Daily Archives

January 8, 2019

‘କେଉଁ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କୁ ଯୌନ ସଂପର୍କ ପାଇଁ ରାଜି କରାଇବା କେତେ ସହଜ’ ତାହାର ମାନ୍ୟତା ତାଲିକା…

ଟୋକିଓ: ଜାପାନରେ ରହିଥିବା ମହିଳା ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ କେଉଁ ମହିଳା ବିଶ୍ୱବିଦ୍ୟାଳୟର ମହିଳା ଛାତ୍ରୀଙ୍କୁ ଯୌନ ସଂପର୍କ ପାଇଁ ରାଜି କରାଇବା କେତେ ସହଜ ତାହାର ଏକ ମାନ୍ୟତା ତାଲିକା (ର‍୍ୟାଙ୍କିଙ୍ଗ୍‌ ଲିଷ୍ଟ) ପ୍ରକାଶ କରି, ଜାପାନର ଏକ ଟାବଲଏଡ୍‌ ମ୍ୟାଗାନିଜ୍‌ ହରଡ଼ଘଣାରେ…
ଅଧିକ ଖବର ଦେଖନ୍ତୁ...

ପଂଚଦଶ ଅର୍ଥ କମିସନ ଆଗରେ ବିଜେଡି ରଖିଲା ଏହି ଦାବି

ଭୁବନେଶ୍ୱର: ପଂଚଦଶ ଅର୍ଥ କମିସନ ଆଗରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ଅନେକ ଦାବି ରଖିଛି। ଅର୍ଥ କମିଶନର ଅଧ୍ୟକ୍ଷ ନନ୍ଦ କିଶୋର ସିଂହ ୫ ଦିନିଆ ଗସ୍ତରେ ଓଡ଼ିଶା ଆସିଥିବା ବେଳେ ବିଜେଡି ଆଜି ଏହି ଦାବିଗୁଡ଼ିକ ଉପସ୍ଥାପନ କରିଛି। ରିପୋର୍ଟ ଅନୁସାରେ ବିଜେଡି ଓଡ଼ିଶାକୁ ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ଯୋଗୁଁ ବୁଧବାର ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରଖାଯିବ। ସୂଚନା ଅନୁସାରେ ବନକଲାଗି ନୀତି ସମୟରେ ଶ୍ରୀମନ୍ଦିର ଭିତରକୁ ସାଧାରଣ ଭକ୍ତଙ୍କୁ ପ୍ରବେଶ ଦିଆଯିବ ନାହିଁ। ଅପରାହ୍ନ ୪ଟାରୁ ୮ଟା ଯାଏଁ ଏହି…
ଅଧିକ ଖବର ଦେଖନ୍ତୁ...

୧୧ବର୍ଷ ହୋଇଥିବା ବେଳେ ଖାଦ୍ୟ ଓ ପାନୀୟ ଛାଡ଼ିଥିଲେ ଏହି ମହିଳା, ୩୩ବର୍ଷ ହେବ କେବଳ ଚା’ ପିଇ ଅଛନ୍ତି ସୁସ୍ଥ

ବୈକୁଣ୍ଠପୁର: ବୈକୁଣ୍ଠପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବଦରିଆ ଗ୍ରାମରେ ବସବାସ କରୁଥିବା ପଲ୍ଲି ଦେବୀ ଗତ ୩୩ବର୍ଷ ହେବ କେବଳ ଚା’ ପିଇ ବଞ୍ଚି ରହିଛନ୍ତି। ଏହି ମହିଳା ଚା’ ପିଇ କେବଳ ବଞ୍ଚିଛନ୍ତି ତା’ନୁହେଁ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ବି ରହିଛନ୍ତି। ମହିଳାଙ୍କ ଏଭଳି…
ଅଧିକ ଖବର ଦେଖନ୍ତୁ...

ଥାନା ସମ୍ମୁଖରେ ବିଜେପି ବିଧାୟକ ନିଜ ଶରୀରରେ ପେଟ୍ରୋଲ ଢ଼ାଳି ଲଗାଇଲେ ନିଆଁ

କର୍ଣ୍ଣାଟକ: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଜଣେ ବିଜେପି ବିଧାୟକ ଆତ୍ମହତ୍ୟା ଉଦ୍ୟମ କରିଥିବା ମାମଲା ସାମ୍ନାକୁ ଆସିଛି। ତେବେ ଏଭଳି ପଦକ୍ଷେପ ନେଇଥିବା ବିଧାୟକ ଜି ଶେଖରଙ୍କ ଚିକିତ୍ସା ଡାକ୍ତରଖାନାରେ ଜାରି ରହିଛି। ଏବେ ତାଙ୍କ ଶରୀରଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକଙ୍କୁ ହତ୍ୟା ମାମଲା: ଅଦାଲତକୁ ଆସିବେନି ରାମ ରହିମ, ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହାଜର ହେବେ

