Daily Archives

January 3, 2019

ଫେସ୍‌ବୁକ୍‌ରେ ଯୁବତୀଙ୍କ ସୁନ୍ଦର ଫଟୋ ଦେଖି ଭଲ ପାଇ ବସିଲେ ଯୁବକ, ହେଲେ ଅସଲରେ ଦେଖିବା ପରେ…

ପଟନା: ଫେସ୍‌ବୁକ୍‌ ଜରିଆରେ ପ୍ରେମ ଆଜିକାଲି ଅତି ସାଧାରଣ ଘଟଣା ପାଲଟି ଗଲାଣି । ଯୁବକ-ଯୁବତୀମାନେ ଏବେ ଫେସ୍‌ବୁକ୍‌କୁ ନିଜ ପ୍ରେମିକା ବା ପ୍ରେମିକ ଖୋଜିବାରେ ବ୍ୟବହାର କରୁଥିବା ଦେଖା ଯାଉଛି । ସେ ମଧ୍ୟରୁ କିଛି ସଫଳ ହେଉଛନ୍ତି ତ ଆଉ କିଛି ବିଫଳ । ଏବେ ପଟନାରେ ସେଭଳି ଏକ ଘଟଣା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

କନ୍ନଡ଼ ସିନେମାର ଅନେକ ଅଭିନେତା-ନିର୍ମାତାଙ୍କ ଘରେ ଆୟକର ବିଭାଗର ଚଢ଼ଉ, କେ.ଜି.ଏଫ୍‌ର ହିରୋ ୟଶ ବି ଅଛନ୍ତି ସାମିଲ

ବେଙ୍ଗାଲୁରୁ : ଡ଼ିସେମ୍ବର ୨୧ରେ ରିଲିଜ୍‌ ହୋଇଥିଲା ଫିଲ୍ମ କେଜିଏଫ୍‌ । ଯାହା ବକ୍ସ ଅଫିସରେ ଧମାକା କରିବା ସହ ଫିଲ୍ମ ଜିରୋକୁ ପଛରେ ପକାଇଥିଲା । ଏହି ଫିଲ୍ମ ଅଭିନେତା ୟଶଙ୍କୁ ବଡ଼ ସଫଳତା ଦେଇଥିବା ବେଳେ ଏବେ ତାଙ୍କୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି । ଫିଲ୍ମ ସୁପରହିଟ୍‌ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ଜଳସେଚିତ ଜମି ପରିମାଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଜଳସେଚନ ନେଇ ନବୀନ ରାଜ୍ୟ ସରକାରଙ୍କ ଟାର୍ଗେଟ ଅତିକ୍ରମ କରିଥିବା କଥା ଉଲ୍ଲେଖ କରିଛନ୍ତି। ୨୦୧୪…
ଅଧିକ ଖବର ଦେଖନ୍ତୁ...

୬ଟା ମିସ୍‌ଡ୍‌ କଲ୍‌ ପରେ ବ୍ୟାଙ୍କ ଖାତାରୁ ଉଡ଼ିଗଲା ୨କୋଟି ଟଙ୍କା? ଜାଣନ୍ତୁ ପୂରା ମାମଲା

ମୁମ୍ବାଇ: ଜନୈକ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରୁ ହଠାତ୍‌ ୨କୋଟି ଟଙ୍କା ଉଡ଼ିଯିବା ଘଟଣା ଏବେ ମୁମ୍ବାଇରେ ଚର୍ଚ୍ଚାର ବିଷୟ ପାଲଟିଛି । ସିମ୍‌ ସ୍ୱାପିଙ୍ଗ ଜରିଆରେ ହୋଇଥିବା ବ୍ୟାଙ୍କ ଖାତାରୁ ୨କୋଟି ଟଙ୍କା ଉଠା ଯାଇଥିବା ଜଣା ପଡ଼ିଛି । ମୁମ୍ବାଇରେ ରହୁଥିବା ଜଣେ ବ୍ୟବସାୟୀ ବି ଶାହଙ୍କ ପାଖକୁ…
ଅଧିକ ଖବର ଦେଖନ୍ତୁ...

ଜନନାୟକ ଜାନକୀବଲ୍ଲଭଙ୍କ ୯୨ ତମ ଜୟନ୍ତୀ ଅବସରରେ ଲୋକାର୍ପିତ ହେଲା ଓଡ଼ିଆ ଭାଷା ସାହିତ୍ୟର ସର୍ବପ୍ରଥମ ଜ୍ଞାନକୋଷ…

ଭୁବନେଶ୍ୱର: ବିଶିଷ୍ଟ ଜନନାୟକ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୨ ତମ ଜୟନ୍ତୀ ପାଳନ ଅବସରରେ ଆଜି ଲୋକାର୍ପିତ ହୋଇଛି ଓଡ଼ିଆ ଭାଷା ସାହିତ୍ୟର ସର୍ବପ୍ରଥମ ଜ୍ଞାନକୋଷ ‘ସାହିତ୍ୟକୋଷ’। ‘ଆମ ଓଡ଼ିଶା’ ଓ ‘ସମ୍ବାଦ’ ପକ୍ଷରୁ ମିଳତ ଉଦ୍ୟମରେ ପ୍ରସ୍ତୁତ  ଓଡ଼ିଆ ଭାଷା ସାହିତ୍ୟର ଏହି ସର୍ବପ୍ରଥମ…
ଅଧିକ ଖବର ଦେଖନ୍ତୁ...

