Daily Archives

January 6, 2019

ଯାତ୍ରୀଙ୍କ ୩.୮ଲକ୍ଷ ଥିବା ବ୍ୟାଗ୍‌କୁ ପୁଲିସକୁ ହସ୍ତାନ୍ତର କଲେ ଅଟୋ ଚାଳକ, ସଚ୍ଚୋଟ ପଣିଆ ଦେଖି ପୁରସ୍କୃତ କଲେ…

ଚେନ୍ନାଇ: ତାମିଲନାଡୁରେ ରହୁଥିବା ଜଣେ ଅଟୋ ଚାଳକଙ୍କ ସଚ୍ଚୋଟ ପଣିଆ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେତେବେଳେ ଆପଣମାନେ ଅଟୋ କିମ୍ବା ବସ୍‌ରେ ଯାତ୍ରା କରୁଥିବା ବେଳେ କୌଣସି ଜିନିଷ ଛାଡ଼ି ଚାଲି ଆସିଥାନ୍ତି; ପରେ ତାହାକୁ ଫେରି ପାଇବାର କୌଣସି ଆଶା ନଥାଏ । ଆଜିକାଲି ଅଟୋ ଏବଂ ବସ୍‌ରୁ…
ଅଧିକ ଖବର ଦେଖନ୍ତୁ...

ନିକିତାଙ୍କ ବାପାଙ୍କ ଅଭିଯୋଗ : ନିକିତାଙ୍କୁ ଛାତରୁ ଠେଲି ଦେଇଥିଲେ ସ୍ୱାମୀ

କଟକ : ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ। ଥାନାରେ ଅଭିଯୋଗ କଲେ ନିକିତାଙ୍କ ବାପା, କହିଲେ ଛାତ ଉପରୁ ନିକିତାଙ୍କୁ ଠେଲି ଦେଇଥିଲେ ତାଙ୍କ ସ୍ୱାମୀ। ନିକିତାଙ୍କ ମୃତ୍ୟୁ ନେଇ ଚାଉଳିଆଗଂଜ ଥାନାରେ ନିକିତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି …
ଅଧିକ ଖବର ଦେଖନ୍ତୁ...

ଦୀପିକା ପାଦୁକୋନ୍‌ ଡଟ୍‌ କମ୍‌ ନାମରେ ୱେବ୍‌ସାଇଟ୍‌ ଲଞ୍ଚ କରି ନିଜକୁ ଜନ୍ମଦିନର ଉପହାର ଦେଲେ ଦୀପିକା

ମୁମ୍ବାଇ: ବିବାହ ପରେ ନିଜର ପ୍ରଥମ ଜନ୍ମଦିନକୁ ନେଇ ଦୀପିକାଙ୍କ ସମେତ ତାଙ୍କ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ଥିଲେ । ବିବାହ ପରେ ରଣବୀରଙ୍କ ସହ ଦୀପିକାଙ୍କ ଜନ୍ମଦିନ କେତେ ଭିନ୍ନ ହେବ ତାହା ଦେଖିବା ପାଇଁ ଦୁହିଁଙ୍କ ପ୍ରଶଂସକ ଅନାଇ ବସିଥିଲେ । ଦୀପିକା ନିଜେ ମଧ୍ୟ ନିଜ ସୋସିଆଲ ମିଡିଆ…
ଅଧିକ ଖବର ଦେଖନ୍ତୁ...

୭୨ବର୍ଷ ବୟସରେ ବିବାହ କରିବେ ବୋଲି ସମସ୍ତଙ୍କୁ ଜଣାଇଲେ ଭାଇଜାନ୍‌ ସଲମାନ, ଜାଣନ୍ତୁ ଏହା ପଛର କାରଣ…

ମୁମ୍ବାଇ: ୨୦୧୮ରେ ବଲିଉଡ୍‌ର ଅନେକ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏବେ ବି ସଲମାନ କେବେ ବିବାହ କରିବେ ବୋଲି ତାଙ୍କ ପ୍ରଶଂସକମାନେ ଅପେକ୍ଷା କରି ବସିଛନ୍ତି । ଅନେକ ସମୟରେ ତାଙ୍କ ବିବାହ କେବେ ହେବ ବୋଲି ତାଙ୍କୁ ପଚରା ଯାଇଥିବା ବେଳେ ସେ ସବୁବେଳେ ଏ ପ୍ରଶ୍ନକୁ ଏଡ଼ାଇ…
ଅଧିକ ଖବର ଦେଖନ୍ତୁ...

ଗ୍ଲିଟର ଆର୍ଟିଷ୍ଟ ହେବା ପାଇଁ ନିଜ ଚାକିରି ଛାଡ଼ିଥିଲେ ଏହି ପକିସ୍ତାନୀ ଦାନ୍ତ ଡ଼ାକ୍ତର, ସୋସିଆଲ ମିଡିଆରେ ଭାଇରାଲ…

ନୂଆଦିଲ୍ଲୀ: ବେଳେ ବେଳେ ପରିସ୍ଥିତିରେ ପଡ଼ି କିଛି ଲୋକ ନିଜର ସ୍ୱପ୍ନକୁ ପୂରା କରି ପାରନ୍ତି ନାହିଁ । ନିଜର ସ୍ୱପ୍ନ କିଛି ଅଲଗା ଥିବା ବେଳେ ଲୋକମାନେ ଅନ୍ୟର ସ୍ୱପ୍ନ ପୂରା କରିବାରେ ଲାଗି ପଡ଼ିଥାନ୍ତି । କିନ୍ତୁ ବେଳେ ବେଳେ କିଛି ଲୋକ ଜୀବନର ଅଧା ରାସ୍ତାରେ ନିଜ ସ୍ୱପ୍ନ ବିଷୟରେ ପୁଣି…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ନିଜର ଧର୍ମ ପରିବର୍ତ୍ତନ କରିଥିଲେ ଏ.ଆର୍‌.ରେହମାନ୍‌, ପୂର୍ବରୁ ତାଙ୍କ ନାଁ ଥିଲା ଦିଲୀପ୍‌ କୁମାର

