Daily Archives

January 24, 2019

ସର୍ଭେ : ଏଥର ଝୁଲା ସରକାର, ସରକାର ଗଠନରୁ ୩୫-୩୯ ଆସନ ପଛରେ ରହିବ ଏନଡିଏ

ନୂଆଦିଲ୍ଲୀ : ପାଖେଇ ଆସୁଛି ୨୦୧୯ ଲୋକସଭା ନିର୍ବାଚନ । ଯେକୌଣସି ମୁହୂର୍ତ୍ତରେ ବାଜିପାରେ ନିର୍ବାଚନ ବିଗୁଲ । ଆଉ ଏଭଳି ସମୟରେ ପ୍ରଶ୍ନ ଉଠୁଛି, ୨୦୧୯ରେ କିଏ ଗଢିବ ସରକାର । ଏନଡିଏ ନା ୟୁପିଏ । ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ମୁକୁଟ ପିନ୍ଧିବେ ନା କମବ୍ୟାକ କରିବ କଂଗ୍ରେସ । ଏହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଗୁରୁଗ୍ରାମ୍‌ରେ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬ ହେଲା

ନୂଆଦିଲ୍ଲୀ : ଗୁରୁଗ୍ରାମ୍‌ର ଅଲ୍ଲାବାସରେ ଥିବା ଏକ ନିର୍ମାଣାଧୀନ କୋଠା ହଠାତ୍‌ ଭୁଶୁଡ଼ି ପଡ଼ିବାରୁ ୬ଜଣଙ୍କର ମୃତ୍ୟୁ ହୋଇଛି । ହଠାତ୍‌ ଏଭଳି ଘଟଣା ଘଟିଥିବାରୁ ଅନେକ ଲୋକ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣା ଘଟିବାର ତୁରନ୍ତ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଲୋକମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ଓଡ଼ିଶା ଗ୍ରସ୍ତ ପୂର୍ବରୁ ବିରୋଧୀଙ୍କ ଏହା ଏକ ଚକ୍ରାନ୍ତ : ଦିଲ୍ଲୀ ପୁଲିସ ସମନ ବାବଦରେ ପ୍ରତିକ୍ରିୟା ରଖିଲେ…

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁତ୍ର ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କୁ ଦିଲ୍ଲୀ ପୋଲିସର ନୋଟିସ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ । ସେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ କୌଣସି ନୋଟିସ ପାଇନାହାନ୍ତି ଓ ନୋଟିସ ପାଇଲେ ସେ ନିଶ୍ଚିତ ଭାବରେ ହାଜର ହୋଇ…
ଅଧିକ ଖବର ଦେଖନ୍ତୁ...

ମେଘାଳୟ ଖଣି ଦୁର୍ଘଟଣା: ଫସି ରହିଥିବା ୧୫ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କଲା ନୌସେନା

ନୂଆଦିଲ୍ଲୀ : ମେଘାଳୟର ବେଆଇନ୍‌ କୋଇଲା ଖଣିରେ ହଠାତ୍‌ ବନ୍ୟା ପାଣି ପ୍ରବେଶ କରିବାରୁ ଖଣିରେ କାମ କରୁଥିବା ୨୨ଜଣ ଶ୍ରମିକଙ୍କ ମଧ୍ୟରୁ ୧୫ଜଣ ଫସି ରହିଥିଲେ । ଡିିସେମ୍ବର ୧୩, ୨୦୧୮ରେ ଏହି ହୃଦୟ ବିଦାରକ ଘଟଣା ଘଟିଥିବା ବେଳେ ୧୫ଜଣ ଶ୍ରମିକଙ୍କ ମୃତଦେହକୁ ଉଦ୍ଧାର କରାଯାଇ ପାରି ନ ଥିଲା ।…
ଅଧିକ ଖବର ଦେଖନ୍ତୁ...

ସାଧାରଣନ୍ତ୍ର ଦିବସରେ ଦେଖିବାକୁ ମିଳିବ ନାରୀ ଶକ୍ତିର ଝଲକ, ମହିଳା ଅଧିକାରୀ ପ୍ରଦର୍ଶନ କରିବେ ଡେୟାର ଡେଭିଲ୍‌ ସୋ’

ନୂଆଦିଲ୍ଲୀ : ୩୦ତମ ସାଧାରଣତନ୍ତ୍ର ଦିବସ ଅବସରରେ ନାରୀ ଶକ୍ତିର ପ୍ରଦର୍ଶନ ଦେଖିବାକୁ ମିଳିବ । ଦିଲ୍ଲୀ ରାଜପଥରେ ସେନାର ଡେୟାର ଡେଭିଲ ସୋ’ର ନେତୃତ୍ୱ ନେବେ ଜଣେ ମହିଳା ଅଧିକାରୀ ଭାବନା କସ୍ତୁରୀ। ଆସାମ ରାଇଫଲସର ଡେୟାର ଡେଭିଲ ଟିମ୍‌ର ମହିଳା ସଦସ୍ୟ ମୋଟରସାଇକେଲରେ ଷ୍ଟଣ୍ଟ ଦେଖାଇବେ ।…
ଅଧିକ ଖବର ଦେଖନ୍ତୁ...

