Daily Archives

January 15, 2019

ଆଡିଲେଡ ଦିନିକିଆରେ ଟିମ୍‌ ଇଣ୍ଡିଆର ୫ ହିରୋ ଏମାନେ

ଆଡିଲେଡ଼: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ଶୃଙ୍ଖଳାର ୨ୟ ମ୍ୟାଚରେ ଟିମ୍‌ ଇଣ୍ଡିଆ ମଙ୍ଗଳବାର ୬ ଓ୍ଵିକେଟରେ ପରାସ୍ତ କରି ପୁଣି ଥରେ ଫର୍ମକୁ ଫେରିଛି। ଦିନିକିଆ ଶୃଙ୍ଖଳା ୧-୧ରେ ପହଂଚିଥିବା ବେଳେ ଉଭୟ ଦେଶ ମଧ୍ୟରେ ଜାନୁଆରି ୧୮ରେ ମେଲବର୍ଣ୍ଣରେ ନିର୍ଣ୍ଣାୟକ ମୁକାବିଲା ହେବ। ଟିମ୍‌…
ଅଧିକ ଖବର ଦେଖନ୍ତୁ...

ସାବରିମାଲା  ପ୍ରସଙ୍ଗରେ କେରଳ ସରକାରଙ୍କୁ ସମାଲୋଚନା କଲେ ମୋଦି 

କୋଚି : ସାବରିମାଲା ମାମଲାରେ କେରଳ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କେରଳରେ କୋଲ୍ଲାମ ବାଇପାସ ପ୍ରକଳ୍ପର ଉଦଘାଟନ ଅବସରରେ ସେ କହିଛନ୍ତି ଯେ ସାବରିମାଲା ମାମଲାକୁ କେରଳର ବାମପନ୍ଥୀ ସରକାର ଯେଭଳିଭାବେ  ପରିଚାଳନା କଲେ ତାହା ବେଶ ଲଜ୍ଜାଜନକ । …
ଅଧିକ ଖବର ଦେଖନ୍ତୁ...

୭ଟି ଭୁଲ ଖାଦ୍ୟ, ଯାହା ଆପଣଙ୍କ ରାତିର ନିଦକୁ କରିଥାଏ ଖରାପ

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ହେବା ନିହାତି ଆବଶ୍ୟକ । ଠିକ୍‌ ଭାବରେ ନ ଶୋଇବା ଦ୍ୱାରା ଶରୀରରେ ଅନେକ ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଆଖି ତଳ କଳା ପଡ଼ିଯିବା, ରକ୍ତଚାପ ବଢ଼ିବା, ଅବସାଦ ହେବା ଭଳି ସମସ୍ୟା ଦେଖା ଯାଇଥାଏ । ପ୍ରତିଦିନ ୭-୮ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ । କିନ୍ତୁ କିଛି ଲୋକ…
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ସହ ଅବୈଧ ସଂପର୍କ ଥିବା ଜାଣି ରାଗରେ ପ୍ରଥମେ ଶିକ୍ଷକଙ୍କୁ ହତ୍ୟା କଲା, ପରେ ବାଇକ୍‌ରେ ଘୋଷାଡ଼ି ନେଇ ମଶାଣିରେ…

ଜିନ୍ଦ(ହରିୟାଣା): ହରିୟାଣାର ଜିନ୍ଦରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ମା’ଙ୍କ ସହ ନିଜର ଶିକ୍ଷକଙ୍କର ଅବୈଧ ସଂପର୍କ ଥିବା ଜାଣି ଅଭିଯୁକ୍ତ ପୁଅ ଯାହା କରିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିଯୁକ୍ତ ପ୍ରଥମେ ନିଜ ଶିକ୍ଷକଙ୍କ ଗଳା ଚିପି ହତ୍ୟା କରିଥିବା ବେଳେ ପରେ ନିଜ…
ଅଧିକ ଖବର ଦେଖନ୍ତୁ...

ନାବାଳକକୁ ଅପହରଣ ଅଭିଯୋଗରେ ମାମୁ ଅଟକ

ବ୍ରହ୍ମପୁର: ଗୋଷଣୀନୂଆଗାଁ ଥାନା ଅଞ୍ଚଳରେ ଭଣଜାକୁ ଅପହରଣ କରିଥିବା ଅଭିଯୋଗରେ ପୁଲିସ ମଙ୍ଗଳବାର ମାମୁକୁ ଅଟକ ରଖିଛି । ନ‌ାବାଳକର ମା’ ଗତ ୧୨ ତାରିଖରେ ଅପହରଣ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ସମ୍ପର୍କୀୟ ମାମୁ ଦେବାଶିଷ ଭଣଜାକୁ ସ୍କୁଲରେ ଛଡିବ‌ା ବାହାନାରେ ଅପହରଣ କରିଥିବା ମା…
ଅଧିକ ଖବର ଦେଖନ୍ତୁ...

