Daily Archives

January 13, 2019

ରାହୁଲ-ପାଣ୍ଡ୍ୟାଙ୍କ ପରେ ଏବେ ବିବାଦରେ କୋହଲି, ବ୍ଲାଇଣ୍ଡ ଡେଟ୍‌ରେ ଯାଇଥିବା ବେଳର ଘଟଣା ବିଷୟରେ କହି ଫସିଲେ

ନୂଆଦିଲ୍ଲୀ: କିଛି ଦିନ ତଳେ ଭାରତୀୟ କ୍ରିକେଟ ଦଳର ଦୁଇ ଜଣାଶୁଣା ଖେଳାଳି କେ ଏଲ୍‌ ରାହୁ ଏବଂ ହାର୍ଦ୍ଦିକ୍‌ ପାଣ୍ଡ୍ୟା କଫି ଉଇଥ୍‌ କରଣରେ ପହଞ୍ଚିଥିଲେ । ଏହି ସମୟରେ ହାର୍ଦ୍ଦିକ କରଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହିଳାମାନଙ୍କୁ ସେ କେବଳ ଉପଭୋଗର ସାମଗ୍ରୀ ବୋଲି ଭାବୁଥିବା କହିଥିଲେ ।…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଜିଲ୍ଲା ବ୍ରାହ୍ମଣ ସମାଜର ଦୁଇ ଦିନିଆ ବାର୍ଷିକ ସମ୍ବିଳନୀ ଉଦଯାପିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣ ସମାଜର ଦୁଇ ଦିନିଆ ବାର୍ଷିକ ସମ୍ବିଳନୀ ଶନିବାର ଉଦଯାପିତ ହୋଇ ଯାଇଛି। ଏହି ବାର୍ଷିକ ସମ୍ବିଳନୀ ଶନିବାର ଦିନ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ରାହ୍ମଣ ପରିବାରକୁ ଏକତ୍ରିତ କରିବାସହ ନିଜ ନିଜ ମଧ୍ୟରେ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

‘ସୁପର ଡ୍ୟାନ୍‌ସର-୩’ର ପ୍ରତିଯୋଗୀ ତେଜସ ବର୍ମାଙ୍କ ଆର୍ଥିକ ଅବସ୍ଥା ବିଷୟରେ ଜାଣି ତାଙ୍କ ପଢ଼ା ଖର୍ଚ୍ଚ ଉଠାଇବାର…

ମୁମ୍ବାଇ: ରିୟାଲିଟି ସୋ’ ‘ସୁପର ଡ୍ୟାନ୍‌ସର’ର ସିଜିନ୍‌ ୩ଆରମ୍ଭ ହୋଇ ସାରିଥିବା ବେଳେ ସୋ’ର ଜଣେ ପ୍ରତିଯୋଗୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତିଯୋଗୀ ତେଜସ ବର୍ମାଙ୍କ ଆର୍ଥିକ ସ୍ଥିତି ଭଲ ନଥିବା ଜାଣି ସୋ’ର ଜଜ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତେଜସଙ୍କ ପଢ଼ା ଖର୍ଚ୍ଚ ଉଠାଇବେ ବୋଲି…
ଅଧିକ ଖବର ଦେଖନ୍ତୁ...

ଉତ୍ତର ପ୍ରଦେଶର ସମସ୍ତ ୮୦ ଆସନରେ ଏକାକୀ ଲଢ଼ିବ କଂଗ୍ରେସ: ଗୁଲାମ ନବି ଆଜାଦ

ଲକ୍ଷ୍ନୌ: ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ରୋମାଂଚକ ରାଜନୀତି ଦେଖାଯିବ। ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଶନିବାର ମେଣ୍ଟ କରିବା ପରେ କଂଗ୍ରେସ ଏଠାରେ ଏକ ଘରକିଆ ହୋଇଯାଇଛି। ଫଳରେ କଂଗ୍ରେସ ବାଧ୍ୟ ହୋଇ ଏଠାରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ବରିଷ୍ଠ କଂଗ୍ରେସ ନେତା…
ଅଧିକ ଖବର ଦେଖନ୍ତୁ...

