Daily Archives

January 24, 2019

ସର୍ଭେ :  ବର୍ତ୍ତମାନ ନିର୍ବାଚନ ହେଲେ ଉତ୍ତର ପ୍ରଦେଶରେ  ୪୮ଟି ଲୋକସଭା ଆସନ ହରାଇବ ବିଜେପି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ତିନିରୁ ଚାରି ମାସ ଥିବା ବେଳେ ଏବେ ସବୁ ଦଳ ସକ୍ରିୟ ହୋଇ ଉଠିଛନ୍ତି। ଉତ୍ତର ପ୍ରଦେଶରେ  କଂଗ୍ରେସ ନିଜର ପ୍ରଭାବ ବଜାୟ ରଖିବା ଲାଗି ସକ୍ରିୟ ରାଜନୀତିକୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଆଣି ବିଜେପିକୁ କଡ଼ା ଟକ୍କର ଦେଇଛି । ପ୍ରିୟଙ୍କାଙ୍କ ପ୍ରବେଶ ପରେ…
ଅଧିକ ଖବର ଦେଖନ୍ତୁ...

୩୪ବର୍ଷ ବୟସରେ ମୃତ୍ୟୁବରଣ କଲେ ଗୋବିନ୍ଦାଙ୍କ ପୁତୁରା, ମୃତ୍ୟୁ ପଛର କାରଣ ଜଣାଇଲେ ଭାଇ ବୋହୂ କଶ୍ମୀରା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ପରିବାର ତରଫରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗୋବିନ୍ଦାଙ୍କ ପୁତୁରା ଜନ୍ମେନ୍ଦ୍ର ଆହୁଜାଙ୍କର ୩୪ବର୍ଷ ବୟସରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ ମୃତଦେହ ସେ ରହୁଥିବା ଘରୁ ମିଳିଥିବା ବେଳେ ଶବ ବ୍ୟବଚ୍ଛଦ ପାଇଁ ପଠାଯାଇଛି । ହଠାତ୍‌…
ଅଧିକ ଖବର ଦେଖନ୍ତୁ...

ପୁଣିଥରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ : ମଧ୍ୟ ରାତ୍ରରେ ଲଞ୍ଚ କରିବ ବିଶ୍ୱର ସବୁଠୁ ହାଲୁକା ଉପଗ୍ରହ

ବେଙ୍ଗାଲୁରୁ : ପୁଣିଥରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ । ମହାକାଶକୁ ବିଭିନ୍ନ ସମୟରେ ଉପଗ୍ରହ ପଠାଇ ରେକର୍ଡ ସୃଷ୍ଟି କରୁଥିବା ଇସ୍ରୋ ଗୁରୁବାର ରାତିରେ ଆଉ ଏକ ଇତିହାସ ରଚିବାକୁ ଯାଉଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରୁ ଇସ୍ରୋ ଏମିତି ଏକ ଉପଗ୍ରହ ଲଞ୍ଚ କରିବାକୁ ଯାଉଛି…
ଅଧିକ ଖବର ଦେଖନ୍ତୁ...

ଆମକୁ କଷ୍ଟ କରିବାକୁ ପଡ଼େ, କିନ୍ତୁ ସେ ଘରୁ ବାହାରୁ ବାହାରୁ ଖବର ତିଆରି ହୋଇଯାଏ: ତୈମୁରଙ୍କୁ ନେଇ ଏଭଳି ମତ ରଖିଲେ…

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ପୁଅ ତୈମୁର ଭାରତର ଘରେଘରେ ଲୋକପ୍ରିୟ । କୌଣସି ଫିଲ୍ମ ନ କରି ମଧ୍ୟ ସେ ନିଜ ପରିବାରର ସବୁଠାରୁ ବଡ଼ ଷ୍ଟାର ପାଲଟି ଯାଇଛନ୍ତି । ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ଲୋକେ ଅନାଇ ବସିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ସକାଳେ କେନ୍ଦ୍ରାପଡ଼ା ସହରରୁ ହଟିବ କର୍ଫ୍ୟୁ

କେନ୍ଦ୍ରାପଡା : ଗତକାଲି କେନ୍ଦ୍ରାପଡ଼ାରେ ସରକାରୀ ହାଇସ୍କୁଲ ପଡ଼ିଆରେ ଏକ କାର୍ଯ୍ୟକ୍ରମକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ାରେ ଜାରି କରାଯାଇଥିବା କର୍ଫ୍ୟୁ ଆସନ୍ତାକାଲି ସକାଳ ୬ଟାରେ ହଟାଯିବ ବୋଲି ସୂଚନା ମିଳିଛି। ଏ ନେଇ ପୁଲିସ…
ଅଧିକ ଖବର ଦେଖନ୍ତୁ...

