Daily Archives

January 18, 2019

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: କଟକ ମଙ୍ଗଳାବାଗ ଥାନାରେ ମାମଲା ରୁଜୁ

ଭୁବନେଶ୍ୱର: ଦୁଇ ଦିନ ତଳେ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବୋର୍ଡ ଶୁକ୍ରବାର କଟକ ଜିଲ୍ଲାର ମଙ୍ଗଳାବାଗ ଥାନାରେ ଏତଲା ଦେଇଛି। ବୋର୍ଡର ସଭାପତି ଜାହାନ ଆରା ବେଗମ ଜାନୁଆରି ୧୬ ତାରିଖରେ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଏତଲା ଦେଇଛନ୍ତି। ଘଟଣା ଦିନ ପରୀକ୍ଷା ବାତିଲ କରି ଦିଆଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ବଲିଉଡ୍‌ର କଳାକାରମାନଙ୍କ ସହ ଦେଖା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି, ୮ଦିନ ପରେ ହେଲା ଖୁଲାସା

ନୂଆଦିଲ୍ଲୀ : ଗତ ଜାନୁଆରି ୧୦ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି ବଲିଉଡ୍‌ କଳାକାର ଦିଲ୍ଲୀରେ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବରୁଣ ଧଓ୍ଵନ,ସିଦ୍ଧର୍ଥ ମାଲହୋତ୍ରା,ରଣବୀର କପୁର,ରଣବୀର ସିଂହ,ଆଲିଆ ଭଟ୍ଟ,ଏକତା କପୁର,ବିକି କୌଶଲ,ରୋହିତ୍‌ ସେଟ୍ଟୀ,ଭୂମି ପେଡ୍‌ନେକର,ଆୟୁଷ୍ମାନ…
ଅଧିକ ଖବର ଦେଖନ୍ତୁ...

୭ବର୍ଷ ତଳେ ୨ଲକ୍ଷ ଟଙ୍କାରେ ଆରମ୍ଭ କରିଥିଲେ ନିଜର କମ୍ପାନି,ଏବେ ଆମେରିକାର ୮୫୦କୋଟି ଟଙ୍କାର କମ୍ପାନି କିଣିଲେ କେରଳୀ…

ନୂଆଦିଲ୍ଲୀ : ଟିଉସନ୍‌ କରି ୨୬କୋଟି ଟଙ୍କାର କମ୍ପାନି ବାଇଜୁ ଗଢ଼ି ଥିବା ବାଇଜୁ ରବୀନ୍ଦ୍ରନ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ୭ ବର୍ଷ ତଳେ ୨ଲକ୍ଷ ଟଙ୍କାରୁ ଆରମ୍ଭ କରିଥିବା ରବୀନ୍ଦ୍ରନ୍‌ ଏବେ ଆମେରିକାରେ ଥିବା ୮୫୦କୋଟି ଟଙ୍କାର କମ୍ପାନି ଓସ୍‌ମୋକୁ କିଣିଥିବା ଜଣା ପଡ଼ିଛି । ଓସ୍‌ମୋ ଏକ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ ରାଜନୈତିକ ସଂକଟ ଜାରି, କଂଗ୍ରେସର ୪ ବିଧାୟକଙ୍କ ପତ୍ତା ମିଳୁନାହିଁ

ବାଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ନାଟକ ଅବ୍ୟାହତ ରହିଛି । ଗୋଟିଏ ପଟେ ବିଜେପି ନିଜର ବିଧାୟକମାନଙ୍କୁ ଗୁରୁଗାଁଓର ଏକ ଲକଜୁରୀ ହୋଟେଲରେ ରଖିଥିବାବେଳେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଆଜି ଡାକିଥିବା ବିଧାୟକ ଦଳ ବୈଠକରେ ୪ ଜଣ ବିଧାୟକ ଅନୁପସ୍ଥିତ ରହିଛନ୍ତି । ଏହାଫଳରେ…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟା ଭିଡିଓ ପାଇଁ ଏଗାର ମହଲାରୁ ଡେଇଁଲେ ବ୍ୟକ୍ତି, ତାପରେ…

ଓ୍ଵାଶିଂଟନ: ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ ଲୋକେ କ’ଣ ସବୁ ନ କରୁଛନ୍ତି! ଓ୍ଵାଶିଂଟନର ୨୭ ବର୍ଷିଅ ଜଣେ ଯୁବକ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ସେୟାର୍‌ କରିବା ପାଇଁ ଯେଉଁଭଳି ସାହସ ପ୍ରଦର୍ଶନ କରିଛନ୍ତି ତାହା ଦେଖିଲେ ଆପଣ ଚକିତ ହୋଇଯିବେ। ଯୁବକ ଜଣକ ଏଗାର ମହଲା ଉପରକୁ ତଳକୁ…
ଅଧିକ ଖବର ଦେଖନ୍ତୁ...