ଏତେ କୋଟି ଟଙ୍କା ନେଇ ବ୍ୟବହାରକାରୀଙ୍କ ଡାଟା ଲିକ୍‌ କରିବାକୁ ଯୋଜନା କରୁଥିଲା ଫେସ୍‌ବୁକ୍‌, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ: କିଛି ମାସ ତଳେ ଫେସ୍‌ବୁକ୍‌ର ମୁଖ୍ୟ ମାର୍କ ଜୁକରବର୍ଗଙ୍କୁ ବ୍ୟବହାରକାରୀଙ୍କ ଡାଟା ଚୋରି କରିବା ନେଇ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା । ପରେ ସେ ନିଜ ଭୁଲ ପାଇଁ କ୍ଷମା ମାଗିବା ସହ ଆଗକୁ ଏପରି ଭୁଲ ହେବ ନାହିଁ ବୋଲି କହିଥିଲେ । କିନ୍ତୁ କିଛି ବର୍ଷ ତଳେ ଫେସ୍‌ବୁକ୍‌…
ଅଧିକ ଖବର ଦେଖନ୍ତୁ...

ହାତ ନୁହେଁ ଶଙ୍ଖ: ୨୪ରେ ବିଜେଡ଼ିରେ ଯୋଗଦେବେ ନବ ଦାସ

ଝାରସୁଗୁଡ଼ା: ବାରମ୍ବାର କନଫ୍ୟୁଜ୍‌ କରୁଛନ୍ତି ନବ। ଗତ ୧୧ ତାରିଖରେ ଭୁବନେଶ୍ବରରେ ୨୦୧୯ ନିର୍ବାଚନରେ ସେ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମକୁ କହିଥିବା ବେଳେ ଆଜି କୋଲାବିରା ବ୍ଲକ ସମାସିଂହାରେ ୨୦୧୯ରେ ହାତ ନୁହେଁ ଶଙ୍ଖରେ ଲଢ଼ିବେ ବୋଲି ଏକ ସଭାରେ କହିବା ପରେ…
ଅଧିକ ଖବର ଦେଖନ୍ତୁ...

ଭାରତରେ ସାମ୍‌ସଙ୍ଗ ଗ୍ୟାଲାକ୍ସି ଏ୭ ଏବଂ ଗ୍ୟାଲାକ୍ସି ଏ୯ର ଦର କମିଲା, ଜାଣନ୍ତୁ ଏବେ କେତେ ରହିଛି ଦାମ୍‌…

ନୂଆଦିଲ୍ଲୀ: ଭାରତରେ ସାମସଙ୍ଗ ଗ୍ୟାଲାକ୍ସି ଏ୭ ଏବଂ ଗ୍ୟାଲାକ୍ସି ଏ୯ର ଦାମ୍‌ କମ ହୋଇଥିବା ଜଣା ପଡ଼ିଛି । ଦାମ୍‌ କମ ହେବାର ଖବର ଆସିବା ପରେ ଲୋକମାନଙ୍କ ମନରେ ଫୋନ କିଣିବାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ୪ଜିବି ର‍୍ୟାମ୍‌ ଏବଂ ୬୪ଜିବି ଷ୍ଟୋରେଜ ଥିବା ଗ୍ୟାଲାକ୍ସି ଏ୭ ଏବେ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡ: ଏନ୍‌କାଉଣ୍ଟର୍‌ରେ ନକ୍ସଲ କମାଣ୍ଡର ନିହତ

ରାଞ୍ଚି: ଝାଡ଼ଖଣ୍ଡର ଡୁମ୍‌କା ଜିଲ୍ଲାରେ ଜଣେ ଟପ୍‌ ନକ୍ସଲ କମାଣ୍ଡର ରବିବାର ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି) ଦ୍ୱାରା ହୋଇଥିବା ଏନ୍‌କାଉଣ୍ଟର୍‌ରେ କମାଣ୍ଡର ସହଦେବ ରାୟ ନିହତ ହୋଇଥିବା ସୂଚନା ରହିଛି। ନକ୍ସଲ କମାଣ୍ଡର ରାୟଙ୍କ ମୁଣ୍ଡରେ ପୁଲିସ୍‌ ପୂର୍ବରୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି…
ଅଧିକ ଖବର ଦେଖନ୍ତୁ...

ଦିନକ ପରେ ବଲାଙ୍ଗୀର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଚାଲିଛି ଜୋରଦାର ପ୍ରସ୍ତୁତି

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୫ରେ ଦିନିକିଆ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ମୋଦି ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହା ପରେ ମୋଦି ଭାରତୀୟ ଜନତା ପାର୍ଟିର ବିଶାଳ ସମାବେଶରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବେ।…
ଅଧିକ ଖବର ଦେଖନ୍ତୁ...