Daily Archives

January 16, 2019

ନବରଙ୍ଗପୁର: ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ମଇଦଲପୁର ନିକଟରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଲଖେଇ ଜାନୀ(୬୦) ଗୁରୁତର ଭାବେ ଆହତ ହୋଇଛନ୍ତି। ପାପଡାହାଣ୍ଡି ବ୍ଲକର ମାଝୀଗୁଡା ପଞ୍ଚାୟତର ଖଡକାପଦର ଗ୍ରାମର ଲଖେଇ ଜାନୀ ସବୁ ବେଳ ଭଳି ସକାଳୁ କୁଲା, ଚାଙ୍ଗୁଡି ଓ ଚଣା ଧରି ମଇଦଲପୁର ହାଟକୁ ବିକ୍ରୀ କରିବା…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଚାରି ଦିନରେ ୪ଟି ଲଜ୍ଜାଜନକ ଘଟଣା

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ଯାହା ଜିଲ୍ଲାର ଆଇନ ଶୃଙ୍ଖଳାକୁ ଆଂଗୁଠି ନିର୍ଦ୍ଦେଶ କରୁଛି। ଏଠାରେ ମହିଳା ଓ ଶିଶୁ ସୁରକ୍ଷିତ ନୁହନ୍ତି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛି। ଏଣୁ ସରକାର ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ କଡା ଆଇନ ଆଣନ୍ତୁ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ହସି ହସି କଥା ହେଉଥିବାରୁ ରାଗରେ ପରିବା ବିକାଳିକୁ ହତ୍ୟା କଲା ସ୍ୱାମୀ

ଜୟପୁର : ରାଜସ୍ଥାନର ରାଜମସନ୍ଦ ଜିଲ୍ଲାରେ ଏକ ଅଜବ ଘଟଣା ଘଟିଛି । ସ୍ତ୍ରୀ ପରିବା ବିକାଳି ସହ ହସି ହସି କଥା ହେଉଥିବାରୁ ସ୍ୱାମୀ ପରିବା ବିକାଳିକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା…
ଅଧିକ ଖବର ଦେଖନ୍ତୁ...

ଘରେ ଖାଲି ବସି ଅବସାଦଗ୍ରସ୍ତ ହୋଇ ଯାଇଥିଲେ କପିଲ, ଏବେ ତାଙ୍କ ସମୟ ଶେଷ ବୋଲି କହୁଥିବା ଲୋକଙ୍କୁ କଡ଼ା ଜବାବ ଦେଲା…

ମୁମ୍ବାଇ : କିଛି ମାସର ବ୍ୟବଧାନ ପରେ ଏବେ ଦୁଇ ସପ୍ତାହ ହେଲା ନିଜ କମେଡି ସୋ’କୁ ନେଇ ଫେରିଛନ୍ତି ହାସ୍ୟ ଅଭିନେତା କପିଲା ଶର୍ମା । ସୋ’ ବନ୍ଦ ହେବା ପରେ କପିଲ ପରଦାଠାରୁ ନିଜକୁ ଦୂରେଇ ରଖିବା ସହ ଚିନ୍ତାଗ୍ରସ୍ତ ହୋଇ ପଡ଼ିଥିଲେ । କିନ୍ତୁ ଏକ ବର୍ଷର ବ୍ୟବଧାନ ପରେ ସେ ପୁଣି ଦ କପିଲ ଶର୍ମା…
ଅଧିକ ଖବର ଦେଖନ୍ତୁ...