କାଶ୍ମୀର : ଦିନକ ମଧ୍ୟରେ ୪ ଥର ଗ୍ରେନଡ ମାଡ

ଶ୍ରୀନଗର : କାଶ୍ମୀର ଉପତ୍ୟାକାରେ ସେନାର କଠୋର ଅପରେସନ ସତ୍ତ୍ୱେ ଆତଙ୍କବାଦ କମିବା ନାଁ ଧରୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪ ଟି ଗ୍ରେନେଡ ଆକ୍ରମଣ ହୋଇସାରିଲାଣି । ଆଜି କାଶ୍ମୀରର ଫୁଲଓ୍ଵାମା ଜିଲ୍ଲାର କାକାପୁରା ଅଞ୍ଚଳରେ ଥିବା ଏକ ପୁଲିସ ଷ୍ଟେସନରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ…
ଅଧିକ ଖବର ଦେଖନ୍ତୁ...

କୋଲକାତାରେ ହାତ ଧରାଧରି ହେବେ ୨୦ ଦଳର ମୋଦି ବିରୋଧୀ; ସାମିଲ ହେବ ନାହିଁ ବିଜେଡି

କୋଲକାତା : କୋଲକାତାରେ ହାତ ଧରାଧରି ହେବେ ୨୦ଟି ବିରୋଧୀ ରାଜନୈତିକ ଦଳର ନେତା ।  ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଶନିବାର ଏକାଠି ହେଉଛନ୍ତି ମୋଦି ବିରୋଧୀ । କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାର ଗଠନ ବେଳେ ଶକ୍ତି ପ୍ରଦର୍ଶନ କରିଥିଲେ ବିରୋଧୀ ପକ୍ଷ । ସେହିପରି…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ଆତ୍ମହତ୍ୟା ପରେ ଲକ୍ଷ୍ମୀଧର ବେହେରାଙ୍କ ପରିବାରକୁ ମିଳିଲା ପକ୍କା ଘର ପାଇଁ କାର୍ଯ୍ୟାଦେଶ

ଖୋର୍ଦ୍ଧା: ଆତ୍ମହତ୍ୟା ପରେ ଲକ୍ଷ୍ମୀଧର ବେହେରାଙ୍କ ପରିବାରକୁ ଶୁକ୍ରବାର ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଛି। ଲକ୍ଷ୍ମୀଧର ବେହେରାଙ୍କ ପରିବାରକୁ ବିଡିଓ ପକ୍କା ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର କାର୍ଯ୍ୟାଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର…
ଅଧିକ ଖବର ଦେଖନ୍ତୁ...

ଜିଓକୁ ଟକ୍କର ଦେବା ପାଇଁ ବିଏସ୍‌ଏନ୍‌ଏଲ ଆଣିଲା ଭାରତ ଫାଇବର ବ୍ରଡ୍‌ବ୍ୟାଣ୍ଡ ସର୍ଭିସ, ଡାଟା ସ୍ପିଡ୍‌ ରହିବ…

ନୂଆଦିଲ୍ଲୀ : ଜିଓ ଗିଗା ଫାଇବରକୁ ଟକ୍କର ଦେବା ପାଇଁ ଏବେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସଏନଏଲ୍‌) ନୂଆ ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍‌ ଲଞ୍ଚ କରିବାକୁ ଯାଉଛି । ଶୁକ୍ରବାର ଏ ନେଇ ବିଏସ୍‌ଏନ୍‌ଏଲ୍‌ ତରଫରୁ ଘୋଷଣା କରାଯାଇଥିବା ବେଳେ ବ୍ରଡ୍‌ବ୍ୟାଣ୍ଡର ନାଁ ଭାରତ ଫାଇବର ବ୍ରଡ୍‌ବ୍ୟାଣ୍ଡ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଦର୍ଶାଇଛନ୍ତି ଯେ, ୧୯୯୦ ପରଠାରୁ ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଛି। ଫଳରେ ରାଜ୍ୟର ୮୦…
ଅଧିକ ଖବର ଦେଖନ୍ତୁ...