Daily Archives

January 21, 2019

ଏଥର ୫ ଲକ୍ଷରୁ ଅଧିକ ନୂଆ ଭୋଟର! ଜାଣନ୍ତୁ ଲାଭ ହେବ କାହାର

ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା । ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ୍ ଦେବେ ୫ ଲକ୍ଷ ୪୮ ହଜାର ୪୫୩ ନୂଆ ଭୋଟର । ସେହିଭଳି ମୋଟ୍ ୩ କୋଟି ୧୮ ଲକ୍ଷ ୭୮୭ ଭୋଟର ଚଳିତ ବର୍ଷ ମତଦାନ ସାବ୍ୟସ୍ତ କରିବେ ବୋଲି ଚୂଡ଼ାନ୍ତ ଭୋଟର ତାଲିକାରେ ଉଲ୍ଲେଖ ରହିଛି । ସେହିଭଳି ଚଳିତ ବର୍ଷ ୪ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ସଂପ୍ରସାରଣ କାମ ଚାଲୁ ରହିଥିବାରୁ ଗୋପାଳପୁର ବନ୍ଦରରେ ପ୍ରବେଶ ପାଇଁ ଜାହଜକୁ ଅନୁମତି ମିଳିଲା ନାହିଁ

ଭୁବନେଶ୍ବର : ଗୋପାଳପୁର ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାରୁ ଏଠାକୁ ଏକ ପର୍ଯ୍ୟଟକ ଜାହାଜ ଆସିବା ସମ୍ଭବପର ହୋଇପାରିନାହିଁ । ଏଥି ସହିତ ଏହି ବନ୍ଦରଟି ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ନିର୍ମାଣ ହୋଇନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଦେଶଭକ୍ତିକୁ ନେଇ ନିର୍ମାଣ କରାଯାଇଥବା ଏହି ୪ଟି ଫିଲ୍ମ ଦର୍ଶକଙ୍କ ମନ ମୋହିଥିଲା

ଗଣତନ୍ତ୍ର ଦିବସକୁ ଆନନ୍ଦ ସହକାରେ ପାଳନ ଅବସରରେ ଦର୍ଶକ ବିଭିନ୍ନ ଦେଶାତ୍ମବୋଧକ ସିନେମା ଦେଖିଥାନ୍ତି। ଏହା ଫଳରେ ଦେଶର ସ୍ୱାଧୀନତା ସଂଗ୍ରାମ ଓ ଶତ୍ରୁପକ୍ଷ ସହ ଲଢ଼େଇ ସଂପର୍କିତ ଅନେକ ଅଜଣା କାହାଣୀ ସଂପର୍କରେ ଦର୍ଶକ ଅବଗତ ହୋଇପାରି ଥାଆନ୍ତି। ନିକଟ ଅତୀତରେ ବଲିଉଡ୍‌ରେ ଏଭଳି ଅନେକ…
ଅଧିକ ଖବର ଦେଖନ୍ତୁ...

ଗାଁର ଉନ୍ନତିରେ ଦେଶର ଉନ୍ନତି; ଏହି କଥା ଭାବି ୩୭ ଲକ୍ଷ ପ୍ୟାକେଜ୍‌ର ଚାକିରି ଛାଡ଼ି ଗାଁକୁ ଫେରିଲେ ଯୁବକ, ୬ବର୍ଷ…

ଜଶପୁର(ଛତିଶଗଡ଼) : ସମର୍ଥ ଜୈନ୍‌ ନୈନୋ ଭଲ ପାଠ ପଢ଼ି ବୈଜ୍ଞାନିକ ହେବା ପରେ ବେଲ୍‌ଜିୟମରେ ତାଙ୍କୁ ୩୭ଲକ୍ଷ ପ୍ୟାକେଜରେ ଚାକିରି ମିଳି ଯାଇଥିଲା । ଚାକିରି ପାଇବ ପରେ ବୈଜ୍ଞାନିକମାନେ ଭିନ୍ନ ଉପାୟରେ ଚାଷ କରିବାକୁ ନେଇ ଗବେଷଣା କରୁଥିବା ସମର୍ଥ ଦେଖିଥିଲେ । ରାସାୟନିକ ସାରର ବ୍ୟବହାର ନକରି…
ଅଧିକ ଖବର ଦେଖନ୍ତୁ...

କ’ଣ ପାଇଁ ଫଟୋଗ୍ରାଫରଙ୍କୁ ଦେଖି ରାଗି ଯାଆନ୍ତି ଜୟା ବଚ୍ଚନ? କାରଣ କହିଲେ ଝିଅ ଶ୍ୱେତା ନନ୍ଦା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତଥା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଧର୍ମପତ୍ନୀ ଜୟା ବଚ୍ଚନ ବିଭିନ୍ନ ସମୟରେ ଫଟୋଗ୍ରାଫରମାନଙ୍କ ଉପରେ ରାଗୁଥିବାର ଦେଖା ଯାଇଥାଏ । ଏଥିରେ କୌଣସି ନୂଆ କଥା ନାହିଁ । ସବୁ ସମୟରେ ସେ ଯେ କୌଣସି ଇଭେଣ୍ଟକୁ ଯାଇଥିବା ବେଳେ ଫଟୋଗ୍ରାଫରମାନଙ୍କୁ ଗାଳି କରିଥାନ୍ତି…
ଅଧିକ ଖବର ଦେଖନ୍ତୁ...

