Daily Archives

January 9, 2019

ଏହି ସବୁ ଫଳ ଖାଇ ରକ୍ତରେ ଆଇରନ୍‌ର ଅଭାବକୁ ଦୂର କରନ୍ତୁ

ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଖାଇବା ପିଇବାରେ ଠିକ୍‌ ଠିକଣା ରହୁ ନ ଥିବାରୁ ଶରୀରରେ ଅନେକ ସମସ୍ୟା ଦେଖାଦେଉଛି । ସନ୍ତୁଳିତ ଏବଂ ପୋଷକ ତତ୍ତ୍ୱରେ ଭରପୂର ଥିବା ଖାଦ୍ୟ ଲୋକମାନେ ଖାଇବାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ରକ୍ତରେ ଆଇରନ୍‌ର ଅଭାବ ଦେଖା ଯାଇଥାଏ । ଠିକ୍‌ ଭାବରେ ଖାନ୍ୟ ନ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମର ଶିକାର ନନ୍‌ଙ୍କୁ ସମର୍ଥନ ମହଙ୍ଗା ପଡ଼ିଲା:  କବିତା ଲେଖିବା ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଯୋଗୁଁ କେରଳର…

କୋଚି : କିଛି ଦିନ ତଳେ କେରଳରେ ଜଣେ ନନ୍‌ଙ୍କୁ ଦୁଷ୍କର୍ମ କରାଯାଇଥିବା ବେଳେ ଏହାକୁ ନେଇ ବିରୋଧ ପ୍ରଦର୍ଶନରେ ସାମିଲ୍‌ ହୋଇଥିବା ନନ୍‌ ଆକ୍ରୋଶର ଶିକାର ହୋଇଥିବା ଜଣାପଡ଼ିଛି। ସିଷ୍ଟର ଲୁସି କଲପ୍ପୁରାଙ୍କୁ କବିତା ଲେଖୁଥିବାରୁ ନୋଟିସ୍‌ ଦିଆ ଯାଇଥିବା ଜଣାପଡ଼ିଛି । ବହି ପ୍ରକାଶିତ କରି…
ଅଧିକ ଖବର ଦେଖନ୍ତୁ...

ଆଲିଆଙ୍କୁ ଭାଉଜ ମାନି ସାରିଲେଣି ରଣବୀରଙ୍କ ଭଉଣୀ ରିଧିମା! ‘ଏଆର୍‌’ ଲେଖାଥିବା ହୀରା ମୁଦି ଉପହାରରେ ଦେଲେ

ମୁମ୍ବାଇ : କୁହାଯାଏ, ପ୍ରେମକୁ ଯେତେ ଲୁଚାଇଲେ ବି ତାହା ଲୁଚି ରହି ନଥାଏ । ସେଭଳି କିଛି ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ସହ ଘଟିଛି । ଦୁହେଁ ପ୍ରେମ ସଂପର୍କରେ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦୁହିଁଙ୍କ ପରିବାର ଏହି ସଂପର୍କକୁ ନେଇ ଖୁସିଥିବା ଜଣାପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ଡେଟିଂ ସାଇଟ୍‌ରେ ଦେଖା ହେବା ପରେ ଯୁବକ ବିବାହ ପାଇଁ ମନା କରିବାରୁ ୧.୬ ଲକ୍ଷ ମେସେଜ ପଠାଇଲେ ଯୁବତୀ, ମେସେଜରେ…

ନୂଆଦିଲ୍ଲୀ : ଏକ ଡେଟିଂ ସାଇଟ୍‌ରେ ଭେଟହେବା ପରେ କଥାବାର୍ତ୍ତା ଏବଂ ତା’ପରେ ପ୍ରେମ। ତେବେ ଶେଷରେ ପ୍ରେମିକ ଯୁବତୀଙ୍କୁ ଆପଣାଇବାକୁ ମନା କରି ଦେଇଥିଲେ । ବିବାହ କଥା ଉଠିବା ପରେ ଯୁବକ ବିବାହ କରିବେ ନାହିଁ ବୋଲି କହି ଚାଲିଯିବା ପରେ ଯୁବତୀ ତାଙ୍କୁ ୧ଲକ୍ଷ ୬୦ହଜାର ମେସେଜ ପଠାଇଥିଲେ । ଏବେ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘କେଦାରନାଥ’ ପରେ ଚମକିଲା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଭାଗ୍ୟ,ଏକା ସାଙ୍ଗରେ ୧୨ଟି ଫିଲ୍ମର ଅଫର ମିଳିଲା

ମୁମ୍ବାଇ : କିଛି ଦିନ ତଳେ ରିଲିଜ୍‌ ହୋଇଥିଲା ଫିଲ୍ମ ‘କେଦାରନାଥ୍‌’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ । ଫିଲ୍ମ ରିଲିଜ୍‌ ପରେ ଦର୍ଶକଙ୍କୁ ସାରା ଏବଂ ସୁଶାନ୍ତ ଅଭିନୟ ଖୁବ୍‌ ପସନ୍ଦ ଆସିଥିଲା । ଏବେ…
ଅଧିକ ଖବର ଦେଖନ୍ତୁ...

