Daily Archives

January 7, 2019

ସଲମାନଙ୍କୁ ନେଇ ଜନ୍‌ ଦେଲେ ପିତୁଳିଆ ମନ୍ତବ୍ୟ; କେହି କେହି ଫ୍ଲପ୍‌ ଫିଲ୍ମ ଦେଇ ମଧ୍ୟ ନମ୍ବର ଓ୍ଵାନ୍‌!

ମୁମ୍ବାଇ : ବଲିଉଡ୍‌ରେ ଦବଙ୍ଗ ଖାନ୍‌ଙ୍କ ସହ ପଙ୍ଗା ନେବା କେତେ ଭାରି ପଡ଼ିଥାଏ ତାହା ପୂର୍ବରୁ ଅନେକ ଥର ଦେଖିବାକୁ ମିଳିଛି । କାହାକୁ କାମ ମିଳି ନାହିଁ ତ କିଏ ଇଣ୍ଡଷ୍ଟ୍ରିରୁ ହିଁ ଉଭାନ ହୋଇ ଯାଇଥାନ୍ତି। ଏତେ ସବୁ ପରେ ମଧ୍ୟ ସଲମାନଙ୍କ ସହ ଦୁଇ ଦୁଇ ଥର କାମ କରିଥିବା ଅଭିନେତା ଜନ୍‌…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: କାଳିଆ ଯୋଜନା ତଦାରଖ କଲେ ଜିଲ୍ଲାପାଳ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଲୋକାଭିମୂଖି ଯୋଜନା ‘କାଳିଆ’ରୁ ପ୍ରକୃତ ହିତାଧିକାରୀ ଯେପରି ବାଦ ନପଡିବେ ସେନେଇ ଜିଲ୍ଲାପାଳ ପ୍ରତେକ ବ୍ଲକର ବିଡ଼ିଓ ମାନଙ୍କୁ କଡା ନିର୍ଦେଶ ଦେଇଛନ୍ତି। ଏହି ଯୋଜନା ଠିକ ଭାବରେ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଛି ନା ନାହିଁ ଜିଲ୍ଲାପାଳ ଡ଼.…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁ ନାହାଁନ୍ତି ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତ, ମେଲ୍‌ କରି ରାହୁଲଙ୍କୁ ସ୍ପଷ୍ଟ…

ମୁମ୍ବାଇ : କଂଗ୍ରେସର ପୂର୍ବତମ ସାଂସଦ ପ୍ରିୟା ଦତ୍ତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ଇ-ମେଲ୍‌ ଜରିଆରେ ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଲେଖିଛନ୍ତି । ପ୍ରିୟା ମେଲ୍‌ କରି ଏ ବିଷୟରେ ରାହୁଲ ଗାନ୍ଧୀଙ୍କୁ ସ୍ପଷ୍ଟ ଭାବେ ଜଣାଇଛନ୍ତି । ମୁମ୍ବାଇରେ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଅଜୟ ଓ କାଜଲଙ୍କ ତନୟା ନ୍ୟାସା

ମୁମ୍ବାଇ : ଆଜିକାଲିର ଯୁଗ ହେଉଛି ସୋସିଆଲ ମିଡିଆର ଯୁଗ । ଏବେ ପିଲାମାନେ ସୋସିଆଲ ମିଡିଆ ସାଇଟ୍‌କୁ ବ୍ୟବହାର କରି ନିଜର କଳା ପ୍ରଦର୍ଶନ କରିବା ସହ ରାତାରାତି ଚର୍ଚ୍ଚିତ ହୋଇ ପାରୁଛନ୍ତି । ଏମିତିକି ସେଲିବ୍ରିଟିମାନେ ମଧ୍ୟ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ସୋସିଆଲ ମିଡିଆକୁ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ହ୍ଵାଟ୍‌ସଆପ୍‌ରେ ଜୁଆ ଖେଳି ନିଲମ୍ବିତ ହେଲେ ୭ପୁଲିସ କର୍ମୀ

ରାୟପୁର : ଛତିଶଗଡ଼ର ରାଜଧାନୀ ରାୟପୁରରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଡ଼ିୟୁଟି ସମୟରେ କାମ ନ କରି ପୁଲିସକର୍ମୀମାନେ ହ୍ଵାଟ୍‌ସଆପ୍‌ରେ ଜୁଆ ଖେଳୁଥିବାରୁ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ୭ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସେଥିରେ ଜଣେ ମହିଳା ସିପାହୀ ଥିବା…
ଅଧିକ ଖବର ଦେଖନ୍ତୁ...