ବିବାଦୀୟ ମନ୍ତବ୍ୟ ନେଇ କଡ଼ା ବିରୋଧ ହେବା ପରେ ଏବେ ଘରୁ ନ ବାହାରିବା ସହ ଫୋନ ଉଠାଉ ନାହାନ୍ତି ପାଣ୍ଡ୍ୟା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍‌.ରାହୁଲଙ୍କ ପାଇଁ ଚାଟ୍‌ ସୋ’କଫି ଉଇଥ୍‌ କରଣକୁ ଯିବା ମହଙ୍ଗା ପଡ଼ିଛି । ଦୁହେଁ ଏବେ ସୋ’କୁ ଯିବା ତାଙ୍କ ଜୀବନର ବଡ଼ ଭୁଲ ବୋଲି ଭାବୁଥିବା ବେଳେ ସେମାନେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଜାରି ରହିଛି । ଦୁହିଁଙ୍କୁ ଏବେ…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ଏହି ୩ଟି କାମ ଆଉ କେବେ କରି ପାରିବେ ନାହିଁ ରଣବୀର, ଦୀପିକା ଲଗାଇଲେ ପ୍ରତିବନ୍ଧକ

ମୁମ୍ବାଇ : ୨୦୧୮ର ସବୁଠାରୁ ଚର୍ଚ୍ଚିତ ବିବାହ ଥିଲା ଦୀପ୍‌-ବୀରଙ୍କ ବିବାହ । ଇଟାଲୀର ଲେକ୍‌ କୋମୋରେ ଦୁହେଁ ବିବାହ କରିଥିବା ବେଳେ ଭାରତ ଫେରି ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ବିବାହ ଭୋଜି ରଖିଥିଲେ । ବିବାହ ପରେ ଏବେ ଦୁହେଁ ନିଜ ନିଜ କାମରେ ବ୍ୟସ୍ତ ଥିବା ବେଳେ ଦୁହିଁଙ୍କୁ ନେଇ ପୁଣି…
ଅଧିକ ଖବର ଦେଖନ୍ତୁ...

ବିହାରରେ ଘଟିଲା ଅମାନୁଷିକ ଘଟଣା! ଗର୍ଭବତୀ ଛେଳି ହେଲା ମଦ୍ୟପ ଦ୍ୱାରା ଦୁଷ୍କର୍ମର ଶିକାର

ପାଟନା : ମଣିଷ ତ ମଣିଷ,ଏବେ ପଶୁମାନେ ମଧ୍ୟ ସୁରକ୍ଷିତ ନାହାନ୍ତି । ୫ ମାସର ଶିଶୁଠାରୁ ଆରମ୍ଭ କରି ୮୦ବର୍ଷର ବୃଦ୍ଧା ମଧ୍ୟ ସୁରକ୍ଷିତ ନ ଥିବା ବେଳେ ଏବେ ଏକ ଛେଳି ଦୁଷ୍କର୍ମର ଶିକାର ହେବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବିହାରର ରାଜଧାନୀ ପଟନାରେ ଗର୍ଭବତୀ ଛେଳି ଦୁଷ୍କର୍ମର ଶିକାର…
ଅଧିକ ଖବର ଦେଖନ୍ତୁ...

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅସୁସ୍ଥ, ଏମସ୍‌ରେ ଭର୍ତ୍ତି, ଓଡ଼ିଶା ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅସୁସ୍ଥ ହୋଇଥିବା ବୁଧବାର ରାତିରେ ଜଣାପଡ଼ିଛି। ସୂଚନା ଅନୁସାରେ ଶାହ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ଯୋଗୁଁ ଅସୁସ୍ଥ ଦେଖାଯିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମସ୍‌)ରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ସୋନାଲିଙ୍କ ପରେ ଏବେ ତାହିରା: କର୍କଟ ରୋଗ ପାଇଁ ଲଣ୍ଡା ହେଲେ, ସେୟାର କଲେ ଫଟୋ

ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ କର୍କଟ ରୋଗର ଶିକାର ହେବାର ଖବର ଆସିଥିଲା । ତାହିରା ନିଜ ଇନ୍‌ଷ୍ଟା ଆକାଉଣ୍ଟକୁ ଯାଇ ଏ ନେଇ ସମସ୍ତଙ୍କୁ ଜଣାଇଥିଲେ । ଏହା ସହ କେମୋ ଥେରାପିର କଷ୍ଟ ବିଷୟରେ ମଧ୍ୟ କହିଥିଳେ । ଏହାକୁ ନେଇ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...