Daily Archives

January 5, 2019

ଲୋକସଭା ନିର୍ବାଚନ ପାଇଁ ୮ ରାଜ୍ୟରେ ବିଜେପି ନିଯୁକ୍ତି ଦେଲା ପ୍ରଭାରୀ ଓ ସହ-ପ୍ରଭାରୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ୮ ରାଜ୍ୟରେ ନିର୍ବାଚନ ପ୍ରଭାରି ଓ ସହ-ପ୍ରଭାରୀ ନିଯୁକ୍ତି ଦେଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ତାମିଲନାଡୁ, ପଣ୍ଡିଚେରୀ, ଆଣ୍ଡାମାନ-ନିକୋବର ଦୀପପୁଞ୍ଜ, କର୍ଣ୍ଣାଟକ,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କ’ଣ ପାଇଁ ସ୍ୱାମୀ ରଣବୀରଙ୍କୁ ବ୍ୟାଗ୍‌ରେ ରଖିବାକୁ ଚାହୁଁଛି ବୋଲି କହିଲେ ଦୀପିକା ପାଦୁକୋନ

ମୁମ୍ବାଇ: ବଲିଉଡ୍‌ରେ ସଫଳତାର ଦ୍ୱିତୀୟ ନାମ ବନି ସାରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଆଜି ବିବାହ ପରେ ରଣବୀରଙ୍କ ସହ ତାଙ୍କର ପ୍ରଥମ ଜନ୍ମଦିନ ପାଳିତ ହୋଇଥିବା ବେଳେ ସେ ଏହାକୁ ଖାସ୍‌ ଅନ୍ଦାଜରେ ପାଳନ କରୁଥିବା ଜଣା ପଡ଼ିଛି । ଦୀପିକାଙ୍କ ଜନ୍ମଦିନ ଅବସରରେ ତାଙ୍କର ଏକ ଭିଡିଓ ଏବେ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ସମସ୍ୟାର ସମାଧାନ କରିବାରେ ଗୁଗଲ୍‌ ବିଫଳ ହେବାରୁ ପୂରା ଦିଲ୍ଲୀରେ ‘ଗୁଗଲ ଧୋକେବାଜ୍‌ ହୈ’ ଲେଖାଥିବା ପୋଷ୍ଟର…

ନୂଆଦିଲ୍ଲୀ: ବେଳେ ବେଳେ ବଡ଼ ବଡ଼ କମ୍ପାନିମାନେ ନିଜ ନିଜର ଗ୍ରାହକମାନଙ୍କର ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥାନ୍ତି । କିନ୍ତୁ କମ୍ପାନିର ଏପ୍ରକାରର ବିଫଳତାରେ ଜଣେ ଗ୍ରାହକ ହିସାବରେ ଏଭଳି କିଛି କରିବା ସମ୍ପୂର୍ଣ୍ଣ ନୂଆ। ହରିୟାଣାରେ ରହୁଥିବା ମନୁ ଅଗ୍ରଓ୍ଵାଲଙ୍କ ସମସ୍ୟାର ସମାଧାନ ଗୁଗଲ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ପୁଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ରଂଜିତ ବାଗ୍‌ ଆହତ

ଜୟପୁର: କୁଖ୍ୟାତ ଅପରାଧୀ ରଂଜିତ ବାଗ୍‌ ଶନିବାର ସନ୍ଧ୍ୟାରେ ଏନ୍‌କାଉଣ୍ଟରରେ ଆହତ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ପାଓ୍ଵାରଛକ ନିକଟରେ ପହଂଚି ଏନ୍‌କାଉଣ୍ଟର କରିଥିଲା। ପୁଲିସକୁ ଦେଖି ରଂଜିତ ମଧ୍ୟ ଗୁଳି କରିଥିଲା। ରଂଜିତ ନାଁରେ କୋରାପୁଟ ଓ ମାଲକାନଗିରି…
ଅଧିକ ଖବର ଦେଖନ୍ତୁ...

‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ପ୍ରୋମୋକୁ ଅଟକାଇବା ପାଇଁ ଅଦାଲତାରେ ଆବେଦନ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନ ଉପରେ ଆଧାରିତ ଅନୁପମ ଖେରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ଟ୍ରେଲର ରିଲିଜ ହେବା ଲଗାତର ଭାବେ ବିବାଦରେ ରହି ଆସିଛି। ଏହି ଚଳଚ୍ଚିତ୍ରର ପ୍ରୋମୋକୁ ଅଟକାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ…
ଅଧିକ ଖବର ଦେଖନ୍ତୁ...