ଡେଲାଙ୍ଗ ଷ୍ଟେସନ୍‌ରୁ କଟା ମୁଣ୍ଡ ମିିଳିବା ଘଟଣାରେ ଯୁବକ ଗିରଫ, ସ୍ୱାମୀ ସାଜିଥିଲା ସ୍ତ୍ରୀର ହତ୍ୟାକାରୀ

ଡେଲାଙ୍ଗ: ପୁରୀରେ ଟ୍ରେନ୍‌ ଟଏଲେଟରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଏବଂ ଡେଲାଙ୍ଗ ଷ୍ଟେସନ୍‌ ନିକଟ ରେଳଧାରଣାରୁ ମୁଣ୍ଡ ମିଳିବା ଘଟଣାର ପର୍ଦ୍ଦାଫାସ ହୋଇଛି। ମୃତ ମହିଳା ହେଲେ ଯାଜପୁର ବିଞ୍ଚାରପୁର ଥାନା ଖଣ୍ଟିପାଲର ଗୀତଞ୍ଜଳି ମଲ୍ଲିକ। ହତ୍ୟାକାରୀ ମହିଳାଙ୍କ ସ୍ୱାମୀ କପିଳ ଓରଫ ବାମନ…
ଅଧିକ ଖବର ଦେଖନ୍ତୁ...

ଭାରତର ଯୁଦ୍ଧ ଜାହଜକୁ ସୁରକ୍ଷା ଦେବ ଏହି ମିସାଇଲ, ଓଡ଼ିଶା ଉପକୂଳରେ ହେଲା ସଫଳ ପରୀକ୍ଷା

ଭୁବନେଶ୍ୱର : ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ( ଡିଆରଡିଓ) ପକ୍ଷରୁ ଆଜି ଇସ୍ରାଏଲ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏଲଆର-ସାମ ବା ବାରାକ-୮ ଏୟାର ଡିଫେନ୍ସ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହାକୁ ଭାରତୀୟ ନୌସେନାର ଆଇଏନଏସ-ଚେନ୍ନାଇରୁ ଉଡ଼ିଶା…
ଅଧିକ ଖବର ଦେଖନ୍ତୁ...

ଦେଶର ସବୁଠାରୁ ଶସ୍ତା ଗାଡ଼ି ‘ନାନୋ’ର ଉତ୍ପାଦନ ଓ ବିକ୍ରୟକୁ ୨୦୨୦ ଅପ୍ରେଲରୁ ବନ୍ଦ କରିବ ଟାଟା ମୋଟର୍ସ

ହାଇଦ୍ରାବାଦ/ ନୂଆଦିଲ୍ଲୀ: ଦେଶର ସବୁଠାରୁ ଶସ୍ତା ଗାଡ଼ି ଭାବେ ପରିଚିତ ଥିବା ‘ନାନୋ’ର ଉତ୍ପାଦନ ଓ ବିକ୍ରୟକୁ ୨୦୨୦ ଅପ୍ରେଲରୁ ବନ୍ଦ କରାଯିବ ବୋଲି ଟାଟା ମୋଟର୍ସ ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଟାଟା କମ୍ପାନିର ଅଧ୍ୟକ୍ଷ ରତନ ଟାଟାଙ୍କର ମାନସ ସନ୍ତାନ ବୋଲି କହୁଯାଉଥିବା ଟାଟା…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷର ପରମ ବିଶିଷ୍ଟ ସେବା ମେଡାଲ ପାଇବେ ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌

ନୂଆଦିଲ୍ଲୀ: ଚଳିତ ବର୍ଷର ସମ୍ମାନଜନକ ପରମ ବିଶିଷ୍ଟ ସେବା ମେଡାଲ୍‌ ଦେଶର ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ ପାଇବେ। ଆସନ୍ତା ଜାନୁଆରି ୨୬ ତାରଖରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜେନେରାଲ ରାଓ୍ଵତ୍‌ଙ୍କୁ ଏହି ମେଡାଲ ପ୍ରଦାନ ପୂର୍ବକ ସମମାନିତ କରାଯିବ। ନିଜ କାର୍ଯ୍ୟ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ଆମାଜନର ଏହି ରୋବର୍ଟ ଗ୍ରାହକଙ୍କ ଘରକୁ ଯାଇ ଅର୍ଡର ହୋଇଥିବା ସାମଗ୍ରୀ ଡିଲଭରୀ ଦେବ

ଓ୍ଵାସିଂଟନ : ବିଶ୍ୱର ଅଗ୍ରଣୀ ଇ-କମର୍ସ କମ୍ପାନି ଆମାଜନ ପକ୍ଷରୁ ଏକ ଡେଲିଭରୀ ରୋବର୍ଟ ବ୍ୟବହାର କରିବା ଆରମ୍ଭ କରାଯାଇଛି । ଏହାର ନାଁ ରଖାଯାଇଛି ସ୍କାଉଟ୍‌ । ପ୍ରଥମେ ଏହାକୁ ଆମେରିକା ରାଜଧାନୀ ଓ୍ଵାସିଂଟନର ସ୍ନୋହୋମିଶ କାଉଣ୍ଟି ଅଞ୍ଚଳରେ ପରୀକ୍ଷାମୂଳକ ପ୍ରୟୋଗ କରାଯାଉଛି । ପ୍ରଥମେ ୬ଟି…
ଅଧିକ ଖବର ଦେଖନ୍ତୁ...