Daily Archives

January 12, 2019

କନ୍ଧମାଳ: ଦାର୍ଜିଲିଙ୍ଗକୁ ଗଞ୍ଜେଇ ଚାଲାଣ, ୪୦ କିଲେ ଗଞ୍ଜେଇ ସହ ୫ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ପ୍ରଦୂର୍ଭାବ ବଢ଼ିଛି। ଏଠାରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ରକେଟକୁ ଫୁଲବାଣୀ ଟାଉନ ଥାନା ପୁଲିସ ଧରିବାରେ ସକ୍ଷମ ହୋଇଛି। ଖବର ପାଇ ଫୁଲବାଣୀ ସରକାରୀ ମହାବିଦ୍ୟାଳୟ ନିକଟରେ ପୁଲିସ ଛକି ରହିଥିବା ବେଳେ ଫିରିଙ୍ଗିଆ…
ଅଧିକ ଖବର ଦେଖନ୍ତୁ...

ବିମାନ କମ୍ପାନିଙ୍କ ନୂଆବର୍ଷ ଉପହାର! ଶସ୍ତା ହେଲା ଘରୋଇ ଓ ବିଦେଶୀ ଉଡ଼ାଣ, ୮୯୯ରୁ ଭଡ଼ା ଆରମ୍ଭ

ନୂଆଦିଲ୍ଲୀ: ଉଭୟ ଭାରତ ଓ ଭାରତ ବାହାରକୁ ବିମାନରେ ଯାତ୍ରା କରିବା ଏଣିକି ସହଜ ହୋଇପଡ଼ିବ। ନିକଟରେ ଘରୋଇ ଓ ଅନ୍ତର୍ଜାତୀୟ ସମସ୍ତ ବିମାନ ଭଡ଼ା କମ୍‌ କରି ଦିଆଯାଇଛି ବୋଲି ସୂଚନା ରହିଛି। ତେବେ, ଭିନ୍ନ ଭିନ୍ନ ବିମାନରେ ଯାତ୍ରା କରିବା ପାଇଁ ଭିନ୍ନ ଭଡ଼ା ରହିଛି। ଇଣ୍ଡିଗୋ ବିମାନରେ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ସଲମାନ ବିଦା, ପୁଣି ଫେରିବେ ସୈଫ୍‌! ‘ରେସ୍‌-୪’ ରେ ଆସିବେ ଛୋଟେ ନବାବ

ମୁମ୍ବାଇ: ଗତ ବର୍ଷ ସଲମାନ ଖାନଙ୍କ ଅଭିନୀତ ‘ରେସ୍‌-୩’ ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ସେତେଟା ଭଲ ପ୍ରଦର୍ଶନ କରିନଥିଲା। ଫିଲ୍ମର କେତେ ସଂଳାପ ଓ ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହି ଫିଲ୍ମର ପ୍ରମୋସନ ସମୟରେ ସଲମାନ କହିଥିଲେ କି ତାଙ୍କ ଟିମ୍‌ ‘ରେସ୍‌-୪’ ଫିଲ୍ମ ପାଇଁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ସୁନ୍ଦରୀଙ୍କ ବଲିଉଡ୍‌ ପ୍ରବେଶ; ଫର୍‌ହା ଦେଉଛନ୍ତି ବ୍ରେକ୍‌

ମୁମ୍ବାଇ: ଭାରତୀୟ ସୁନ୍ଦରୀ ମାନୁଷୀ ଚିଲର ବିଶ୍ୱ ସୁନ୍ଦରୀ ମୁକୁଟ ଜିତବା ପରେ ବଲିଉଡ୍‌ରେ ପ୍ରବେଶ କରିପାରନ୍ତି ବୋଲି ଅନେକଙ୍କ ଧାରଣ ରହିଥିଲା। ମାତ୍ର ବିଶ୍ୱ ସୁନ୍ଦରୀ ମୁକୁଟ ଜିତିବାର ଦୀର୍ଘ ଦିନ ପର୍ଯ୍ୟନ୍ତ ବି ତାଙ୍କୁ ବଲିଉଡ୍‌ରେ ଦେଖିବାକୁ ପାଇନଥିଲେ ଦର୍ଶକେ। ମାତ୍ର ଏବେ ସୂଚନା…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଉପରେ ଲାଗିଥିବା ବଡ଼ ପରଦାରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା ଅଶାଳୀନ ଦୃଶ୍ୟ

ଏକ ବୃହତ୍‌ ବିଜ୍ଞାପନ ପରଦାରେ ଦେଖିବାକୁ ମିଳିଛି ଏକ ଅଶାଳୀନ ଦୃଶ୍ୟ। ଏହି ଘଟଣାଟି ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଜ୍ଞାପନଟି ହେଉଛି ଏକ ମୋବାଇଲ୍‌ କମ୍ପାନିର। ରାସ୍ତା କଡ଼ରେ ଲାଗିଥିବା ଏକ ବଡ଼ ହୋଡିଂରେ ମୋବାଇଲ୍‌ କମ୍ପାନି ପ୍ରସ୍ତୁତ କରୁଥିବା ବିଜ୍ଞାପନ ଦୀର୍ଘ ସମୟ ପାଇଁ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ସହ କେଉଁ ବିଷୟରେ ବେଶି ଯୁକ୍ତି ହୁଏ ନୀଳନୟନାଙ୍କର?

