Daily Archives

January 23, 2019

ଜେଟଲି ଅସୁସ୍ଥ : ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଦିଆଗଲା ଅର୍ଥ ମନ୍ତ୍ରାଳୟରର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ : କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମିଳିଲା ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ପୀୟୁଷ ଗୋଏଲଙ୍କୁ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆଉ ଏହାସହ ଆଗାମୀ ବଜେଟ ଅଧିବେଶନରେ ବଜେଟ ଉପସ୍ଥାପନା…
ଅଧିକ ଖବର ଦେଖନ୍ତୁ...

ବିବାଦର ଏତେ ଦିନ ପରେ ମୁହଁ ଖୋଲିଲେ କରଣ: ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏବଂ କେ.ଏଲ୍‌ ରାହୁଲଙ୍କ ବିବାଦୀୟ ବୟାନ ପାଇଁ…

ମୁମ୍ବାଇ : କିଛି ଦିନ ତଳେ କରଣ ଜୋହରଙ୍କ ଚାଟ୍‌ ସୋ’ ‘କଫି ଉଇଥ୍‌ କରଣର ସିଜିନ୍‌-୬’ରେ ପହଞ୍ଚିଥିଲେ ଭାରତୀୟ କ୍ରିକେଟର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏବଂ କେ.ଏଲ୍‌ ରାହୁଲ । ଏହି ସମୟରେ ଦୁହିଁଙ୍କୁ କରଣଙ୍କ କଡ଼ା ପ୍ରଶ୍ନର ଜବାବ ଦେବାକୁ ପଡ଼ିଥିଲା । କରଣଙ୍କ ଏକ ପ୍ରଶ୍ନରେ ହାର୍ଦ୍ଦିକ…
ଅଧିକ ଖବର ଦେଖନ୍ତୁ...

ବିସ୍ଫୋରଣ ନୁହେଁ; ଆଇଏସ୍‌ଆଇଏସ୍‌ର ୯ ଆତଙ୍କବାଦୀ ଖାଦ୍ୟ ଓ ପାନୀୟରେ ବିଷ ମିଶାଇ ରଚିଥାଆନ୍ତେ ହତ୍ୟାର ତାଣ୍ଡବ;…

ମୁମ୍ବାଇ/ ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ (ଇସ୍‌ଲାମିକ୍‌ ଷ୍ଟେଟ) ସହ ସଂପୃକ୍ତ ୯ ଆତଙ୍କବାଦୀଙ୍କୁ ମହାରାଷ୍ଟ୍ର ଏଟିଏସ୍‌ (ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ) ଆଜି ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ଗିରଫ କରିବା ପରେ ସେମାନଙ୍କ ଠାରୁ ସେମାନଙ୍କ ଯୋଜନା ସଂପର୍କରେ ଶୁଣି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ଅନ୍ୟ କେଉଁ ଧର୍ମସ୍ଥଳୀରେ ନାରୀମାନଙ୍କ ପ୍ରବେଶ କଟକଣା ରହିଛି ? 

ଭୁବନେଶ୍ୱର: ଆମେ ଭାରତର ସାବରିମାଲା ପରି ବିଶ୍ୱର ଆଉ କେତୋଟି ଧର୍ମପୀଠ ରହିଛି ଯେଉଁଠାକୁ ନାରୀମାନଙ୍କ ପ୍ରବେଶ ମନା । ସେଗୁଡ଼ିକ ମଧ୍ୟରେ ରହିଛି ଜାପାନର ମାଉଣ୍ଟ ଓମାଇନ । ଏହା ବୌଦ୍ଧଧର୍ମର ସୁଗେନଣ୍ଡୋ ମତାବଲମ୍ବୀମାନଙ୍କ ପାଇଁ ଏକ ପବିତ୍ର ଧର୍ମପୀଠ । ଏଠାକୁ ବୌଦ୍ଧ ସନ୍ନ୍ୟାସୀ ମାନେ କଠୋର…
ଅଧିକ ଖବର ଦେଖନ୍ତୁ...

ମାସକୁ ୧୭୮ୟୁନିଟ୍‌ ବିଜୁଳି ବ୍ୟବହାର କରୁଥିବା ଯୁବକଙ୍କ ପାଖକୁ ଆସିଲା ୨୩କୋଟି ଟଙ୍କାର ମାସିକ ବିଜୁଳି ବିଲ୍‌

ଲକ୍ଷ୍ନୌ : ମାସକ ଯାକ ବିଜୁଳି ବ୍ୟବହାର କରି ମାସ ଶେଷରେ ବ୍ୟବହାର କରିଥିବା ବିଜୁଳି ପାଇଁ ଟଙ୍କା ଦେବାକୁ ପଡ଼ିଥାଏ । ଅଧିକ ଟଙ୍କା ଆସିଯିବା ଡ଼ରରେ କିଛି ଲୋକ ଦେଖି ଚାହିଁ ବିଜୁଳିର ବ୍ୟବହାର କରିଥାନ୍ତି । ଘରେ ଲାଗିଥିବା ମିଟରକୁ ବାରମ୍ବାର ଚେକ୍‌ କରିବା ସହ କେତେ ଟଙ୍କା ହେଲା ତାହା ହିସାବ…
ଅଧିକ ଖବର ଦେଖନ୍ତୁ...

