Daily Archives

January 19, 2019

ଧୋନିଙ୍କ ପ୍ରଥମ କୋଚ କହିଲେ- ମାହିଙ୍କ କେବଳ ବ୍ୟାଟ୍‌ କଥା କହିଥାଏ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ଶୃଙ୍ଖଳାରେ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚମତ୍କାର ଫର୍ମକୁ ଫେରିଛନ୍ତି, ଯାହାକୁ ନେଇ ସମଗ୍ର କ୍ରିକେଟ ଜଗତ ଆଲୋଚନା କରୁଛି। ଧୋନି ଏହି ଶୃଙ୍ଖଳାର ୩ ମ୍ୟାଚରେ ସମ୍ବେଦନଶୀଳ ଅର୍ଦ୍ଧଶତକ ହାସଲ କରିଥିଲେ,…
ଅଧିକ ଖବର ଦେଖନ୍ତୁ...

ଅର୍ଜୁନ କପୁରଙ୍କ ଏହି ଭଉଣୀଙ୍କୁ ଜମା ବି ପସନ୍ଦ କରନ୍ତି ନାହିଁ ମଲ୍ଲାଇକା, ମଦ ପିଇ ଦେଇଥିଲେ ଗାଳି

ମୁମ୍ବାଇ: ବଲିଉଡ୍‌ରେ ଏବେ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରାଙ୍କ ପ୍ରେମ ସଂପର୍କକୁ ନେଇ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହେଁ ମଧ୍ୟରାତ୍ର ପର୍ଯ୍ୟନ୍ତ ଏକା ସାଙ୍ଗରେ ପାର୍ଟି କରିବା ସହ ବିଭିନ୍ନ ସ୍ଥାନରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି । ର‍୍ୟାମ୍ପ ସୋ’…
ଅଧିକ ଖବର ଦେଖନ୍ତୁ...

କଙ୍ଗନାଙ୍କ ଧମକର ପ୍ରଭାବ: କରଣୀ ସେନା କହିଲା; ଆମେ ଫିଲ୍ମକୁ ବିରୋଧ କରିନାହୁଁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସୀ’ ରିଲିଜ୍‌ ଅପେକ୍ଷାରେ ଥିବା ବେଳେ ଏହି ଫିଲ୍ମକୁ କର୍ଣ୍ଣି ସେନା ବିରୋଧ କରୁଥିବାର ଖବର ମିଳିଥିଲା । ଫିଲ୍ମ ‘ପଦ୍ମାବତ’ ପରେ ‘ମଣିକର୍ଣ୍ଣିକା’କୁ ନେଇ କର୍ଣ୍ଣି ସେନା…
ଅଧିକ ଖବର ଦେଖନ୍ତୁ...

ଦଳ ବିରୋଧୀ କାର୍ଯ୍ୟ ପାଇଁ ହେଲା କାର୍ଯ୍ୟାନୁଷ୍ଠାନ : କଂଗ୍ରେସରୁ ବହିଷ୍କୃତ ହେଲେ ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର…

ଭୁବନେଶ୍ବର:  କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ବାରମ୍ବାର ଦଳ ବିରୋଧୀ କାର୍ଯ୍ୟପାଇଁ କଂଗ୍ରେସରୁ ଉଭୟଙ୍କୁ ବହିଷ୍କୃତ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା…
ଅଧିକ ଖବର ଦେଖନ୍ତୁ...

ଦୋକାନ ବାହାରେ ଲାଇନ୍‌ରେ ଠିଆ ହୋଇ ରହିଥିଲେ ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସ, କାରଣ ଜଣାପଡ଼ିବା ପରେ…

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ବିଲ୍‌ ଗେଟ୍‌ସଙ୍କୁ ଲାଇନ୍‌ରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ଏକ ବଡ଼ ଧନୀ ବ୍ୟକ୍ତି ହୋଇ…
ଅଧିକ ଖବର ଦେଖନ୍ତୁ...

