Daily Archives

January 7, 2019

ମଲ୍ଲାଇକାଙ୍କୁ ନୁହେଁ ଏହି ଯୁବତୀଙ୍କୁ ନିଜର ଜୀବନ ବୋଲି କହିଲେ ଅର୍ଜୁନ୍‌, ମନ ଦୁଃଖ କରି ପାରନ୍ତି ମଲ୍ଲାଇକା!

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଅର୍ଜୁନ୍‌ କପୁର ନିଜର ଚଳଚ୍ଚିତ୍ର ଅପେକ୍ଷା ଅନେକ ସମୟରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାହା ତାଙ୍କ ପାରିବାରିକ କଥା ହେଉ ବା ପ୍ରେମ ଜୀବନ । ଏବେ ପୁଣି ଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅର୍ଜୁନ।…
ଅଧିକ ଖବର ଦେଖନ୍ତୁ...

ହ୍ଵାଟ୍‌ସଆପ୍‌ ଗୋଲ୍ଡ୍‌ ଭାଇରସ ଆଲର୍ଟ: ଏହି ନାମରେ ଅପ୍‌ଡେଟ୍‌ ପାଇଁ ଆସୁଥିବା ମେସେଜ୍‌ ଉପରେ କ୍ଲିକ୍‌ କରିବା ମାତ୍ରେ…

ପୂର୍ବରୁ ହ୍ଵାଟ୍‌ସଆପ୍‌କୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବା ବେଳେ ଏବେ ହ୍ଵାଟ୍‌ସଆପ୍‌ ଗୋଲ୍‌ଡ଼କୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ହ୍ଵାଟ୍‌ସଆପ୍‌ ମାଧ୍ୟମରେ ମିଛ ବାର୍ତ୍ତା ପଠାଇ କିଛି ଲୋକ ହିଂସାତ୍ମକ କାମ କରାଉଥିବାରୁ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଯାହା ପରେ…
ଅଧିକ ଖବର ଦେଖନ୍ତୁ...

୫ ଦିନିଆ ଓଡ଼ିଶା ଗସ୍ତରେ ପହଂଚିଲେ ପଂଚଦଶ ଅର୍ଥ କମିସନ ଅଧ୍ୟକ୍ଷ

ଭୁବନେଶ୍ୱର: ପଂଚଦଶ ଅର୍ଥ କମିସନର ଅଧ୍ୟକ୍ଷ ନନ୍ଦ କିଶୋର ସିଂହ ୫ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ଏହି ଗସ୍ତକାଳରେ ସେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥି ସହିତ ଅର୍ଥ କମିସନ ଅନେକ ଗୁଡ଼ିଏ ସ୍ଥାନ ପରିଦର୍ଶନ କରି ସେଠାରେ ପରିଚାଳିତ ହେଉଥିବା ଯୋଜନା ଉପରେ ସମୀକ୍ଷା କରିବେ।…
ଅଧିକ ଖବର ଦେଖନ୍ତୁ...

ପ୍ରସବ ପରେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ମା’ ଏବଂ ନବଜାତ, କିନ୍ତୁ ନର୍ସଙ୍କ ଏହି କଥା ଶୁଣି ଚାଲିଗଲା ମା’ର ଜୀବନ

ଛତରପୁର୍‌(ମଧ୍ୟପ୍ରଦେଶ) : ରବିବାର ମହାରାଜପୁର ଡ଼ାକ୍ତରଖାନାରେ ଜଣେ ମହିଳା ଏକ ଅସ୍ୱାଭାବିକ କାରଣ ଲାଗି ମୃତ୍ୟୁବରଣ କରିଛନ୍ତି । ଗର୍ଭବତୀ ମହିଳାଙ୍କ ପ୍ରସବ ପରେ ସେ ଏବଂ ନବଜାତ ଦୁହେଁ ସୁସ୍ଥ ଥିଲେ । କିନ୍ତୁ ପରେ ନର୍ସଙ୍କ ଏକ କଥା ଶୁଣି ମହିଳା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ପୁଅ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ ରହିବ। ଠିକ୍‌ ସମୟରେ ଉଚିତ ନିଷ୍ପତ୍ତି ନେବେ। ସରକାରୀ ନେଣଦେଣରେ ଆପଣଙ୍କୁ ଲାଭ ମିଳିବ। ନୂଆ ଚାକିରି ମିଳିବାର ଯୋଗ ରହିଛି। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ। ବୃଷ: ପ୍ରଭୁ ଜଗନ୍ନାଥଙ୍କ…
ଅଧିକ ଖବର ଦେଖନ୍ତୁ...