୨ ଥର ଆତ୍ମହତ୍ୟା ଉଦ୍ୟମ ପରେ ୨୫ମହଲା ଉପରୁ ଡ଼େଇଁବାକୁ ବସିଥିବା ବେଳେ ମନରେ ଆସିଲା ଏକ ଭାବନା, ଯାହା ବଦଳାଇ ଦେଲା ଏହି…

ସିକର(ରାଜସ୍ଥାନ) : ତିନି ଥର ଆତ୍ମହତ୍ୟା ଉଦ୍ୟମ କରି ସାରିଥିବା ଚାଟାର୍ଡ଼ ଆକାଉଣ୍ଟାଣ୍ଟ ପରେଶ ଗୁପ୍ତା ଏବେ ଆତ୍ମହତ୍ୟା କରୁଥିବା ଲୋକମାନଙ୍କୁ ଜୀବନର ମହତ୍ତ୍ୱ ବିଷୟରେ ଜଣାଉଛନ୍ତି । ଏବେ ପର୍ଯ୍ୟନ୍ତ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟାର ଉଦ୍ୟମ କରୁଥିବା ୫୩ ଜଣ ଲୋକଙ୍କ ଜୀବନ ବଞ୍ଚାଇ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସଲମାନ ଖାନ୍‌ଙ୍କ ଭଳି ଦେଖାଯାଉଥିବା ଜଣେ ଯୁବକଙ୍କ ଭିଡିଓ

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ନକଲ କରିବା ଅସମ୍ଭବ । ତାଙ୍କ ଷ୍ଟାଇଲ ଏବଂ ଅନ୍ଦାଜ ପାଇଁ ଏବେ ବି ଲୋକମାନେ ତାଙ୍କ ଦିଓ୍ଵାନା ଥିବା ବେଳେ ଏତେ ବର୍ଷ ବୟସରେ ମଧ୍ୟ ସେ ବଲିଉଡ୍‌ରେ ରାଜ୍‌ କରି ଚାଲିଛନ୍ତି । ସଲମାନ ଏବେ ନିଜର ଫିଲ୍ମ ଭାରତ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କରିବା ପରେ ଡ଼ାକ୍ତର କହିଲେ ମୃତକ ଯୁବକ ନୁହନ୍ତି ଯୁବତୀ! ପୁଲିସ ଏବଂ ପରିବାର ଲୋକଙ୍କ ଉଡ଼ିଗଲା ହୋସ,…

ଡେରାବସ୍ସି(ପଞ୍ଜାବ) : ପଞ୍ଜାବର ଡେରାବସ୍ସିରେ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜନ୍ମ ପରେ ନୁହେଁ, ବରଂ ୨୨ବର୍ଷ ବୟସରେ ଆତ୍ମହତ୍ୟା କରିବା ପରେ ମୃତକ ଯୁବକ ନୁହଁନ୍ତି ବରଂ ଯୁବତୀ ବୋଲି ଜଣା ପଡ଼ିଛି । ଡ଼ାକ୍ତରଙ୍କଠାରୁ ଏକଥା ଶୁଣି ମୃତଦେହ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ସେଲ୍‌ଫି ନେବା ପାଇଁ କାନ୍ଧରେ ହାତ ପକାଇଲେ ପ୍ରଶଂସକ,ଏହା ଦେଖି ହାତ ହଟାଇବା ସହ ମୋଡ଼ି ଦେଲେ ସୋନୁ ନିଗମ, ତା’ପରେ କ’ଣ…

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ ଏବେ ନିଜର ସଙ୍ଗୀତ ପାଇଁ କମ୍‌ ନିଜର ବିବାଦୀୟ ବୟାନ ପାଇଁ ବେଶୀ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ହେବ ସୋନୁଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଭାଇରାଲ ଭିଡିଓରେ ସେ ନିଜ…
ଅଧିକ ଖବର ଦେଖନ୍ତୁ...

“ମଞ୍ଚରୁ ପଡି ମାମୁ ମଲା” କଂସ ବଧ ସହ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ

ମଥୁରାନଗରୀ : ମଞ୍ଚରୁ ପଡି ମାମୁ ମଲା । କୃଷ୍ଣ ବଳରାମଙ୍କ ଦ୍ୱାରା କଂସ ବଧ ସହ ଦୀର୍ଘ ୧୧ ଦିନ ଧରି ଚାଲିଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଶେଷ ହୋଇଛି । ଏହା ପୂର୍ବରୁ କୃଷ୍ଣ ବଳରାମ ଦୁଇଭାଇ ଚାଣୁର ମୁଷ୍ଟିକ ମଲ୍ଲ, କୁବଳୟା ହସ୍ତୀକୁ ବଧ କରିଥିଲେ । ଏହା ପୂର୍ବରୁ ଅକ୍ରୂରଙ୍କ…
ଅଧିକ ଖବର ଦେଖନ୍ତୁ...