Daily Archives

January 20, 2019

ସୁବର୍ଣ୍ଣପୁର : ସିଂଘିଯୁବା ଗ୍ରାମପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ଗ୍ରାମପଞ୍ଚାୟତରେ ସିଂଘିଯୁବା ସରପଞ୍ଚ ମହାବୀର ବାରିହାଙ୍କ ଅଧ୍ୟକ୍ଷତରେ ପିଠା କାର୍ଯ୍ୟକ୍ରମ ସ୍ଥାନୀୟ ମା ମାହେଶ୍ୱରୀ ମହାବିଦ୍ୟାଳୟ ପରିସରରେ  ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଜୀବନ ମରଣ ସହ ସଂଗ୍ରାମ କରୁଛି ହାତୀ, ୭ ଦିନ ନଖାଇ ନପିଇ ପଡ଼ିରହିଛି

ତୁମୁଡିବନ୍ଧ: ହାତୀ ସୁରକ୍ଷା ପାଇଁ କେତେ ଯତ୍ନବାନ ଆମ ବନ ବିଭାଗ ତାହା କନ୍ଧମାଳ ଜିଲ୍ଲାର ବାଲିଗୁଡା ବନଖଣ୍ଡକୁ ଦେଖିଲେ ଜଣାପଡୁଛି। ହାତୀକୁ ଭଗବାନ ଓ ବଣର ରଜା ଭାବୁଥିବା ହାତୀ ପ୍ରେମୀମାନେ ନିରାଶ ହେଉଛନ୍ତି। ବେଲଘର ରେଞ୍ଜର ଲଙ୍କାଗଡ ନିକଟସ୍ଥ ବାରିଙ୍ଗିଲି କେନ୍ଦୁପଡା ଜଙ୍ଗଲରେ ୭ ଦିନ…
ଅଧିକ ଖବର ଦେଖନ୍ତୁ...

ଖାଲି ପେଟରେ ଗୁଡ଼ ଖାଇ ପିଅନ୍ତୁ ଉଷୁମ ପାଣି, ଏହି ୪ଟି ସମସ୍ୟା ହେବ ଦୂର

ଗୁଡ଼ରେ ଅଧିକ ମାତ୍ରରେ ପୋଷକ ତତ୍ତ୍ୱ ଭରି ରହିଥାଏ । ଯାହା ସମସ୍ତଙ୍କୁ ଜଣା । କିନ୍ତୁ ଖାଲି ପେଟରେ ଗୁଡ଼ ଖାଇ ଉଷୁମ ପାଣି ପିଇବା ଦ୍ୱାରା କ’ଣ ଲାଭ ମିଳିଥାଏ, ତାହା ଆପଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା ସେ ସବୁ ବିଷୟରେ.... ୧. ଭଲ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ବେଳେ ବେଳେ ରକ୍ତ…
ଅଧିକ ଖବର ଦେଖନ୍ତୁ...

ହୃଦ୍‌ଘାତରେ ମୃତ୍ୟୁବରଣ କଲେ ଦୁନିଆ ସବୁଠାରୁ ସୁନ୍ଦର କୁକୁର ବୁ, ସୋସିଆଲ ମିଡିଆରେ ଥିଲେ ୨କୋଟି ଫଲୋଅର୍ସ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ସୁନ୍ଦର କୁକୁର ବୋଲି କୁହା ଯାଉଥିବା ‘ବୁ’ର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସାନ୍‌ ଫ୍ରାନ୍‌ସିସ୍‌କୋରେ ରହୁଥିବା ଏହି କୁକୁରର ମାଲିକ ଇରିନ୍‌ଙ୍କ କହିବା ଅନୁଯାୟୀ ୨୦୧୭ରେ ବୁ ଅବସାଦଗ୍ରସ୍ତ ହୋଇ ଯାଇଥିଲା । ୨୦୧୭ରେ ବୁଙ୍କ ସବୁଠାରୁ ଭଲ ସାଙ୍ଗ…
ଅଧିକ ଖବର ଦେଖନ୍ତୁ...

ମା’ ଅମୃତାଙ୍କ ସହ ପୁଲିସ ଷ୍ଟେସନ ଯିବା ପାଇଁ ବାଧ୍ୟ ହେଲେ ସାରା, ଜାଣନ୍ତୁ କାରଣ

ମୁମ୍ବାଇ: ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ । ଏହା ପରେ ତାଙ୍କର ଦ୍ୱିତୀୟ ଫିଲ୍ମ ‘ସିମ୍ବା’ ରିଲିଜ୍‌ ହୋଇଥିଲା । ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ସାରାଙ୍କ ଅଭିନୟକୁ ଦର୍ଶକେ ପସନ୍ଦ କରିଥିଲେ । ଦୁଇଟି…
ଅଧିକ ଖବର ଦେଖନ୍ତୁ...

୨୦୦ ଟଙ୍କାର ଲଟେରି କିଣି କୋଟିପତି ହେଲେ ପଞ୍ଜାବର ପୁଲିସ କନେଷ୍ଟବଳ

ଚଣ୍ଡିଗଡ଼: ପଞ୍ଜାବ ପୁଲିସର ଜଣେ କନେଷ୍ଟବଳ ରାତା ରାତି କୋଟିପତି ପାଲଟି ଯାଇଥିବା ଜଣା ପଡ଼ିଛି । ମାତ୍ର ୨୦୦ ଟଙ୍କାର ଲଟେରି କିଣି ଜଣେ କନେଷ୍ଟବଳ ମାଲାମାଲ ହୋଇଯିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ୨୦୦ ଟଙ୍କା ଦେଇ ୨କୋଟି ଟଙ୍କା ଜିତିଥିବା ଅଶୋକ କୁମାରଙ୍କ ଖୁସିର…
ଅଧିକ ଖବର ଦେଖନ୍ତୁ...