ଉଚ୍ଚବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ ବିଲ ରାଜ୍ୟସଭାରେ ପାରିତ

ନୂଆଦିଲ୍ଲୀ : କେନ୍ଦ୍ରର ଏନଡିଏ ସରକାରଙ୍କ ପାଇଁ ଏକ ବଡ଼ ସଫଳତା । ରାଜ୍ୟ ସଭାରେ ଆଜି ଅର୍ଥନୈତିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ ପାଶ ହୋଇଛି । ସମ୍ବିଧାନର ୧୨୪ ତମ ସଂଶୋଧନ ବିଲ ସପକ୍ଷରେ ୧୬୫ ଟି ଓ ବିପକ୍ଷରେ ୭ ଟି ଭୋଟ ପଡିଥିଲା । ଏହା ପୂର୍ବରୁ ବିଲକୁ…
ଅଧିକ ଖବର ଦେଖନ୍ତୁ...

ନକଲି ବନ୍ଧୁକ ଦେଖାଇ ମହିଳାଙ୍କୁ ଲୁଟିବାକୁ ଆସିଥିଲେ, କିଛି ସମୟ ପରେ ବଦଳି ଗଲା ମୁହଁର ନକ୍ସା !

ନୂଆଦିଲ୍ଲୀ : ରିଓ ଡି ଜେନିରୋରେ ଜଣେ ମହିଳାଙ୍କୁ ଲୁଟିବାର ଉଦ୍ୟମ ଜଣେ ଲୁଟେରାକୁ ଭାରୀ ପଡ଼ିଛି । ଗତ ଶନିବାର ମିକ୍ସଡ୍‌ ମାର୍ସଲ ଆର୍ଟସ୍‌ ଫାଇଟର ପୋଲଆନା ନିଜ ଘର ବାହାରେ କ୍ୟାବ୍‌କୁ ଅପେକ୍ଷା କରିଥିବା ବେଳେ ଜଣେ ଯୁବକ ନକଲି ବନ୍ଧୁକ ଦେଖାଇ ତାଙ୍କୁ ଲୁଟିବାକୁ ପହଞ୍ଚି ଯାଇଥିଲେ । ପୋଲଆନା…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧିଙ୍କୁ ନୋଟିସ ପଠାଇବ ଜାତୀୟ ମହିଳା କମିଶନ

ନୂଆଦିଲ୍ଲୀ : ମହିଳା ବିରୋଧୀ ମନ୍ତବ୍ୟ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଫସିଯାଇଛନ୍ତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟାର୍ଗେଟ କରିଥିବାବେଳେ ଜାତୀୟ ମହିଳା ଆୟୋଗ ତାଙ୍କୁ ନୋଟିସ ପଠାଇବାକୁ ସଂକେତ ଦେଇଛନ୍ତି । ଏ ସଂପର୍କରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା…
ଅଧିକ ଖବର ଦେଖନ୍ତୁ...

କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସହ ଫଟୋ ସୁଟ୍‌ କରୁଥିବା ବେଳେ ହଠାତ୍‌ ପିନ୍ଧିଥିବା ଗାଉନ୍‌କୁ ଓହ୍ଲାଇ ଦେଲେ ନେହା,…

ମୁମ୍ବାଇ : ନିଜର ମତୁଆଲା କଲା ଭଳି ସ୍ୱରରେ ସମସ୍ତଙ୍କ ଉପରେ ଯାଦୁ କରିଥିବା ବଲିଉଡ୍‌ କଣ୍ଠଶିଳ୍ପୀ ନେହା କକ୍କର ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କିଛି ଦିନ ହେବ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିଲେ । ପ୍ରେମିକ ହିମାନ୍ସଙ୍କଠାରୁ ଅଲଗା ହେବା ପରେ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ହ୍ଵାଟ୍‌ସଆପ୍‌ ଆଣିବାକୁ ଯାଉଛି ନୂଆ ଫିଚର, ଆପଣଙ୍କ ବିନା ଅନୁମତରେ କେହି ଆପଣଙ୍କ ଚାଟ୍‌ ପଢ଼ି ପାରିବେ ନାହିଁ, କେମିତି…

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ଚାଟିଂକୁ ଆହୁରି ସୁରକ୍ଷିତ କରିବା ପାଇଁ ମେସେଜିଙ୍ଗ ଆପ୍‌ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଏହି ଫିଚର ଆସିବା ଦ୍ୱାରା କେହି ଆପଣଙ୍କ ଫୋନ ନେଇ ଆପଣଙ୍କ ଚାଟ୍‌କୁ ପଢ଼ି ପାରିବେ ନାହିଁ । ଏହି ସୂଚନା ହ୍ଵାଟ୍‌ସଆପ୍‌ ଟୁଇଟ୍‌ କରିବା ଜଣାଇବା ପରେ ଖବରଟି ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...