Daily Archives

January 18, 2019

କୋରାପୁଟ: କୁଟିଙ୍ଗା ଗ୍ରାମପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁଟିଙ୍ଗା ଗ୍ରାମପଞ୍ଚାୟତରେ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ସରପଞ୍ଚ ନିରୁପମା ୱାଡେକାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା…
ଅଧିକ ଖବର ଦେଖନ୍ତୁ...

ନଡ଼ିଆ ଷଢ଼େଇ ପରେ ଏବେ ଅନ୍‌ଲାଇନ୍‌ ବିକ୍ରି ହେଲା ପ୍ଲାଷ୍ଟିକ୍‌ ବୋତଲରେ ତିଆରି ଚପଲ, ଦାମ୍‌ ରହିଛି ୧,୪୦୦ ଟଙ୍କା

ନୂଆଦିଲ୍ଲୀ : କିଛି ଦିନ ତଳେ ଆମାଜନ୍‌ରେ ନଡ଼ିଆ ଷଢ଼େଇ ବିକ୍ରି ହେବାକୁ ନେଇ ଚର୍ଚ୍ଚା ହୋଇଥିଲା। ଭାରତରେ ନଡ଼ିଆ ଖାଇବା ପରେ ତା’ର ଷଢ଼େଇକୁ ଫିଙ୍ଗି ଦେଉଥିବା ବେଳେ କିଛି ଲୋକ ଏହାକୁ ଅନ୍‌ଲାଇନ୍‌ ୧,୪୦୦ଟଙ୍କାରେ ବିକ୍ରି କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଷଢ଼େଇର ଦାମ୍‌ ୩ ହଜାର…
ଅଧିକ ଖବର ଦେଖନ୍ତୁ...

ବାସ୍‌ ୨ଟି ଗୁଜୁରାତି! କମିଯିବ ପେଟ, ଦୂର ହେବ ନିଦ୍ରାହୀନତା ଓ ଆହୁରି ଅନେକ ସମସ୍ୟା

ଆମ ଦେଶରେ ପ୍ରତି ରୋଷଇ ଘରେ ଗୁଜୁରାତିର ବ୍ୟବହାର କରାଯାଇଥାଏ । ଖାଇବାର ସ୍ୱାଦ ବଢ଼ାଇବା ସହ ଅନେକ ଶାରୀରିକ ସମସ୍ୟା ଦୂର କରିଥାଏ ଗୁଜୁରାତି । କିଛି ଲୋକ ଗୁଜୁରାତିକୁ ମାଉଥ୍‌ ଫ୍ରେସ୍‌ନର ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି? ଗୁଜୁରାତି ଖାଇ ଉଷୁମ ପାଣି ପିଇବା…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାର ଅଶ୍ଲୀଳ ଫଟୋ ଭାଇରାଲ କରିବାର ଧମକ ଦେଇ ଗିରଫ ହେଲେ ପ୍ରେମିକ, ବିବାହ ଭାଙ୍ଗିବାର ଥିଲା ଉଦ୍ଦେଶ୍ୟ

ନୋଏଡା : ଜଣେ ଯୁବକ ନିଜ ପ୍ରେମିକାର ଅଶ୍ଲୀଳ ଫଟୋ ଭାଇରାଲ କରିବାର ଧମକ ଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଯୁବକଙ୍କୁ ଏଭଳି ଧମକ ଦେବା ଭାରୀ ପଡ଼ିଥିବା ବେଳେ ପୁଲିସ ଏବେ ଯୁବକଙ୍କୁ ଗିରଫ କରି ପଚରାଉଚରା ଆରମ୍ଭ କରିିଛି । ସୂଚନା ମୁତାବକ, ପୀଡ଼ିତାଙ୍କ ଘର ପାଖରେ ରହୁଥିଲେ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ବିଦ୍ୟୁତ କାଟ୍‌କୁ ନେଇ ରାସ୍ତାରୋକ, ଅଟକିଲା ଶତାଧିକ ଯାନବାହନ

ନୂଆପଡ଼ା: ବିଦ୍ୟୁତ କାଟକୁ ବିରୋଧ କରି ନୂଆପଡ଼ା ଜିଲ୍ଲାର କୋମନା ଠାରେ ସ୍ଥାନୀୟ ଲୋକେ ଶୁକ୍ରବାର ସନ୍ଧ୍ୟାରେ ଛତିଶଗଡ଼ର ରାୟପୁର ଠାରୁ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଯାଇଥିବା ଜାତୀୟ ରାଜପଥ ୩୫୩ ନମ୍ବରକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି।…
ଅଧିକ ଖବର ଦେଖନ୍ତୁ...

କେବଳ ପାଣ୍ଡ୍ୟା ନୁହଁନ୍ତି, ‘କଫି ଉଇଥ୍‌ କରଣ’ରେ ଏହି ସେଲିବ୍ରେଟିମାନେ ବି ଦେଇଥିଲେ ନାପସନ୍ଦ ମନ୍ତବ୍ୟ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହର ଏବେ ନିଜର ଚାଟ୍‌ ସୋ’ ‘କଫି ଉଇଥ୍‌ କରଣ ସିଜିନ୍‌-୬’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ସୋ’କୁ ଭାରତୀୟ କ୍ରିକେଟ ଦଳର ଦୁଇ ଜଣାଶୁଣା ଖେଳାଳୀ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏବଂ କେ.ଏଲ୍‌ ରାହୁଲ ଯୋଗ ଦେଇଥିବା ବେଳେ ଦୁହେଁ ନିଜର ବୟାନ ପାଇଁ…
ଅଧିକ ଖବର ଦେଖନ୍ତୁ...