୧୯୮୩ ଓ ୨୦୧୧ ବିଶ୍ୱକପ୍‌ ଚାମ୍ପିଅନ୍‌ ତୁଳନାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ହେଉଛି ବଡ଼ ବିଜୟ: କୋହଲି-ଶାସ୍ତ୍ରୀ

ସିଡନୀ: କଙ୍ଗାରୁ ଦଳକୁ ଅଷ୍ଟ୍ରେଲିଆ ମାଟିରେ ପରାସ୍ତ କରି ଶୃଙ୍ଖଳା ଜିତିବା ଟିମ୍‌ ଇଣ୍ଡିଆ ପାଇଁ ଯେତିକି ସ୍ମରଣୀୟ ମୂହୁର୍ତ୍ତ ପ୍ରତିଟି ଭାରତୀୟ ପ୍ରଶଂସକଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। ଅଷ୍ଟ୍ରେଲିଆ ବିପକ୍ଷରେ ଶୃଙ୍ଖଳା ବିଜୟକୁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ…
ଅଧିକ ଖବର ଦେଖନ୍ତୁ...

ସିବିଆଇ ଜାଲରେ ଫସିଲେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ; ଗୋଟିଏ ଦିନରେ ପ୍ରଦାନ କରିଥିଲେ ୧୩ଟି ଖଣିର…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ହୋଇଥିବା ଅବୈଧ ଖଣି କାରବାର ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗ୍ରହଣ କରିଥିବା ବେଳେ ଏବେ ସିବିଆଇ ଜାଲରେ ଫସି ଯାଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଉତ୍ତରପ୍ରଦେଶରେ…
ଅଧିକ ଖବର ଦେଖନ୍ତୁ...

‘ଆନୁଆଲ୍‌ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ-୨୦୧୯’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ମୋଦିଙ୍କୁ ନିମନ୍ତ୍ରଣ କଲେ ପୁତିନ

ନୂଆଦିଲ୍ଲୀ: ରୁଷିଆର ଭ୍ଲାଦିଭୋସ୍ତକଠାରେ ଆୟୋଜିତ ହେବାକୁ ଥିବା ‘ଆନୁଆଲ୍‌ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ-୨୦୧୯’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷିଆର ରାଷ୍ଟ୍ରପତି  ଭ୍ଲାଦିମିର ପୁତିନ ନିମନ୍ତ୍ରଣ ଦେଇଛନ୍ତି। ସେ ସୋମବାର ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟ କୁମାରଙ୍କ ଏହି ରେକର୍ଡ ଭାଙ୍ଗିଲେ ରଣବୀର ସିଂହ

ମୁମ୍ବାଇ: ଅଭିନେତା ରଣବୀର ସିଂହଙ୍କ ଅଭିନୀତ ସିନେମା ‘ସିମ୍ବା’ ବକ୍ସ ଅଫିସରରେ ଧମାଲା କରି ଚାଲିଛି। ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଏହି ସିନେମା ୯ଦିନରେ ପାଖାପାଖି ୧୭୦ କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି। ଏଥିସହିତ ରଣବୀର ଗୋଟିଏ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବ୍ୟବସାୟ କରିବା…
ଅଧିକ ଖବର ଦେଖନ୍ତୁ...

ରସଗୋଲା ପରେ ଏବେ ହାତରୁ ଖସିଗଲା ପୁରୀ ଖଜା! ବିହାରକୁ ମିଳିଲା ଖଜାର ଜିଆଇ ଟ୍ୟାଗ୍

ଭୁବନେଶ୍ବର:  ରସଗୋଲା ପରେ ବିବାଦରେ ପୁରୀ ଖଜା । ବିହାରର ଖଜାକୁ ଜିଆଇ ମାନ୍ୟତା ମିଳିବା ପରେ ଏହି ବିବାଦ ମୁଣ୍ଡ ଟେକିଛି। ଏଯାବତ ରସଗୋଲାର ଜିଆଇ  ମାନ୍ୟତା ଆମକୁ ମିଳି ନଥିବା ବେଳେ ଖଜାକୁ ମାରି ନେଇଛି ବିହାର। ଖଜାର ଉତ୍ପତ୍ତି କେଉଁଠି ପୁରୀ ନା ବିହାର?  ଶ୍ରୀମନ୍ଦିର ସ୍ୱତ୍ୱଲିପି କହୁଛି…
ଅଧିକ ଖବର ଦେଖନ୍ତୁ...