ମୁମ୍ବାଇ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ଇତି ମଧ୍ୟରେ ୧୨ ବର୍ଷ ହୋଇଗଲାଣି। ୨୦୦୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ପ୍ରେମୀ ଯୁଗଳଙ୍କର ଆରାଧ୍ୟା ନାମରେ ଏକ ଝିଅ ମଧ୍ୟ ଅଛି। ତେବେ, ବଲିଉଡ୍‌ରେ ଏ ଦୁହେଁ ଆଦର୍ଶ ଦମ୍ପତି ବୋଲି କହିଲେ…
ଅଧିକ ଖବର ଦେଖନ୍ତୁ...

ଗୀତ ଜରିଆରେ ପିଲାଙ୍କୁ ସ୍ୱରବର୍ଣ୍ଣ ଶିଖାଉଛନ୍ତି ଶିକ୍ଷକ, ତାଳି ମାରି ସମର୍ଥନ ଜଣାଇଲେ ବିଗ୍‌ ବି

ପାଟ୍‌ନା: ଇଣ୍ଟରନେଟ୍‌ରେ ଆଜିକାଲି ବିଭିନ୍ନ ଧରଣର ମଜାଦାର ଭିଡିଓ ସବୁ ଦେଖିବାକୁ ମିଳୁଛି। କିଛି ଭିଡିଓ ଶିକ୍ଷଣୀୟ ହୋଇଥିବା ବେଳେ ଆଉ କିଛି ମଜାଦାର ମଧ୍ୟ। ମାତ୍ର ଏମିତି ବି ଭିଡିଓ ଅଛି ଯାହା ଶିକ୍ଷଣୀୟ ବି ମଜାଦାର ବି। ବିହାରର ଜଣେ ଶିକ୍ଷକ ଯେଉଁଭଳି ଭାବେ ଛାତ୍ରଛାତ୍ରୀଙ୍କୁ ପାଠ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ସପ୍ତାହରେ ୨ଟି ଫିଲ୍ମ; ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଅପେକ୍ଷା ଆଗରେ ରହିଲା ‘ଉରି: ଦ…

ମୁମ୍ବାଇ: ଏହି ସପ୍ତାହରେ ବଲିଉଡ୍‌ର ୨ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ବିଜୟ ରତ୍ନାକର ଗୁଟ୍ଟେଙ୍କ ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଓ ଆଦିତ୍ୟ ଧରଙ୍କ ‘ଉରି: ଦ ସର୍ଜିକାଲ ଷ୍ଟାଇକ୍‌’। ଏହି ଦୁଇଟି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ରିଲିଜ୍‌ ହେବା ପରେ ବହୁ ଲୋକପ୍ରିୟତା…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: କାଉପଦର ଆଶ୍ରମ ସ୍କୁଲର ୨ ଛାତ୍ର ମୃତ, କାରଣ ଅସ୍ପଷ୍ଟ

ପଟାଙ୍ଗୀ: କୋରାପୁଟ ଜିଲ୍ଲାର ପଟାଙ୍ଗୀ ଥାନା ଅନ୍ତର୍ଗତ କାଉପଦର ଆଶ୍ରମ ସ୍କୁଲର ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ଅପରାହ୍ନରେ ସ୍କୁଲର ୨ ଜଣ ୫ମ ଶ୍ରେଣୀର ଛାତ୍ର- କୁନା ଖୋରା ଓ ସୁଭାଷ ଖୋରା ବିଦ୍ୟାଳୟରୁ ନିକଟସ୍ଥ ଜଙ୍ଗଲକୁ କନ୍ଦା…
ଅଧିକ ଖବର ଦେଖନ୍ତୁ...

ଗତବର୍ଷ ପରି ଏବର୍ଷ ମକର ସଂକ୍ରାନ୍ତିରେ ବି ଲାଲୁଙ୍କ ଘରେ ହେବ ନାହିଁ ଦହି-ଚୁଡ଼ା ଭୋଜି

ପାଟ୍‌ନା: ଦ୍ୱିତୀୟ ଥର ପାଇଁ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରେ ମକର ସଂକ୍ରାନ୍ତିରେ ପାରମ୍ପରିକ ଦହି-ଚୁଡ଼ା ଭୋଜି ହେବ ନାହିଁ। ଆର୍‌ଜେଡି ମୁଖପାତ୍ର ଚିତ୍ତରଞ୍ଜନ ଗଗନ ଏ ସଂପର୍କରେ ସ୍ପଷ୍ଟ କରିଛନ୍ତି। ବିହାରର ସର୍କୁଲାର ରୋଡରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ…
ଅଧିକ ଖବର ଦେଖନ୍ତୁ...