Daily Archives

January 10, 2019

ଓଡ଼ିଶା ବଜାରରେ ଟାଟା ହିଟାଚିର ନୂଆ ବାକହୋ ଲୋଡର

ଭୁବନେଶ୍ୱର: ଦକ୍ଷିଣାଞ୍ଚଳ ବଜାର, ଛତିଶଗଡ, ଝାରଖଣ୍ଡ ନାଗପୁର ଏବଂ ବିହାରରେ ଏହାର ସଫଳ ଶୁଭାରମ୍ଭ ପରେ ଓଡିଶାରେ ସମ୍ପୁ୍‌ର୍ଣ୍ଣ ନୂତନ ବ୍ୟାକହୋ ଲୋଡର,ଟାଟା ହିଟାଚି ଶିନରାଇର ଶୁଭାରମ୍ଭ କରାଯାଇଛି । ଏହାର ଶୁଭାରମ୍ଭ ଭୁବନେଶ୍ୱରରେ କରାଯାଇଛି । ଟାଟା ହିଟାଚିର ବୈପ୍ଳବିକ ନୂତନ ଅଫର ଶିନରାଇ…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାରେ ସାଙ୍ଗ ହେବା ପରେ ଲିଭ୍‌ ଇନ୍‌ରେ ରହୁଥିଲେ ପ୍ରେମୀଯୁଗଳ, ୮ଲକ୍ଷ ହଡ଼ପ କରି ଫେରାର ହେଲା ପ୍ରେମିକା

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ଲୁଟେରା ପ୍ରେମିକା କରିଥିବା କାମ ଚର୍ଚ୍ଚାର ବିଷୟ ପାଲଟିଛି । ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ଏକ କମ୍ପାନୀର ମୁଖ୍ୟାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ତାଙ୍କଠାରୁ ୮ଲକ୍ଷ ଟଙ୍କା ଠକି ନେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟଙ୍କା ହଡ଼ପ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ରଣବୀର କପୁର-ରଣବୀର ସିଂହଙ୍କ ସହ ଫିଲ୍ମ କରିବା ପରେ ଦୁହିଁଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଜଣାଇଲେ ଆଲିଆ

ମୁମ୍ବାଇ : ରଣବୀର ସିଂହଙ୍କ ସହ ଗଲି ବଏ ଏବଂ ରଣବୀର କପୁରଙ୍କ ସହ ‘ବ୍ରହ୍ମାସ୍ତ୍ର’ରେ ପ୍ରଥମ ଥର କାମ କରି ଦୁହିଁଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ସେ ବିଷୟରେ ଜଣାଇଛନ୍ତି ଆଲିଆ । ରଣବୀର କପୁର ଏବଂ ତାଙ୍କ ପରିବାର ସହ ନ୍ୟୁୟର୍କରେ ନବ ବର୍ଷ ପାଳନ କରିବା ପରେ ମୁମ୍ବାଇ ଫେରି ‘ଗଲି ବଏ’ର…
ଅଧିକ ଖବର ଦେଖନ୍ତୁ...

କୌଣସି ଘରୋଇ ସ୍କୁଲରେ ନୁହେଁ, ଅଙ୍ଗନବାଡ଼ିରେ ପଢ଼ୁଛନ୍ତି ଏହି କଲେକ୍ଟରଙ୍କ ଝିଅ ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ସାଧାରଣ ଭାବେ ସବୁ ମାତା-ପିତା ନିଜ ନିଜର ପିଲାମାନଙ୍କୁ ଭଲ ଭଲ ସ୍କୁଲ କଲେଜରେ ପାଠ ପଢ଼ାଇ ବଡ଼ ମଣିଷ କରାଇବାକୁ ଚାହିଁଥାନ୍ତି । ଏବେ ଦେଖିବାକୁ ଗଲେ ଘରୋଇ ସ୍କୁଲ- କଲେଜରେ ମିଳୁଥିବା ସୁବିଧା ପାଇଁ ମାତା-ପିତାମାନେ ସରକାରୀ ସ୍କୁଲରେ ପଢ଼ାଇବା ଅପେକ୍ଷା ଘରୋଇ ସ୍କୁଲରେ ପଢ଼ାଇବା…
ଅଧିକ ଖବର ଦେଖନ୍ତୁ...

#ମି ଠୁ ଅଭିଯାନ ପରେ ଏବେ ସୁଟିଂ ସେଟ୍‌ର ମାହୋଲ କେମିତି ରହିଛି ବୋଲି ଜଣାଇଲେ ତାପ୍‌ସୀ ପନ୍ନୁ

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା କିଟ୍‌ କ୍ୟାମ୍ପସର ଅଡିଟୋରିୟମରେ ଆୟୋଜିତ କରାଯାଇଥିବା ଇଣ୍ଡିଆ ଟୁଡେ ମାଇଣ୍ଡ ରକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବଲିଉଡ୍‌ ଅଭିନେତ୍ରୀ ତାପ୍‌ସୀ ପନ୍ନୁ । ଏହି ସମୟରେ ସେ କାଷ୍ଟିଙ୍ଗ କାଉଚ୍‌, ନିଜ କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ବେଲଘରକୁ ପୁଣି ଫେରିଲା ଥଣ୍ଡା, ଦାରିଙ୍ଗବାଡିରେ ପାରା ୬.୫ ଡିଗ୍ରି