ସାବଧାନ ! ଭିତରକନିକାରେ ପର୍ଯ୍ୟଟକଙ୍କୁ ବନବିଭାଗ କରୁଛନ୍ତି ଶୋଷଣ

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବନବିଭାଗ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଛି । ନୌଯାତ୍ରା ପାଇଁ ବୋଟ ଭଡା ୨୦୦୦ ରୁ ୨୫୦୦ ଟଙ୍କା ବଦଳରେ ୬୦୦୦ ରୁ ୮୦୦୦ ଜୋର ଜବରଦସ୍ତ ନେଉଛନ୍ତି। ଅଧିକ ଟଙ୍କା ନଦେଲେ ବୋଟ ମିଳୁ ନାହିଁ । ଆଉ ଏହି ଟଙ୍କା ଅଦାୟ ପାଇଁ କିଛି ଦଲାଲ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବରରେ ଓଡ଼ିଶାରେ ୩ ଲକ୍ଷରୁ ଅଧିକ ନୂଆ ମୋବାଇଲ ଉପଭୋକ୍ତା ଯୋଗକଲା ଜିଓ: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର : କ୍ରମାଗତ ଭାବରେ ନୂତନ ମୋବାଇଲ ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ରହି ଆସିଥିବା ରିଲାଏନ୍ସ ଜିଓ ଅକ୍ଟୋବର ମାସରେ ଓଡ଼ିଶାରେ ୩ ଲକ୍ଷରୁ ଅଧିକ  ନୂତନ ଉପଭୋକ୍ତା ଯୋଗ କରିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ)ର ବୁଧବାର (୨ ଜାନୁୟାରୀ) ଆସିଥିବା ଉପଭୋକ୍ତା ତଥ୍ୟ…
ଅଧିକ ଖବର ଦେଖନ୍ତୁ...

ପୁରୀ: ବାର୍ହା ଆକ୍ରମଣରେ ୨ ଆହତ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବ୍ରହ୍ମଗିରି: ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଂଚଳରେ ସୁନାମୁହିଁ ବିଟ୍‌ ହାସିନପୁର ଜଙ୍ଗଲରେ ଦୁଇ ଜଣଙ୍କୁ ବାର୍ହା ଆକ୍ରମଣ କରିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବାର କିଛି ସମୟ ପରେ ପୁରୀ ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ: ନିଖୋଜ ୭ମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ହିନ୍ଦୋଳ: ନିଖୋଜ ୭ମ ଶ୍ରେଣୀ ଛାତୀଙ୍କ ମୃତଦେହ ୧୩ ଦିନ ପରେ ଗୁରୁବାର ଉଦ୍ଧାର ହୋଇଛି। ରିପୋର୍ଟ ଅନୁସାରେ ପୁଲିସକୁ ଛାତ୍ରୀଙ୍କ ମୃତଦେହ ଗୋଠ ମୁଣ୍ଡିଆ ଠାରୁ ମିଳିଛି । ମୃତ ନାବାଳିକାକୁ କିଛି ଦୁର୍ବୃତ୍ତମାନେ ଅପହରଣ କରି ପରେ ହତ୍ୟା କରିଥିବା ପରିବାର ଲୋକ ଗୁରୁତର ଅଭିଯୋଗ ଆଣିଛନ୍ତିା…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୫ରେ ଉଦ୍‌ଘାଟନ ହେବ ଦେଶର ସର୍ବବୃହତ୍ତ ଅଶୋକ ଚକ୍ର

ଯମୁନାନଗର: ହରିୟାଣାର ଯମୁନାନଗର ଜିଲ୍ଲାର ଗ୍ରାମ ଟୋପରା କଲାନ୍‌ରେ ଜାନୁଆରି ୫ ତାରିଖରେ ଦେଶର ସର୍ବବୃହତ୍ତ ଅଶୋକ ଚକ୍ର ଉଦ୍‌ଘାଟନ ହେବାକୁ ଯାଉଛି। ଏହି ଅଶୋକ ଚକ୍ରର ଓଜନ ୬ଟନ୍‌ ଓ ୩୦ଫୁଟ ଉଚ୍ଚ ଥିବା ଜଣାପଡ଼ିଛି। ଅଶୋକ ଚକ୍ରକୁ ସୁନେଲି ରଙ୍ଗରେ ରଙ୍ଗୀନ କରି ନର୍ଥ-ସାଉଥ୍‌ ମେଗନେଟିକ୍‌…
ଅଧିକ ଖବର ଦେଖନ୍ତୁ...