#ମି ଠୁ ଅଭିଯାନ ପରେ ଏବେ ଲୋକ କାହା ସହ ଯୌନ ଶୋଷଣ କରିବା କଥା ଚିନ୍ତା କରିବା ପୂର୍ବରୁ ୧୦ଥର ଭାବିବେ: କଙ୍ଗନା…

ମୁମ୍ବାଇ: ବଲିଉଡ୍‌ରେ ଆଗକୁ ବଢ଼ିବା ସହ ସଫଳ ହେବା ପାଇଁ ଗଡ଼ଫାଦରର ଆବଶ୍ୟକତା ରହୁଥିବା ବେଳେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଲୋକମାନଙ୍କର ଏଭଳି ଭାବନାରେ ପରିବର୍ତ୍ତନ ଆଣିଥିଲେ । ନିଜ ପରିବାରର କେହି ବି ଫିଲ୍ମ ଇଣ୍ଡଷ୍ଟ୍ରିରେ ନଥିବା ବେଳେ ସେ ଏକା ଏକା ଲଢ଼ିବା ସହ ଆଜି ବଲିଉଡ୍‌ର କୁଇନ୍‌…
ଅଧିକ ଖବର ଦେଖନ୍ତୁ...

୪୬ ବର୍ଷୀୟା ମହିଳାଙ୍କୁ ମନ୍ଦିରରେ ବିବାହ କରିଥିଲେ ୩୨ବର୍ଷୀୟ ଯୁବକ, ବିବାହ ପରେ ସ୍ତ୍ରୀ କହିଥିଲା; ନବବର୍ଷରେ ମୁଁ…

ଉଜ୍ଜୟିନୀ: ଜନୈକା ମହିଳା ନୃସିଂହପୁରରେ ରହୁଥିବା ଜଣେ ଯୁବକଙ୍କୁ ଠକି ଚାଲି ଯାଇଥିବା ଖବର ମିଳିଛି । ଏହି ଖବର ପ୍ରସାର ହେବା ପରେ ମହିଳାଜଣଙ୍କ ଯୁବକଙ୍କୁ କିଭଳି ଭାବରେ ଠକିଥିଲେ ସେ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ମହିଳାଜଣଙ୍କ ଯୁବକଙ୍କଠାରୁ ୧୪ବର୍ଷ ବଡ଼ ଥିଲେ…
ଅଧିକ ଖବର ଦେଖନ୍ତୁ...

ଦୀପକ କଲାଲଙ୍କୁ ମାଡ଼ ଘଟଣା: ପବ୍ଲିସିଟି ପାଇଁ ଟଙ୍କା ଦେଇ ନିଜକୁ ମାଡ଼ ମରାଇଥିଲେ ଦୀପକ, ଦେଖନ୍ତୁ ଭିଡିଓ

ମୁମ୍ବାଇ: କିଛି ଦିନ ତଳେ ଅଭିନେତ୍ରୀ ତଥା ଆଇଟମ୍‌ ଗର୍ଲ ଭାବେ ସାରା ଦେଶରେ ଜଣା ଶୁଣା ରାକ୍ଷୀ ସାଓ୍ଵନ୍ତ ବିବାହ କରିବେ ବୋଲି ଜଣା ପଡ଼ିଥିଲା । ଡିସେମ୍ବର ୩୧,୨୦୧୮ରେ ସେ ୟୁଟ୍ୟବର ଦୀପକ କଲାଲଙ୍କୁ ବିବାହ କରିବେ ବୋଲି ସମସ୍ତଙ୍କୁ ଜଣାଇଥିଲେ । କିନ୍ତୁ ଡିସେମ୍ବର ୩୧ରେ ସେଭଳି କିଛି ଘଟି…
ଅଧିକ ଖବର ଦେଖନ୍ତୁ...

ମାସିକ ଧର୍ମ ବନ୍ଦ ହେବା ପରେ ଫୁଲିବାକୁ ଲାଗିଥିଲା ମହିଳାଙ୍କ ପେଟ, ବୟସ ବୃଦ୍ଧି ହେତୁ ଏପରି ହେଉଥିବ ବୋଲି ଭାବିଥିବା…

ନୂଆଦିଲ୍ଲୀ: ଆମେରିକାର ଇଡାହୋରେ ରହୁଥିବା ଜଣେ ମହିଳାଙ୍କ ପେଟରୁ ବାହାରିଥିବା ଜିନିଷକୁ ଦେଖି ଡ଼ାକ୍ତର ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ବ୍ରେଣ୍ଡା ନାମକ ମହିଳାଙ୍କ ମାସିକ ଧର୍ମ ବନ୍ଦ ହେବା ପରେ ତାଙ୍କ ଓଜନ ବଢ଼ିବାକୁ ଲାଗିଥିଲା । ଓଜନ ବଢ଼ିବା ସହ ତାଙ୍କ ପେଟ ମଧ୍ୟ ବଢ଼ିବାକୁ ଲାଗିଥିଲା ।…
ଅଧିକ ଖବର ଦେଖନ୍ତୁ...