୧୪ବର୍ଷ ହେବ କୋମାରେ ପଡ଼ି ଥିବା ମହିଳା ଦେଲେ ସୁସ୍ଥ ସନ୍ତାନକୁ ଜନ୍ମ, ଡାକ୍ତର ବି ଏହା ଜାଣି ହେଲେ ଆଶ୍ଚର୍ଯ୍ୟ

ଏରିଜୋନା; ଆମେରିକାର ଏରିଜୋନାରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ହସ୍‌ପିଟାଲରେ ୧୪ବର୍ଷ ହେବ କୋମାରେ ପଡ଼ିଥିବା ଜଣେ ମହିଳା ଏକ ସୁସ୍ଥ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଘଟଣା ପରେ ଅଥରିଟି ଦୁଷ୍କର୍ମ ମାମଲା ନେଇ ଯାଞ୍ଚ କରୁଛି। ଏଭଳି ଏକ ଘଟଣା ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ଆଇନ୍‌ ସେଲ୍‌ ଗଠିତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓଡ଼ିଶା ପିସିସି)ର ନୂତନ ଆଇନ୍‌ ସେଲ୍‌ ଗଠିତ ହୋଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ଆଇନ୍‌ ସେଲ ରତିକାନ୍ତ ମହାପାତ୍ରଙ୍କ ସୁପାରିଶ ଆଧାରରେ ଏହି ନବନିଯୁକ୍ତ କମିଟିକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ ନିଖିଳ ଭାରତ କଂଗ୍ରେସ କମିଟି ଆଇନ୍‌…
ଅଧିକ ଖବର ଦେଖନ୍ତୁ...

ସ୍ପୁଲ୍‌ ପରିସରରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ନୋଇଡ଼ା: ଗ୍ରେଟର ନୋଇଡାର ରବୁପୁରା ଥାନା ଅଞ୍ଚଳରେ ଥିବା ପବ୍ଲିକ୍‌ ସ୍କୁଲ୍‌ ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରେମର କରୁଣ ରୂପ ଏବେ ସ୍ଥାନୀୟ ଲୋକଙ୍କୁ ଚକିତ କରିଛି। ଅନ୍ୟତ୍ର ବିବାହ ହେଲେ ନିଜ ପ୍ରେମ ବଳି ପଡ଼ିଯିବ ଭାବି ଗୋଟିଏ ସ୍କୁଲ୍‌ରେ ପଢୁଥିବା ଉୟଭ ଯୁବକ ଯୁବତୀ ଆତ୍ମହତ୍ୟା…
ଅଧିକ ଖବର ଦେଖନ୍ତୁ...

ମେଲଘାଟ ବ୍ୟାଘ୍ର ଅଭୟାରଣ୍ୟରୁ ମୃତ ବାଘ ଉଦ୍ଧାର

ମହାରାଷ୍ଟ୍ର: ମହାରାଷ୍ଟ୍ରର ଉମରାବତୀର ମୋଥା ଗ୍ରାମ ନିକଟରେ ମେଲଘାଟ ବ୍ୟାଘ୍ର ଅଭୟାରଣ୍ୟରେ ଶନିବାର ଏକ ମୃତ ବାଘକୁ ଉଦ୍ଧାର କରାଯାଇଛି। ତେବେ ଏହି ବାଘର ମୃତ୍ୟୁ କେତେବେଳେ ଓ କେମିତି ହୋଇଛି ତାହାର କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅସ୍ପଷ୍ଟ ଥିଲା। ମହାରାଷ୍ଟ୍ର ସରକାର ନିକଟରେ…
ଅଧିକ ଖବର ଦେଖନ୍ତୁ...

ନେପାଳରେ ନୂଆ ଆଇନ୍‌: ସନ୍ତାନ ନିଜର ଆୟର କିଛି ଅଂଶ ମା’-ବାପାଙ୍କ ପାଇଁ ବ୍ୟାଙ୍କରେ କରିବେ ସଂଚୟ

କାଠମାଣ୍ଡୁ: ଭାରତର ପଡୋଶୀ ନେପାଳ ସରକାର ଏକ ନୂଆ ଆଇନ ଆଣିବାକୁ ଯାଉଛନ୍ତି। ନୂତନ ଆଇନ ଅନୁସାରେ କୌଣସି ବ୍ୟକ୍ତିଙ୍କ ସନ୍ତାନ ନିଜର ରୋଜଗାରର ୫ରୁ ୧୦ ପ୍ରତିଶତ ଅଭିଭାବକଙ୍କ ହେପାଜତ ପାଇଁ ତାଙ୍କ ଖାତାରେ ଜମା କରିବେ। ସରକାରଙ୍କ ଜଣେ ମୁଖପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...