ମୁମ୍ବାଇ: ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏ.ଆର୍‌.ରେହମାନ ବଡ଼ ହୋଇ ଇଞ୍ଜିନିୟର ହେବା ପାଇଁ ଚାହୁଁଥିଲେ । କିନ୍ତୁ ତାଙ୍କ ଭାଗ୍ୟରେ ଜଣେ କଣ୍ଠଶିଳ୍ପୀ ହେବାର ଲେଖା ଥିଲା । ଛୋଟବେଳୁ ହିଁ ସେ ସଙ୍ଗୀତ ପ୍ରତି ନିଜର ରୁଚି ଦେଖାଇବା ସହ ନିଜ ନାଁ କରିବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ମଦୁଆ ହେବା ସହ ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ୩ଦିନର ଶିଶୁକୁ ୧.୨୫ ଲକ୍ଷରେ ବିକିଲା ମା’, ତା’ ପରେ…

ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଜନୈକା ମହିଳା ନିଜ ଶିଶୁକୁ ଜନ୍ମ ଦେବାର ୩ଦିନ ପରେ ତାକୁ ଅନ୍ୟକୁ ବିକି ଦେବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଘଟଣାଟି ନଭେମ୍ବର ମାସରେ ଘଟିଥିବା ବେଳେ ଏବେ ତାହା ପଡ଼ୋଶୀଙ୍କ ସହାୟତାରେ ସାମ୍ନାକୁ ଆସିଛି । ଘଟଣା ଘଟିବାର ତୁରନ୍ତ ପରେ ପଡ଼ୋଶୀ…
ଅଧିକ ଖବର ଦେଖନ୍ତୁ...

୧୪ବର୍ଷ ପରେ ଅତୀତ କଥା ଭାବି ଭରି ଆସିଲା ଅମ୍ରିତା ସିଂହ ଆଖି, ଜଣାଇଲେ ଏକାକୀ ଦୁଇ ପିଲାଙ୍କୁ ସମ୍ଭାଳିବାର କଷ୍ଟ

ମୁମ୍ବାଇ: ସ୍ୱାମୀ ସୈଫ୍‌ଙ୍କଠାରୁ ଅଲଗା ହେବା ପରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ଙ୍କୁ ଏକାକୀ ବଡ଼ କରିଥିଲେ ଅଭିନେତ୍ରୀ ଅମ୍ରିତା ସିଂହ । ସୈଫ୍‌ ଖୁବ୍‌ କମ ବୟସରୁ ଅମ୍ରିତାଙ୍କୁ ବିବାହ କରିଥିବା ବେଳେ ସାରା ଏବଂ ଇବ୍ରାହିମ୍‌ଙ୍କ ପରେ ଦୁହେଁ ପରସ୍ପରଠାରୁ…
ଅଧିକ ଖବର ଦେଖନ୍ତୁ...

ବିଗ୍‌ ବସ୍‌ ସିଜିନ୍‌ ୧୨ ଜିତିବା ପରେ ଦୀପିକା କକ୍କରଙ୍କୁ ମିଳିଲା ଏସିଡ୍‌ ଆକ୍ରମଣର ଧମକ, ଜାଣନ୍ତୁ କିଏ ଦେଉଛି ଏଭଳି…

ମୁମ୍ବାଇ: ବିଗ୍‌ ବସ୍‌ ସିଜିନ୍‌-୧୨ର ବିଜେତା ହୋଇଥିଲେ ଟେଲି ଅଭିନେତ୍ରୀ ଦୀପିକା କକ୍କର । ଶେଷ ପର୍ଯ୍ୟାୟରେ ସେ ଏବଂ ଶ୍ରୀସନ୍ଥ ଥିବା ବେଳେ ତାଙ୍କୁ ବିଜେତା ଘୋଷଣା କରାଯାଇଥିଲା । ବିଗ୍‌ ବସ୍‌ ଟ୍ରଫି ସହ ତାଙ୍କୁ ମିଳିଥିଲା ୩୦ଲକ୍ଷ ଟଙ୍କାର ପୁରସ୍କାର । ତେବେ ଦୀପିକା ଜିତିବା ପରେ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ବଡିବିଲ୍ଡିଙ୍ଗ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସୁସ୍ମିତାଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର: ଓଡ଼ିଆ ଝିଅ ସୁସ୍ମିତା ସାହୁ ତାମିଲନାଡୁ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ବଡିବିଲ୍ଡିଙ୍ଗ ପ୍ରତିଯୋଗିତାରେ ରବିବାର ସ୍ୱର୍ଣ୍ଣ ପଦକ ହାସଲ କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ସୁସ୍ମିତାଙ୍କୁ ସମାରୋହର ମୁଖ୍ୟ ଅତିଥି ଜେ.ପି ସାମୁଏଲ (୨ ଆଇ/ସି ଡିଆଜିପି ଚେନ୍ନାଇ ରେଞ୍ଜ) ଟ୍ରଫି ସହିତ…
ଅଧିକ ଖବର ଦେଖନ୍ତୁ...