Daily Archives

January 13, 2019

କନ୍ଧମାଳରେ ଲଜ୍ୟା: ସାମ୍ବାଦିକ ସମ୍ମିଳନୀରେ ଏସ୍‌.ପି କହିଲେ ୮ ମାସ ତଳେ ଦୁଷ୍କର୍ମର ଶିକାର ହୋଇଥିଲା ନାବାଳିକା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗ୍ରୀନବାଡ଼ି ଠାରେ ଥିବା ସରକରି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ଏସ.ପି ପ୍ରତୀକ ସିଂ ଶନିବାର ଏକ ସାମ୍ବାଦିକ ସମ୍ବିଳନୀରେ କହିଛନ୍ତି, ୭/୮ ମାସ ପୂର୍ବେ ଗାଁର ଏକ ଚର୍ଚ୍ଚ ନିକଟରେ ଯୁବକ ଜଣକ ତାକୁ ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ରେ ଯୌନ ଶୋଷଣର ଶିକାର ହୋଇ ମଧ୍ୟ ଚୁପ୍‌ ହୋଇ ରହିଛନ୍ତି ସୋନମ କପୁରଙ୍କ ବନ୍ଧୁ, ବାଧକ ସାଜିଛି ୭ଭାଇ-ଭଉଣୀଙ୍କ…

ମୁମ୍ବାଇ: କିଛି ଦିନ ତଳେ #ମି ଠୁ ଅଭିଯାନକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଅନେକ ମହିଳା ଏବଂ ପୁରୁଷ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ଜଣାଇଥିଲେ । ଏହି ଅଭିଯାନର ଶିକାର ବଲିଉଡ୍‌ କଳାକାରମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରର ପୁରୁଷ ମଧ୍ୟ ହୋଇଥିଲେ । କିନ୍ତୁ ଏତେ ସବୁ…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ଗୋଟେ ଅଣ୍ଡା ଖାଇ ମଧୁମେହ ରୋଗ ହେବାର ଆଶଙ୍କା କମ କରନ୍ତୁ, ଜାଣନ୍ତୁ କେମିତି?

ଅଣ୍ଡାକୁ ସୁପରଫୁଡ୍‌ ବୋଲି କୁହାଯାଏ । ଯେଉଁଥିରେ ପ୍ରୋଟିନ୍‌, କ୍ୟାଲ୍‌ସିୟମ୍‌, ଓମେଗା-୩ ଫ୍ୟାଟି ଏସିଡ୍‌, ଭିଟାମିନ୍‌ ଏ ଏବଂ ବି ର ମାତ୍ରା ଭରପୂର ପରିମାଣରେ ରହିଥାଏ । ପ୍ରତିଦିନ ଏହାକୁ ଖଇବା ଦ୍ୱାରା ଶରୀରର ଅଧା ରୋଗ ଭଲ ହୋଇ ଯାଇଥାଏ । ଏହା ସହ ପ୍ରତିଦିନ ଗୋଟେ ଅଣ୍ଡା ଖାଇବା ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ହୋଇପାରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ! ବିଜୁ ଅନୁଗତଙ୍କ କଂଗ୍ରେସ ମୁହାଁ

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ନୂଆ ସମୀକରଣକୁ ନେଇ ଚର୍ଚା ଭିତରେ ଆଜି ମିଳିଛି ନୂଆ ସଙ୍କେତ । ଆଉ ଏହି ସଙ୍କେତ ଦେଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଦାମଙ୍କ ମୁହଁରେ ଶୁଣିବାକୁ ମିଳିଛି କଂଗ୍ରେସର ପ୍ରଶଂସା । ସିଧା ସଧା କହିଛନ୍ତି, କଂଗ୍ରେସରେ ସାମିଲ ହେବାରେ ଅନ୍ୟମାନଙ୍କର କୁଂଠା…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପୀଡ଼ିତାଙ୍କୁ ବୟାନ ଦେବାକୁ ରୋକିଲେ, ନ ମାନିବାରୁ ପିଆଇଲେ ବିଷ

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକାରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଜୋର ଜବରଦସ୍ତ ବିଷ ଦେଇ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାରେ । ଘଟଣାଟି ଗୁରୁବାର ଘଟିଥିବା ବେଳେ ପୀଡ଼ିତା ଟିଉସନ୍‌ ସାରି ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ପୁଲିସ ସୂଚନା ଦେଇଛି । ପୀଡ଼ିତା ପୁଲିସକୁ ଦେଇଥିବା ବୟାନ…
ଅଧିକ ଖବର ଦେଖନ୍ତୁ...

