Daily Archives

January 8, 2019

କନ୍ଧମାଳ: ଦିବ୍ୟାଙ୍ଗ ଛାତ୍ର-ଛାତ୍ରୀଙ୍କ ପିତା-ମାତା ଓ ପ୍ରଧାନଶିକ୍ଷକଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ତରଫରୁ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର ବେନାରବାହାଲ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିନିକିଆ ଦିବ୍ୟାଙ୍ଗ ଛାତ୍ର-ଛାତ୍ରୀ ମାନଙ୍କ ପିତା-ମାତା ଓ…
ଅଧିକ ଖବର ଦେଖନ୍ତୁ...

ଦେଶର ପ୍ରତ୍ୟକ୍ଷ ଟିକସ ଆଦାୟ  ୧୪ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : ବିଗତ କିଛି ବର୍ଷ ଧରି ଦେଶରେ ଆୟକରଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି  ।  ବିମୁଦ୍ରାୟନପରେ ଏହି ଧାରା ବଢିଥିବା ଲକ୍ଷ୍ୟ କରାଯ଼ାଇଛି । ଡିସେମ୍ବର, ୨୦୧୮ ସୁଦ୍ଧା ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହର ଅସ୍ଥାୟୀ ପରିମାଣ ୮.୭୪ ଲକ୍ଷ କୋଟି ଟଙ୍କା ରହିଛି ଯାହାକି ଗତ ବର୍ଷର ଏହି  ଅବଧି…
ଅଧିକ ଖବର ଦେଖନ୍ତୁ...

ଏହି କାରଣଙ୍କୁ ନିଜର ପ୍ରିୟ ଦୀପିକାଙ୍କୁ ନୁହେଁ, ଆଲିଆଙ୍କୁ ପରବର୍ତ୍ତୀ ଚଳଚ୍ଚିତ୍ରରେ ନେଉଛନ୍ତି ଭଂସାଲି

ମୁମ୍ବାଇ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଯୋଡ଼ି ବଲିଉଡ୍‌ର ବହୁ ଚର୍ଚ୍ଚିତ ଯୋଡ଼ି କହିଲେ ଭୁଲ୍‌ ହେବ ନାହିଁ। ଭଂସାଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଦୀପିକାଙ୍କ ମୁହଁ ଦିଶିଲେ ସେ ସିନେମା ହିଟ୍‌ ହେବା ଥୟ। ନିକଟ ଅତୀତରେ ଦର୍ଶକଙ୍କୁ ଜବରଦସ୍ତ…
ଅଧିକ ଖବର ଦେଖନ୍ତୁ...

ଆଡିଡାସ୍ ପକ୍ଷରୁ ଟେକ୍ନିକାଲ୍ ରନିଂ ସୋଲାରବୁଷ୍ଟ ଜୋତା

ଭୁବନେଶ୍ୱର: ଆଡିଡାସ୍ ରନିଂ ପକ୍ଷରୁ ଟେକ୍ନିକାଲ୍ କାର୍ଯ୍ୟଦକ୍ଷତା ପ୍ରଦାନ କରୁଥିବା ନାଶା ଇଞ୍ଜିନିୟରିଂ ଓ ଡିଜାଇନ୍ୟୁକ୍ତ ହାଲୁକା ରନିଂ ସୁର ଶୁଭାରମ୍ଭ କରାଯାଇଛି। ଏହା ବ୍ୟବହାରକାରୀଙ୍କ ପାଦକୁ ଅଭୁତପୂର୍ବ ଆରାମ ପ୍ରଦାନ କରୁଛି, ଯାହାଦ୍ୱାରା ଦୌଡ଼ାଳିମାନେ ଯେକୌଶସି ବେଗରେ ଅଥବା ଯେକୌଣସି…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବାକୁ ବସିଲାଣି ‘ବେଲଘର’ ଅସ୍ତିତ୍ୱ, ପାନ୍ଥନିବାସ ପାଲଟିଛି ଭୂତକୋଠି

ତୁମୁଡିବନ୍ଧ(ସନ୍ତୋଷ ଦାସ): ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ‘ବେଲଘର’ର ସ୍ଥାନ ଧୀରେ ଧୀରେ ଲିଭିବାକୁ ଯାଉଛି। ଓଡିଶା ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ପାଇଥିବା କନ୍ଧମାଳ ଜିଲ୍ଲାର ବଣ ପାହାଡ଼ ଓ ଝରଣା ଘେରା ‘ବେଲଘର’ ଅତୀତର ସୌନ୍ଦର୍ଯ୍ୟ ହରାଇଛି।…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଏହି ଜିଲ୍ଲାମାନଙ୍କରେ ଛୁଟି ରହିବ ସ୍କୁଲ-କଲେଜ

