Daily Archives

January 17, 2019

ପାଣ୍ଡ୍ୟା-ରାହୁଲଙ୍କୁ ନେଇ ଗାଙ୍ଗୁଲି କହିଲେ- ଆମେ ମେସିନ ନୋହୁଁ ଯେ, ସବୁବେଳେ ପରଫେକ୍ଟ ରହିବା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିବାଦରେ ଫସିଥିବା କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌. ରାହୁଲଙ୍କୁ ବଂଚାଇବା ପାଇଁ ଉଦ୍ୟମ କରିଛନ୍ତି। ଗାଙ୍ଗୁଲି ପାଣ୍ଡ୍ୟା ଏବଂ ରାହୁଲଙ୍କ ମହିଳା ବିରୋଧୀ ଟିପ୍ପଣୀ ସନ୍ଦର୍ଭରେ କହିଛନ୍ତି, ଆମକୁ ଆଗକୁ…
ଅଧିକ ଖବର ଦେଖନ୍ତୁ...

୧୦ବର୍ଷ ପରେ ରୋମିଓକୁ ମିଳିଲା ଜୁଲିଏଟ୍‌ ! ଭାଲେଣ୍ଟାଇନ୍‌ ଡେ’ରେ ହେବ ଦୁହିଁଙ୍କ ପ୍ରଥମ ଡେଟ୍‌

ଓ୍ଵାଶିଂଟନ୍‌ : ଏକାକୀ ରହୁଥିବା ରୋମିଓ ନାମକ ବେଙ୍ଗକୁ ତା’ର ଜୁଲିଏଟ୍‌ ମିଳି ଯାଇଥିବା ଜଣାପଡ଼ିଛି। ୧୦ବର୍ଷ ଏକା ରହିବା ପରେ ଏବେ ରୋମିଓକୁ ନିଜ ଜୁଲିଏଟ୍‌ ମିଳି ସାରିଥିବା ସହ ଦୁହେଁ ଭାଲେଣ୍ଟାଇନ୍‌ ଡେ’ରେ ଡେଟ୍‌ରେ ଯିବେ ବୋଲି ଜଣାପଡ଼ିଛି । ରୋମିଓ ବୋଲିଭିଆରେ ଥିବା ଅଲ୍‌କେଡ୍‌…
ଅଧିକ ଖବର ଦେଖନ୍ତୁ...

୩ ଖାନ୍‌ଙ୍କ ସହ କାମ ନ କରିବାର ନିଷ୍ପତ୍ତିି ନେଇଥିବା କଙ୍ଗନାଙ୍କର ହେଲା ମନ ପରିବର୍ତ୍ତନ,ଏହି ଖାନ୍‌ଙ୍କ ସହ କରିବାକୁ…

ମୁମ୍ବାଇ : କିଛି ମାସ ତଳେ କଫି ଉଇଥ୍‌ କରଣରେ ଯୋଗ ଦେଇ ବଲିଉଡ୍‌ରେ ୩ ଖାନ୍‌ ଶାହାରୁଖ୍‌ ,ସଲମାନ ଏବଂ ଆମୀର ଖାନ୍‌ଙ୍କ ସହ ସେ କାମ କରିବାକୁ ଚାହୁଁ ନ ଥିବା କହିଥିଲେ କଙ୍ଗନା ରାନାଓ୍ଵତ୍‌ । ୩ ଖାନ୍‌ଙ୍କ ସହ କାମ କଲେ ତାଙ୍କୁ କୌଣସି ଲାଭ ମିଳିବ ନାହିଁ ଓ ସେ କେବେ ହେଲେ ଏମାନଙ୍କ ସହ କାମ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ବହିରେ ଦିଆ ଯାଇଥିଲା ଯୁବତୀଙ୍କ ଶରୀରର ଅଙ୍ଗକୁ ସୁରକ୍ଷା ଦେବାର ଉପଦେଶ, ବିରୋଧ ପରେ ବହି ବଦଳାଇବାକୁ ଦିଆଗଲା…

ନୂଆଦିଲ୍ଲୀ : ମାଲେସିଆରେ ଥିବା ଏକ ସ୍କୁଲରେ ପିଲାମାନଙ୍କୁ ପଢ଼ା ଯାଉଥିବା ବହିକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି । ବହିରେ ଯୁବତୀମାନେ ନିଜ ଶରୀରର ଅଙ୍ଗର ସୁରକ୍ଷା କିପରି କରିବେ ସେ ନେଇ ଲେଖାଥିବା ବେଳେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଛି । ପରିସ୍ଥିତି ବିଗିଡ଼ିବାରୁ ମାଲେସିଆ ସରକାର…
ଅଧିକ ଖବର ଦେଖନ୍ତୁ...