ପ୍ରିୟା ପ୍ରକାଶଙ୍କ ବଲିଉଡ୍‌ ଡେବ୍ୟୁ ଫିଲ୍ମ ଶ୍ରୀଦେବୀ ବଙ୍ଗ୍‌ଲୋ ଉପରେ ବୋନି କପୁରଙ୍କ ନଜର, ପ୍ରୋଜେକ୍ଟ ବନ୍ଦ…

ମୁମ୍ବାଇ: ମଲାୟାଲମ ଫିଲ୍ମର ଏକ ଗୀତରେ ଆଖି ମାରି ସମସ୍ତଙ୍କ ଉପରେ ଯାଦୁ କରିଥିଲେ ଅଭିନେତ୍ରୀ ପ୍ରିୟା ପ୍ରକାଶ । ତାଙ୍କର ସେହି ୨୬ ସେକେଣ୍ଡର ଭିଡିଓ ତାଙ୍କୁ ଦେଶରେ ଏବଂ ଦେଶ ତଥା ଦେଶ ବାହାରେ ନ୍ୟାସ୍‌ନାଲ କ୍ରସ୍‌ର ନାଁ ନେଇଥିଲା । ଏତେ ଲୋକପ୍ରିୟତା ପରେ ତାଙ୍କୁ ସିମ୍ବା ଫିଲ୍ମ ଅଫର…
ଅଧିକ ଖବର ଦେଖନ୍ତୁ...

ସାତ୍‌ ଫେରା ହେବା ପୂର୍ବରୁ କନ୍ୟା ନାବାଳିକା ବୋଲି ସାମ୍ନାକୁ ଆସିଲା, କାରଣ ପଚରାଯିବା ପରେ ମାତା-ପିତା ଦେଲେ ଏଭଳି…

ପାନୀପତ: ପାନୀପତର ବିକାଶ ନଗରରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ମାତା-ପିତା ନିଜ ନାବାଳିକା ଝିଅର ବିବାହ ଜଣେ ୩୧ବର୍ଷୀୟ ଯୁବକଙ୍କ ସହ କରିବାକୁ ବସିଥିଲେ । ଖବର ପାଇ ସାତ୍‌ ଫେରା ପୂର୍ବରୁ ବିବାହକୁ ରୋକିଥିଲେ ବିକାଶ ନଗରର ମହିଳା ସୁରକ୍ଷା ଏବଂ ବାଲ ବିବାହ…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ପ୍ରଥମ ଥର ପାଇଁ ଭାବବିହ୍ଵଳ ହେଲେ ପ୍ରିୟଙ୍କା,ଭିଡିଓ ସେୟାର କରି ମାଗିଲେ ସାହାଯ୍ୟ

ମୁମ୍ବାଇ : ଆମେରିକାନ କଣ୍ଠଶିଳ୍ପୀ ତଥା ପ୍ରେମିକ ନିକ୍‌ ଜୋନ୍‌ସଙ୍କ ବିବାହ କରି ଚର୍ଚ୍ଚାରେ ରହିଥିଲେ ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଦୁହିଁଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଥିବା ବେଳେ ଦୁହେଁ ଖୁବ୍‌ ଧୁମ୍‌ ଧାମ୍‌ରେ ବିବାହ କରିଥିଲେ । ବିବାହ ପରେ ହନିମୁନ୍‌ରେ ଯିବା ସହ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ାର ଦିବ୍ୟାଙ୍ଗ ଝିଅଙ୍କ ନ୍ୟୁଜିଲାଣ୍ଡରେ କମାଲ, ଗ୍ଲୋବାଲ ଫିମେଲ ନମିନି ପାଇଁ ମନୋନୀତ

କୋମନା (ସରୋଜ କୁମାର ଦାସ): ପିଲାଟି ଦିନରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାକଂର ଦୃଢ଼ ଇଛାଶକ୍ତି ପାଇଁ ନ୍ୟୁଜିଲାଣ୍ଡରେ କମାଲ କରିପାରିଛନ୍ତି ନୂଆପଡ଼ାର ଝିଅ। ନିଜ ପରିବାର ସହିତ ରହି ସେହି ମାଟିରେ ଜନ୍ମଗ୍ରହଣ କରିଥିବା ଓଡିଆ ଝିଅ ହେଲେ ମୁସକାନ। ନୂଆପଡ଼ା ଜିଲ୍ଲାର କୋମନା ମୂଳ ବାସୀନ୍ଦା…
ଅଧିକ ଖବର ଦେଖନ୍ତୁ...