Daily Archives

January 11, 2019

ସୁପ୍ରିମକୋର୍ଟ ବିଚାରପତି ଭାବରେ ୨ଜଣ ଜଷ୍ଟିସଙ୍କ ନାଁ କଲେଜିୟମ୍‌ ଦ୍ୱାରା ସୁପାରିଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଜ ଭାବରେ କଲେଜିୟମ ଦ୍ୱାରା ଜଷ୍ଟିିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ସଂଜୀବ ଖନ୍ନାଙ୍କ ନାଁ ସୁପାରିଶ କରାଯାଇଛି। ଜଷ୍ଟିସ ଦିନେଶ ମାହେଶ୍ୱରୀ ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ରୂପେ କାର୍ଯ୍ୟରତ ଅଛନ୍ତି। ସେହିଭଳି ଜଷ୍ଟିସ ଖନ୍ନା ଦିଲ୍ଲୀ ହାଇକୋର୍ଟ…
ଅଧିକ ଖବର ଦେଖନ୍ତୁ...

୩ବର୍ଷ ତଳେ ମା’ଙ୍କଠାରୁ ଟଙ୍କା ନେଇ ବୁଲିବାକୁ ଯାଇଥିଲେ ଏହି ବଲିଉଡ୍‌ ଅଭିନେତା, ଏ ପର୍ଯ୍ୟନ୍ତ ମିଳୁନି ପତ୍ତା

ମୁମ୍ବାଇ: ମୁମ୍ବାଇରେ ଜୀବନ ବଞ୍ଚିବାର ଶୈଳୀ ଏବଂ ବଲିଉଡ୍‌ରେ ସଂଘର୍ଷ କରିବା କେତେ କଷ୍ଟ ତାହା କେବଳ ଭୁକ୍ତ ଭୋଗୀ ହିଁ ଜାଣେ । ଏମିତି ଅନେକ ଉଦାହରଣ ବଲିଉଡ୍‌ରେ ଦେଖିବାକୁ ମିଳିଛି, ଯେଉଁଠି ଅନେକ କଳାକାରଙ୍କୁ ବଲିଉଡ୍‌ରୁ ଉଭାନ ହୋଇ ଯାଇଥିବା ଦେଖା ଯାଇଛି । ବଲିଉଡ୍‌ ଫିଲ୍ମ ଏବଂ…
ଅଧିକ ଖବର ଦେଖନ୍ତୁ...

ଐତିହାସିକ ଧନୁଯାତ୍ରା ଉଦ୍‌ଘାଟିତ, ବରଗଡ଼ରେ ୧୧ ଦିନ ପର୍ଯ୍ୟନ୍ତ ଚାଲିବ କଂସ ରାଜ

ବରଗଡ଼: ବରଗଡ଼ରେ ଶୁକ୍ରବାର ସନ୍ଧ୍ୟାରେ ଐତିହାସିକ ଧନୁଯାତ୍ରା ଉଦ୍‌ଘାଟିତ ହୋଇ ଯାଇଛି। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ସାଂସଦ ପ୍ରଭାସ ସିଂହ, ବିଧାୟକ ଦେବେଶ ଆଚାର୍ଯ୍ୟ ୭୦ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ରାଜ ଅତିଥି ଭାବରେ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ,…
ଅଧିକ ଖବର ଦେଖନ୍ତୁ...

ଫଟୋସପ୍‌ କରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବାଙ୍ଗ୍‌ଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ…

ଢ଼ାକା: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବାଙ୍ଗାଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ନକଲି ଫଟୋ ତିଆରି ଜଣେ ୩୫ବର୍ଷୀୟ ଯୁବକ ଜେଲ ଦଣ୍ଡ ଭୋଗିଛନ୍ତି । ଯୁବକଜଣଙ୍କ ବାଙ୍ଗ୍‌ଲାଦେଶର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ୭ବର୍ଷ ଜେଲ ଦଣ୍ଡ ମିଳିଥିବା ଜଣା ପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରୋଜଗାରର ନୂଆ ସମ୍ଭାବନା ଅନ୍ବେଷଣ କରିପାରନ୍ତି। ଶତ୍ରୁମାନେ କ୍ଷତି କରିବାକୁ ଷଡ଼୍‌ଯନ୍ତ୍ର ରଚିବେ; ହେଲେ କିଛି କରିପାରିବେ ନାହିଁ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ଶ୍ରୀ ଗଣେଶ। ବୃଷ:…
ଅଧିକ ଖବର ଦେଖନ୍ତୁ...