ଭୁବନେଶ୍ୱର: ଟ୍ରେଡ ୟୁନିୟନ୍‌ର ଡାକରାରେ ମଙ୍ଗଳବାର ଭାରତ ବନ୍ଦ ଅଧିକାଂଶ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ପାଳନ ହେବା ଯୋଗୁ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ଛୁଟି ରଖାଯାଇଛି। ବନ୍ଦ ଡାକରା ଯୋଗୁଁ ବୁଧବାର ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ ନା ନାହିଁ ସେ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

ଭାରତଠାରୁ ବ୍ରହ୍ମୋସ ମିସାଇଲ କିଣିବ ଇଣ୍ଡୋନେସିଆ

ନୂଆଦିଲ୍ଲୀ  ଉଭୟ ଭାରତ ଓ ଇଣ୍ଡୋନେସିଆ ସହ ଚୀନର ସଂପର୍କ ଭଲ ନାହିଁ  । ଉଭୟ ଦେଶ ସହ ଚୀନର ସୀମା ବିବାଦ ରହିଛି । ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶ ସାମରିକ ଦୃଷ୍ଟିରୁ ପରସ୍ପରର ନିକଟତର ହେଉଛନ୍ତି । ଚୀନର ମୁକାବିଲା ଲାଗି ଭାରତ ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ରୁଜ ମିସାଇଲ ପ୍ରଦାନ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଉଚ୍ଚ ଜାତିର ଗରିବଙ୍କ ଲାଗି ଆଗତ ସଂରକ୍ଷଣ ବିଲ ଲୋକସଭାରେ ପାରିତ

ନୂଆଦିଲ୍ଲୀ: ଉଚ୍ଚ ଜାତିର ଗରିବଙ୍କ ଲାଗି ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ମଙ୍ଗଳବାର ଲୋକସଭାରେ ପାସ ହୋଇଯାଇଛି। ସରକାର ସମ୍ବିଧାନରେ ୧୨୪ତମ ସଂଶୋଧନ ବିଲ ପାସ କରିଛନ୍ତି। ଏହି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଭାବରେ ଅଲୋଚନା ହେବା ପରେ ରାତି ୯ଟା ୫୫ରେ ଭୋଟିଂ…
ଅଧିକ ଖବର ଦେଖନ୍ତୁ...

କେବଳ ଇରାନ ନୁହେଁ ମିଆଁମାରରେ ବି ଭାରତ ନିର୍ମାଣ କରୁଛି ଏକ ବନ୍ଦର

ନୂଆଦିଲ୍ଲୀ : ଭାରତ ମହାସାଗରରେ ଆଧିପତ୍ୟ ପାଇଁ ଚୀନ ଓ ଭାରତ ପରସ୍ପର ମଧ୍ୟରେ ପ୍ରତିଯ଼ୋଗିତାରେ ଚଳାଇଛନ୍ତି  । ଭାରତକୁ ଟାର୍ଗେଟ କରି ଚୀନ ପାକିସ୍ତାନରେ ଗ୍ବାଦର ବନ୍ଦର ସ୍ଥାପନ କରିଛି  । ସେହିପରି ଶ୍ରୀଲଙ୍କାରେ ବି ହାମ୍ବନତୋଟା ବନ୍ଦର ସ୍ଥାପନ କରିଛି । ଭାରତ ବି ପଛରେ ପଡିନାହିଁ । ଭାରତ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ରୁଚିକା ମାର୍କେଟରେ ଅଗ୍ନିକାଣ୍ଡ, ୨ ଦୋକାନ ଭସ୍ମ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡସ୍ଥିତ ରୁଚିକା ମାର୍କେଟରେ ମଙ୍ଗଳବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିବାରୁ ୨ଟି ଦୋକାନ ସଂପୂର୍ଣ୍ଣ ଜଳି ଯାଇଛି। ସୂଚନା ଅନୁସାରେ ଦୋକାନ ୨ଟିରେ ହଠାତ ନିଅାଁ ଲାଗିବାରୁ ହୁତୁ ହୁତୁ ହୋଇ ଜଳି ଉଠିଥିଲା। ଅଳ୍ପ ସମୟ ମଧ୍ୟରେ ଜିନିଷପତ୍ର ଗୁଡ଼ିକ ଜଳି ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...