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ଥଣ୍ଡା କମିବାର ନା ଧରୁନି। ଦିନେ ଦୁଇ ଦିନ ଥଣ୍ଡା ସାମାନ୍ୟ କମିଥିବା ବେଳେ କାଲି ଠାରୁ ପୁଣି ଥଣ୍ଡା ବଢୁଛି। ପାରଦ ଖସୁଛି। ସାଧାରଣ ଲୋକଙ୍କୁ ପୁଣି ଥଣ୍ଡା ଅସ୍ତ ବ୍ୟସ୍ତ କଲାଣି। ବେଲଘରରେ ବୁଧବାର ୬.୫ ଡିଗ୍ରି ତାପମାତ୍ରା ରହିଥିବା ବେଳେ ଆଜି ୬ ଡିଗ୍ରି…
ଅଧିକ ଖବର ଦେଖନ୍ତୁ...

ଘରକୁ ଚୋରି କରିବା ପାଇଁ ଆସିଥିବା ଦୁର୍ବୃତ୍ତ ମାଲିକ ଉପରକୁ ଗୁଳି ଚଳାଇବାରୁ ଆଗକୁ ଆସି ଏଭଳି ବଞ୍ଚାଇଲା ପୋଷା କୁକୁର

କୁହାଯାଏ ପଶୁମାନଙ୍କ ମଧ୍ୟରୁ ସବୁଠାରୁ ବିଶ୍ୱସ୍ତ ପଶୁ ହେଉଛି କୁକୁର । ଏଥି ପାଇଁ ଘରର ଜଗା ରଖା ପାଇଁ ଘର କୁକୁର ପୋଷି ଥାଆନ୍ତି ଲୋକେ । କୁକୁର ମାଲିକର ଭଲମନ୍ଦରେ ସାଥିରେ ରହିବା ସହ ସବୁ ସଙ୍କଟରୁ ରକ୍ଷା କରିଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଡେରାଡୁନ୍‌ର ଏହତମାଲ ଗାଁରେ ।…
ଅଧିକ ଖବର ଦେଖନ୍ତୁ...

ଲୋକସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା ଚାଲୁଥିବା ବେଳେ ପଛପଟେ ବସି ଏଭଳି କାମ କରୁଥିଲେ କିରଣ ଖେର୍‌,…

ନୂଆଦିଲ୍ଲୀ : ଲୋକସଭାରେ ଜାନୁଆରି ୮ରେ ୮ଘଣ୍ଟା ଧରି ସବର୍ଣ୍ଣ ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା ଜାରି ରହିଥିଲା । ଆଲୋଚନା ଚାଲୁଥିବା ବେଳେ ସମସ୍ତେ ସଂରକ୍ଷଣ ବିଲ୍‌କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରୁଥିବା ବେଳେ କିରଣ ଖେର୍‌ ଯାହା କରୁଥିଲେ ତାହାର ଭିଡିଓ ଏବେ ଭାଇରାଲ ହୋଇଛି । ସବର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଚା’ ବିକି ୨୩ ଦେଶ ବୁଲି ସାରିଲେଣି ଏହି ଦମ୍ପତି, ଦେଶର ସବୁଠାରୁ ଧନୀ ବୋଲି ଲେଖି ଟୁଇଟ୍‌ କଲେ ଆନନ୍ଦ ମହିନ୍ଦ୍ରା

କୋଚ୍ଚି : କେରଳର କୋଚ୍ଚିରେ ରହୁଥିବା ବିଜୟନ ଏବଂ ତାଙ୍କ ପତ୍ନୀ ମୋହନା ଏବେ ପର୍ଯ୍ୟନ୍ତ ୨୩ଟି ଦେଶ ବୁଲି ସାରିଥିବା ଜଣାପଡ଼ିଛି । ଖାସ୍‌ କଥା ହେଲା ୭୦ବର୍ଷୀୟ ବିଜୟନ ଏବଂ ତାଙ୍କ ପତ୍ନୀ କୋଚ୍ଚିରେ ଏକ ଛୋଟ ଚା’ ଦୋକାନ କରିଥିବା ବେଳେ ସେଥିରୁ ହେଉଥିବା ଆୟରୁ ସେ ବୁଲୁଥିବା କଥା ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

କେଜିଏଫ୍‌ର ହିରୋ ୟଶଙ୍କୁ ଦେଖା କରିବାରେ ବିଫଳ ହେବାରୁ ଜୀବନ ହାରିଲେ ପ୍ରଶଂସକ

ବେଙ୍ଗାଲୁରୁ : ଫିଲ୍ମ କେଜିଏଫ୍‌ ରିଲିଜ୍‌ ହେବା ପରେ ଅଭିନେତା ୟଶଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ି ଚାଲିଛି । ସାରା ଦେଶରେ ଫିଲ୍ମଟି ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହୋଇଥିବା ବେଳେ ୟଶଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ଜାନୁଆରୀ ୮ରେ ୟଶଙ୍କ ଜନ୍ମଦିନ ଥିବା ବେଳେ ତାଙ୍କର…
ଅଧିକ ଖବର ଦେଖନ୍ତୁ...