ଭାରତରେ ଭଲଭୋ କାର୍ ବିକ୍ରିରେ ରେକର୍ଡ ୩୦% ବୃଦ୍ଧି

ଚେନ୍ନାଇ : ଭାରତର ଅଗ୍ରଣୀ ବିଳାସପୂର୍ଣ୍ଣ କାର୍ ବ୍ରାଣ୍ଡ, ଭଲଭୋ କାର ଇଣ୍ଡିଆ ୨୦୧୮ରେ ଏହାର ବିକ୍ରିରେ ୩୦% ବୃଦ୍ଧି ଘୋଷଣା କରିଛି। ୨,୯୩୮ଟି ରିଟେଲ୍ ସହିତ ଏହି ବର୍ଷ ଭଲଭୋ କାର୍ ଏହି ବୃଦ୍ଧି ହାସଲ କରିଛି। ଯଦିଓ ବିଳାସପୂର୍ଣ୍ଣ ଗାଡ଼ିଗୁଡ଼ିକର ବଜାର ସାମାନ୍ୟ ଗରମ ରହିଛି, ତଥାପି ଭଲଭୋ…
ଅଧିକ ଖବର ଦେଖନ୍ତୁ...

ନୂଆ ନିୟମ: ଏହି ସବୁ ରେଳବାଇ ଚାକିରି ପାଇଁ ମହିଳା କରିପାରିବେ ନାହିଁ ଆବେଦନ!

ମୁମ୍ବାଇ: ଭାରତୀୟ ରେଳବାଇ ପକ୍ଷରୁ ଏକ ନୂତନ ନିୟମ ଜାରି ହୋବକୁ ଯାଉଛି। ଡିପାର୍ଟମେଣ୍ଟ୍‌ ଅଫ୍‌ ପର୍ସନାଲ ଆଣ୍ଡ୍‌ ଟ୍ରେନିଂ ଅର୍ଜିଂ(ଡିଓପିଟି)କୁ ଭାରତୀୟ ରେଳବାଇ ଲିଖିତ ଆକାରରେ ନିର୍ଦ୍ଦିଷ୍ଟ କେତେକ ଚାକିରି ପାଇଁ କେବଳ ପୁରୁଷମାନଙ୍କୁ ରଖିବା ପାଇଁ ନିବେଦନ କରିଛି। ଯେଉଁ ପଦବୀଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

କାଳିଆ ଯୋଜନା କଲା କିମିଆ! ଗାଁକୁ ଫେରିଲେ ହଜାର ହଜାର ବିଦେଶରେ ରହୁଥିବା ଲୋକ, ପଞ୍ଜାୟତ ଅଫିସ୍‌ ସାମ୍ନାରେ ଲମ୍ବା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା କାଳିଆ ଯୋଜନା ପାଇଁ ଗାଁକୁ ଫେରୁଛନ୍ତି ଲୋକ। ପେଟପାଟଣା ପାଇଁ ଭିଟାମାଟି ଛାଡ଼ି ବାହାରେ ରହୁଥିବା ଓଡ଼ିଆ ଲୋକମାନେ ଏବେ କାଳିଆ ଯୋଜନାରେ ନିଜକୁ ପଂଜିକୃତ କରିବା ପାଇଁ ଗାଁକୁ ଫେରୁଥିବାର ଦେଖିବାକୁ ମୁଳୁଛି। ଜମିବାଡ଼ି ନଥିବା କୃଷି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ ୨୦୧୯ ପାଇଁ ପ୍ରସ୍ତୁତି: ଆଗାମୀ ୩ ସପ୍ତାହ ନିର୍ଦ୍ଧାରଣ କରିବ ଧୋନି, ପନ୍ତ, କୁଲଦୀପ, ଖଲିଲ ଓ ଚହଲଙ୍କ…

ସିଡନୀ: ଭାରତ ଜାନୁଆରୀ ୭ରେ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲା ଏବଂ ଏବେ ଜାନୁଆରି ୧୨ରେ ୨୦୧୯ର ପ୍ରଥମ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି। ସବୁଠାରୁ ଖୁସିର କଥା ଯେ ଏହି ୫ ଦିନରେ ହିଁ ବିଶ୍ୱକପ୍‌ କ୍ରିକେଟ ରଣନୀତି ପାଇଁ କିଛି ପରିବର୍ତ୍ତନ କରାଯାଇଛି,…
ଅଧିକ ଖବର ଦେଖନ୍ତୁ...

ବଜାରରେ ଫିଟବିଟ୍ ଚାର୍ଜ ଥ୍ରୀ

ନୂଆଦିଲ୍ଲୀ: ଏକ ଅଗ୍ରଣୀ ବିଶ୍ୱସ୍ତରୀୟ ୱେରେବୁଲସ ବ୍ରାଣ୍ଡ, ଫିଟବିଟ୍ ପକ୍ଷରୁ ଫିଟବିଟ ଚାର୍ଜ ଥ୍ରୀ ର ଉପଲବ୍ଧିତା ସମ୍ପର୍କରେ ଘୋଷଣା କରାଯାଇଛି। ଯାହାକି ଭାରତରେ ରିଲାଏନ୍ସ ଡ଼ିଜିଟାଲ, କ୍ରୋମା, ହିଲିୟସ୍ ଏବଂ ଅନ୍ୟ ପ୍ରମୁଖ ରିଟେଲ ଷ୍ଟୋର ମାନଙ୍କରେ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ମାତ୍ର…
ଅଧିକ ଖବର ଦେଖନ୍ତୁ...