ନିଜ ଛାତ୍ରଙ୍କ ସହ ଥିଲା ଅବୈଧ ସଂପର୍କ; ସ୍ୱାମୀ ବାଟର କଣ୍ଟା ସାଜିବାରୁ ହତ୍ୟା କଲେ ଶିକ୍ଷୟିତ୍ରୀ

ପାନିପତ : ହରିୟାଣାର ପାନିପତରେ ରହୁଥିବା ଜଣେ ୩୦ବର୍ଷୀୟ ଶିକ୍ଷୟିତ୍ରୀ ନିଜ ୧୯ବର୍ଷୀୟ ଛାତ୍ରଙ୍କ ସହ ମିଶି ସ୍ୱାମୀକୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକଙ୍କ ଶରୀର ତାଙ୍କ ଘରୁ ପୁଲିସ ଜବତ କରିଥିବା ବେଳେ କୌଣସି ଓଜନିଆ ବସ୍ତୁ ସାହାଯ୍ୟରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

‘ଠାକ୍‌ରେ’ର ସ୍କ୍ରିନିଙ୍ଗ ସମୟରେ ରାଗରେ ପରିବାରକୁ ଧରି ବାହାରକୁ ଚାଲି ଆସିଥିଲେ ନିର୍ଦ୍ଦେଶକ,ଏବେ ସାମ୍ନାକୁ ଆସିଲା…

ମୁମ୍ବାଇ : ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ଅଭିନୀତ ଫିଲ୍ମ ବାୟୋପିକ୍‌ ଠାକ୍‌ରେ ଆସନ୍ତାକାଲି ଅର୍ଥାତ ଜାନୁଆରି ୨୫ରେ ରିଲିଜ୍‌ ହେବାକୁ ଯାଉଛି । ଫିଲ୍ମଟି ଦିବଂଗତ ଶିବସେନା ସୁପ୍ରିମୋ ବାଲ୍‌ ଠାକ୍‌ରେ ସାହେବ୍‌ଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପୀଡ଼ିତାଙ୍କୁ ଗଙ୍ଗାରେ ସ୍ନାନ କରି ୫ ଲକ୍ଷ ଟଙ୍କା ଜରିମାନା ଦିଅ ବୋଲି କହିଲା ପଞ୍ଚାୟତ, ଉଚିତ୍‌ ନ୍ୟାୟ ନ…

ଗଢ଼ଓ୍ଵା(ଝାରଖଣ୍ଡ) : ଝାରଖଣ୍ଡର ଗଢ଼ଓ୍ଵା ଜିଲ୍ଲାରେ ଜଣେ ଦୁଷ୍କର୍ମ ପୀଡ଼ିତା ବିଷ ପିଇ ଆତ୍ମହତ୍ୟା କରିବା ଉଦ୍ୟମ କରିଥିବା ଖବର ମିଳିଛି । ପଞ୍ଚାୟତଠାରୁ ଉଚିତ୍‌ ନ୍ୟାୟ ନ ପାଇ ପୀଡ଼ିତା ଏପରି କରିଥିବା ସୂଚନା ରହିଛିି । ଦେଢ଼ ମାସ ତଳେ ଗାଁର ଜଣେ ଯୁବକ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ।…
ଅଧିକ ଖବର ଦେଖନ୍ତୁ...

୩ ଜଣ ଲୋକ ପିଛା କରୁଥିବା ଅନୁଭବ କରି ପୁଲିସକୁ ଖବର ଦେଲେ ମହିଳା, ତଦନ୍ତ ପରେ ସାମ୍ନାକୁ ଆସିଲା ସ୍ୱାମୀଙ୍କ ଅସଲ…

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ମହିଳାଙ୍କ ସହ ଘଟିଥିବା ଘଟଣା ତାଙ୍କ ସ୍ୱାମୀଙ୍କ ଅସଲ ଚେହେରାକୁ ସାମ୍ନାକୁ ଆଣିଛି। ୩ ଜଣ ଲୋକ ତାଙ୍କୁ ପିଛା କରୁଥିବାର ଖବର ପୀଡ଼ିତା ପୁଲିସରେ ଦେବା ପରେ ପୁଲିସ ୩ଜଣଙ୍କୁ ଗିରଫ କରି ପଚରାଉଚରା କରିଥିଲା । ପଚରାଉଚରା ପରେ ପୀଡ଼ିତାଙ୍କ ସ୍ୱାମୀ ତାଙ୍କ ଉପରେ ନଜର…
ଅଧିକ ଖବର ଦେଖନ୍ତୁ...

ଫଟୋ ଲିକ୍‌ ହେବାର ୨୪ଘଣ୍ଟା ପରେ ହଂସିକା ମୋଟ୍‌ଓ୍ଵାନିଙ୍କ ଟୁଇଟ୍‌: ମୋର ଫୋନ ହ୍ୟାକ୍‌ ହୋଇଛି

ନୂଆଦିଲ୍ଲୀ : ଗତକାଲି ଅଭିନେତ୍ରୀ ହଂସିକା ମୋଟ୍‌ଓ୍ଵାନିଙ୍କ ବ୍ୟକ୍ତିଗତ ଫଟୋ ଲିକ୍‌ ହେବାର ଖବର ମିଳିଥିଲା । ଏହା ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କିଏ,କେମିତି ଏବଂ କ’ଣ ପାଇଁ ହଂସିକାଙ୍କ ଫଟୋ ଲିକ୍‌ କଲା ସେ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ତାଙ୍କ…
ଅଧିକ ଖବର ଦେଖନ୍ତୁ...