Daily Archives

January 22, 2019

କାର୍ତ୍ତିକ୍‌ ଆର୍ୟନ ନୁହନ୍ତି ଏହି ଅଭିନେତାଙ୍କୁ ଡେଟ୍‌ କରୁଛନ୍ତି ସାରା,ଜୋର ଧରିଲା ଚର୍ଚ୍ଚା

ମୁମ୍ବାଇ : ବଲିଉଡ୍‌ରେ ପାଦ ରଖିବା ପୂର୍ବରୁ କାର୍ତ୍ତିକ୍‌ ସାରାଙ୍କର କ୍ରସ୍‌ ବୋଲି ଚର୍ଚ୍ଚା ହୋଇ ଆସିଛି । ଏମିତିକି ଅନେକ ଥର ସାରା କାର୍ତ୍ତିକ୍‌ଙ୍କୁ ନିଜ ଆଡ଼ୁ ମେସେଜ ପଠାଇ କଥା ହେବାକୁ ଚେଷ୍ଟା କରୁଥିବା କଥା ସାରାଙ୍କ ମା’ ଅମୃତା ଖୁଲାସା କରି ସାରିଛନ୍ତି । ତେବେ ସାରା…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ଶକ୍ତି ପୁରଷ୍କାର-୨୦୧୯ ପାଇଲେ ଦୁଇ ଓଡ଼ିଆ ପୁଅ ଆୟୁଷ୍ମାନ ତ୍ରିପାଠୀ ଏବଂ ନୈସର୍ଗିକ…

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ଶକ୍ତି ପୁରଷ୍କାର ୨୦୧୯ ପାଇଲେ ଦୁଇ ଓଡ଼ିଆ ପୁଅ ଆୟୁଷ୍ମାନ ତ୍ରିପାଠୀ ଏବଂ ନୈସର୍ଗିକ ଲେଙ୍କା । ସ୍କଲାଷ୍ଟିକ୍ ବା ଶିକ୍ଷା ସମ୍ବନ୍ଧୀୟ କ୍ଷେତ୍ରରେ କୃତିତ୍ୱ ପାଇଁ ଆୟୁଷ୍ମାନଙ୍କୁ ଏବଂ ଇନୋଭେସନ୍ କ୍ଷେତ୍ରରେ ନୈସର୍ଗିକଙ୍କୁ ଆଜି ସନ୍ଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ଶିକାର ପାଇଁ ବିଛାଯାଇଥିବା ତାରରେ ଲାଗି ୨ ମୃତ

ଢେଙ୍କାନାଳ : ଆଜି ସନ୍ଧ୍ୟାରେ ବାର୍‌ହା ଶିକାର ପାଇଁ ଜଙ୍ଗଲରେ ବସାଯାଇଥିବା ବିଦ୍ୟୁତ୍ ତାର ଫାଶରେ ପଡ଼ି ଦୁଇ ଜଣ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି। ମୃତକ ଦୁଇଜଣ ହେଲେ ବଅଁରପାଳ ବ୍ଲକ ଟେଣ୍ଟୋଲୋଇ ଗାଁର ଶୁକଦେବ ନାୟକ(୨୭) ଓ ହିନ୍ଦୋଳ ବ୍ଲକ ରକଲା ଗାଁର ଜ୍ୟୋତିଷ ନାୟକ(୨୨)।…
ଅଧିକ ଖବର ଦେଖନ୍ତୁ...

ଜାହ୍ନବୀଙ୍କୁ ସାରା ବୋଲି ଡ଼ାକିଲେ ସାମ୍ବାଦିକ, ହସି ହସି ଏଭଳି ଉତ୍ତର ଦେଲେ ଜାହ୍ନବୀ

ମୁମ୍ବାଇ : ନେହା ଧୁପିଆଙ୍କ ସୋ’ ଭୋଗ୍‌ ବିଏଫ୍‌ଏଫ୍‌କୁ ନିଜ ଭଉଣୀ ଖୁସି କପୁରଙ୍କ ସହ ଯୋଗ ଦେବା ପାଇଁ ଯାଇଥିବା ବେଳେ ସେଠାରେ କିଛି ସାମ୍ବାଦିକ ଜାହ୍ନବୀଙ୍କୁ ସାରା ବୋଲି ଡ଼ାକିଥିଲେ । ସେ ବାହାରକୁ ଆସିବା ପରେ କିଛି ସାମ୍ବାଦିକ ତାଙ୍କୁ ‘ସାରା ମ୍ୟାମ୍‌... ସାରା ମ୍ୟାମ୍‌’ ବୋଲି…
ଅଧିକ ଖବର ଦେଖନ୍ତୁ...

ଜେଜେ ବାପାଙ୍କ ସ୍ୱପ୍ନକୁ ପୂରା କରିବାକୁ ଯାଇ ନିଜ ବିବାହ ଦିନ ନାତି କଲା ଏଭଳି କାମ

ରାୟପୁର : ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ରହୁଥିବା ଅଙ୍କୁଶ ସିଂହ ନିଜ ଜେଜେ ବାପାଙ୍କ ସ୍ୱପ୍ନ ପୂରା କରିବାକୁ ଯାଇ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଘୋରପୂରାରେ ରହୁଥିବା ଅଙ୍କୁଶଙ୍କ କହିବା ଅନୁଯାୟୀ, ବିବାହ ସମୟରେ ମୁଁ ହେଲିକପ୍ଟରରେ କନ୍ୟାକୁ ଆଣିବାକୁ ଯାଏ ବୋଲି ମୋ…
ଅଧିକ ଖବର ଦେଖନ୍ତୁ...

