Daily Archives

January 4, 2019

କପିଲଙ୍କୁ ବିବାହ ପାଇଁ ଶୁଭେଚ୍ଛା ଜଣାଇଲେ ସୁନିଲ, ପାଜି ଲେଖି ଧନ୍ୟବାଦ ଦେଲେ କମେଡି କିଙ୍ଗ୍‌

ମୁମ୍ବାଇ: କପିଲ ଶର୍ମା ଓ ସୁନିଲ ଗ୍ରୋଭରଙ୍କୁ ଦର୍ଶକ କେବଳ ତାଙ୍କ ସୋ’ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ ଜରିଆରେ ଜାଣନ୍ତି ନାହିଁ। ବରଂ ସେ ଦୁହଁଙ୍କ ବନ୍ଧୁତା ଓ ପରେ ଦୁହଁଙ୍କ ଭିତରେ ସୃଷ୍ଟି ହୋଇଥିବା ତିକ୍ତତା ତାଙ୍କୁ ଦର୍ଶକଙ୍କ ମହଲରେ ବେଶି ଚର୍ଚ୍ଚା ସଜାଇଥିଲା। ନିକଟରେ କପିଲ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଗରିଲା ଆକ୍ରମଣର ସାମ୍ନା କରିବାକୁ ପ୍ରଥମ ଥର ପାଇଁ ୬ଟି ଅସ୍ତ୍ରଶସ୍ତ୍ର ସଜ୍ଜିତ ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ଦିଲ୍ଲୀ ବିମାନ…

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ଗରିଲା ଆକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ୬ଟି ବୁଲେଟ୍‌ପ୍ରୁଫ୍‌ ଗାଡ଼ି ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି । ଏହି ଗାଡ଼ିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖଞ୍ଜା ଯାଇଥିବା ବେଳେ ଏବେ ଅହମ୍ମଦାବାଦ୍‌ରେ ଏହାର ବାଲିଷ୍ଟିକ୍‌ ଟ୍ରେନିଙ୍ଗ…
ଅଧିକ ଖବର ଦେଖନ୍ତୁ...

ଆମେରିକାର ‘ମଦର ଅଫ ଅଲ ବମସ୍‌’ର ଜବାବ ଦେବାକୁ ଚୀନ ତିଆରି କଲା ସବୁଠୁ ଶକ୍ତିଶାଳୀ ବୋମା

ବେଜିଂ : ଆମେରିକା ପାଖରେ ଏକ ଶକ୍ତିଶାଳୀ ଅଣ-ପରମାଣୁ ବୋମା ରହିଛି । ଯାହାକୁ କୁହାଯାଏ ମଦର ଅଫ ଅଲ ବମସ ବା ସବୁ ବୋମାଙ୍କ ମା’ । ପରମାଣୁ ବୋମା ପରେ ଏହା ହିଁ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବୋମା । ଏବେ ଚୀନ ଆମେରିକାର ଏହି ବୋମାକୁ ଜବାବ ଦେବାଭଳି ଏକ ବୋମା ତିଆରି କରିଥିବା ଦାବି…
ଅଧିକ ଖବର ଦେଖନ୍ତୁ...

ବେଆଇନ ଆମଦାନି ଉପରେ ସରକାର ଲଗାଇବେ ଅଙ୍କୁଶ : ବିଦେଶରୁ ଉପହାର ଆଣିବା ଲାଗି ଦେବାକୁ ହେବ ଆଧାର, ସର୍ବୋଚ୍ଚ ସୀମା ୫…

ନୂଆଦିଲ୍ଲୀ:  ଖୁବ୍ ଶୀଘ୍ର ହିଁ ଆପଣଙ୍କୁ ଅନଲାଇନ ସାମଗ୍ରୀ ଅର୍ଡର ପାଇଁ ଆଧାର ନମ୍ବର ବି ଦେବାକୁ ହେବ ଏବଂ ପ୍ରତିଟି ଆଧାର ନମ୍ବର ଉପରେ ମାତ୍ର ୫ ହଜାର ଟଙ୍କାର ଜିନିଷ ହିଁ ଅର୍ଡର କରିପାରିବେ । ସୂଚନା ମୁତାବକ, କେନ୍ଦ୍ର ସରକାର ବିଦେଶରୁ ଆସୁଥିବା ସାମଗ୍ରୀକୁ ତଦନ୍ତ ପରିସରରେ ଆଣିବାକୁ…
ଅଧିକ ଖବର ଦେଖନ୍ତୁ...

ବାରିପଦା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଆସନ୍ତାକାଲି ୪୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପର କରିବେ ଶିଳାନ୍ୟାସ

ବାରିପଦା/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରି ୫ରେ ବାରିପଦା ଗସ୍ତରେ ଆସୁଛନ୍ତି। ଏଥି ପାଇଁ ଛଉପଡ଼ିଆ ଠାରେ ଆୟୋଜିତ ମୋଦିଙ୍କ ସାଧାରଣ ସଭାରେ ଯୋଗ ଦେବା ପାଇଁ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ହାଇସ୍କୁଲ ପଡ଼ିଆରେ ସରକାରୀ…
ଅଧିକ ଖବର ଦେଖନ୍ତୁ...