ଅବସର ପରେ କମନ୍‌ୱେଲ୍‌ଥ ଟ୍ରିବ୍ୟୁନାଲ୍‌ ସଭାପତି ପଦ ଗ୍ରହଣ ଲାଗି ଦେଇଥିବା ଅନୁମତି ପ୍ରତ୍ୟାହାର କଲେ ଜଷ୍ଟିସ୍…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏକେ ସିକ୍ରି ଅବସର ପରେ କମନ୍‌ୱେଲ୍‌ଥ ସେକ୍ରେଟେରିଏଟ୍‌ ଆର୍ବିଟ୍ରାଲ ଟ୍ରିବ୍ୟୁନାଲ୍‌ (ସିଏସ୍‌ଏଟି)ର ସଦସ୍ୟ/ସଭାପତି ହେବାପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରବିବାର ଅଗ୍ରହ୍ୟ କରିଦେଇଛନ୍ତି। ପ୍ରଥମେ ଏଥିଲାଗି ସେ ଅନୁମତି…
ଅଧିକ ଖବର ଦେଖନ୍ତୁ...

ଟାଟା ଷ୍ଟିଲ୍‌ ସାହିତ୍ୟ ଉତ୍ସବ ଉଦ୍‌ଯାପିତ: ଗଠନମୂଳକ ବିତର୍କ ଜରିଆରେ କଳାକୁ ଶ୍ରଦ୍ଧାଜଂଳି ପ୍ରଦାନର ପ୍ରତିଶ୍ରୁତି

ଭୁବନେଶ୍ୱର: ‘ସମ୍ବାଦ’ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟୋତ୍ସବର ଚତୁର୍ଥ ସଂସ୍କରଣ ଆଜି ଉଦଯାପିତ ହୋଇଛି ଓ ଏଥି ସହିତ ସାହିତ୍ୟ ଓ ରଚନାତ୍ମକ ସନ୍ଧାନର ତିନିଦିନିଆ ଉତ୍ସବ ପାାଳନ ଶେଷ ହୋଇଛି । ଏହି ଉତ୍ସବ ଅନେକ ସଂପୃକ୍ତି ଭିତ୍ତିକ ଅଧିବେଶନରେ ଭରପୁର ଥିଲା…
ଅଧିକ ଖବର ଦେଖନ୍ତୁ...

ନିଜର ଗୁପ୍ତ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଜରିଆରେ ଅନ୍ୟମାନଙ୍କ ଏହି ଜିନିଷକୁ ନେଇ ଚର୍ଚ୍ଚା କରିଥାନ୍ତି କରୀନା, ନିଜେ…

ମୁମ୍ବାଇ: ପରିବାର ସହ ଛୁଟି କଟାଇ ଏବେ ମୁମ୍ବାଇ ଫେରି ନିଜ କାମରେ ଯୋଗ ଦେଇଛନ୍ତି ଅଭିନେତ୍ରୀ କରୀନା କପୁର ଖାନ୍‌ । ଏବେ ସେ କୌଣସି ଫିଲ୍ମ ପାଇଁ ନୁହେଁ ବରଂ ନିଜର ରେଡ଼ିଓ ସୋ’ ହ୍ଵାଟ୍‌ ଉମେନ୍‌ ଓ୍ଵାଣ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ସୋ’ରେ ସେ ମହିଳାମାନଙ୍କ ଇଚ୍ଛାକୁ ପ୍ରଧାନ୍ୟ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଏଭଳି ସାମ୍ନାକୁ ଆସିଲା ପୂରା ଘଟଣା

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଜଣେ ମହିଳା ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ସ୍ତ୍ରୀ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ତଦନ୍ତ କରି ପୂରା ମାମଲା ବାହାରକୁ ଆଣି ପାରିଛି । ତଦନ୍ତ ପରେ…
ଅଧିକ ଖବର ଦେଖନ୍ତୁ...

ସୋନମଙ୍କ ପରେ ଏବେ ତାଙ୍କ ଭଉଣୀ ରିୟା ନେବେ ସାତ୍‌ ଫେରା,ଏହି କୋଟିପତିଙ୍କୁ କରିବେ ବିବାହ

ମୁମ୍ବାଇ: ବଲିଉଡ୍‌ରେ କିଛି ମାସ ହେବ ବିବାହର ଋତୁ ଆରମ୍ଭ ହୋଇଛି । ୨୦୧୮ରେ ଅନେକ ବଲିଉଡ୍‌ କଳାକାର ନିଜ ନିଜ ପ୍ରେମିକ-ପ୍ରେମିକାଙ୍କୁ ବିବାହ କରି ଦୁଇରୁ ଏକ ହୋଇଥିବା ବେଳେ ୨୦୧୯ରେ ମଧ୍ୟ ଅନେକ କଳାକାର ବିବାହ କରି ପାରନ୍ତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଆଲିଆ-ରଣବୀର ଏବଂ…
ଅଧିକ ଖବର ଦେଖନ୍ତୁ...