୧୧ବର୍ଷ ତଳେ ସମସ୍ତଙ୍କ ଆଗରେ ଖୋଲା ମଇଦାନରେ ଶ୍ରୀସନ୍ଥକୁ ମାରିଥିଲେ ଚାପୁଡ଼ା, ଏବେ ଭୁଲ ପାଇଁ ପଶ୍ଚାତାପ କରୁଛନ୍ତି…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ସ୍ପିନର ହରଭଜନ ସିଂହ ୧୧ବର୍ଷ ତଳେ ୨୦୦୮ରେ କରିଥିବା ଭୁଲ ପାଇଁ ଏବେ ପଶ୍ଚାତାପ କରୁଛନ୍ତି । ସମସ୍ତଙ୍କ ଆଗରେ ସେ ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିବା ବେଳେ ଏବେ ସେ ନିଜର ଭୁଲ ବୁଝିବା ସହ ସେ ସମୟରେ ମୋର ସେଭଳି କରିବା ଠିକ୍‌ ନଥିଲା ବୋଲି ଭଜ୍ଜି…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପରେ ଆତ୍ମହତ୍ୟା ବୋଲି ଭାବୁଥିଲେ ପରିବାର ଲୋକେ, ପୁଲିସ ଆଗରେ ଆତ୍ମହତ୍ୟା ନୁହେଁ ବାପାଙ୍କୁ ହତ୍ୟା କରାଯାଇଛି…

ନୋଏଡା : ନୋଏଡାରେ ଜଣେ ୪ବର୍ଷୀୟ ଝିଅ ନିଜ ବାପାଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଲିସ ଏବଂ ପରିବାର ଲୋକେ ଆତ୍ମହତ୍ୟା ବୋଲି ଭାବି ମାମଲାକୁ ବନ୍ଦ କରିବାକୁ ବସିଥିବା ବେଳେ ୪ବର୍ଷୀୟ ଝିଅ ନିଜ ଆଖି ଆଗରେ ଦେଖିିଥିବା ହୃଦୟ ବିଦାରକ ଘଟଣା ସମସ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହାତ ଯୋଡ଼ି ନମସ୍କାର କରିବାରୁ ଟ୍ରୋଲ ହେଲେ ପରିଣୀତି

ମୁମ୍ବାଇ : ସୋସିଆଲ ମିଡିଆରେ କଳାକାରମାନଙ୍କୁ ବିଭିନ୍ନ କାରଣରୁ ଟ୍ରୋଲ କରାଯାଇଥାଏ। କେତେବେଳେ ପିନ୍ଧିଥିବା ପୋଷାକ ତ କେତେବେଳେ ସେମାନଙ୍କ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଟ୍ରୋଲ କରିଥାନ୍ତି । ଏବେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ନଜରକୁ ଆସିଛନ୍ତି ପରିଣୀତି ଚୋପ୍ରା ।…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୩୧ ସୁଦ୍ଧା ନିଜ ଗାଡ଼ିରେ ଲଗାଇ ନିଅନ୍ତୁ ଏହି ବଟନ୍‌, ନଚେତ୍‌ ସିଜ୍‌ ହୋଇପାରେ ଆପଣଙ୍କ ଗାଡ଼ି

ନୂଆଦିଲ୍ଲୀ : ସାଧାରଣ ପରିବହନ ବ୍ୟବସ୍ଥାରେ ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ଯାତ୍ରୀବାହୀ ଗାଡ଼ିରେ ପାନିକ୍‌ ବଟନ୍‌ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ନେଇ ଦିଲ୍ଲୀ ସରକାର ନୂଆ ଆଦେଶ ଜାରି କରିଛନ୍ତି । ଏହି ଆଦେଶ ଅନୁଯାୟୀ, ଯେଉଁ ଯାତ୍ରୀବାହୀ ଗାଡ଼ିରେ ୨୦୧୯ ଅପ୍ରେଲ…
ଅଧିକ ଖବର ଦେଖନ୍ତୁ...

୬ବର୍ଷ ପୁରୁଣା ଟୁଇଟ୍‌କୁ ନେଇ ଟ୍ରୋଲ ହେବା ପରେ ବିରାଟଙ୍କ ସହ ସଂପର୍କ ବିଷୟରେ ଖୁଲାସା କଲେ ସୋଫିଆ, ଟୁଇଟ୍‌ରରେ ଜାରି…

ମୁମ୍ବାଇ : କିଛି ଦିନ ତଳେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଅଭିନେତ୍ରୀ ତଥା ମଡେଲ ସୋଫିଆ ହୟାତ୍‌ ଦେଇଥିବା ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରୋହିତ୍‌ ମୋତେ ପ୍ରଥମ ଦେଖାରେ ଚୁମ୍ବନ ଦେଇଥିଲେ ବୋଲି ସୋଫିଆ କହିବା ସହ ସମସ୍ତଙ୍କ ଆଗରେ ସେ ଆମ ପ୍ରେମ ସଂପର୍କକୁ ସ୍ୱୀକାର ନ…
ଅଧିକ ଖବର ଦେଖନ୍ତୁ...