ମନର କଥା କହି ଭାବୁକ ହେଲେ ରେଖା, କହିଲେ;ଯଦି ମୋର କେହି ଝିଅ ଥାନ୍ତେ, ଏହି ଅଭିନେତ୍ରୀଙ୍କ ଭଳି ହୋଇଥାନ୍ତେ…

ମୁମ୍ବାଇ: ବଲିଉଡ୍‌ର ଏଭରଗ୍ରୀନ୍‌ ହିରୋଇନ୍‌ କୁହାଯାଉଥିବା ଭାନୁରେଖା ଗଣେଶନ ଓରଫ ରେଖାଙ୍କୁ ଏକ ଇଭେଣ୍ଟରେ ଭାବୁକ ହେବାର ଦେଖା ଯାଇଥିଲା । ରେଖା ନିଜ ଅଭିନୟ ସହ ନିଜର ଏଭରଗ୍ରୀନ୍‌ ଲୁକ୍‌କୁ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହି ଆସିଥାନ୍ତି । ବଲିଉଡ୍‌ର ବିଗ୍‌ ବିଙ୍କୁ ପ୍ରେମ, ବିବାହ ନ କରି…
ଅଧିକ ଖବର ଦେଖନ୍ତୁ...

କଟକ: ବନ୍ଧୁକ ଦେଖାଇ ମେଡିସିନ୍‌ ଦେକାନରୁ ଲୁଟ ଅଭିଯୋଗ

କଟକ: ବନ୍ଧୁକ ମୁନ୍‌ରେ ମଙ୍ଗଳବାର ମାହାଙ୍ଗା ଅଂଚଳର ଏକ ମେଡିସିନ୍‌ ଦେକାନରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ କଟକ ଜିଲ୍ଲାର ଭଦ୍ରେଶ୍ୱର ଫାଣ୍ଡି ନିକଟରେ ଥିବା ଏକ ମେଡିସିନ ଦେକାନକୁ ୪ ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସିଥିଲେ। ଦୋକାନ ମାଲିକ ବସିଥିବା ବେଳେ ସେମାନେ…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ପୁଲିସର ଅସଲ ମୁଖା: ଦଳିତ ଯୁବକଙ୍କୁ ଗୁଳି କରିବା ପରେ ବାପାକୁ କହିଥିଲେ; କୌଣସି ମୁସ୍‌ଲିମ୍‌ର ନାଁ…

ନୂଆଦିଲ୍ଲୀ: ଏପ୍ରିଲ ୨, ୨୦୧୮ରେ ଭାରତ ବନ୍ଦ ସମୟରେ ମୃତ୍ୟୁବରଣ କରିଥିବା ଦଳିତଙ୍କ ସ୍ମୃତିରେ ରବିବାର ରାମଲୀଲା ମଇଦାନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୃତକ ଏବଂ ଆହତ ହୋଇଥିବା ଲୋକମାନଙ୍କ ପରିବାର ଲୋକଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ରିତିକ୍‌-କଙ୍ଗନା ବିବାଦ: ଲିଭି ଯାଉଥିବା ନିଆଁକୁ ଧୂଆଁ ଦେଲେ କଙ୍ଗନା, ରାକେଶ ରୋଶନଙ୍କୁ ପଚାରିଲେ ଏହି ପ୍ରଶ୍ନ…

ମୁମ୍ବାଇ: କଙ୍ଗନା ଏବେ ନିଜର ଆଗାମୀ ଫିଲ୍ମ ମଣିକର୍ଣ୍ଣିକାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମର ଟ୍ରେଲର ଏବଂ ରିଲିଜ୍‌ ହୋଇ ସାରିଥିବା ଗୀତରେ ତାଙ୍କ ଦମ୍‌ଦାର ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଥିବା ଦେଖା ଯାଇଛି । ଫିଲ୍ମରେ ତାଙ୍କ ଚରିତ୍ରକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଫିଲ୍ମଟି…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ସଂପର୍କରେ ସଚେତନ କରିବ ‘ଭୋଟର ଫୋରମ’

ନୂଆଦିଲ୍ଲୀ : ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସଚେତନତା ପାଇଁ ମନ୍ତ୍ରଣାଳୟ, ସରକାରୀ ବିଭାଗ, ବେସରକାରୀ ବିଭାଗ ତଥା ଅନ୍ୟ ଅନୁଷ୍ଠାନମାନଙ୍କରେ ମତଦାତା ସଚେତନତା ଫୋରମ ଗଠନ ହେବ । ନିର୍ବାଚନ କମିଶନ, ଭାରତଙ୍କ ପକ୍ଷରୁ ୧୬ ଜାନୁଆରୀ, ୨୦୧୯ ରେ ପ୍ରବାସୀ ଭାରତୀୟ କେନ୍ଦ୍ର, ନୂଆଦିଲ୍ଲୀଠାରେ…
ଅଧିକ ଖବର ଦେଖନ୍ତୁ...