Daily Archives

January 11, 2019

ଜୁନ୍‌ ମାସରେ ନିର୍ବନ୍ଧ କରିବାକୁ ଯାଉଛନ୍ତି ଆଲିଆ-ରଣବୀର, ପରିବାରର ଏହି ସଦସ୍ୟଙ୍କ କଥା ମାନି ନିର୍ବନ୍ଧ ପାଇଁ ରାଜି…

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ରାୟ ବର୍ଷେ ହେଲାଣି ପରସ୍ପରକୁ ଡେଟ୍‌ କରି ଆସୁଛନ୍ତି । ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂ ଆରମ୍ଭ ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା କଥା ଚର୍ଚ୍ଚା ହୋଇଥିଲା । ପରେ ପରେ ଦୁହିଁଙ୍କ ସଂପର୍କକୁ…
ଅଧିକ ଖବର ଦେଖନ୍ତୁ...

ଆମେ ଖୁବ୍‌ ଶୀଘ୍ର ରାମ ମନ୍ଦିର ନିର୍ମାଣ କରିବା ଚାହିଁବୁ: ଅମିତ ଶାହ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶୁକ୍ରବାର କହିଛନ୍ତି, ଆମେ ଖୁବ୍‌ ଶୀଘ୍ର ରାମ ମନ୍ଦିର ନିର୍ମାଣ କରିବା ଚାହିଁବୁ। ବିଜେପି ଚାହୁଁଛି ରାମ ମନ୍ଦିର ଶ୍ରୀଘ୍ର ହେଉ ମାତ୍ର ଏଥିରେ କଂଗ୍ରେସ ବାଧା ଦେଉଛି। ଅନ୍ୟପଟରେ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମରେ କାମ ନ କରିଥିଲେ ଏହି ପେଶା ବାଛିଥାନ୍ତେ ଅଭିନେତ୍ରୀ କଲ୍‌କୀ କୋଚଲିନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଲ୍‌କି ପରଦା ଉପରେ ସ୍ୱତନ୍ତ୍ର ଚରିତ୍ରରେ ଅଭିନୟ କରି ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଅଧିକ ଫିଲ୍ମ ନ କରି ମଧ୍ୟ ସେ ନିଜର ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି । ଫିଲ୍ମ ଏବଂ ଅନେକ େଓ୍ଵବ୍‌ ସିରିଜ୍‌ କରିବା ସହ ଏବେ ସେ ନିଜର ଆଗାମୀ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ଟିକେଟ କିଣିବା ପାଇଁ ଟଙ୍କା ନ ଦେବାରୁ ନିଜ ବାପାକୁ ଜିଅନ୍ତା ଜାଳି ଦେଲା ପୁଅ

ଭେଲୋର(ତାମିଲନାଡୁ): ତାମିଲନାଡୁର ଭେଲୋରରେ ଜଣେ ପୁଅ ନିଜ ବାପାକୁ ଜିଅନ୍ତା ଜାଳିଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗୁରୁବାର ତାମିଲ ଷ୍ଟାର ଅଜିତ୍‌ଙ୍କ ଫିଲ୍ମ ବିଶ୍ୱାସମ୍‌ ରିଲିଜ୍‌ ହେବା ପରେ ଅଭିଯୁକ୍ତ ପୁଅ ଫିଲ୍ମ ଟିକେଟ କିଣିବା ପାଇଁ ବାପାଙ୍କୁ ଟଙ୍କା ମାଗିଥିଲା ।…
ଅଧିକ ଖବର ଦେଖନ୍ତୁ...

‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ଦେଖି ଏଭଳି ପ୍ରତିକ୍ରିୟା ରଖିଲେ ଅନୁପମ ଖେର୍‌ଙ୍କ ମା’

ମୁମ୍ବାଇ: ଡିସେମ୍ବର ୧୧ରେ ଭାରତରେ ରିଲିଜ୍‌ ହୋଇଛି ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ । ଫିଲ୍ମ ରିଲିଜ୍‌ ପରେ ଏହାକୁ ଦର୍ଶକଙ୍କ ଭଲ ପାଇବା ମିଳିଛି । ପୂର୍ବରୁ ଫିଲ୍ମ ରିଲିଜ୍‌କୁ ନେଇ ଅନେକ ବିରୋଧ ପ୍ରଦର୍ଶନ କରାଯାଇଥିବା ସତ୍ତ୍ୱେ ମଧ୍ୟ ଫିଲ୍ମକୁ ଧାର୍ଯ୍ୟ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ମାତୃ ମମତାର ବିରଳ ଉଦାହରଣ: ଭୋକରେ ଆଉଟୁ ପାଉଟୁ ହେଉଥିବା କୁକୁର ଛୁଆକୁ କ୍ଷୀର ପିଆଇଲେ ଗୋମାତା, ଭାବୁକ କଲା ଭଳି ଫଟୋ…