ଫଟୋ ସେୟାର କରି ନିଜ ଦୁଃଖ ବଖାଣିଲେ ନୀତୁ ସିଂହ, ବିବାହର ୩୮ବର୍ଷ ପରେ ସ୍ୱାମୀ-ସ୍ତ୍ରୀର ସଂପର୍କ ଏଭଳି ହୋଇଯାଏ ବୋଲି…

ମୁମ୍ବାଇ : ଅଭିନେତ୍ରୀ ନୀତୁ ସିଂହ ଏବଂ ଅଭିନେତା ଋଷି କପୁର ବଲିଉଡ୍‌ର ଏଭରଗ୍ରିନ୍‌ ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ । ଜୀବନର ସବୁ ଦୁଃଖସୁଖରେ ଦୁହେଁ ପରସ୍ପରର ସାଥୀରେ ଥିବା ବେଳେ ଏବେ ଦୁହେଁ ଆମେରିକାରେ ଥିବା ଜଣାପଡ଼ିଛି । ଋଷି କପୁରଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ିବା ପରେ ସେ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ପେଟରେ ଯନ୍ତ୍ରଣା ହେବା ସହ ମାସିକ ଧର୍ମ ହେଲା, ନିଜ ବନ୍ଧୁଙ୍କ ଏପରି ଅବସ୍ଥା ଦେଖି…

ନୂଆଦିଲ୍ଲୀ : ଏବେ ସୋସିଆଲ ଭିଡିଆରେ ଭାରତୀୟ ରେଳବାଇ କରିଥିବା କାମକୁ ନେଇ ଖୁବ୍‌ ପ୍ରଶଂସା କରାଯାଉଛି । ଠିକ୍‌ ସମୟରେ କରିଥିବା ଏକ ଟୁଇଟ୍‌ ପାଇଁ ଭାରତୀୟ ରେଳବାଇ ଏବେ ଚର୍ଚ୍ଚାରେ । ଜାନୁଆରି ୧୩ରେ ଜଣେ ଯୁବକ ନିଜ ମହିଳା ବନ୍ଧୁଙ୍କ ସହ ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ହଠାତ୍‌…
ଅଧିକ ଖବର ଦେଖନ୍ତୁ...

ମୋର ଏହି ଫିଲ୍ମ ଅସଫଳ ହେଲେ ମୁଁ ତୁମକୁ ବିବାହ କରିବି, ଅକ୍ଷୟଙ୍କ ପାଖରେ ଏଭଳି ସର୍ତ୍ତ ରଖିଥିଲେ ଟ୍ଵିଙ୍କିଲ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଟ୍ଵିଙ୍କିଲ ଖାନ୍ନା ଏବଂ ଅଭିନେତା ଅକ୍ଷୟ କୁମାର ୨୦୦୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବ୍ୟକ୍ତିଗତ ଏବଂ ପେସାଦାର ଜୀବନରେ ଅନେକ ଝଡ଼ ଆସିଥିଲେ ମଧ୍ୟ ଦୁହେଁ ୧୮ବର୍ଷ ହେଲାଣି ନିଜ ବନ୍ଧନକୁ ଦୃଢ଼ ଏବଂ ନିବିଡ଼ କରି ରଖିଛନ୍ତି । ସବୁ ସୁଖଦୁଃଖରେ…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ ଥଣ୍ଡା ହେବା ପରେ ମା’କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇ ଚାଲିଗଲା ପୁଅ, ୬ଦିନ ବିତିଯିବା ପରେ ମଧ୍ୟ କେହି…

ନୋଏଡା : ନୋଏଡାରେ କୈଳାସ ହସ୍ପିଟାଲରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଠାରେ ଜଣେ ଯୁବକ ନିଜ ୮୭ବର୍ଷୀୟ ମା’ଙ୍କୁ ଆଣି ଭର୍ତ୍ତି କରାଇଲା ସତ, କିନ୍ତୁ ନେବା ପାଇଁ ଆସିଲା ନାହିଁ । ୬ ଦିନ ପର୍ଯ୍ୟନ୍ତ ବୃଦ୍ଧା ନିଜ ପୁଅର ବାଟକୁ ଅନାଇ ବସିଥିଲେ ମଧ୍ୟ ତାଙ୍କୁ ଦେଖିବା…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା ନିପାଣିଆ ଡଙ୍ଗାବୁଡ଼ି ଘଟଣା: ପିଏମଓରୁ ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ନିପାଣିଆ ଠାରେ ଚଳିତ ମାସ ୨ ତାରିଖରେ ଡଙ୍ଗାବୁଡ଼ି ଘଟଣାରେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଇଣ୍ଟରନେଟରୁ ‘ଉରୀ’ ଫିଲ୍ମ ଡାଉନ୍‌ଲୋଡ୍‌ କରୁଥିବା ବେଳେ ଡାଉନ୍‌ଲୋଡ୍‌ ହେଲା ଏଭଳି ଭିଡିଓ, ଆଶ୍ଚର୍ଯ୍ୟ ହେଲେ ଯୁବକ

ମୁମ୍ବାଇ : ଜାନୁଆରୀ ୧୧ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଉରୀ-ଦ ସର୍ଜିକାଲ ଷ୍ଟ୍ରାଇକ୍‌’ । ଏହି ଫିଲ୍ମ ସହ ଅନୁପମ ଖେର୍‌ଙ୍କ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ରିଲିଜ ହୋଇଥିବା ବେଳେ ଫିଲ୍ମଟି ଭଲ ବ୍ୟବସାୟ କରି ପାରି ନ ଥିଲା । ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’କୁ ପଛରେ ପକାଇ…
ଅଧିକ ଖବର ଦେଖନ୍ତୁ...