ଚଣ୍ଡିଗଡ଼: ଡେରା ସଚ୍ଚା ସୌଦାର ମୁଖ୍ୟ ତଥା ଆତ୍ମଘୋଷିତ ଭଗବାନେ ଗୁରମିତ ରାମ ରହିମ ସିଂହଙ୍କ ବିରୋଧରେ ରହିଥିବା ହତ୍ୟା ଅଭିଯୋଗର ଶୁଣାଣି ଜାନୁଆରି ୧୧ ତାରିଖରେ ହେବ ବୋଲି ସୂଚନା ରହିଛି। ତେବେ, ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କୋର୍ଟ ଶୁଣାଇବାକୁ ଥିବା…
ଅଧିକ ଖବର ଦେଖନ୍ତୁ...

ହ୍ରିତିକ୍‌ଙ୍କ ନିକଟକୁ ଟୁଇଟ୍‌ କରି ରାକେଶ ରୋଶନଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବଲିଉଡ୍‌ର ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ନିର୍ମତା ତଥା ଚଳଚ୍ଚିତ୍ର କାହାଣୀ ଲେଖକ ରାକେଶ ରୋଶନ ଏବେ ଗଳା କର୍କଟ ରୋଗର ପ୍ରାଥମିକ ପର୍ଯ୍ୟାୟରେ ଆକ୍ରାନ୍ତ ଥିବା ଆଜି ସକାଳୁ ଜଣା ପଡ଼ିବା ପରେ ଦେଶବ୍ୟାପି ତାଙ୍କ ପ୍ରଶଂସକମାନେ ଦୁଃଖିତ ହୋଇଥିଲେ। ଏହି ଖବର ତାଙ୍କର…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟଙ୍କ ପ୍ରଦତ୍ତ ୫୦% ସୀମା ଜାତିଭିତ୍ତିକ ସଂରକ୍ଷଣ ଲାଗି ଉଦ୍ଦିଷ୍ଟ; ଆର୍ଥିକ ସ୍ଥିତି ଆଧାରିତ ସଂରକ୍ଷଣ…

ନୂଆଦିଲ୍ଲୀ: ଉଚ୍ଚ ଜାତିର ଗରିବଙ୍କ  ଲାଗି ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ଗତକାଲି କେନ୍ଦ୍ର କ୍ୟାବିନେଟରେ  ମଞ୍ଜୁରୀ ପାଇବା ପରେ ଏହାକୁ ବିଲ୍‌ ଅକାରରେ ଲୋକସଭାରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର। ଆର୍ଥିକ ଅନଗ୍ରସର ଉଚ୍ଚ ଜାତି ଲାଗି ସଂରକ୍ଷଣ…
ଅଧିକ ଖବର ଦେଖନ୍ତୁ...

ରକ୍ତ ଜୁଡୁବୁଡୁ ମହିଳାଙ୍କୁ ଦେଖି ଜାଗି ଉଠିଲା ଯୁବକଙ୍କ ମାନବିକତା: ମୁଣ୍ଡରୁ ପଗଡ଼ି ଖୋଲି ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: ସାମଜରେ ଅନେକ ଲୋକ ଅଛନ୍ତି, କିନ୍ତୁ ମାନବିକତା ଖୁବ୍‌ ଅଳ୍ପ ଜଣଙ୍କ ମଧ୍ୟରେ ଥିବା ଦେଖିବାକୁ ମିଳିଥାଏ। କାଶ୍ମୀରର ଜଣେ ୨୦ବର୍ଷୀୟ ଶିଖ୍‌ ଯୁବକ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ପଗଡ଼ି ଖୋଲି ଦେଇଥିଲେ। ସୂଚନାଯୋଗ୍ୟ, ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ୪୫ବର୍ଷୀୟ…
ଅଧିକ ଖବର ଦେଖନ୍ତୁ...

ଅନୁପମ ଖେରଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ ବିହାର କୋର୍ଟ

ପାଟ୍‌ନା: ବିହାରସ୍ଥିତ ମୁଜାଫର୍‌ନଗରରେ ଥିବା କୋର୍ଟ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଚଳଚ୍ଚିତ୍ରର ଅଭିନେତା ଅନୁପମ୍‌ ଖେରଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି।  କେବଳ ଅନୁପମ୍‌ ଖେର ନୁହେଁ, ଏହି ଚଳଚ୍ଚିତ୍ରରେ ଯୋଡ଼ି ହୋଇଥିବା ଆହୁରି ୧୩…
ଅଧିକ ଖବର ଦେଖନ୍ତୁ...