Daily Archives

January 23, 2019

 ବ୍ୟାଙ୍କ ଅଫ୍‌ ବରୋଦା ଓ ଆଇସିଆଇସିଆଇ ବ୍ୟ‌ାଙ୍କ ଆରମ୍ଭ କଲେ ନୂଆ ଜମା ଖାତା, ମିଳିବ ଆମାଜନ୍‌ର ଗିଫ୍ଟ କାର୍ଡର୍

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ଓ ଆଇସିଆଇସିଆଇ  ବ୍ୟାଙ୍କ ନୂଆ ବର୍ଷରେ ଗ୍ରାହକଙ୍କ ପାଇଁ ଦୁଇ ପ୍ରକାରର ଜମା ଖାତା ଆଣିଛନ୍ତି । ବିଓବି ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ଜମା ଖାତା ଆରମ୍ଭ କରିଛି। ଅନ୍ୟପଟେ ଆଇସିଆଇସିଆଇ ବ୍ୟାଙ୍କ ସାଧାରଣ ଲୋକଙ୍କ ପାଇଁ ପ୍ରିମିୟମ୍‌ ଜମ‌ା…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ନବୀନଙ୍କ ସହ ସେଲଫି କାର୍ଯ୍ୟକ୍ରମ : ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେବା ପାଇଁ ବିଜେଡି ଆଣିଲା ନୂଆ ଆପ୍!

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେଲଫି ନେବା ପାଇଁ ନୂଆ ଆପ୍ ଆଣିଛି ଦଳର ଆଇଟି ୱିଙ୍ଗ୍ସ୍ । ଏହା ସହ ମୋ ନବୀନ ମୋ ଘରେ କାର୍ଯ୍ୟକ୍ରମ ମାଧ୍ୟମରେ ଆଇଟି ସେଲର କର୍ମକର୍ତା ପ୍ରତି ଘରେ ବୁଲିବେ ବୋଲି…
ଅଧିକ ଖବର ଦେଖନ୍ତୁ...

କୃଷକଙ୍କୁ ଦକ୍ଷତା ବିକାଶ ତାଲିମ ଦେବେ ସରକାର

ନୂଆଦିଲ୍ଲୀ : କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କ ଦକ୍ଷତା ବିକାଶ ପାଇଁ ଭାରତ ସରକାରଙ୍କ ଜାତୀୟ ସ୍କିଲ୍‌ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌(ଏନ୍‌ଏସ୍‌ଡିସି) ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଯୋଜନାରେ ପ୍ରଥମେ ମହାରାଷ୍ଟ୍ରର ୨.୮୨ ଲକ୍ଷ କୃଷକଙ୍କୁ ଆବଶ୍ୟକ ତାଲିମ୍‌…
ଅଧିକ ଖବର ଦେଖନ୍ତୁ...

ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନାରୁ ଅଶାନ୍ତ କେନ୍ଦ୍ରାପଡ଼ାରେ ଆସନ୍ତାକାଲି ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ଓ…

କେନ୍ଦ୍ରାପଡ଼ା : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ପାଇଁ ସ˚ଘ ପରିବାର ପକ୍ଷରୁ ଆୟୋଜିତ ଏକ ସମାବେଶକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଦେଖାଦେଇଛି ଉତ୍ତେଜନା। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ାରେ ଚବିଶି ଘଣ୍ଟିଆ ୧୪୪ ଧାରା ଜାରି…
ଅଧିକ ଖବର ଦେଖନ୍ତୁ...

ନବ ବର୍ଷରେ କର୍ମଚାରୀମାନଙ୍କୁ ବୋନସ ଦେବା ପାଇଁ ୩୧୩ କୋଟି ଟଙ୍କାର ପାହାଡ଼ ତିଆରି କଲା ଚାଇନିଜ୍‌ କମ୍ପାନୀ,ଭାଇରାଲ…

ନୂଆଦିଲ୍ଲୀ : କିଛି ଲୋକଙ୍କର ଦେଖାଇ ହେବାର ଅଭ୍ୟାସ ରହିଥାଏ । କୌଣସି ଦାମୀ ଜିନିଷ କିଣିବା ପରେ ଲୋକମାନେ ତାହା ବାରମ୍ବାର ଅନ୍ୟମାନଙ୍କୁ ଦେଖାଇ ହୋଇ କହିଥାନ୍ତି । ସମସ୍ତଙ୍କଠାରୁ ନିଜକୁ ଉଚ୍ଚରେ ରଖିବା ପାଇଁ କିଛି ଲୋକ ଏପରି କରିଥାନ୍ତି । କିନ୍ତୁ ଚୀନ୍‌ରେ ଏକ କମ୍ପାନୀ ସେଭଳି କିଛି…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ଶରଣ ନେବାକୁ ଚାହୁଁଥିଲେ ସାଉଦି ଆରବରେ ରହୁଥିବା ଦୁଇ ଭଉଣୀ, ଅନୁମତି ନ ମିଳିବାରୁ ଆତ୍ମହତ୍ୟା କଲେ