କିଛିଦିନ ହେବ ତୁମୁଡିବନ୍ଧରେ ଗୁରୁତର ଥିବା ହାତୀର ମୃତ୍ୟୁ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ବେଲଘର ରେଞ୍ଜର ସିକକି ଗ୍ରାମରେ କିଛିଦିନ ତଳେ ଏକ ଦନ୍ତା ହାତୀ ମୃତ୍ୟୁ ହୋଇ ଥିବା ବେଳେ ବୁଧବାର ଆଉ ଏକ ହାତୀ ମୃତ୍ୟୁ ଖବର ମିଳିଛି। ସୂଚନାଯୋଗ୍ୟ, ଆଜି ମୃତ୍ୟୁ ହୋଇଥିବା ହାତୀ ଲଙ୍କାଗଡ ଜଙ୍ଗଲର ବାରିଙ୍ଗିଲି ନିକଟ ଜଙ୍ଗଲରେ ଗୁରୁତର ଆବସ୍ଥାରେ ଛଟ ପଟ…
ଅଧିକ ଖବର ଦେଖନ୍ତୁ...

ଶୌଚାଳୟରୁ ବାହାରିଲା ବିଶାଳ ଅଜଗର, ପରିବାରଲୋକେ ଦେଖି ହେଲେ ଆତଙ୍କିତ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଏମିତି ଏକ ଘଟଣା ଘଟିଛି ଯାହାକି ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ। ଗୋଟିଏ ଘରେ ଟଏଲେଟ୍‌ ଭିତରୁ ବିଶାଳ ବଡ଼ ଅଜଗର ବାହାରିଥିବା ଦେଖିବାକୁ ମିଳିଛି। ଏହି ଅଜଗରକୁ ଦେଖି ସେହି ଘରେ ରହୁଥିବା ପରିବାର ସଦସ୍ୟ ଆତଙ୍କିତ ହୋଇଯାଇଥିଲେ। ଟଏଲେଟ ଭିତରୁ…
ଅଧିକ ଖବର ଦେଖନ୍ତୁ...

ଶତାବ୍ଦୀ ଏକ୍ସପ୍ରେସକୁ ରାଉରକେଲା ଓ ଝାରସୁଗୁଡ଼ା ଦେଇ ଚଲାଇବା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର:  ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ଚିଠି ଲେଖିଛନ୍ତି।  ଏହି ଚିଠିରେ ସେ କହିଛନ୍ତି କି, ଶତାବ୍ଦୀ ଏକ୍ସପ୍ରେସକୁ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ଦେଇ ଚଳାଚଳ କରାଯାଉ। ଏଥିସହିତ ଝାରସୁଗୁଡ଼ା ଓ ରାଉରକେଲାକୁ ସକାଳେ କୌଣସି ଟ୍ରେନ୍‌ ନାହିଁ…
ଅଧିକ ଖବର ଦେଖନ୍ତୁ...

ହଜ୍‌ ଯାତ୍ରାରୁ କୁମ୍ଭମେଳାର କିନ୍ନର ଆଖଡା; ଏମିତି ଥିଲା ଭବାନୀଙ୍କ ସଂଘର୍ଷ କାହାଣୀ

ପ୍ରୟାଗରାଜ : ସେ ହେଉଛନ୍ତି କୁମ୍ଭମେଳାରେ ଯୋଗ ଦେଇଥିବା ଏକମାତ୍ର ଆଖଡା ମୁଖ୍ୟ, ଯିଏକି ହଜ୍‌ ଯାତ୍ରା କରିଛନ୍ତି। କୁମ୍ଭମେଳାରେ କିନ୍ନର ଆଖଡାର ମୁଖ୍ୟ ଭାବେ ଅବସ୍ଥାପିତ ଭବାନୀ ନାଥଙ୍କ କାହାଣୀ ଅତ୍ୟନ୍ତ ରୋମାଞ୍ଚକ।ହଜ୍‌ ଯାତ୍ରା କରିଥିବା ଏକମାତ୍ର ହିନ୍ଦୁ ସାଧୁ ଭବାନୀ ନାଥ। ଜଣେ କିନ୍ନର…
ଅଧିକ ଖବର ଦେଖନ୍ତୁ...

୧୯୯୯ ମସିହାର ପୁନରାବୃତ୍ତି ! ଦିନ ଥାଉଥାଉ ମାଡି ଆସିଲା କୁହୁଡି, ଲୋକେ ଆତଙ୍କିତ ! ଝରିପୋକ ଓ କଳା ପିମ୍ପୁଡି…

ଅସ୍ତରଙ୍ଗ: ଅସ୍ତରଙ୍ଗ ସମୁଦ୍ର କୂଳକୁ  କୁହୁଡି ମାଡି ଆସୁଛି। ସମୁଦ୍ର କୂଳର ଅତିନିକଟରେ ବସବାସ କରୁଥିବା ଲୋକ ଏହି କୁହୁଡିକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି। ସନ୍ଧ୍ୟା ହେବା ମାତ୍ରେ ଚାରିଆଡେ ଅନ୍ଧକାର ହୋଇଯାଉଛି। ଅସ୍ତରଙ୍ଗ ଉପକୂଳରେ ପ୍ରାୟ ୧୦ ଘଣ୍ଟା କୁହୁଡିର ପ୍ରଭାବ ରହି ଆଜି ସକାଳ ୯ଟାରେ…
ଅଧିକ ଖବର ଦେଖନ୍ତୁ...