ଡାନିଶ ସ୍ପର୍ମ ବ୍ୟାଙ୍କର ନୂଆ ଅଫର : ସୁନ୍ଦର ଶିଶୁ ପାଇଁ ଦମ୍ପତିମାନଙ୍କୁ ପ୍ରଥମେ ସ୍ପର୍ମ ଡୋନରଙ୍କ ଫଟୋ ଦେଖାଇବ…

ନୂଆଦିଲ୍ଲୀ : ଦୁନିଆରେ ଏମିତି ଅନେକ ଦମ୍ପତି ଅଛନ୍ତି ଯେଉଁମାନଙ୍କୁ ମାତା-ପିତା ହେବାର ସୌଭାଗ୍ୟ ଅର୍ଜନ କରିବା ପାଇଁ ସ୍ପର୍ମ ଡୋନରଙ୍କ ସାହାଯ୍ୟ ଲୋଡ଼ା ହୋଇଥାଏ । ସେମାନଙ୍କୁ ଏହି ସାହାଯ୍ୟ ଯୋଗାଇ ଦେଇଥାଏ ଇଣ୍ଟରନ୍ୟାସ୍‌ନାଲ ସ୍ପର୍ମ ଏବଂ ଏଗ୍‌ ବ୍ୟାଙ୍କ ‘କ୍ରାୟୋସ୍‌’ । କ୍ରାୟୋସ ତରଫରୁ…
ଅଧିକ ଖବର ଦେଖନ୍ତୁ...

‘ପଦ୍ମାବତ’ ପରେ ‘ମଣିକର୍ଣ୍ଣିକା’କୁ କର୍ଣ୍ଣି ସେନାର ବିରୋଧ, କଡ଼ା ଜବାବ ଦେଲେ କଙ୍ଗନା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସୀ’ ରିଲିଜ୍‌ ଅପେକ୍ଷାରେ ଥିବା ବେଳେ ଏହି ଫିଲ୍ମକୁ ବିରୋଧ କରିବା ଆରମ୍ଭ କରିଛି କର୍ଣ୍ଣି ସେନା । ଫିଲ୍ମ ‘ପଦ୍ମାବତ’ ପରେ ଏବେ ‘ମଣିକର୍ଣ୍ଣିକା’କୁ ନେଇ ବିରୋଧ କରିବା…
ଅଧିକ ଖବର ଦେଖନ୍ତୁ...

ବରଣମାଳା ବଦଳ ଚାଲୁଥିବା ବେଳେ ହଠାତ୍‌ କନ୍ୟା ଦେହରେ ବାଜିଲା ଗୁଳି, ତୁରନ୍ତ କରାଗଲା ଚିକିତ୍ସା, ତା’ ପରେ…

ନୂଆଦିଲ୍ଲୀ : ଦିଲ୍ଲୀର ଶକରପୁରରେ ବିବାହ ସମୟରେ ଏକ ଅଘଟଣା ଘଟିଥିବା ସାମ୍ନାକୁ ଆସିଛି । ବିବାହ ସମୟରେ ବରଣମାଳା ପାଇଁ ବର କନ୍ୟା ଷ୍ଟେଜ୍‌ ଉପରେ ଠିଆ ହୋଇଥିବା ବେଳେ ଏହି ସମୟରେ କନ୍ୟାର ପାଦରେ ଆସି ଏକ ଗୁଳି ବାଜିଥିଲା । ଗୁଳି ବାଜିବା କ୍ଷଣି କନ୍ୟା ଅଚେତ ହୋଇ ଯାଇଥିଲେ । ଏହା ଦେଖି…
ଅଧିକ ଖବର ଦେଖନ୍ତୁ...

ସଲମାନ ଖାନ୍‌ଙ୍କ ସହ ପ୍ରେମ ସଂପର୍କ ନେଇ ଅନେକ ଚର୍ଚ୍ଚା ହୋଇ ସାରିବା ପରେ ଏବେ ନିଜର ପ୍ରତିକ୍ରିୟା ରଖିଲେ ଶିଳ୍ପା…

ମୁମ୍ବାଇ : ବଲିଉଡ୍‌ରେ କାମ କରୁଥିବା କଳାକାରଙ୍କୁ ନେଇ ସବୁ ବେଳେ ଭିନ୍ନ ଭିନ୍ନ ପ୍ରକାରର ଚର୍ଚ୍ଚା ହୋଇଥାଏ । ଦୁଇ ନୂଆ କଳାକାର ଏକା ସାଙ୍ଗରେ ଫିଲ୍ମ କରିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥାଏ । ବେଳେ ବେଳେ ଚର୍ଚ୍ଚା ହେଉଥିବା ଖବର ସତ…
ଅଧିକ ଖବର ଦେଖନ୍ତୁ...