍ରିୟ ଟେଲି ଧାରାବାହିକ ଉତ୍ତରନ୍‌ ଅଭିନେତ୍ରୀ ଟିନା ଦତ୍ତା ଘରୋଇ ହିଂସାର ଶିକାର ହେଉଥିବା ସୂଚନା ମିଳିଛି । ୫ବର୍ଷ ଧରିି ସେ ନିଜ ପ୍ରେମିକଙ୍କ ଦ୍ୱାରା ଘରୋଇ ହଂସାର ଶିକାର ହୋଇ ଆସୁଥିଲେ ବୋଲି ଅଭିଯୋଗ କରିିଛନ୍ତି । ଏକ ସାକ୍ଷାତକାରରେ ସେ ଏଭଳି ଚାଞ୍ଚଲ୍ୟକର ବୟାନ ଦେବା…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ସମୟ ଦେଉ ନଥିବାରୁ ପଡ଼ୋଶୀ ଯୁବକଙ୍କ ସହ ଶାରୀରିକ ସଂପର୍କ ରଖିଲେ ମହିଳା, ସ୍ୱାମୀ ରାସ୍ତାର କଣ୍ଟା ସାଜିବାରୁ…

ଲୁଧିଆନା: ଲୁଧିଆନାରେ ଘଟିଛି ଏକ ଅଭାବନୀୟ ଘଟଣା । ପଡ଼ୋଶୀ ମହିଳାଙ୍କ ପ୍ରେମରେ ଅନ୍ଧ ହୋଇ ଜଣେ ୨୪ବର୍ଷୀୟ ଇଞ୍ଜିନିୟର ଯେଉଁ ଅପରାଧ କରିଛନ୍ତି ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ୱାମୀ ସମୟ ଦେଉ ନଥିବାରୁ ସ୍ତ୍ରୀ ପଡ଼ୋଶୀ ଯୁବକଙ୍କ ସହ ଶାରୀରିକ ସଂପର୍କ ରଖିବା ଆରମ୍ଭ କରିଥିଲେ । ଏ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ନିଜ ଠାରୁ ୧୦ ବର୍ଷ ବଡ଼ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଥିଲେ କରୀନା କପୁର, ଘରୁ ଲୁଚି ପଳାଇବାର…

ମୁମ୍ବାଇ: ଅକ୍ଟୋବର ୧୬, ୨୦୧୬ରେ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଥିଲେ । ନିଜଠାରୁ ୧୦ ବର୍ଷ ବଡ଼ ଅଭିନେତାଙ୍କୁ ବିବାହ କରିବା ପରେ ଦୁହିଁଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । କ’ଣ ପାଇଁ ସେ ନିଜ ଠାରୁ ୧୦ବର୍ଷ ବଡ଼ ସୈଫ୍‌ଙ୍କୁ ବିବାହ…
ଅଧିକ ଖବର ଦେଖନ୍ତୁ...

ମଡ଼େଲଙ୍କ ସହ ଦୁଷ୍କର୍ମ କରି ସ୍ୱାମୀଙ୍କୁ ଅଶ୍ଲୀଳ ଫଟୋ ପଠାଇଥିବାରୁ କାଷ୍ଟିଙ୍ଗ ଡିରେକ୍ଟରଙ୍କୁ ମିଳିଲା ଆଜୀବନ…

ମୁମ୍ବାଇ: ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ କାଉଚ୍‌କୁ ନେଇ ପୂର୍ବରୁ ଅନେକ ବିବାଦ ହୋଇ ସାରିଛି । ବଲିଉଡ୍‌ ହେଉ କି ଅନ୍ୟ କୌଣସି ଇଣ୍ଡଷ୍ଟ୍ରି ସବୁଠି ଯୁବତୀମାନଙ୍କୁ ଅଭିନୟ କରିବା ପାଇଁ କାଷ୍ଟିଙ୍ଗ କାଉଚ୍‌ର ସାମ୍ନା କରିବାକୁ ପଡ଼ିଥାଏ । କାଷ୍ଟିଙ୍ଗ କାଉଚ୍‌କୁ ନେଇ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା ମହାନଦୀ ଡଙ୍ଗା ବୁଡ଼ି ଘଟଣା: ଶୋକାକୁଳ ପରିବେଶରେ ଜଳିଲା ୮ ଜୁଇ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ହୁକିଟୋଲାରୁ ପିକ୍‌ନିକ୍‌ରୁ ଫେରୁଥିବା ବେଳେ ଡଙ୍ଗାବୁଡ଼ି ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କ ଶବ ସଂସ୍କାର ହୋଇଛି। କୁଜଙ୍ଗ ଅଂଚଳର ହସିଣା ଗାଁରେ ହଜାର ହଜାର ସଂପର୍କୀୟଙ୍କ ଉପସ୍ଥିତିରେ ଗୁରୁବାର ୮ ଜଣଙ୍କ ଶବ ଏକକାଳୀନ…
ଅଧିକ ଖବର ଦେଖନ୍ତୁ...

କ’ଣ ପାଇଁ ଅନ୍‌ସ୍କ୍ରିନ୍‌ ଚୁମ୍ବନ ଦିଅନ୍ତି ନାହିଁ ସଲମାନ ଖାନ୍‌? ସାମ୍ନାକୁ ଆସିଲା କାରଣ

ମୁମ୍ବାଇ: ୫୩ବର୍ଷରେ ପାଦ ଦେଇଥିଲେ ମଧ୍ୟ ଏବେ ବି ଦବଙ୍ଗ ଖାନ୍‌ ସଲମାନଙ୍କ କ୍ରେଜ୍‌ ଦର୍ଶକମାନଙ୍କ ମଧ୍ୟରେ ରହିଛି । ତାଙ୍କର ଗୋଟେ ଲୁକ୍‌ ପାଇଁ ଝିଅମାନେ ଏବେ ବି ପାଗଳ । ତେବେ ଫିଲ୍ମରେ ଅନ୍ୟ ସବୁ ଅଭିନେତାମାନଙ୍କୁ ନିଜ ନିଜ ଅଭିନେତ୍ରୀଙ୍କୁ ଚୁମ୍ବନ ଦେଉଥିବାର ଦୃଶ୍ୟ ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...