Daily Archives

January 21, 2019

ଭିଡ ହିଂସାର ଶିକାର ହୋଇ ଜୀବନ ଭିକ୍ଷା କରୁଥିଲା ଡିଏସ୍‌ପି, ବଞ୍ଚାଇବା ପରିବର୍ତ୍ତେ ଏକା ଛାଡ଼ି ଚାଲି ଆସିଲେ ଅଙ୍ଗରକ୍ଷୀ

ପଟନା : ବିହାରରେ ପୁଣି ଭିଡ଼ ହିଂସା ହୋଇଥିବା ବେଳେ ଏହାର ଶିକାର ହୋଇଛନ୍ତି ଡିଏସ୍‌ପି ରଘୁନାଥ ସିଂହ । ସାଧାରଣ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ଦାୟିତ୍ୱରେ ଥିବା ପୁଲିସର ଏଭଳି ଅବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଡିଏସ୍‌ପିଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ସୋସିଆଲ…
ଅଧିକ ଖବର ଦେଖନ୍ତୁ...

କପିଲଙ୍କ ଚାଞ୍ଚଲ୍ୟକର ବୟାନ : ଗିନ୍ନୀଙ୍କ ସହ ବିବାହ ଥିଲା ଏକ ପବ୍ଲିସିଟି ଷ୍ଟଣ୍ଟ

ମୁମ୍ବାଇ : ଦୀର୍ଘ ଦିନ ପର୍ଯ୍ୟନ୍ତ ପରଦାଠାରୁ ଦୂରେଇ ରହିବା ସହ ଏବେ ପରଦାକୁ ନିଜ କମେଡ଼ିର ତଡ଼୍‍କା ଲଗାଇବା ପାଇଁ ଫେରିଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା । ଗତ ବର୍ଷ ସେ ନିଜ ପ୍ରେମିକା ଗିନ୍ନୀ ଚତାର୍ଥୀଙ୍କୁ ବିବାହ କରିବା ପରେ ନିଜର ସୋ’ ଆରମ୍ଭ କରିଥିଲେ । ସୋ’ ଆରମ୍ଭର ଦୁଇ ସପ୍ତାହ…
ଅଧିକ ଖବର ଦେଖନ୍ତୁ...

୨୦ଦିନର ଶିଶୁ ଉପରେ ପ୍ରେତାତ୍ମାର ଛାଇ ଥିବା ତାନ୍ତ୍ରିକ କହିବାରୁ ଜିଅନ୍ତା ପୋତି ଦେଲେ ବାପା-ମା’

ଶାହାଜାହାନପୁର : ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ପରିବାର ଜଣେ ତାନ୍ତ୍ରିକର କଥାରେ ପଡ଼ି ନିଜ ୨୦ଦିନର ଶିଶୁକୁ ଜିଅନ୍ତା ପୋତି ଦେଇଥିବା ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ମାତା-ପିତା ଶିଶୁକୁ ପୋତି ଦେଇ ଆସିବା ପରେ ଶିଶୁର କାନ୍ଦଣା ଶୁଣି ବାଟରେ ଯାଉଥିବା ଜଣେ ଯୁବକ ଶିଶୁକୁ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ କଂଗ୍ରେସ ବିଧାୟକ ଜେଏନ୍‌ ଗଣେଶ ଦଳରୁ ବିହଷ୍କୃତ; ନିଜ ଦଳର ବିଧାୟକଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା

ବେଙ୍ଗାଲୁରୁ: କଂଗ୍ରେସ ବିଧାୟକ ଜେଏନ୍‌ ଗଣେଶଙ୍କୁ ଆଜି ସନ୍ଧ୍ୟାରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦୀନେଶ ଗୁଣ୍ଡୁ ରାଓ ଦଳରୁ ବହିଷ୍କାର କରିଛନ୍ତି। କଂଗ୍ରେସର ଅନ୍ୟ ଜଣେ ବିଧାୟକ ଆନନ୍ଦ ସିଂହଙ୍କୁ ମାଡ଼ ମାରି ଆହତ କରିବା ଘଟଣାରେ ଆନନ୍ଦ ସିଂହ ବିଧାୟକ ଗଣେଶଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

୨୦୧୪ ନିର୍ବାଚନରେ ଇଭିଏମ ହ୍ୟାକ ହୋଇଥିଲା ? ଆମେରିକୀୟ ହ୍ୟାକରଙ୍କ ଦାବିକୁ ନିର୍ବାଚନ ଆୟୋଗର ଅସ୍ୱୀକାର, ଆଇନଗତ…

ନୂଆଦିଲ୍ଲୀ : ୨୦୧୪ ନିର୍ବାଚନରେ ଇଭିଏମ ହ୍ୟାକ ହୋଇଥିଲା ବୋଲି ଜଣେ ଆମେରିକୀୟ ହ୍ୟାକର ସୟଦ ସୁଜା କରିଥିବା ଦାବିକୁ ନେଇ ବିବାଦ ଦେଖାଦେଇଛି । ପୂର୍ବତନ ମନ୍ତ୍ରୀ ଗୋପୀନାଥ ମୁଣ୍ଡେ ଏ ସଂପର୍କରେ ଜାଣିଥିବାରୁ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ରିଲାଏନ୍ସ ଜିଓ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଚିକିତ୍ସା ବ୍ୟବସ୍ଥା ଉପରେ ବ୍ୟାପକ ଗବେଷଣା ହେଉ