ପୂର୍ବ ପ୍ରେମିକା ପ୍ରିୟଙ୍କାଙ୍କ ସ୍ୱାମୀ ନିକ୍‌ଙ୍କୁ ଏହି ଉପଦେଶ ଦେଲେ ସାହିଦ କପୁର

ମୁମ୍ବାଇ : ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର ଏବେ ନିଜର ‘କଫି ଉଇଥ୍‌ କରଣ’ର ସିଜିିନ୍‌-୬ ଆରମ୍ଭ କରିଥିବା ବେଳେ ଏଠାକୁ ଅନେକ କଳାକାର ଆସି ନିଜର ଅନେକ ରାଜ୍‌ ଖୁଲାସା କରି ସାରିଛନ୍ତି । ଆସନ୍ତା ଅଧ୍ୟାୟରେ ଦୁଇ ଭାଇ ସାହିଦ୍‌ କପୁର ଏବଂ ଇଶାନ ଖଟ୍ଟର ଯୋଗ ଦେବେ ବୋଲି ଜଣା ପଡ଼ିଥିବା…
ଅଧିକ ଖବର ଦେଖନ୍ତୁ...

ସଂପୂର୍ଣ୍ଣ ସୁସ୍ଥ ବ୍ୟକ୍ତିଙ୍କୁ ଏଡ୍‌ସ ପୀଡ଼ିତ ବୋଲି କହି ଚିକିତ୍ସା କରୁଥିଲେ ଡ଼ାକ୍ତର,ସତ ସାମ୍ନାକୁ ଆସିବା ପରେ ୫…

ପଟ୍‌ନା : ଯେତେବେଳେ ଜଣେ ବ୍ୟକ୍ତିକୁ ଏଡ୍‌ସ ରୋଗରେ ପୀଡ଼ିତ ବୋଲି କୁହାଯାଏ,ସେତେବେଳେ ଲୋକଟିର ଅଧା ଜୀବନ ଚାଲି ଯାଇଥାଏ । ସମାଜର ନିନ୍ଦା ସହିବା ସହ ପରିବାର ଲୋକଙ୍କ ଅନେକ କଥା ଶୁଣିବାକୁ ପଡ଼ିଥାଏ । କିଛି ଲୋକ ଏହି ରୋଗ ବିଷୟରେ ଜାଣି ନିଜର ଜୀବନ ମଧ୍ୟ ହାରିଥାନ୍ତି । ଏହି ରୋଗ ପାଇଁ କୌଣସି…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ସ୍ୱାମୀ ଲିପନ୍‌ ସାହୁ ଗିରଫ

କଟକ: ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀ ଲିପନ ସାହୁକୁ ଚାଉଳିଆଗଂଜ ଥାନା ପୁଲିସ ସୋମବାର ଗିରଫ କରିଥିବା ସୂଚନା ମିଳିଛି। ଲିପନ୍‌ ସାହୁକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ନିକିତାଙ୍କ ବାପା ସନାତନ ବେହେରା ରବିବାର ହତ୍ୟା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜଗନ୍ନାଥ ରଥଯାତ୍ରା ପାଇଁ ପ୍ରାଥମିକ ପର୍ବ ଆରମ୍ଭ, ନୟାଗଡ଼ରେ ପହଂଚିଲା ଆଜ୍ଞାମାନ

ନୟାଗଡ଼/ପୁରୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରାଥମିକ ପର୍ବ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ ଆଜ୍ଞାମାନ ସୋମବାର ନୟାଗଡ଼ରେ ପହଂଚିଛି। ନୟାଗଡ଼ ଜିଲ୍ଲାର ଗଣିଆ ବଡ଼ରାଉଳି ମଠରେ ମଙ୍ଗଳବାର ପୂଜାର୍ଚ୍ଚନା ହେବ। ପରେ ରଥ ନିର୍ମାଣ ପାଇଁ ଗଛକଟା ଆରମ୍ଭ ହେବ। ଚଳିତ ବର୍ଷ ଶ୍ରୀଜଗନ୍ନାଥ…
ଅଧିକ ଖବର ଦେଖନ୍ତୁ...

ବିବାହର ୨୧ ବର୍ଷ ପରେ ୩ଟି ସନ୍ତାନର ବାପା ହୋଇ ସାରିଥିବା ବ୍ୟକ୍ତିଙ୍କୁ ତୁମେ ବାପା ହେବାକୁ ଅକ୍ଷମ ବୋଲି କହିଲେ…

ନୂଆଦିଲ୍ଲୀ : ବ୍ରିଟେନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ୨୧ ବର୍ଷ ପରେ ଜଣେ କୋଟିପତିଙ୍କୁ ତାଙ୍କ ସ୍ତ୍ରୀ କହିଥିବା ମିଛ ସାମ୍ନାକୁ ଆସିଯିବା ପରେ ତାଙ୍କ ଜୀବନର ସବୁ ଖୁସୀ ମଉଳି ଯାଇଛି । ସେ ଯାହାକୁ ନିଜର ସନ୍ତାନ ବୋଲି ଭାବୁଥିଲେ, ସେ ପ୍ରକୃତରେ ଆଉ କାହାର ବୋଲି ଜାଣି ହତବାକ୍‌…
ଅଧିକ ଖବର ଦେଖନ୍ତୁ...