୩ ଦିନ ମହାସମାଧିରେ ରହିବା ପରେ ବନ୍ଧୁ ରାମକୃଷ୍ଣ ପରମହଂସଙ୍କ ପାଇଁ ଶରୀରକୁ ଫେରିଥିଲେ ବାବା, ଜାଣନ୍ତୁ ଶିରିଡ଼ି ସାଇଙ୍କ…

କଳିଯୁଗର ଜୀବନ୍ତ ଈଶ୍ୱର ଭାବେ ଅନେକ ଲୋକେ ଶିରିଡି ସାଇବାବାଙ୍କୁ ବିଶ୍ୱାସ କରନ୍ତି। କେହି କେହି ଈଶ୍ୱର ବୋଲି ବିଶ୍ୱାସ ନକଲେ ବି ମହାପୁରୁଷ ହିସାବରେ ସମ୍ମାନ କରନ୍ତି। ଏହି ମହାପୁୁରୁଷ ଯେଉଁଭଳି ଭାବେ ମହାସମାଧି ନେଇ ପୁଣି ଥରେ ନିଜ ଶରୀରକୁ ଫେରିଥିଲେ ତାହା ଆଜି ବି ସମସ୍ତଙ୍କୁ ଚକିତ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ବାରିପଦା ଯିବେନି ମୁଖ୍ୟମନ୍ତ୍ରୀ ନବୀନ, ପୁରୀରେ ଏସ୍‌ଏଚ୍‌ଜି କାର୍ଯ୍ୟକ୍ରମରେ ହେବେ ସାମିଲ

ଭୁବନେଶ୍ୱର/ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରି ୫ରେ ବାରିପଦା ଯିବେ ନାହିଁ ବୋଲି ଶୁକ୍ରବାର ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ନବୀନ ପଟ୍ଟନାୟକ ଶନିବାର ବାରିପଦାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ…
ଅଧିକ ଖବର ଦେଖନ୍ତୁ...

ଶୋଇଥିବା ଅବସ୍ଥାରେ କାମୁଡ଼ି ଦେଲା ସାପ, ସାପକୁ ସାଥିରେ ଧରି ହସ୍ପିଟାଲ୍‌ରେ ପହଞ୍ଚିଲେ ପୀଡ଼ିତ, ଜାଣନ୍ତୁ କାରଣ

କନୌଜ: ଉତ୍ତରପ୍ରଦେଶର କନୌଜ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାର ସଦର କୋଟଓ୍ଵାଲି ପୁଲିସ୍‌ ଥାନା ଅଞ୍ଚଳରେ ନିଜ ଜମିକୁ ଲାଗି ଥିବା ଏକ ମନ୍ଦିର ପରିସରରେ ଜଣେ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ବୁଧବାର ଏକ ନାଗ ସାପ ତାଙ୍କୁ ଦଂଶନ କରିଥିଲା। ରାମ କୁମାର(୫୧) ନାମକ…
ଅଧିକ ଖବର ଦେଖନ୍ତୁ...

କିଛି ଲୋକଙ୍କ ପାଇଁ ଜାତୀୟ ସୁରକ୍ଷା ତୁଳନାରେ ନିଜର ଟ୍ରେଜେରୀ ଗୁରୁତ୍ୱପୂର୍ଣ୍ଣ : ରାଫେଲ ପ୍ରସଙ୍ଗରେ ସୀତାରମଣଙ୍କ କଡା…

ନୂଆଦିଲ୍ଲୀ : ରାଫେଲ ବିମାନ କିଣା ପ୍ରସଙ୍ଗରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରତିରକ୍ଷା ସାମଗ୍ରୀ କାରବାର ଓ ପ୍ରତିରକ୍ଷା ସାମଗ୍ରୀରେ କାରବାର ମଧ୍ୟରେ ତଫାତ ରହିଛି । ଆମେ ଜାତୀୟ…
ଅଧିକ ଖବର ଦେଖନ୍ତୁ...

ନବ ବିବାହିତା ମହିଳାଙ୍କୁ ଯୌନ ନିର୍ଯାତନା ମହଙ୍ଗା ପଡ଼ିଲା; ଜେଲ ଗଲେ ଆତ୍ମଘୋଷିତ ବାବା ରାଜଶେଖର

ଚେନ୍ନାଇ: ଚେନ୍ନାଇରେ ଜନୈକ ଆତ୍ମଘୋଷିତ ଧର୍ମଗୁରୁ ତଥା ବାବା ଜନୈକା ନବ ବିବାହିତା ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ପୁଲିସ୍‌ ହାତରେ ଗିରଫ ହୋଇ ଜେଲ ଯିବା ଘଟଣା ଏବେ ସମଗ୍ର ତାମିଲନାଡ଼ୁରେ ଆଲୋଡ଼ନ ସୃଷ୍ଟି କରିଛି। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଚେନ୍ନାଇର ଥିରୁଭାଲୁର…
ଅଧିକ ଖବର ଦେଖନ୍ତୁ...