ଭୁବନେଶ୍ୱର: ଆୟୁର୍ବେଦ ଓ ଅନ୍ୟାନ୍ୟ ଭାରତୀୟ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ବିଭିନ୍ନ ଦିଗ ସମ୍ପର୍କରେ ବ୍ୟାପକ ଗବେଷଣା କରିବାକୁ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆହ୍ଵାନ ଦେଇଛନ୍ତି। ଆଜି ଏଠାରେ ପ୍ରଥମ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସମ୍ମିଳନୀ ‘ହେଲ୍‌ଥ…
ଅଧିକ ଖବର ଦେଖନ୍ତୁ...

ଜଳେଶ୍ୱର-ଦୀଘା ରେଳ ଲାଇନ୍‌ର ନିର୍ମାଣ ନେଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ରେଳପଥର ଜଳେଶ୍ୱରରୁ ଦୀଘା ପର୍ଯ୍ୟନ୍ତ ଥିବା ରେଳ ଲାଇନ୍‌ ନିର୍ମାଣ କରିବା ପାଇଁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି । ୨୦୧୧-୧୨ରେ ଦୀଘା-ଜଳେଶ୍ୱର ବ୍ରଡ୍‌ ଗଜ୍‌ ରେଲ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ନୀତି ବିଭ୍ରାଟ ପ୍ରସଂଗ: ଏହା ସୃଷ୍ଟି ପାଇଁ ଏକ ମହାବିପତ୍ତିର ସଂକେତ ବୋଲି କହିଲେ ଜଗତ୍‌ଗୁରୁ…

ପୁରୀ: ପୌଷପୂର୍ଣ୍ଣିମା ଅବସରରେ ପ୍ରତିବର୍ଷ ପରି ଏ ବର୍ଷ ହୋଇଥିବା ବିଶ୍ୱପ୍ରସିଦ୍ଧ ମହୋଦଧି ଆଳତୀ କାର୍ଯ୍ୟକ୍ରମରେ ଯୋଗଦେଇ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ସୋମବାର ସଂଧ୍ୟାରେ ନିଜର୍‌ ଉଦ୍‌ବୋଧନ ଦେଇ ନିକଟ ଅତୀତରେ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥ ୧୪ ଘଣ୍ଟା ଧରି…
ଅଧିକ ଖବର ଦେଖନ୍ତୁ...

ନବଦମ୍ପତିଙ୍କ ନିଆରା ପ୍ରୟାସ : ବିବାହ ଉତ୍ସବରେ ଆୟୋଜନ କଲେ ରକ୍ତଦାନ ଶିବିର; ଅତିଥି କଲେ ରକ୍ତଦାନ

ଆଜିକାଲି ଲୋକମାନେ ବେଶ୍ ଧୁମଧାମରେ ବିବାହ ଉତ୍ସବ ପାଳନ କରୁଛନ୍ତି । ଜାକଜମକରେ ଭୋଜିଭାତ କରି ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଉ କିଛି ଲୋକେ ବିବାହକୁ ସ୍ମରଣୀୟ କରିବା ପାଇଁ କିଏ ପାଣି ଭିତରେ ବିବାହ କରୁଛି, କିଏ ପାହାଡ଼ ଉପରେ ତ ପୁଣି କିଏ ହେଲିକପଟରରେ ଆସି ବିବାହ କରୁଛି । ଏସବୁ…
ଅଧିକ ଖବର ଦେଖନ୍ତୁ...

ଓ୍ଵାଶିଂଟନର ଷ୍ଟେଟ ସିନେଟର ସଦସ୍ୟା ଭାବେ ହାତରେ ଗୀତା ଧରି ଶପଥ ନେଲେ ବିହାରର ଝିଅ ମୋନା ଦାସ

ଓ୍ଵାଶିଂଟନ: ବିହାରର ଝିଅ ମୋନା ଦାସ ଓ୍ଵାଶିଂଟନର ଷ୍ଟେଟ ସିନେଟର ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ଜାନୁଆରି ୧୪ ତାରିଖ, ମକର ସଂକ୍ରାନ୍ତି ଦିନ ସେ ହାତରେ ଗୀତା ଧରି ୪୭ ବର୍ଷ ବୟସ୍କା ମୋନା ସିନେଟର ଭାବେ ଶପଥ ଗ୍ରହଣ କରିଥିଲେ। ମୋନା ଦାସ ହେଉଛନ୍ତି ଆମେରିକାର ଡେମୋକ୍ରାଟ ଦଳର ଜଣେ…
ଅଧିକ ଖବର ଦେଖନ୍ତୁ...