ନବରଙ୍ଗପୁର: ଟ୍ରକ ଡ୍ରାଇଭର-ହେଲପରକୁ ମାଡ଼ ମାରି ଲୁଟିନେଲେ ୩୨ ହଜାର ଟଙ୍କା, ୪ ଟି ମୋବାଇଲ
ନବରଙ୍ଗପୁର: ଚୋରି, ଡକାୟତି, ରାହାଜାନୀ ବଢ଼ିବାରେ ଲାଗିଛି । ନବରଙ୍ଗପୁରରେ ଲୁଟେରାମାନଙ୍କର ସାହସ ଚରମ ସୀମାରେ ପହଂଚିଛି। ଗୁରୁବାର ରାତି ୧୨ ଟାରେ ଗୋଟିଏ ଟ୍ରକ ଓ ୧୨.୩୦ରେ ଆଉ ଗୋଟିଏ ଟ୍ରକ ଏହିଭଳି ଦୁଇଟି ଟ୍ରକକୁ ନବରଙ୍ଗପୁର ଚାମୁରିଆ ଗୁଡାସ୍ଥିତ ଏସ.ଆର ପେଟ୍ରୋଲ ପମ୍ପ ନିକଟରେ ଗାଡିଟିକୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...