ନ୍ୟୁୟର୍କ : ଅକ୍ଟୋବରରେ ନ୍ୟୁୟର୍କର ହଡ୍‌ସନ ନଦୀ ପାଖରୁ ସାଉଦି ଆରବର ନାଗରିକ ଦୁଇ ଭଉଣୀଙ୍କ ମୃତଦେହ ମିଳିଥିଲା । ଏବେ ଦୁହେଁ ଆତ୍ମହତ୍ୟା କରିଥିବା କହିଛନ୍ତି ଡ଼ାକ୍ତର । ଜଣଙ୍କ ନାଁ ରୋତାନା ଫାରିଆ (୨୨) ହୋଇଥିବା ବେଳେ ଆଉ ଜଣଙ୍କ ନାଁ ତାଲା ଫାରିଆ(୧୬) ବୋଲି ଜଣା ପଡ଼ିଛି । ମୃତ୍ୟୁ ସମୟରେ…
ଅଧିକ ଖବର ଦେଖନ୍ତୁ...

୫ମାସ ଧରି ଆଦିବାସୀ ଯୁବତୀଙ୍କ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ କରି ଅଶ୍ଲୀଳ ଫଟୋ ଛାଡ଼ୁଥିଲେ ଯୁବକ, ଗିରଫ କଲା ପୁଲିସ

ରାୟପୁର : ଛତିଶଗଡ଼ର ରାୟପୁରରେ ଜଣେ ଯୁବକ ଆଦିବାସୀ ଯୁବତୀଙ୍କ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ କରି ଫଟୋ ପୋଷ୍ଟ କରୁଥିବାରୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ୫ମାସ ଧରି ଯୁବତୀଙ୍କ ନକଲି ଆଇଡି କରିବା ସହ ଅଶ୍ଲୀଳ ଫଟୋ ପୋଷ୍ଟ କରି ଚାଲିଥିଲେ । ଦୁହେଁ ରାୟପୁରର ଏକ ହୋଟେଲରେ କାମ କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସିନ୍ଧୁନଦୀ ଜଳବଣ୍ଟନ ବିବାଦ : ଆସନ୍ତା ସପ୍ତାହରେ ଭାରତ ଆସିବେ ପାକ ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ : ବହୁ ବିବାଦ ପରେ ଭାରତ ଶେଷରେ ପାକିସ୍ତାନି ପ୍ରତିନିଧିମଣ୍ଡଳକୁ ଚେନାବ ନଦୀ ଉପରେ ନିର୍ମାଣାଧୀନ ନଦୀବନ୍ଧ ପରିଦର୍ଶନ ପାଇଁ ଅନୁମତି ଦେଇଛି । ଆସନ୍ତା ସପ୍ତାହରେ ପାକିସ୍ତାନର ଏକ ୩ ଜଣିଆ ବିଶେଷଜ୍ଞ ଦଳ ଭାରତ ଆସିବେ । ଗତବର୍ଷ ଅଗଷ୍ଟ ମାସରେ ପାକିସ୍ତାନର ଲାହୋରଠାରେ ସ୍ଥାୟୀ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆନ୍ ପ୍ରିମିୟର ଲିଗ ଉପରେ ଅମିତାଭଙ୍କ ନଜର : ଖୁବଶୀଘ୍ର କିଣିବାକୁ ଯାଉଛନ୍ତି ଆଇପିଏଲ୍ ଟିମ୍ !

ନୂଆଦିଲ୍ଲୀ : କବାଡ଼ି ଓ ଫୁଟବଲ ପରେ ଆଗକୁ ଆଇପିଏଲ୍ ଉପରେ ବଚ୍ଚନ ଫ୍ୟାମିଲିର ନଜର। ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ଯେକୌଣସି ଦଳ କିଣିବାକୁ ବଚ୍ଚନ ପରିବାର ଚିନ୍ତା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ଏନେଇ ଚେନ୍ନାଇ ସୁପରକିଙ୍ଗସ୍ ସହ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

୨୦ କେଜି ଓଜନର ଚାବି ଧରି ଭାରତ ଭ୍ରମଣ କରୁଛନ୍ତି ବାବା, ଜାଣନ୍ତୁ କ’ଣ ରହିଛି ଚାବି ପଛର ରହସ୍ୟ…

ପ୍ରୟାଗରାଜ : କୁମ୍ଭ ନଗରୀରେ ଏବେ ବାବାଙ୍କ ଭିଡ ଦେଖିବାକୁ ମିଳୁଛି । ଏଥି ମଧ୍ୟରୁ ଏମିତି କିଛି ବାବା ଅଛନ୍ତି ଯେଉଁମାନଙ୍କ ନିଆରା କାର୍ଯ୍ୟ  ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଳଟିଛି। ଏଥି ମଧ୍ୟରୁ ‘ଚାବି ବାଲେ ବାବା’ ଅନ୍ୟତମ । ସେ ‌ହାତରେ ୨୦ କିଲୋର ଚାବି ଧରି ସାରା ଭାରତ ଭ୍ରମଣ…
ଅଧିକ ଖବର ଦେଖନ୍ତୁ...