ଲକ୍ଷ୍ନୌ: ମା’ର ମମତାକୁ ବୁଝିବା ଏତେ ସହଜ ନୁହେଁ । ନିଜ ପିଲମାନଙ୍କ ପାଇଁ ଗୋଟେ ମା’ କ’ଣ ଯେ ନ କରି ପାରେ ତାହା କେହି କଳନା ପାରିବେ ନାହିଁ । ପିଲାମାନଙ୍କ ମନ କଥା ବୁଝିବା ସହ ସେମାନେ କେତେବେଳେ କ’ଣ ଚାହାଁନ୍ତି, ତାହା ଗୋଟେ ମା’ ଭଲ ଭାବରେ ଜାଣି ଯାଇଥାଏ । ମଣିଷ ହେଉ କି ପଶୁ, ଜଣେ ମା’…
ଅଧିକ ଖବର ଦେଖନ୍ତୁ...

ବିବାହ ପୂର୍ବରୁ ଅଭିନେତ୍ରୀ ନର୍‌ଗୀସ୍‌ ଫକ୍‌ରୀ ଗର୍ଭବତୀ ଥିବା ନେଇ ଚର୍ଚ୍ଚା, ମିଡିଆ ଆଗରେ କରୁଛନ୍ତି ଏଭଳି ବ୍ୟବହାର

ମୁମ୍ବାଇ: କିଛି ଦିନ ପରଦାଠାରୁ ଦୂରରେ ରହିବା ପରେ ଏବେ ଫିଲ୍ମ ଅମାବାସ ଜରିଆରେ ଫେରୁଛନ୍ତି ଅଭିନେତ୍ରୀ ନର୍‌ଗୀସ ଫକ୍‌ରୀ । ଫିଲ୍ମର ଗୀତ ଏବଂ ଟ୍ରେଲର ରିଲିଜ୍‌ ହୋଇ ସାରିଥିବା ବେଳେ ଫିଲ୍ମକୁ ନେଇ ଖୁବ୍‌ ଆଶାବାଦୀ ନର୍‌ଗୀସ୍‌ । ଫିଲ୍ମ ଅପେକ୍ଷା ଏବେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ ଯୁବତୀ ବ୍ଲକ୍‌ କରିବା ପରେ ରାଗରେ ନିଜ ସାଙ୍ଗକୁ ହତ୍ୟା କଲା ଯୁବକ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣାର ସମାଧାନ କରିଛି ପୁଲିସ । ଅଜୟ ଦୁବେ ନାମକ ଜନୈକ ଯୁବକର ମୃତ ହେଦ ମିଳିଥିବା ବେଳେ ତାଙ୍କୁ କେଉଁ ପରିସ୍ଥିତିରେ ହତ୍ୟା କରାଯାଇଥିଲା ସେ ନେଇ ତଦନ୍ତ ଚଳାଇଥିଲା ପୁଲିସ । କିଛି ଦିନର ତଦନ୍ତ ପରେ ଏବେ ପ୍ରକୃତ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ କଶ୍ମୀର: ନିୟନ୍ତ୍ରଣ ରେଖା ନିକଟରେ ବିସ୍ଫୋରଣ, ସେନାର ମେଜର ଓ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ଶୁକ୍ରବାର ହୋଇଥିବା ବିସ୍ଫୋରଣ ଘଟଣାରେ ଭାରତୀୟ ସେନାର ଜଣେ ଯବାନ ଓ ଜଣେ ମେଜର ସହିଦ ହୋଇଛନ୍ତି। ଏହା ବ୍ୟତୀତ ଜଣେ ଜୁନିଅର କମିସନଣ୍ଡ ଅଧିକାରୀ ଏବଂ ଜଣେ ଯବାନ ଆହତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ଦ୍ୱିତୀୟ ବିବାହରେ ବୋହୂ ଭଳି ସଜ ହୋଇ ଆସିଥିଲା ଝିଅ, ନିଶାଗ୍ରସ୍ତ ହୋଇ ଝିଅକୁ ସ୍ତ୍ରୀ ବୋଲି ଭାବି ଶାରୀରିକ…

ନୂଆଦିଲ୍ଲୀ: ଡେନ୍‌ମାର୍କରେ ଜଣେ ଯୁବକ ନିଜ ଝିଅ ସହ ଶାରୀରିକ ସଂପର୍କ ରଖିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଭଳି ଭୁଲ ଅଭିଯୁକ୍ତ ନିଶାଗ୍ରସ୍ତ ଥିବା ଅବସ୍ଥାରେ କରିଥିବା ବେଳେ ପରେ ସେ ନିଜ ଝିଅକୁ ଭୁଲ ମାଗିଥିଲ। କିନ୍ତୁ ସେତେବେଳକୁ ଆଉ କିଛି ବାକି ନଥିଲା । ଏଭଳି ଘଟଣା ଘଟିବା ପରେ…
ଅଧିକ ଖବର ଦେଖନ୍ତୁ...